Trending
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
- ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
Browsing Category
Public
Public related news information updates will be here
ବାରିପଦା ଜଗନ୍ନାଥ ମନ୍ଦିର କାର୍ଯ୍ୟ ବୁଲି ଦେଖିଲେ 5T ସଚିବ ଭି କେ ପାଣ୍ଡିଆନ
ବାରିପଦାରେ ୫-ଟି ସଚିବ ଭିକେ ପାଣ୍ଡିଆନ୍ । ଆଜି ଶୁକ୍ରବାର ମୟୂରଭଞ୍ଜ ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ସେହିଭଳି ବାରିପଦାରେ ପହଞ୍ଚି ଶ୍ରୀହରି ବଳଦେବଜିଉଙ୍କ ଦର୍ଶନ କରିବା ସହିତ ୫-ଟି ସଚିବ ପୂଜାର୍ଚ୍ଚନା କରିଛନ୍ତି ।ମହୁଲଡିହାସ୍ଥିତ ବଡବନ୍ଧ…
ରାଜ୍ୟରେ ଓବିସି ଗଣନା ଖୁବ୍ ଶୀଘ୍ର ହେବ
ଭୁବନେଶ୍ୱର : ରାଜ୍ୟରେ ଓବିସି ଗଣନା ଖୁବ୍ ଶୀଘ୍ର ହେବ। ଆପାତତଃ ଏପ୍ରିଲ୍-ମେ’ ମାସରେ ଏହି ଗଣନା କାର୍ଯ୍ୟ ଆରମ୍ଭ ହେବ। ଜୁଲାଇ ମାସ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥି ପାଇଁ ଓବିସି କମିସନ୍ଙ୍କ ସଦସ୍ୟ ସଚିବ ଭି ଭି ଯାଦବ ସବୁ ଜିଲ୍ଲାପାଳ ଓ ମହାନଗର…
ନୂଆ ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ୱ ନେବେ ପ୍ରଦୀପ ଜେନା
ଭୁବନେଶ୍ବର: ଆଜି ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବେ ୧୯୮୯ ବ୍ୟାଚ IAS ଅଫିସର ଆଇଏଏସ ପ୍ରଦୀପ ଜେନା । ୧୯୯୧ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ସବ-କଲେକ୍ଟର ଭାବେ କ୍ୟାରିଅର ଆରମ୍ଭ କରିଥିଲେ ପ୍ରଦୀପ । ପରେ କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାପାଳ ମଧ୍ୟ ହୋଇଥିଲେ । ବିଭିନ୍ନ କ୍ଷେତ୍ରରେ…
ପୁଲୱାମାରେ ଜଣେ ଆତଙ୍କବାଦୀକୁ ନିପାତ କରିଛନ୍ତି ଯବାନ
ଶ୍ରୀନଗର: ପ୍ରତିଶୋଧ ନେଲେ ଜମ୍ମୁ ସୁରକ୍ଷା କର୍ମୀ । ପୁଲୱାମାରେ ଜଣେ ଆତଙ୍କବାଦୀକୁ ନିପାତ କରିଛନ୍ତି ଯବାନ । ରବିବାର ଆତଙ୍କବାଦୀ ଜଣେ କାଶ୍ମୀର ପଣ୍ଡିତଙ୍କୁ ମାରି ଦେଇଥିଲେ । ଦିନକ ପରେ ସୁରକ୍ଷା କର୍ମୀ ଜଣେ ଆତଙ୍କବାଦୀକୁ ଏନକାଉଣ୍ଟର କରିଛନ୍ତି । ଆଜି ପୁଲୱାମା ଅବନ୍ତିପୁରା ଅଞ୍ଚଳରେ…
ଆସନ୍ତା କାଲିଠାରୁ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ଉନ୍ନୟନ କମିଶନର ପ୍ରଦୀପ ଜେନା
ଭୁବନେଶ୍ୱର: ଆଜି ସରିବ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ଆସନ୍ତା କାଲିଠାରୁ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ଉନ୍ନୟନ କମିଶନର ପ୍ରଦୀପ ଜେନା । ୧୯୮୯ ବ୍ୟାଚ IAS ଅଫିସର ପ୍ରଦୀପ କୁମାର ଜେନା ମୁଖ୍ୟ ଶାସନ ସଚିବ ଭାବେ ପଦଭାର ଗ୍ରହଣ କରିବେ । ସୁରେଶ ମହାପାତ୍ରଙ୍କ…
ଆଜି ଅପରାହ୍ନରେ ବିଧାନସଭାରେ ବଜେଟ ଅଧିବେଶନ
ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆଗତ ବଜେଟ ଉପରେ ବିଧାନସଭାରେ ଜାରି ରହିଛି ଆଲୋଚନା । ଆଜି ଅପରାହ୍ନରେ ଦ୍ବିତୀୟ ଦିନରେ ଆଲୋଚନା ହେବ । ଆସନ୍ତାକାଲି ଆଲୋଚନାର ଶେଷ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଉତ୍ତର ରଖିବେ । ସୋମବାର ବିଧାନସଭାରେ ବାଚସ୍ପତି ଘୋଷଣା କରିଥିବା…
ବାଲେଶ୍ୱର ଏସିଡ ପୀଡିତା ବନିତା ସିଂଙ୍କ ଅନ୍ତିମ ସଂସ୍କାର ହିନ୍ଦୁ ରୀତିନୀତିରେ ସଂପନ୍ନ
ବାଲେଶ୍ୱର ଏସିଡ ପୀଡିତା ବନିତା ସିଂଙ୍କ ଅନ୍ତିମ ସଂସ୍କାର ହିନ୍ଦୁ ରୀତିନୀତିରେ ସଂପନ୍ନ ହୋଇଛି । ଶୋକାକୂଳ ପରିବେଶ ଭିତରେ ଭୀମପୁର ଗାଁରେ ତାଙ୍କର ଶେଷକୃତ୍ୟ କରାଯାଇଛି । ଗତକାଲି ଶବବ୍ୟବଚ୍ଛେଦ ପରେ କଟକରୁ ଭୀମପୁରକୁ ଅଣାଯାଇଥିଲା ବନିତାଙ୍କ ପାର୍ଥିବ ଶରୀର । ଗାଁରେ ମୃତଦେହ ପହଞ୍ଚିବା…
ଚାନ୍ଦୀପୁର ଡିଆରଡିଓର ତଥ୍ୟ ଦେବା ମାମଲା
ଅଭିଯୁକ୍ତର ନା ବାବୁରାମ ଦେ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ସମ୍ପତିଆ ପଞ୍ଚାୟତ ବାଗପୁଞ୍ଜି ଗାଁରେ ଘର ରହିଛି । ଦେଶ ବିରୋଧୀ କାର୍ଯ୍ୟକଳାପରେ ବାବୁରାମର ଗିରଫଦାରୀ ଖବର ପରେ ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି । ଅତି ଗରିବ ପରିବାରରେ ଜନ୍ମିତ ହୋଇଥିବା ଏହି ବ୍ୟକ୍ତି ପିଲାବେଳୁ ଜଣେ ମେଧାବୀ…
ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ। ବାଲେଶ୍ବର ପୂର୍ତ୍ତ ବିଭାଗ ୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ସେନାପତିଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଚାଲିଛି। ୪ଜଣ ଡିଏସପି, ୧୦ ସବଇନ୍ସପେକ୍ଟର, ୨…
ଆଗାମୀ ଦିନରେ ଆହୁରି ବଢିବ ତାପମାତ୍ରା
ଭୁବନେଶ୍ୱର: ଫେବ୍ରୁଆରୀରୁ ଆଉଟୁପାଉଟୁ କଲାଣି ଖରା। ଉପାନ୍ତରୁ ଉପକୂଳ ସିଝିଲାଣି ସାରା ଓଡ଼ିଶା। ବିଭିନ୍ନ ଜିଲ୍ଲାରେ ୩୫ ଡିଗ୍ରୀ ଉପରେ ପାରଦ। ଗତକାଲି ୩୮ ଦଶମିକ ୩ଡିଗ୍ରୀ ସହିତ ସୋନପୁର ହୋଇଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ଦ୍ବିତୀୟରେ ତାଳଚେର ଓ ତୃତୀୟରେ ରହିଥିଲା…