Trending
- ଚାଷୀଙ୍କ ଆକାଉଣ୍ଟକୁ ଗଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
Browsing Category
Politics
All politics-related news information will be uploaded here in daily besis
ମଧ୍ୟପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ? ଆଜି ଜଣାପଡିବ
ମଧ୍ୟପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ? ଆଜି ଜଣାପଡିବ । ଦଳ ପକ୍ଷରୁ ଘନ ଘନ ବୈଠକ କରାଯାଇଥିବା ବେଳେ ଆଜି ବିଧାୟକ ଦଳ ବସି ନେତା ନିର୍ବାଚନ କରିବ । ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ବିଜେପି ବିପୁଳ ବିଜୟ ହାସଲ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ କିଏ ହେବେ…
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ଆଗରେ ବସୁନ୍ଧରା
ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ଆଗରେ ବସୁନ୍ଧରା ରାଜେ ରହିଛନ୍ତି । ତାଙ୍କ ସମର୍ଥକମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରୁଛନ୍ତି । ରାଜସ୍ଥାନ ନିର୍ବାଚନ ଫଳ ଘୋଷଣାକୁ ଇତିମଧ୍ୟରେ ତିନି ଦିନ ବିତିଲାଣି । କିନ୍ତୁ ମୁଖ୍ୟମନ୍ତ୍ରୀ ଚୌକିରେ କିଏ ବସିବ ତାହା…
ତେଲେଙ୍ଗାନାର ନୂତନ ମୁଖ୍ୟମନ୍ତ୍ରୀ ରେଭାନ୍ତ ରେଡ୍ଡୀ ହେବେ
କଂଗ୍ରେସ ତେଲେଙ୍ଗାନାରେ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡାନ୍ତ କରିଛି। ରାଜ୍ୟ କଂଗ୍ରେସ ସଭାପତି ରେଭାନ୍ତ ରେଡ୍ଡୀ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଉତ୍ସଗୁଡିକ ଏହି ସୂଚନା ଦେଇଛନ୍ତି । ତେଲେଙ୍ଗାନାର ମୋଟ ୧୧୯ ଟି ସିଟ୍ ମଧ୍ୟରୁ ୬୪ ଟି ଜିତିଛି କଂଗ୍ରେସ। ବିଆରଏସ୍ ୩୯ ଟି ସିଟ୍ ଏବଂ…
ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନରେ ଭାଜପା ସରକାର
ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନ ସରକାର ଗଠନ କରିବ ବିଜେପି । ନିର୍ବାଚନରେ କଂଗ୍ରେସ ଏକ ବଡ଼ ଧରଣର ପରାଜୟର ସମ୍ମୁଖୀନ ହୋଇଛି । ହିନ୍ଦୀ ଭାଷା ରାଜ୍ୟ ମଧ୍ୟପ୍ରଦେଶରେ ଭାଜପା ସରକାର ଅକ୍ଷୁର୍ଣ୍ଣ ଥିବାବେଳେ ଛତିଶଗଡ଼ ଏବଂ ରାଜସ୍ଥାନରେ କଂଗ୍ରେସକୁ କ୍ଷମତାରୁ ହଟାଇ ଦେଇଛନ୍ତି। କଂଗ୍ରେସ…
୪ରୁ ୩ଟି ରାଜ୍ୟରେ ବିଜେପି ଆଗୁଆ
୪ରୁ ୩ଟି ରାଜ୍ୟରେ ବିଜେପି ଆଗୁଆ । ବିଧାନସଭା ନିର୍ବାଚନରେ ବିଜେପି ବାଜିମାତ କରିଛି । ୪ଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ ତେଲେଙ୍ଗାନା ଓ ଛତିଗଡ଼ରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଜାରି ରହିଛି। ବର୍ତ୍ତମାନ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ଆଗୁଆ ରହିଥିବାବେଳେ…
୪ ରାଜ୍ୟର ନିର୍ବାଚନ ଫଳାଫଳ:ମଧ୍ୟପ୍ରଦେଶ, ରାଜସ୍ଥାନରେ ବିଜେପି ଆଗୁଆ , ତେଲେଙ୍ଗାନାରେ କଂଗ୍ରେସ ଆଗୁଆ
ଚାଲିଛି ଭୋଟ ଗଣତି । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ । ଛତିଶଗଡର ୯୦ ଟି ବିଧାନସଭା ଆସନ, ମଧ୍ୟପ୍ରଦେଶର ୨୩୦, ତେଲେଙ୍ଗାନାର ୧୧୯ ଏବଂ ରାଜସ୍ଥାନର ୧୯୯ ଟି ଆସନର ରେଜଲ୍ଟ ଆଉ କିଛି ଘଣ୍ଟା ପରେ…
ମଧ୍ୟପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ ଟକ୍କର
ସରିଛି ନିର୍ବାଚନ । ଏବେ କିଏ ସରକାର ଗଠନ କରିବ ତାକୁ ନେଇ ଆଲୋଚନା ଚାଲିଛି । ମଧ୍ୟପ୍ରଦେଶରେ ଏକଜିଟ୍ ପୋଲରେ କଂଗ୍ରେସ ଓ ବିଜେପି ମଧ୍ୟରେ ଟକ୍କର ଦେଖିବାକୁ ମିଳୁଛି । ବିଜେପିର ଶିବରାଜ ସିଂ ଚୌହାନ୍ ପଞ୍ଚମ ଥର ପାଇଁ କ୍ଷମତାକୁ ଆସିବା ପାଇଁ ଜୋରଦାର ଉଦ୍ୟମ କରୁଥିବା ବେଳେ…
ଛତିଶଗଡ଼ରେ ପୁଣି କଂଗ୍ରେସ କ୍ଷମତାକୁ ଫେରିବ
ଛତିଶଗଡ଼ରେ ଏକଜିଟ୍ ପୋଲରେ ପୁଣି କଂଗ୍ରେସ କ୍ଷମତାକୁ ଫେରିବା ନେଇ ସଂକେତ ମିଳୁଛି । ଛତିଶଗଡ଼ରେ ମୋଟ୍ ୯୦ଟି ବିଧାନସଭା ଆସନ ଥିବା ବେଳେ ମ୍ୟାଜିକ୍ ନମ୍ବର ୪୬। ନ୍ୟୁଜ୍-୨୪ ଓ ଟୁଡେଜ୍ ଚାଣକ୍ୟ କଂଗ୍ରେସକୁ ୫୭ଟି ସିଟ୍ ମିଳିବା ନେଇ ଅନୁମାନ କରିଥିବା ବେଳେ ବିଜେପିକୁ ଦେଇଛି ମାତ୍ର ୩୩ଟି…