Browsing Category

Politics

All politics-related news information will be uploaded here in daily besis

ଗଠନ ହେଲା ବିଜୁ ଶ୍ରମିକ ସାମ୍ମୁଖ୍ୟ

ଭୁବନେଶ୍ୱର: ରାଜ୍ୟରେ ଗଠନ ହେଲା ବିଜୁ ଶ୍ରମିକ ସାମ୍ମୁଖ୍ୟ । ପ୍ରଣବ ପ୍ରକାଶ ଦାସଙ୍କୁ ସାମ୍ମୁଖ୍ୟର ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି ଦେଲେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ସେହିଭଳି ଉପଦେଷ୍ଟା ଭାବେ ଦେବାଶିଷ ସାମନ୍ତରାୟ ଏବଂ ପ୍ରଭାସ କୁମାର ସିଂଙ୍କୁ ନିଯୁକ୍ତି ପ୍ରଦାନ…

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକରେ ୧୯ଟି ପ୍ରସ୍ତାବ ଉପରେ ମୋହର

ଭୁବ‌ନେଶ୍ବର: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକରେ ୧୯ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଲୋକେସନ୍‌ ଆକ୍ସେସିବିଲିଟି ମଲ୍ଟି-ମୋଡାଲ୍‌ ଇନିସିଏଟିଭ୍‌ (ଲକ୍ଷ୍ମୀ) ଉପରେ ମୋହର ଲାଗିଛି। ଏହି ଯୋଜନାରେ…

 ନୂଆ ସଂସଦର ସ୍ବତନ୍ତ୍ର ଅଧିବେଶନରେ ନୂଆ ୟୁନିଫର୍ମ ପିନ୍ଧିବେ କର୍ମଚାରୀ

ନୂଆଦିଲ୍ଲୀ: ସଂସଦର ସ୍ବତନ୍ତ୍ର ଅଧିବେଶନରେ ନୂଆ ୟୁନିଫର୍ମ ପିନ୍ଧିବେ କର୍ମଚାରୀ । ଏନେଇ ଖବର ପ୍ରକାଶ ପାଇବା ପରେ ବିରୋଧୀମାନେ ପ୍ରଶ୍ନ ଉଠାଇଛନ୍ତି ।  ଆସନ୍ତା ସପ୍ତାହରେ ନୂଆ ସଂସଦ ଭବନରେ କର୍ମଚାରୀମାନେ ଯୋଗଦେବେ । ଉଭୟ ଗୃହ ଭିତରେ ଓ ବାହାରେ ସଂସଦ କର୍ମଚାରୀମାନେ ନୂଆ ୟୁନିଫର୍ମ…

ସୌମ୍ୟଙ୍କୁ ବିଜେଡିର ଚେତାବନୀ

ସୌମ୍ୟଙ୍କୁ ବିଜେଡିର ଚେତାବନୀ  । ବିଜେଡି ସାଂସଦ ସସ୍ମିତ ପାତ୍ର ଖୋଲାଖୋଲି  କହିଛନ୍ତି, ସୌମ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆସ୍ଥା ହରାଇସାରିଛନ୍ତି । ଏଣୁ ନିଜେ ବିଧାୟକ ପଦରୁ ଇସ୍ତଫା ଦେଇଦିଅନ୍ତୁ । ସୌମ୍ୟ ଦୀର୍ଘଦିନ ଧରି ଦଳବିରୋଧୀ ମତ ଦେଉଛନ୍ତି । ଏହାପଛରେ ତାଙ୍କର…

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଉପ ସଭାପତି ପଦରୁ ହଟାଇଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ

ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜୁ ଜନତା ଦଳ । ତାଙ୍କୁ ଦଳର ଉପ ସଭାପତି ପଦରୁ ହଟାଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ। ଯାହା ଆଶା କରାଯାଉଥିଲା ତାହା ହେଲା । ବିଜେଡି ଉପସଭାପତି ପଦରୁ ବିଦା ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ।…