Browsing Category

Politics

All politics-related news information will be uploaded here in daily besis

ରାଜସ୍ଥାନରୁ ସଚିନଙ୍କ ଏକ୍‌ଜିଟ୍‌

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏହାର ସଂଗଠନରେ ବଡ଼ ଅଦଳବଦଳ କରିଛି । ଶନିବାର ଦଳ ଛତିଶଗଡ଼ର ପ୍ରଭାରୀ ଭାବେ ସଚିନ ପାଇଲଟଙ୍କୁ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଅବିନାଶ ପାଣ୍ଡେଙ୍କ ସ୍ଥାନରେ ୟୁପିର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ସେହିପରି ଅଶୋକ ଗେହଲଟଙ୍କୁ ନ୍ୟସନାଲ ଏଲାୟନ୍ସ…

ବିବାଦ ପରେ ମୁହଁ ଖୋଲିଲେ କାମିଆ ଜାନି

ବିବାଦ ପରେ ରାଜନୀତି ଜୋର ଧରିଲା । ବିଜେଡି, ବିଜେପି, କଂଗ୍ରେସ ଏବେ କାମିଆ ଜାନିଙ୍କ ପ୍ରସଙ୍ଗକୁ ନେଇ ତର୍କ କରୁଛନ୍ତି । ଏହାପରେ ମୁହଁ ଖୋଲିଛନ୍ତି ୟୁଟ୍ୟୁବର କାମିଆ ଜାନି। ବିବାଦ ବଢ଼ିବାକୁ ନେଇ ସେ ସ୍ପଷ୍ଟ କରିଛନ୍ତି ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ସେ ଓଡ଼ିଶା ଆସିଥିଲେ । ତାଙ୍କ କାମ…

ଇଣ୍ଡିଆ ମେଣ୍ଟର ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟର ଦେଶବ୍ୟାପୀ ଆନ୍ଦୋଳନ । ସଂସଦର ଶୀତ ଅଧିବେଶନରେ ବିଶୃଙ୍ଖଳ ଆଚରଣ ପାଇଁ ଉଭୟ ଲୋକସଭା ଓ ରାଜ୍ୟସଭାର ୧୪୬ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଥିବାରୁ ଏହାର ଦେଶବ୍ୟାପୀ ପ୍ରତିବାଦ  ବିରୋଧୀ ଇଣ୍ଡିଆ ମେଣ୍ଟ ପକ୍ଷରୁ କରାଯାଇଛି। ଜନ୍ତରମନ୍ତରଠାରେ ଇଣ୍ଡିଆ ମେଣ୍ଟର…

ଅଡୁଆରେ ରାହୁଲ ଗାନ୍ଧି

ବଢିଲା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଅଡୁଆ। ରାହୁଲ ଗାନ୍ଧିଙ୍କ ବିରୋଧରେ ୮ ସପ୍ତାହ ମଧ୍ୟରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ରାଜସ୍ଥାନ ବିଧାନସଭା ନିର୍ବାଚନ ବେଳେ ଭରତପୁରର ଏକ ନିର୍ବାଚନୀ ସଭାରେ…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା

ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାଜର ହେବାକୁ କରିଥିବା ନୋଟିସ୍‌କୁ ପୁଣି ଏଡାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଇଡି ପକ୍ଷରୁ ମିଳିଥିବା ସମନ ଜବାବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ତାଙ୍କର ଲୁଚାଇବାକୁ କିଛି…

ପାସ୍ ହେଲା ୩ ସଂଶୋଧିତ ନୂଆ ଆଇନ ବିଲ୍

ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା, ଭାରତୀୟ ସାକ୍ଷ୍ୟ ଆଇନ ଲୋକସଭାରେ ଆଜି ପାସ୍ ହୋଇଛି ।  ଏହି ବିଲ୍ ପାସ୍ ଅବସରରେ ନାଗରିକଙ୍କ ସୁରକ୍ଷା, ଗୁରୁତ୍ୱ ଏବଂ ରାଷ୍ଟ୍ରହିତକୁ କଥା କହିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ । ମବ୍ ଲିଞ୍ଚିଂ ବା ଭିଡ଼ ହିଂସା ଏକ ଘୃଣିତ ଅପରାଧ ଅଟେ । ଆଉ…

ଲୋକସଭାରେ ମୋଦି ସରକାରଙ୍କ ୩ ବିଲକୁ ସମର୍ଥନ ଦେଲା ବିଜେଡି

ଲୋକସଭାରେ ମୋଦି ସରକାରଙ୍କ ୩ ବିଲକୁ ସମର୍ଥନ ଦେଲା ବିଜେଡି । ଲୋକସଭାରେ ନରେନ୍ଦ୍ର ମୋଦି ସରକାରଙ୍କ ୩ଟି ବିଲକୁ ସମର୍ଥନ ଦେବାକୁ ନେଇ କଂଗ୍ରେସ ବିଜେଡିକୁ କଟାକ୍ଷ କରିଛି। ଅପରାଧ ଆଇନ ସହ ଜଡ଼ିତ ଏହି ବିଲଗୁଡ଼ିକ ସପକ୍ଷରେ ବିଜେଡି  ଲୋକସଭାରେ ଯୁକ୍ତି ଉପସ୍ଥାପନ କରିଥିଲା। ଲୋକସଭାରେ ଭାରତୀୟ…

ମଦ ଦୁର୍ନୀତି ମାମଲା:କେଜ୍ରିୱାଲଙ୍କୁ ପୁଣି ED ସମନ

କେଜ୍ରିୱାଲଙ୍କୁ ପୁଣି ଥରେ ଇଡି ସମନ କରିଛି । ମଦ ଦୁର୍ନୀତି ମାମଲାରେକେଜ୍ରିୱାଲଙ୍କୁ ପୁଣି ED ସମନ କରିବାକୁ ନେଇ ରାଜନୀତି ଜୋର ଧରିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୁଣି ଥରେ ସମନ୍ କରିଛି ପ୍ରବର୍ତ୍ତନ…

ଶୀତ ଅଧିବେଶନରୁ ମୋଟ ୯୨ ସାଂସଦଙ୍କୁ ନିଲମ୍ବିତ କରାଯାଇଛି: ଓମ ବିର୍ଲା

ନୂଆଦିଲ୍ଲୀ:ସଂସଦରେ ସୁରକ୍ଷା ତ୍ରୁଟି କୁ ନେଇ ଲଗାତାର ଚତୁର୍ଥ ଦିନ ଲୋକସଭାରେ ଉତ୍ତେଜନା ଦେଖାଦେଇଥିଲା  । ଲୋକସଭାରେ ସୁରକ୍ଷା ତ୍ରୁଟି ଘଟଣାରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ବୟାନ ଦାବି କରି ବିରୋଧୀ ଏମପିଙ୍କ ହଙ୍ଗାମା ପାଇଁ ଉଭୟ ଗୃହରୁ ୯୨ ସଦସ୍ୟ ନିଲମ୍ବିତ ହୋଇଛନ୍ତି। …

ଘର ଘର ବୁଲୁଛନ୍ତି ରାଜନେତା

ଭୁବନେଶ୍ବର: ବିଜେଡି, କଂଗ୍ରେସ, ବିଜେପି ନେତାମାନେ ଏବେ ଘର ବୁଲା ଆରମ୍ଭ କରିଛନ୍ତି ।  ରାଜଧାନୀରେ  ଘରେ ଘରେ ପହଞ୍ଚି ଭୋଟରଙ୍କୁ ନିଜ ଆଡ଼କୁ ଟାଣିବାକୁ ତିନି ଦଳର ନେତା ଏବେ ଦିନରାତି ଏକ କରି ଦେଇଛନ୍ତି। ଶାସକ ବିଜେଡି ଦଳ ‘ଘରେ ଘରେ ଶଙ୍ଖ ଜନସମ୍ପର୍କ ଅଭିଯାନ’ ଆରମ୍ଭ କରିଛି । ବିଜେପି ଓ…