Trending
- ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ,ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ
- ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨ ଘଣ୍ଟା ମୌନ ବ୍ରତ କରିଛନ୍ତି ଆନ୍ନା
- ବିଲକୁ ଓଲଟିଲା ଘରୋଇ ବସ୍,୪୦ ଆହତ
- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍,ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
Browsing Category
Politics
All politics-related news information will be uploaded here in daily besis
ମାର୍ଚ୍ଚ ୩୦ରେ ମେରଟ ଆସିବେ ପ୍ରଧାନମନ୍ତ୍ରୀ
ଲୋକସଭା ନିର୍ବାଚନକୁ ନେଇ ବିଜେପି ଜୋରଦାର ପ୍ରସ୍ତୁତି ଚାଇଛି। ନିର୍ବାଚନ ତାରିଖ ଘୋଷଣା ପରେ ବିଜେପି ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ରାଲିର ଘୋଷଣା ମଧ୍ୟ ଆରମ୍ଭ ହୋଇଛି। ମାର୍ଚ୍ଚ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେରଟରେ ଏକ ରାଲି କରିବେ ବୋଲି ଜଣାଯାଇଛି। ଏହା ଜରିଆରେ…
ୱାଏନାଡରେ ରାହୁଲଙ୍କୁ ଟକ୍କର ଦେବେ କେ ସୁରେନ୍ଦ୍ରନ
ଲୋକସଭା ନିର୍ବାଚନରେ ୱାଏନାଡ ଲୋକସଭା ଆସନରେ ଏଥର ହାଇପ୍ରୋଫାଇଲ ଲଢେଇ ହେବାକୁ ଯାଉଛି । କଂଗ୍ରେସର ଗଡ କୁହାଯାଉଥିବା ଏହି ଆସନରୁ ରାହୁଲ ଗାନ୍ଧୀଙ୍କୁ କଡା ଟକ୍କର ଦେବାକୁ କେରଳ ବିଜେପି ମୁଖ୍ୟ କେ ସୁରେନ୍ଦ୍ରନଙ୍କୁ ବିଜେପି ଟିକେଟ ଦେଇଛି । ୨୦୦୯ ମସିହାରୁ କଂଗ୍ରେସ ଲଗାତାର ଏହି ଆସନରୁ…
ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ
ବିଜେଡିକୁ ବାଏ ବାଏ କହିଲେ ଦଳର ବରିଷ୍ଠ ନେତା ତଥା ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣ ସେଠୀ। ପୂର୍ଣ୍ଣଚନ୍ଦ୍ର ସେଠୀ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣ ଦେଖା କରାଯିବାରୁ ସେ ବିଜେଡି ଛାଡ଼ିଥିବା କହିଛନ୍ତି।
ସେ ଆହୁରି କହିଛନ୍ତି, ୨୦୦୯ ଓ ୨୦୧୪ରେ ମୁଁ ଭଲ…
ପତ୍ନୀଙ୍କୁ ଟିକେଟ ନ ମିଳିବାରୁ କଂଗ୍ରେସ ଛାଡିଲେ ଆସାମ ବିଧାୟକ
ଆସାମର ଲକ୍ଷ୍ମୀପୁର ଜିଲ୍ଲାର ନାଓବୋଇଚା ବିଧାୟକ ଭରତ ଚନ୍ଦ୍ର ନାରା ତାଙ୍କ ପତ୍ନୀଙ୍କୁ ଲୋକସଭା ନିର୍ବାଚନ ପାଇଁ ଦଳରୁ ଟିକେଟ ନ ମିଳିବାରୁ ସୋମବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଲକ୍ଷ୍ମୀପୁର ଲୋକସଭା ଆସନ ପାଇଁ ଉଦୟ ଶଙ୍କର ହଜାରିକାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଏହି ଆସନ ପାଇଁ…
ବିଜେଡି ଛାଡି ବିଜପିରେ ମିଶିବେ କି ?
ଲୋକସଭା ନିର୍ବାଚନ-୨୦୨୪ ଏବେ ନୂଆ ମୋଡ଼ ନେଇଛି । ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ଏବେ ବିଜେଡି ଓ ବିଜେପି ରାଜ୍ୟରେ ଏକାକୀ ନିର୍ବାଚନ ଲଢିବାକୁ ଯାଉଛନ୍ତିା ଏଥିପାଇଁ ଉଭୟ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ଟିକେଟ୍ କସରତ । ଏହାସହିତ ଉଭୟ ଦଳରେ ଦେଖିବାକୁ ମିଳିଛି ଦଳ ଡିଆଁ ପର୍ବ ।…
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନୂଆବୋହୂଙ୍କ ନିବେଦନ
ମୁଁ ଲିପ୍ସା ଭୋଇ । ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ ପଢ଼ିଛି । ମୋ ସ୍ୱାମୀ ଚାଷ କରନ୍ତି । କଟକ ଜିଲ୍ଲା ନିଆଳି ବ୍ଲକ୍ ରତନପୁର ଗ୍ରାମ ୫ ନମ୍ବର ୱାର୍ଡ ପାରବସ୍ତ ସାହିରେ ଘର । ଏହି ଗାଁରେ କେବେ ସୂର୍ଯ୍ୟ ଉଦୟ ହୋଇନାହିଁ । ଗାଁକୁ ଭଲ ରାସ୍ତାଟିଏ ନାହିଁ । ପିଇବା ପାଇଁ ଭଲ ପାଣି ନାହିଁ ।…
ଓଡ଼ିଶାରେ ସରକାର ଗଢ଼ିଲେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ: ବିଜେପି
ଆଗାମୀ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ଜୋରଦାର ଲଢ଼ାଇ କରିବ। ଓଡ଼ିଶାର ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଅବତୀର୍ଣ୍ଣ କରାଇବ। ଆମେ ଭଲ ଭାବରେ ନିର୍ବାଚନ ଲଢ଼ିବୁ। ନୂଆଦିଲ୍ଲୀରେ ଅନୁଷ୍ଠିତ ବିଜେପିର ବୈଠକରେ ସାମିଲ ହୋଇ…
ଧର୍ମେନ୍ଦ୍ର ପ୍ରଣବ ମହାଲଢେଇ
ବିଜେଡି-ବିଜେପି ମଧ୍ୟ ମେଣ୍ଟ ହେବାକୁ ନେଇ ଚର୍ଚ୍ଚାରେ ଏବେ ବିରାମ ଲାଗିଛି । ନିର୍ବାଚନରେ ଉଭୟ ଦଳ ଏକାକୀ ଲଢିବେ ବୋଲି ସ୍ଥିର ହୋଇଛି । ଏହାପରେ ଖୁବଶୀଘ୍ର ଓଡ଼ିଶା ଆସନ ପାଇଁ ଉଭୟ ଦଳ ନିଜର ପ୍ରାର୍ଥି ଘୋଷଣା କରିପାରନ୍ତି । ତେବେ ବର୍ତ୍ତମାନ ସବୁଠୁ ଚର୍ଚ୍ଚାରେ ରହିଛି ଓଡ଼ିଶାର ସମ୍ବଲପୁର…
ଅଜୟ ରାୟ କିଏ ?
୧୯୬୯ ଅକ୍ଟୋବର ୭ରେ ବାରାଣାସୀରେ ଜନ୍ମଗ୍ରହଣ କରିଥିଲେ କଂଗ୍ରେସ ନେତା ଅଜୟ ରାୟ । ବିଜେପି ଛାତ୍ର ଶାଖା ABVP ରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୬ରେ ପ୍ରଥମ ଥର ପାଇଁ ବିଜେପି ଟିକେଟରେ କୋଲକାତା ଅସନରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ୯ ଥର CPI ବିଧାୟକ…
ବିଜେପିରେ ମିଶିପାରନ୍ତି ସାଂସଦ ଭର୍ତ୍ତୃହରି ମହତାବ
ସାମ୍ବାଦିକତା ଓ ରାଜନୀତିରେ ଭଲ ଦକ୍ଷତା ରଖିଥିବା ୬୭ ବର୍ଷୀୟ ଭର୍ତ୍ତୃହରି ମହତାବ ଏଥରକୁ ମିଶାଇଲେ ୬ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରଥମ ଥର ପାଇଁ ୧୯୯୮ରେ ସେ କଟକରୁ ସାଂସଦ ହୋଇଥିଲେ। ୨୦୧୭ ମସିହାରେ ସେ ଆଉଟ୍ଷ୍ଟାଣ୍ଡିଂ ପାର୍ଲାମେଣ୍ଟାରି ଆୱାର୍ଡ ଗ୍ରହଣ କରିଥିଲେ। ସେହିପରି…