Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Browsing Category
Politics
All politics-related news information will be uploaded here in daily besis
ଭାଜପାର ସଂକଳ୍ପ ପତ୍ର
ନିର୍ବାଚନ ପାଇଁ ଆଜି ସଂକଳ୍ପ ପତ୍ର ଜାରି କଲା ଭାଜପା। ଦିଲ୍ଲୀ ଭାଜପା ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମୋଦିଙ୍କ ସହ ଭାଜପା ସଭାପତି ଜେପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉପସ୍ଥିତ ଅଛନ୍ତି।ସଂକଳ୍ପ ପତ୍ର ଉନ୍ମୋଚନ…
ଟାର୍ଗେଟ କଲେ ବୈଜୟନ୍ତ
କେନ୍ଦ୍ରାପଡ଼ା: ପାଟକୁରା ତିକନପୁରରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଜୋରଦାର କରିଛନ୍ତି ପ୍ରଚାର । ଏଥର ବିଜେପି ବିଜେଡି ମଧ୍ୟରେ ଟକ୍କର ହେବାକୁ ଯାଉଥିବା ବେଳେ ନିର୍ବାଚନୀ ପ୍ରଚାରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବୈଜୟନ୍ତ ପଣ୍ଡା । ଉପସ୍ଥିତ ଜନସାଧାରଣଙ୍କୁ ସେ…
ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା ,ଆଉ ୯ ଲୋକସଭା ପ୍ରାର୍ଥୀ ଘୋଷଣା କଲା ଦଳ
ଆସିଲା କଂଗ୍ରେସର ଆଉ ୯ ଲୋକସଭା ପ୍ରାର୍ଥୀ ତାଲିକା । ପୂର୍ବରୁ ୮ଟି ଲୋକସଭାରେ ପ୍ରାର୍ଥୀ ଘୋଷଣା କରିଥିବା କଂଗ୍ରେସ ଏବେ ରାଜ୍ୟର ଆଉ ୯ଟି ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଛି । ତେବେ ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜଙ୍କୁ ଭୁବନେଶ୍ୱରରୁ ଲୋକସଭା ପ୍ରାର୍ଥୀ କରିଛି ଦଳ ।…
ଶଙ୍ଖ ଭବନରେ ବିଜେଡିର ନିର୍ବାଚନୀ ଇସ୍ତାହାର କମିଟିର ପ୍ରଥମ ବୈଠକ
ଶଙ୍ଖ ଭବନରେ ବିଜେଡିର ନିର୍ବାଚନୀ ଇସ୍ତାହାର କମିଟିର ପ୍ରଥମ ବୈଠକ ବସିଛି। ଚଳିତ ନିର୍ବାଚନରେ ଦଳର ନିର୍ବାଚନୀ ଇସ୍ତାହାର ରୂପରେଖ କିପରି ରହିବ ସେନେଇ ଆଲୋଚନା ହେଉଥିବା ସୂଚନା ମିଳିଛି। ୩୮ ଜଣିଆ ଇସ୍ତାହାର କମିଟିରେ ସାଂସଦ ଚନ୍ଦ୍ରଶେଖର ସାହୁ ଅଧ୍ୟକ୍ଷ ରହିଥିବାବେଳେ ଉପସଭାପତି ଦେବୀ…
ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହେଲେ କୈଳାଶ କୁଲେସିକା
ବିଜେଡିରୁ ମିଳିଲାନି ଟିକେଟ୍ । ରାତାରାତି ଦଳ ବଦଳାଇଲେ ନେତା । ବିଜେଡି ଛାଡି ବିଜେପିରେ ମିଶିଛନ୍ତି କୋରାପୁଟ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା । ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଗେରୁଆ ଟୋପି ପିନ୍ଧିଛନ୍ତି କୈଳାଶ କୁଲେସିକା…
୯ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଏସପି
ସମାଜ ପାର୍ଟି ୯ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ଗୋରଖପୁର ଏବଂ ବସ୍ତି ସମେତ ମୋଟ ୯ଟି ଆସନରେ ନାମ ଅଛି। ବିଏସପି ଆଜମଗଡରୁ ଭୀମ ରାଜଭାର, ଘୋସିରୁ ବାଲକ୍ରିଷ୍ଣା ଚୌହାନ, ଏଟା ମୋ. ଇରଫାନ, ଧୌରହରାରୁ ଶ୍ୟାମ କିଶୋର ଆୱସ୍ତି, ଫୌଜାବାଦରୁ ସଚ୍ଚିଦାନନ୍ଦ ପାଣ୍ଡେ, ବସ୍ତିରୁ ଦିନଶଙ୍କର…
ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି , ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ
୨୦୨୪ ନିର୍ବାଚନ ପାଇଁ ଆଜି ବିଜେଡି ତାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ବାଲେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେପି ଛାଡି ବିଜେପିରେ ଯୋଗ ଦେଇଥିବା ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ଦଳ ପ୍ରାର୍ଥୀ କରିଛି ।
ସେହିଭଳି ବାଲିଗୁଡା ବିଧାନସଭା ଆସନରୁ…
ଓଡ଼ିଶାରେ ବିଜେପି ସରକାର ଗଢିବ: ବିଜୟପାଲ ସିଂ ତୋମାର
ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ଆଜି ରାଉରକେଲାରେ ପହଞ୍ଚିଛନ୍ତି। ସେ ସୁନ୍ଦରଗଡ଼ ସାତ ବିଧାନସଭା ଓ ଲୋକସଭା ଆସନ ଲାଗି ନିର୍ବାଚନ ରଣନୀତି ପ୍ରସ୍ତୁତ କରିବେ। ବୈଠକରେ ଲୋକସଭା ସାଂସଦ ପ୍ରାର୍ଥୀ ଜୁଏଲ ଓରାମଙ୍କ ସମେତ ଛଅ ବିଧାନସଭା ପ୍ରାର୍ଥୀ ଉପସ୍ଥିତ ଅଛନ୍ତି।ବିଜୟପାଲ ସିଂ…
କଂଗ୍ରେସ ନିଷ୍ପତ୍ତି ନେଇପାରୁନି: ପ୍ରାର୍ଥୀ ଚୟନ ହେଉନି, ଦ୍ବନ୍ଦ୍ବରେ କର୍ମୀ
ବିଜେଡି ଓ ବିଜେପି ଭୁବନେଶ୍ବର ଲୋକସଭା କ୍ଷେତ୍ର ସମେତ ଅର୍ଧାଧିକ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ପ୍ରାର୍ଥୀମାନେ ମଧ୍ୟ ଦଳବଳ ସହ ମଇଦାନକୁ ଓହ୍ଲାଇଲେଣି। କିଏ ସକାଳୁ ପାର୍କ ବୁଲୁଛନ୍ତି ତ ଆଉ କିଏ କର୍ମୀ ସମ୍ମିଳନୀ ମାଧ୍ୟମରେ ସଙ୍ଗଠନକୁ ସଜାଡ଼ୁଛନ୍ତି। କେହି କେହି…
ବିଜେଡି ଛାଡ଼ିଲେ ବରିଷ୍ଠ ନେତ୍ରୀ ଜ୍ୟୋତି ପାଣିଗ୍ରାହୀ
ନିର୍ବାଚନକୁ ଦିନ ଯେତେ ପାଖେଇ ଆସୁଛି ବିଭିନ୍ନ ଦଳରୁ ରାଜନେତାଙ୍କ ଇସ୍ତଫା ତାଲିକା ସେହିଭଳି ବଢିବାରେ ଲାଗିଛି । ଏହି କ୍ରମରେ ଗୁରୁବାର ଜଣେ ବିଜେଡି ନେତ୍ରୀ ଦଳ ଛାଡ଼ିଛନ୍ତି । ସେ ହେଉଛନ୍ତି ବରିଷ୍ଠ ନେତ୍ରୀ ଜ୍ୟୋତି ପାଣିଗ୍ରାହୀ ।ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ…