Trending
- ଚାଷୀଙ୍କ ଆକାଉଣ୍ଟକୁ ଗଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
Browsing Category
Politics
All politics-related news information will be uploaded here in daily besis
ବିଜେପି ମୁହାଁଇବେ କି ସୌମ୍ୟ!
ଦଳଡିଆଁ ପର୍ବ ବିଜେଡି ପାଇଁ ମହଙ୍ଗା ପଡ଼ିଛି । ଦଳର ବଡ଼ ବଡ଼ ନେତା ଶଙ୍ଖ ଛାଡ଼ି ଅନ୍ୟ ଦଳରେ ସାମିଲ ହୋଇଥିବା ବେଳେ ବିଜେଡି ଏବେ ନୂଆ ଚେହେରାଙ୍କୁ ଭରସା କରିଛି । ବର୍ତ୍ତମାନ ଖବର ଆସୁଛି ସେ ବିଜୁ ଜନତା ଦଳର ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ବିଜେପିରେ ସାମିଲ ହେବାକୁ ଯାଉଛନ୍ତି…
ଶଙ୍ଖ ଛାଡ଼ି ପଦ୍ମ ଧରିବେ ପ୍ରସନ୍ନ ପାଟ୍ଟଶାଣୀ
ବିଜେଡିର ଆଗ ଧାଡ଼ିର ନେତା ପ୍ରସନ୍ନଙ୍କ ନେଇ ଏବେ ବଢିଛି ଚର୍ଚ୍ଚା । ଆଜି ଏହି ବିଜେଡି ନେତା ନୂଆଦିଲ୍ଲୀ ଗସ୍ତ କରିଥିବା ସୂଚନା ମିଳିଛି । ତେବେ ଏହି ଗସ୍ତ ପରେ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା । ଦୀର୍ଘ ଦିନର ସମ୍ପର୍କ ତୁଟାଇ ଏବେ ଦଳ ଛାଡ଼ିପାରନ୍ତି ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ।…
ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ମୋଟ୍ ୧୦୨ ସିଟ୍ରେ ହେବ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
ଆଉ କିଛି ସମୟ ପରେ ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡ଼ିବ ଭୋଟ୍। ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୧୦୨ ସିଟ୍ ପାଇଁ ଭୋଟିଂ ହେବ। ତାମିଲନାଡ଼ୁର ସମସ୍ତ ୩୯ ସିଟ୍, ରାଜସ୍ଥାନର ୧୨, ଉତ୍ତର ପ୍ରଦେଶର ୮, ମଧ୍ୟପ୍ରଦେଶର ୬,…
ଓଡ଼ିଶାରେ ଏଏପି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି।
ଓଡ଼ିଶାରେ ଆମ ଆଦମୀ ପାର୍ଟି(ଏଏପି) ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ରାଜ୍ୟର ୩୭ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଦେଇଛି। ବରଗଡ଼ରୁ ଆଶିଷ ଶତପଥୀ, ପଦ୍ମପୁରରୁ ବାଲ୍ମୀକି ନାୟକ, ଢେଙ୍କାନାଳରୁ ଭାରତ କୁମାର ଦାସ, ଅନୁଗୋଳରୁ ଦୀପ୍ତିମୟୀ ଦାସ, ବଲାଙ୍ଗୀରରୁ…
ବିଜେଡି ଛାଡି, କଂଗ୍ରେସର ହାତ ଧରିଲେ କେନ୍ଦ୍ରାପଡାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ
ବିଜେଡି ଛାଡିଲେ, କଂଗ୍ରେସରେ ମିଶିଲେ । ଗୁୁରୁବାର ଶଙ୍ଖ ଶିବିରକୁ ବାଏ ବାଏ କହି ‘ହାତ’ ଧରିଛନ୍ତି କେନ୍ଦ୍ରାପଡାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ । ପୂର୍ବତନ ପିସିିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଉପସ୍ଥିତିରେ ସିପ୍ରା କଂଗ୍ରେସ ଦଳରେ ବିଧିବଦ୍ଧ ଭାବେ ସାମିଲ ହେଇଛନ୍ତି । ତେବେ…
ବିଜେଡିରେ ସାମିଲ ହେଲେ ବର୍ଷା ପ୍ରିୟଦର୍ଶିନୀ
ବିଜେଡିରେ ମିଶିଲେ ବର୍ଷା ପ୍ରିୟଦର୍ଶିନୀ । ଓଲିଉଡର ଚର୍ଚ୍ଚିତ ନାୟିକା ବର୍ଷା ପ୍ରିୟଦର୍ଶିନୀ ଗୁରୁବାର ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି । ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ବର୍ଷା । ତେବେ ପୂର୍ବରୁ ମଧ୍ୟ ଅନେକ ସମୟରେ ବର୍ଷା ବିଜେଡି ପାଇଁ…
ନବୀନ ପଟ୍ଟନାୟକଙ୍କ ନାଁ ଘୋଷଣା ପରେ ସରଗରମ କଣ୍ଟାବାଞ୍ଜି ରାଜନୀତି , ଦେଖିବାକୁ ମିଳିବ ଜୋରଦାର ଲଢେଇ
କଣ୍ଟାବାଞ୍ଜିରୁ ନବୀନ ପଟ୍ଟନାୟକଙ୍କ ନାଁ ଘୋଷଣା ପରେ ସରଗରମ ହୋଇଛି କଣ୍ଟାବାଞ୍ଜି ନିର୍ବାଚନ ରାଜନୀତି । ବଲାଙ୍ଗୀର ଲୋକସଭା ଅଧିନରେ ଆସୁଥିବା ଏହି ବିଧାନସଭା ଆସନ ପାଇଁ ୩ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ନବୀନ ପଟ୍ଟନାୟକ, ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିରୋଧରେ…
କଂଗ୍ରେସର ନିର୍ବାଚନ ପରିଚାଳନା କମିଟିରେ ପ୍ରସାଦ ହରିଚନ୍ଦନ ସଭାପତି, ମନୋରଂଜନ ଦାସ ଆବାହକ
ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ୨୬ ଜଣିଆ ନିର୍ବାଚନ ପରିଚାଳନା କମିଟି ପାଇଁ ବୁଧବାର ତାଲିକା ଜାରି ହୋଇଛି। ଏହି ତାଲିକାକୁ ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ଅନୁମୋଦନ କରିଥିବା ନେଇ ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ସୂଚନା ଦେଇଛନ୍ତି।
ଓଡ଼ିଶା ପ୍ରଦେଶ…
ଆପ୍’ ଆରମ୍ଭ କଲା ’ଆପ୍ କା ରାମରାଜ୍ୟ’ ୱେବସାଇଟ୍
ଆମ୍ ଆଦମୀ ପାର୍ଟି ‘ଆପ୍’ ବୁଧବାର ‘ଆପ୍ କା ରାମରାଜ୍ୟ’ ୱେବସାଇଟ୍ ଉନ୍ମୋଚନ କରି କହିଛି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜାତୀୟ ରାଜଧାନୀରେ ଭଗବାନ ରାମଙ୍କ ଆଦର୍ଶକୁ ସାକାର କରିବାକୁ ଚେଷ୍ଟା କରିଛନ୍ତି।ଲୋକସଭା ନିର୍ବାଚନ ପୂର୍ବରୁ ଏହି ୱେବସାଇଟ୍ ଉନ୍ମୋଚନ…
ବିଜେପି ସାଂସଦଙ୍କ ପତ୍ନୀଙ୍କୁ ବିଜେଡି ଦେଲା ଟିକେଟ
ଦେବଗଡ ଆସନରୁ ଅରୁନ୍ଧତୀ ଦେବୀଙ୍କୁ ପ୍ରାର୍ଥୀଙ୍କୁ କରିଛି ବିଜେଡି । ଅରୁନ୍ଧତୀ ହେଉଛନ୍ତି ସମ୍ବଲପୁରରୁ ବିଜେପି ସାଂସଦ ଥିବା ନୀତିଶ ଗଙ୍ଗଦେବଙ୍କ ପତ୍ନୀ । ଚଳିତ ନିର୍ବାଚନରେ ନୀତିଶଙ୍କୁ ଟିକେଟ ଦେଇନଥିଲା ବିଜେପି । ନୀତିଶଙ୍କ ବଦଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ…