Browsing Category

National

ଐତିହାସିକ କ୍ୟାଥେଡ୍ରଲ ଚର୍ଚ୍ଚ ଅଫ ଦି ରିଡେମ୍ପସନର ସକାଳ ପ୍ରାର୍ଥନାରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବଡ଼ ଦିନ ଅବସରରେ ଦିଲ୍ଲୀର ଐତିହାସିକ କ୍ୟାଥେଡ୍ରଲ ଚର୍ଚ୍ଚ ଅଫ ଦି ରିଡେମ୍ପସନର ସକାଳ ପ୍ରାର୍ଥନାରେ ଅଂଶଗ୍ରହଣ କରିଛନ୍ତି। ଏହି ସଭାରେ ଦିଲ୍ଲୀ ଓ ଉତ୍ତର ଭାରତର ଖ୍ରୀଷ୍ଟିୟ ସମୂଦାୟର ଲୋକେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ସଭାରେ ପ୍ରାର୍ଥନା,…

ମେଡ୍ ଇନ୍ ଚାଇନା ବିଶ୍ୱ ପାଇଁ ବିପଦ ବୋଲି କହିଲେ ରାହୁଲ ଗାନ୍ଧୀ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜର୍ମାନୀରେ କହିଛନ୍ତି ଯେ ଭାରତ ଏବଂ ପଶ୍ଚିମ ଦେଶମାନେ ଚୀନକୁ ଉତ୍ପାଦନ ସ୍ଥାନାନ୍ତର କରି ସେମାନଙ୍କର ଅର୍ଥନୀତି ଏବଂ ଚାକିରିକୁ କ୍ଷତି ପହଞ୍ଚାଇଛନ୍ତି। ସେ ଦାବି କରିଛନ୍ତି ଯେ "ମେଡ୍ ଇନ୍ ଚାଇନା" ଗଣତାନ୍ତ୍ରିକ ଦେଶଗୁଡ଼ିକରେ ନିଯୁକ୍ତି ସୃଷ୍ଟିକୁ ଦୁର୍ବଳ…

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବଡ଼ ବୟାନ , ଭାରତ-ବିରୋଧୀ ମନୋଭାବ ପଛରେ ଉଗ୍ରବାଦୀଙ୍କ ହାତ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବଡ଼ ବୟାନ । ଭାରତ-ବିରୋଧୀ ମନୋଭାବ ପଛରେ ଉଗ୍ରବାଦୀଙ୍କ ହାତ। ୟୁନୁସ୍ ସରକାର ଅପରାଧୀଙ୍କୁ ପ୍ରଶ୍ରୟ ଦେଉଛନ୍ତି । ଉଗ୍ରବାଦୀଙ୍କୁ ଉତ୍ସାହିତ କରୁଥିବା ହସିନା ଅଭିଯୋଗ କରିଛନ୍ତି । ଯେଉଁମାନେ ମୋତେ ଦେଶ ଛାଡ଼ିବାକୁ ବାଧ୍ୟ କଲେ, ସେମାନେ…

ଜାନୁଆରି ୨୦୨୬ ସତ୍ର ପାଇଁ ‘ଇଗ୍ନୋ’ରେ ନାମଲେଖା ଆରମ୍ଭ

ଭୁବନେଶ୍ୱର: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ଜାନୁଆରୀ–୨୦୨୬ ଶିକ୍ଷା ସତ୍ର ପାଇଁ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗ୍ରହୀ ଛାତ୍ରଛାତ୍ରୀମାନେ ଆସନ୍ତା ୩୧ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ। ଭିନ୍ନ…

ଛଅଟି ଜିସିସି ରାଷ୍ଟ୍ର ମଧ୍ୟରୁ 5ଟି ଦେଶ ସେମାନଙ୍କ ସର୍ବୋଚ୍ଚ ନାଗରିକ ସମ୍ମାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କରିଛନ୍ତି…

ଗତ ଦଶନ୍ଧି ମଧ୍ୟରେ ଗଲ୍ଫ ବା ଉପସାଗରୀୟ ଦେଶ ସହିତ ଭାରତର ସମ୍ପର୍କରେ ଏକ ଗଭୀର ପରିବର୍ତ୍ତନ ଆସିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ କୂଟନୀତିର ସ୍ପଷ୍ଟ ପ୍ରଭାବ ରହିଛି। 2014 ପରଠାରୁ ପଶ୍ଚିମ ଏସିଆରେ ନୂଆଦିଲ୍ଲୀକୁ ମିଳିଥିବା ଉପଲବ୍ଧି ଭାରତ-ଉପସାଗରୀୟ ସମ୍ପର୍କ…

ଘନ କୁହୁଡ଼ି ପାଇଁ ପଶ୍ଚିମବଙ୍ଗର ତାହେରପୁରରେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରିପାରିଲା ନାହିଁ

ଅବତରଣ କରିପାରିଲାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହେଲିକପ୍ଟର। ଖରାପ ପାଗ ଯୋଗୁଁ ପଶ୍ଚିମବଙ୍ଗର ତାହେରପୁରରେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରିପାରିନଥିବା ଜଣାପଡ଼ିଛି। ଘନ କୁହୁଡ଼ି ପାଇଁ ଏଭଳି ହୋଇଥିବା କୁହାଯାଉଛି। ହେଲିକପ୍ଟରଟି ଉଡ଼ାଣ କରିଥିଲେ ବି ଦୃଶ୍ୟମ‌ାନ୍ୟତା କମ…

ଢାକାରେ ପହଞ୍ଚିଛି ମୃତ ଛାତ୍ରନେତା ଉସମାନ ହାଦିଙ୍କ ମୃତଦେହ

ବାଂଲାଦେଶ ନେତା ଉସମାନଙ୍କ ମୃତ୍ୟୁ ପର ଠାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଦେଶବ୍ୟାପୀ ଉତ୍ତେଜନା ଲାଗି ରହିଥିବା ବେଳେ ଏହାରି ଭିତରେ ଢାକାରେ ପହଞ୍ଚିଛି ମୃତ ଛାତ୍ରନେତା ଉସମାନ ହାଦିଙ୍କ ମୃତଦେହ । ଢାକା ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି ।…

ବାଂଲାଦେଶ ରେ ପୁଣିଥରେ ତେଜିଛି ଭାରତ ବିରୋଧୀ ହିଂସା , ଚାରିଆଡ଼େ ହିଂସାତ୍ମକ ପରିସ୍ଥିତି

ବାଂଲାଦେଶ ରେ ପୁଣିଥରେ ତେଜିଛି ଭାରତ ବିରୋଧୀ ହିଂସା । ସରିଫ ଓସ୍‌ମାନ ହାଦି ହତ୍ୟାକୁ ନେଇ ଶୁକ୍ରବାର ଢାକା ଓ ଅନ୍ୟାନ୍ୟ ସହରରେ ହଜାର ହଜାର ଲୋକ ହିଂସାତ୍ମକ ବିକ୍ଷୋଭ କରିଛନ୍ତି । ୩୨ ବର୍ଷୀୟ ହାଦି ଗତ ଡିସେମ୍ବର ୧୨ ତାରିଖରେ ନିର୍ବାଚନ ପ୍ରଚାର ବେଳେ ଅଜଣା ଆତତାୟୀଙ୍କ ଦ୍ୱାରା ଗୁଳିମାଡ଼ର…

ସଂସଦର ଉଷ୍ମତାକୁ ଥଣ୍ଡା କଲା ବାଚସ୍ପତିଙ୍କ ଟି-ପାର୍ଟି

ସଂସଦରେ ଆକ୍ଷେପ, ବିତର୍କ, ପ୍ରତିବାଦ। ଭିବି-ଜି ରାମ୍-ଜି ବିଲକୁ ନେଇ ବିରୋଧୀଙ୍କ ନାରାବାଜିରେ ତାତିଥିଲା ଶୀତକାଳୀନ ଅଧିବେଶନ। ଆରମ୍ଭରୁ ଶେଷ ଯାଏଁ ପ୍ରତିବାଦ- ତର୍କ ବିତର୍କରେ ମୁହାମୁହିଁ ହୋଇଥିଲେ ଶାସକ-ବିରୋଧୀ। କିନ୍ତୁ ସଂସଦର ଉଷ୍ମତାକୁ ଥଣ୍ଡା କରିଛି ବାଚସ୍ପତିଙ୍କ…

ବିଚାରପତିଙ୍କ ଅବସର ନେବାର କିଛି ଦିନ ପୂର୍ବରୁ ବହୁ ଅଧିକ ଆଦେଶ ଦେବା ପ୍ରବୃତ୍ତି ବଢ଼ୁଛି – ପ୍ରଧାନ ବିଚାରପତି

ନ୍ୟାୟପାଳିକାରେ ଭ୍ରଷ୍ଟ ଆଚରଣକୁ ନେଇ ସୁପ୍ରିମକୋର୍ଟ ପରୋକ୍ଷ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ଭ୍ରଷ୍ଟାଚାର ନାଁ ନ ନେଇ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଏବଂ ଜଷ୍ଟିସ୍ ବିପୁଲ ଏମ୍ ପଞ୍ଚୋଲିଙ୍କ ଖଣ୍ଡପୀଠ କହିଥିଲେ, ଅବସରର…