Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
National
ଦେଶରେ ୨୪ ଘଣ୍ଟାରେ ୧୪,୮୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
ଦେଶର ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ସାମନ୍ୟା ହ୍ରାସ ପାଇଛି। ଜୁଲାଇ ୧୬ ତାରିଖ ସକାଳ ସୁଦ୍ଧା ଦେଶରେ ୧୪,୮୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ସଂକ୍ରମିତଙ୍କ ସଂଖ୍ୟା ଥିଲା ୧୬,୮୬୬। ସେହିପରି କରୋନା!-->…
ଭୁବନେଶ୍ବର ଏମ୍ସରୁ ଡିସ୍ଚାର୍ଜ ହୋଇ କୋଲକାତା ଫେରିଗଲେ ପାର୍ଥ ଚାଟାର୍ଜୀ
ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗତ ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହୋଇଥିବା ପଶ୍ଚିମବଙ୍ଗର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ଗତକାଲି ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ଏମ୍ସକୁ ଅଣାଯାଇଥିଲା। ଆଜି ତାଙ୍କର!-->…
ରାଜଧାନୀରେ ପ୍ରଥମ ମଙ୍କିପକ୍ସ ରୋଗୀ ଚିହ୍ନଟ: ବଢ଼ାଉଛି ଆତଙ୍କ
ଦିଲ୍ଲୀ: ରବିବାର ପ୍ରଥମ ମଙ୍କିପକ୍ସ ରୋଗୀ ଦିଲ୍ଲୀରେ ଚିହ୍ନଟ ହୋଇଛନ୍ତି । କେରଳ ପରେ ଦିଲ୍ଲୀରେ ଏହାକୁ ମିଶାଇ ଦେଶରେ ମୋଟ ମଙ୍କିପକ୍ସ ମାମଲା ୪କୁ ବୃଦ୍ଧି ପାଇଛି । ଏହା ପୂର୍ବରୁ କେରଳରେ ୩ଟି ମାମଲା ଚିହ୍ନଟ ହୋଇଥିଲା । ଦେଶରେ ଚତୁର୍ଥ ମାମଲା ଚିହ୍ନଟ ପରେ କେନ୍ଦ୍ର ପକ୍ଷରୁ ଏକ ଜରୁରି!-->…
ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେବେ ପାର୍ଥ ଚାଟାର୍ଜୀ
ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସା କରାଯିବ । ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଓଡ଼ିଶା ଅଣାଯାଉଛି । ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ତାଙ୍କୁ ଭୁବନେଶ୍ୱର ଏମ୍ସ ନେବାକୁ ଇଡିକୁ ନିର୍ଦ୍ଦେଶ!-->…
ଦ୍ରୌପଦୀଙ୍କ ଶପଥ ପରେ ରାଇରଙ୍ଗପୁରରେ ଉତ୍ସାହ
ରାଇରଙ୍ଗପୁର ପିସିଏସ୍ କଲ୍ୟାଣୀ ମଣ୍ଡପଠାରେ ଦ୍ରୌପଦୀ ମୁର୍ମୁ ଶପଥ ପାଠ ନେବା ସମୟରେ ସିଧା ପ୍ରସାରଣ ବ୍ୟବସ୍ଥା ହୋଇଥିଲା । ଏଥିପାଇଁ କଲ୍ୟାଣୀ ମଣ୍ଡପ ଠାରେ ଏକ ବଡ ଏଲଇଡି ଟିଭି ଲଗାଯାଇଥିଲା। ରାଇରଙ୍ଗପୁର ଗାନ୍ଧୀ ପାର୍କ ଠାରେ ନାଚଗୀତ, ବାଣ ରୋଷଣୀ ମଧ୍ୟରେ ମିଷ୍ଠାନ ବଣ୍ଟାଯାଇଥିଲା ।!-->…
ଆଇଏସସି ଦ୍ବାଦଶ ଫଳ ୯୯.୩୮%
କାଉନସିଲ ଫର୍ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକଜାମିନେସନ୍ସ(ସିଆଇଏସସିଇ) ଦ୍ବାରା ପରିଚାଳିତ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ (ଆଇଏସସି) ଦ୍ବାଦଶ ପରୀକ୍ଷା ଫଳ ରବିବାର ଅପରାହ୍ଣ ୫ଟାରେ ପ୍ରକାଶ ପାଇଛି। ଚଳିତ ବର୍ଷ ଦେଶରେ ମୋଟ ପାସହାର ୯୯.୩୮ ପ୍ରତିଶତ ହୋଇଛି। ଛାତ୍ରଙ୍କୁ ପୁଣି ପଛରେ!-->…
୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି । କହିଛନ୍ତି ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ଅନୁସାରେ ସେ କାର୍ଯ୍ୟ କରିବେ ।
https://twitter.com/ANI/status/1551435926664282113!-->!-->!-->…
ରାମନାଥ କୋବିନ୍ଦଙ୍କ ବିଦାୟୀ ଅଭିଭାଷଣ: ପ୍ରିୟ ଦେଶବାସୀ
ପ୍ରିୟ ଦେଶବାସୀ
ନମସ୍କାର,
ଆଜକୁ ପାଞ୍ଚ ବର୍ଷ ପୂର୍ବରୁ, ଆପଣମାନେ ସମସ୍ତେ ମୋ ଉପରେ ଅପାର ଭରସା ବ୍ୟକ୍ତ କରିଥିଲେ ଏବଂ ନିଜ ନିର୍ବାଚିତ ଜନ-ପ୍ରତିନିଧିମାନଙ୍କ ମାଧ୍ୟମରେ ମୋତେ ଭାରତର ରାଷ୍ଟ୍ରପତି ଭାବେ ବାଛିଥିଲେ। ଆଜି ମୋ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେଉଛି। ଏହି ଅବସରରେ ମୁଁ!-->!-->!-->!-->!-->…
ଆଉ କିଛି ସମୟ ପରେ ସର୍ବୋଚ୍ଚ ସାମ୍ବାଧାନିକ ପଦ ପାଇଁ ଶପଥ ନେବେ ଦ୍ରୌପଦୀ ମୁର୍ମୁ
ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଉ କିଛି ସମୟ ପରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ଶପଥ ନେବାକୁ ଯାଉଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏ.ଭି.ରମଣା, ଦ୍ରୌପଦୀଙ୍କୁ ୧୫ତମ ରାଷ୍ଟ୍ରପତି ଭାବରେ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ। ଏହା ପରେ ନବ!-->…
ପଦ ଛାଡ଼ିବା ପୂର୍ବରୁ ଦେଶ ବାସୀଙ୍କୁ ସମ୍ବୋଧିତ କଲେ କୋବିନ୍ଦ
ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଛାଡ଼ିବାର ଗୋଟିଏ ଦିନ ପୂର୍ବରୁ ରବିବାର ଦେଶ ବାସୀଙ୍କୁ ସମ୍ବୋଧିତ କରିଛନ୍ତି। କୋବିନ୍ଦ ନିଜ ଅନୁଭବ ଉପରେ ଚର୍ଚ୍ଚା କରି କହିଛନ୍ତି, ‘ଅନେକ ଦେଶ ଗସ୍ତ କରିବା ପରେ ମୋ ଭିତରେ ବିଶ୍ୱାସ ଦୃଢ଼ ହୋଇଛି ଯେ ଆମର ଲୋକ ହିଁ ବାସ୍ତବ ରାଷ୍ଟ୍ର ନିର୍ମାତା।!-->…