Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
National
ମହିଳା ହକିରେ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ
ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ହକିରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି । ଘାନା ବିପକ୍ଷରେ ପ୍ରଥମ ମ୍ୟାଚ୍ରେ ୫-୦ ଗୋଲରେ ବିଜୟୀ ହୋଇଛି । ଗୁରଜିତ କୌର ଡବଲ୍ ଗୋଲ୍ ଦେଇ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଭାରତ ପରବର୍ତ୍ତୀ ମ୍ୟାଚ୍ରେ ୱେଲ୍ସକୁ ଭେଟିବ ।୩!-->…
୨୦ ହଜାର ପାର ହେଲା କରୋନା ମାମଲା
ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତ୍ୟେକ ଦିନ ଉପର ତଳ ହେଉଛି। ଗତ ୨୪ ଘଣ୍ଟାର ୨୦ ହଜାର ୪୦୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସମୟରେ ଆଉ ୫୪ ଜଣ ସଂକ୍ରମିତ କରୋନାରେ ପ୍ରାଣ ହରାଇଛନ୍ତି। ଦୈନିକ ସଂକ୍ରମଣ ହାର ଆଜି ୫.୦୫ ପ୍ରତିଶତ ରହିଛି।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ!-->…
ବାଦ୍ ପଡିଲେ କେ ଏଲ ରାହୁଲ, ସାମିଲ ହେଲେ ସଞ୍ଜୁ ସାମସନ୍
ଆଜିଠୁ ଆରମ୍ଭ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା । ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ କେ ଏଲ ରାହୁଲ ଏହି ସିରିଜରୁ ବାଦ୍ ପଡିଛନ୍ତି । ତାଙ୍କ ବଦଳରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ କରିଛି ସିଲେକ୍ସନ!-->…
ମହାରାଷ୍ଟ୍ରରେ ଗଠନ ହୋଇପାରେ ମନ୍ତ୍ରୀମଣ୍ଡଳ
ମହାରାଷ୍ଟ୍ରରେ ବଡ ଧରଣର ରାଜନୈତିକ ପଟ୍ଟ ପରିବର୍ତ୍ତନ ପରେ, ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଖାଲି ସେତିକି ନୁହେଁ, ବିଜେପି ମଧ୍ୟ ଏକନାଥଙ୍କ ସହ ମିଶି ପୁଣି ମହାରାଷ୍ଟ୍ରରେ ସରକାରକୁ ଫେରିଛି, ବିଜେପି ନେତା ଦେବେନ୍ଦ୍ର ଫଡନାବିସ୍ ଉପ-ମୁଖ୍ୟମନ୍ତ୍ରୀ ଭାବେ!-->…
ଇଡି ଆଗରେ ଅର୍ପିତାଙ୍କ ବୟାନ
ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ଗୁରୁବାର ପ୍ରବର୍ତ୍ତନ ନିର୍ଦେଶାଳୟ ଆଗରେ କହିଛନ୍ତି ଘରେ ଏତେ ଟଙ୍କା ଥିଲା ତାହା ତାଙ୍କୁ ଜଣାନଥିଲା। ସେ କହିଛନ୍ତି, କୋଲକାତାର ଦୁଇଟି ଆପାର୍ଟମେଣ୍ଟରେ କେତେ ଟଙ୍କା ଓ ଦାମୀ ଜିନିଷ ରଖାଯାଇଥିଲା ତାହା!-->…
ମୁମ୍ବାଇ ଆକ୍ରମଣକୁ ନେଇ ପୁଣିଥରେ ଏକ ଚାଞ୍ଚଲ୍ୟକର ତଥ୍ୟ
୨୬ ନଭେମ୍ବର ୨୦୦୮ ମୁମ୍ବାଇ ଆକ୍ରମଣକୁ ନେଇ ପୁଣିଥରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସେତେବେଳେ ଇସଲାମାବାଦରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଶରତ ସଭରଓ୍ବାଲ ଏହି ମାମଲାକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ଶରତ କହିଛନ୍ତି ତାଙ୍କୁ ପାକିସ୍ତାନ ଆର୍ମିରୁ ତଥ୍ୟ ମିଳିଥିଲା!-->…
ରାଜ୍ୟଗୋଷ୍ଠୀ କ୍ରୀଡ଼ାଗ୍ରାମରେ ଉଡ଼ିଲା ତ୍ରିରଙ୍ଗା
ରାଜ୍ୟଗୋଷ୍ଠୀ କ୍ରୀଡ଼ାଗ୍ରାମରେ ଉଡ଼ିଲା ତ୍ରିରଙ୍ଗା । ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ଓ ବ୍ୟାଡ୍ମିଣ୍ଟନ୍ ତାରକା ପିଭି ସିନ୍ଧୁ ତ୍ରିରଙ୍ଗା ଧରି ଭାରତୀୟ ଦଳର ନେତୃତ୍ବ ନେଇଥିଲେ।
https://twitter.com/WeAreTeamIndia/status/1552759138102435841
!-->!-->!-->!-->!-->…
ଦେଶରେ ୧୧ତମ କୃଷି ଗଣନାର ଶୁଭାରମ୍ଭ
ପ୍ରଥମ ଥର ପାଇଁ କୃଷି ଗଣନା ନିମନ୍ତେ ତଥ୍ୟ ସଂଗ୍ରହ ଏବଂ ହିସାବ ଗୁଡ଼ିକ ସ୍ମାର୍ଟ ଫୋନ୍ ଏବଂ ଟାବଲେଟ୍ରେ କରା ଯିବ
ସାରା ଦେଶରେ ଆଜି କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ଏକାଦଶତମ କୃଷି ଗଣନା (୨୦୨୧- ୨୨)ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ!-->!-->!-->…
ତାମିଲନାଡୁ ହେଉଛି ଭାରତ ପାଇଁ ଚେସ୍ର ପାୱାରହାଉସ୍: ପ୍ରଧାନ
୪୪ ତମ ଚେସ୍ ଅଲିମ୍ପିଆଡ୍ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଚେନ୍ନାଇର ଜେଏଲ୍ଏନ୍ ଇନଡୋର ଷ୍ଟାଡିୟମରେ ୪୪ ତମ ଚେସ୍ ଅଲିମ୍ପିଆଡ୍ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ତାମିଲନାଡୁର ରାଜ୍ୟପାଳ ଶ୍ରୀ ଆର ଏନ ରବି, ତାମିଲନାଡୁର ମୁଖ୍ୟମନ୍ତ୍ରୀ!-->!-->!-->…
ମିଥୁନଙ୍କ ଦାବି ପରେ ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ
ବିଜେପି ନେତା ତଥା ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଏବେ ମମତା ଦିଦିଙ୍କ ନିଦ ହଜାଇଦେଇଛନ୍ତି । ମହାରାଷ୍ଟ୍ର ପରେ ପଶ୍ଚିମବଂଗରେ ବିଜେପି ସରକାର ଗଠନ କରିବାକୁ ନେଇ ଏବେ କୋଲକତାରୁ ଦିଲ୍ଲୀ ଚର୍ଚା ଆରମ୍ଭ ହୋଇଯାଇଛି । ଟିଏମସି ବିଧାୟକମାନେ ଏବେ ମିଥୁନଦାଦାଙ୍କ ସଂପର୍କରେ ରହିଛନ୍ତି ବୟାନକୁ!-->…