Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Browsing Category
National
ମହାରାଷ୍ଟ୍ରରେ ଗଠନ ହୋଇପାରେ ମନ୍ତ୍ରୀମଣ୍ଡଳ
ମହାରାଷ୍ଟ୍ରରେ ବଡ ଧରଣର ରାଜନୈତିକ ପଟ୍ଟ ପରିବର୍ତ୍ତନ ପରେ, ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଖାଲି ସେତିକି ନୁହେଁ, ବିଜେପି ମଧ୍ୟ ଏକନାଥଙ୍କ ସହ ମିଶି ପୁଣି ମହାରାଷ୍ଟ୍ରରେ ସରକାରକୁ ଫେରିଛି, ବିଜେପି ନେତା ଦେବେନ୍ଦ୍ର ଫଡନାବିସ୍ ଉପ-ମୁଖ୍ୟମନ୍ତ୍ରୀ ଭାବେ!-->…
ଇଡି ଆଗରେ ଅର୍ପିତାଙ୍କ ବୟାନ
ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ଗୁରୁବାର ପ୍ରବର୍ତ୍ତନ ନିର୍ଦେଶାଳୟ ଆଗରେ କହିଛନ୍ତି ଘରେ ଏତେ ଟଙ୍କା ଥିଲା ତାହା ତାଙ୍କୁ ଜଣାନଥିଲା। ସେ କହିଛନ୍ତି, କୋଲକାତାର ଦୁଇଟି ଆପାର୍ଟମେଣ୍ଟରେ କେତେ ଟଙ୍କା ଓ ଦାମୀ ଜିନିଷ ରଖାଯାଇଥିଲା ତାହା!-->…
ମୁମ୍ବାଇ ଆକ୍ରମଣକୁ ନେଇ ପୁଣିଥରେ ଏକ ଚାଞ୍ଚଲ୍ୟକର ତଥ୍ୟ
୨୬ ନଭେମ୍ବର ୨୦୦୮ ମୁମ୍ବାଇ ଆକ୍ରମଣକୁ ନେଇ ପୁଣିଥରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସେତେବେଳେ ଇସଲାମାବାଦରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଶରତ ସଭରଓ୍ବାଲ ଏହି ମାମଲାକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ଶରତ କହିଛନ୍ତି ତାଙ୍କୁ ପାକିସ୍ତାନ ଆର୍ମିରୁ ତଥ୍ୟ ମିଳିଥିଲା!-->…
ରାଜ୍ୟଗୋଷ୍ଠୀ କ୍ରୀଡ଼ାଗ୍ରାମରେ ଉଡ଼ିଲା ତ୍ରିରଙ୍ଗା
ରାଜ୍ୟଗୋଷ୍ଠୀ କ୍ରୀଡ଼ାଗ୍ରାମରେ ଉଡ଼ିଲା ତ୍ରିରଙ୍ଗା । ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ଓ ବ୍ୟାଡ୍ମିଣ୍ଟନ୍ ତାରକା ପିଭି ସିନ୍ଧୁ ତ୍ରିରଙ୍ଗା ଧରି ଭାରତୀୟ ଦଳର ନେତୃତ୍ବ ନେଇଥିଲେ।
https://twitter.com/WeAreTeamIndia/status/1552759138102435841
!-->!-->!-->!-->!-->…
ଦେଶରେ ୧୧ତମ କୃଷି ଗଣନାର ଶୁଭାରମ୍ଭ
ପ୍ରଥମ ଥର ପାଇଁ କୃଷି ଗଣନା ନିମନ୍ତେ ତଥ୍ୟ ସଂଗ୍ରହ ଏବଂ ହିସାବ ଗୁଡ଼ିକ ସ୍ମାର୍ଟ ଫୋନ୍ ଏବଂ ଟାବଲେଟ୍ରେ କରା ଯିବ
ସାରା ଦେଶରେ ଆଜି କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ଏକାଦଶତମ କୃଷି ଗଣନା (୨୦୨୧- ୨୨)ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ!-->!-->!-->…
ତାମିଲନାଡୁ ହେଉଛି ଭାରତ ପାଇଁ ଚେସ୍ର ପାୱାରହାଉସ୍: ପ୍ରଧାନ
୪୪ ତମ ଚେସ୍ ଅଲିମ୍ପିଆଡ୍ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଚେନ୍ନାଇର ଜେଏଲ୍ଏନ୍ ଇନଡୋର ଷ୍ଟାଡିୟମରେ ୪୪ ତମ ଚେସ୍ ଅଲିମ୍ପିଆଡ୍ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ତାମିଲନାଡୁର ରାଜ୍ୟପାଳ ଶ୍ରୀ ଆର ଏନ ରବି, ତାମିଲନାଡୁର ମୁଖ୍ୟମନ୍ତ୍ରୀ!-->!-->!-->…
ମିଥୁନଙ୍କ ଦାବି ପରେ ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ
ବିଜେପି ନେତା ତଥା ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଏବେ ମମତା ଦିଦିଙ୍କ ନିଦ ହଜାଇଦେଇଛନ୍ତି । ମହାରାଷ୍ଟ୍ର ପରେ ପଶ୍ଚିମବଂଗରେ ବିଜେପି ସରକାର ଗଠନ କରିବାକୁ ନେଇ ଏବେ କୋଲକତାରୁ ଦିଲ୍ଲୀ ଚର୍ଚା ଆରମ୍ଭ ହୋଇଯାଇଛି । ଟିଏମସି ବିଧାୟକମାନେ ଏବେ ମିଥୁନଦାଦାଙ୍କ ସଂପର୍କରେ ରହିଛନ୍ତି ବୟାନକୁ!-->…
ରାଜ୍ୟଗୋଷ୍ଠୀ କ୍ରୀଡା ଉଦଘାଟନୀ ସମାରୋହରେ ସିନ୍ଧୁ ଧରିବେ ତ୍ରିରଙ୍ଗା
ଆଜିଠୁ ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡା । ୨୦୦ ଖେଳାଳିଙ୍କ ସହ ୩୦୦ ଜଣିଆ ଟିମ୍ ପଠାଇଛି ଭାରତ । ୨୦୧୮ରେ ୬୮ ପଦକ ସହ ତୃତୀୟ ସ୍ଥାନରେ ଥିଲା ଭାରତ । ଏଥର ଆହୁରି ଭଲ ପ୍ରଦର୍ଶନ ଆଶା ରଖିଛି । ନୀରଜ ଚୋପ୍ରା ଆହତ ଯୋଗୁଁ ଓହରିଯିବା ପରେ କିଏ ତ୍ରିରଙ୍ଗା ଧରିବେ ସେ ନେଇ ଭାରତୀୟ!-->…
୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ପଦ୍ମ ପୁରସ୍କାର ପାଇଁ ଆବେଦନ
ଆସନ୍ତା ବର୍ଷ ୨୦୨୩ ପାଇଁ ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ଚଳିତ ବର୍ଷ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ କରାଯାଇପାରିବ । ଏଥିପାଇଁ ନାମାଙ୍କନ କିମ୍ବା ସୁପାରିଶ ଜାତୀୟ ପୁରସ୍କାର ପୋର୍ଟାଲରେ ଅନଲାଇନରେ କରାଯାଇପାରିବ। ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାରରେ ଅନ୍ତର୍ଭୁକ୍ତ ପଦ୍ମବିଭୂଷଣ, ପଦ୍ମ!-->…
ଅର୍ପିତା ମୁଖାର୍ଜୀଙ୍କ ଘରୁ ଜବତ ହୋଇ ସାରିଲାଣି ୫୦ କୋଟି ଟଙ୍କା
କୋଲକତା: ଅର୍ପିତାଙ୍କ ଘରୁ ଖାଲି କୋଟି କୋଟି ଟଙ୍କା ବାହାରୁଛି । ଏତେ ଟଙ୍କା ଗଣିବାକୁ ଇଡି ମେସିନ ମଗାଉଛି । ଏହାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚା । ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହ ଗିରଫ ହୋଇଥିବା ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଦ୍ବିତୀୟ!-->…