Browsing Category

National

ଓଡ଼ିଶାର ଦୁଇଟି ଖଣି ସମେତ ୫ ରାଜ୍ୟରେ ନିଲାମ ହେଲା ୮ କୋଇଲା ଖଣି

ଓଡ଼ିଶାର ଦୁଇଟି ଖଣି ସମେତ ଦେଶର ୫ଟି ରାଜ୍ୟରେ ଥିବା ୮ଟି କୋଇଲା ଖଣି ନିଲାମ ହୋଇଛି । ଏସବୁ ଖଣି ନିଲାମ ପାଇଁ ମନୋନିତ କର୍ତ୍ତୃପକ୍ଷ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଆଜି ଇ-ନିଲାମୀ ମାଧ୍ୟମରେ ଏସବୁ ଖଣି ନିଲାମ କରାଯାଇଛି । ଓଡ଼ିଶାର ଦୁଇଟି ଖଣି ହେଲା- ରାମପିଆ ଏବଂ ରାମପିଆ ଡିପ୍‌ ସାଇଡ୍‌

ଡିଏମକେ ସାଂସଜ ଏ ରାଜାଙ୍କ ପୁଣି ଥରେ ହିନ୍ଦୁତ୍ୱକୁ ନେଇ ବିବାଦୀୟ ବୟାନ

ତାମିଲନାଡୁର ଡିଏମକେ ସାଂସଜ ଏ ରାଜା ପୁଣି ଥରେ ହିନ୍ଦୁତ୍ୱକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ଏଥର ସେ ହିନ୍ଦୁତ୍ୱ ସହ ଅଛୁଆଁକୁ ଯୋଡିଛନ୍ତି । ରାଜା ଏ କାର୍ଯ୍ୟକ୍ରମରେ ହିନ୍ଦୁତ୍ୱ ଉପରେ ପ୍ରଶ୍ନ ଉଠାଇବା ସହିତ ଉପସ୍ଥିତ ଲୋକଙ୍କ ଉଦ୍ଦେଶ୍ୟରେ କହିଲେ- ‘କିଏ ହିନ୍ଦୁ ? ଆମ ଧର୍ମ କ’ଣ ସେ

ଅତ୍ୟାବଶ୍ୟକୀୟ ଔଷଧ ଗୁଡ଼ିକର ଜାତୀୟ ସ୍ତରୀୟ ତାଲିକା

ନୂଆଦିଲ୍ଲୀ: "କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁସାରେ ବିଭିନ୍ନ ପଦକ୍ଷେପ ନେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଔଷଧ, ଶସ୍ତାରେ ଔଷଧ ଯୋଗାଇବାର ଲକ୍ଷ୍ୟ ରଖିଛନ୍ତି । ଏହି ଦିଗରେ, ଆବଶ୍ୟକ ଔଷଧ ଗୁଡିକର ଜାତୀୟ ସ୍ତରୀୟ

ମମତା ସରକାର ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି

ଆଜିଠାରୁ ପଶ୍ଚିମବଙ୍ଗରେ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ ମମତା ସରକାର ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ସାରା ରାଜ୍ୟରୁ ବିଜେପି ନେତା ଓ କର୍ମୀମାନେ ନବାନ୍ନ ଅଭିଯାନ କରିଥିବା ବେଳେ ସେମାନଙ୍କୁ ଅଟକାଇଥିଲା ପୋଲିସ । ଯାହା ପରେ ସ୍ଥିତି ଅତି

ଅମିତ୍ ଶାହା ଓ ଅରବିନ୍ଦ କେଜ୍ରିୱାଲ ମୁହାଁମୁହିଁ

ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ । ଗୁଜରାଟ ଦଖଲ କରିବାକୁ ସବୁ ଦଳ କଲେଣି ପ୍ରସ୍ତୁତି । ଜୋରଦାର କସରତ ଭିତରେ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଗୁଜରାଟ ଅହମଦାବାଦରେ ପହଞ୍ଚି ବଡ ଘୋଷଣା କରିଛନ୍ତି । ଗୁଜରାଟ ନିର୍ବାଚନରେ ଆମ ଆଦମୀ ପାର୍ଟି ଦଳ ଏକାକୀ ଲଢିବ

ରେଳମନ୍ତ୍ରୀ ନେଲେ ଆଶ୍ଚର୍ଯ୍ୟ କରିବା ଭଳି ନିଷ୍ପତ୍ତି

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରେଳ ବିଭାଗର ଦାୟିତ୍ବ ନେବା ପରେ କେତେକ ନୂଆ ନିଷ୍ପତ୍ତି ନେଇଛନ୍ତି । ଏଥିରେ କିଛି ଯାତ୍ରୀମାନଙ୍କ ହିତ ଲାଗି କିଛି କର୍ମଚାରୀଙ୍କ ଭଲ ଲାଗି ନିଆଯାଇଛି । ଏଥିରୁ କିଛି ନିଷ୍ପତ୍ତି ତ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ରେଳମନ୍ତ୍ରୀ ନିକଟରେ ଏଭଳି ଏକ

ଗୋଆରେ କଂଗ୍ରେସକୁ ବଡ ଝଟକା ଲାଗିପାରେ

ଗୋଆରେ କଂଗ୍ରେସକୁ ବଡ ଝଟକା ଲାଗିପାରେ। କଂଗ୍ରେସର ୮ ଜଣ ବିଧାୟକ ବିଜେପିରେ ସାମିଲ ହୋଇପାରନ୍ତି। ବିଜେପିର ଗୋଆ ପ୍ରଦେଶ ଅଧ୍ୟକ୍ଷ ସଦାନନ୍ଦ ନତାଓ୍ବଡେ ଦାବି କରିଛନ୍ତି ଯେ, କଂଗ୍ରେସର ୮ ଜଣ ବିଧାୟକ ବିଜେପିରେ ସାମିଲ ହେବେ। ଗୋଆ ବିଜେପିର ଦାବି ଏଭଳି ସମୟରେ ଆସିଛି, ଯେତେବେଳେ କଂଗ୍ରେସ

କଂଗ୍ରେସର ‘ଆଗ୍‌ ଲଗାଓ ଯାତ୍ରା’

ଆରଏସ୍‌ଏସ୍‌ (ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ)ର ୟୁନିଫର୍ମ ଭଳି ଦେଖାଯାଉଥିବା ଖାକି ପ୍ୟାଣ୍ଟରେ ନିଆଁ ଲାଗିଥିବା ଏବଂ ଧୂଆଁ ବାହାରୁଥିବାର ଫଟୋକୁ କଂଗ୍ରେସ ଆଜି ସୋସିଆଲ ମିଡିଆରେ ପୋଷ୍ଟ୍‌ କରିଛି। ଉକ୍ତ ଫଟୋ ଟ୍ବିଟ କରି କଂଗ୍ରେସ ଲେଖିଛି ଦେଶକୁ ଘୃଣା ବଳୟରୁ ଏବଂ ବିଜେପି-ଆରଏସ୍‌ଏସ୍‌ର

ଏକାଧିକ ସ୍ଥାନରେ ସିବିଆଇ ଚଢ଼ଉ

ଜମ୍ମୁ ଓ କଶ୍ମୀର ସବ୍‌-ଇନ୍‌ସ୍‌ପେକ୍ଟର୍‌ ନିଯୁକ୍ତି ମାମଲାରେ ଚାଲିଥିବା ତଦନ୍ତ ଘଟଣାରେ ଆଜି ‘ସିବିଆଇ’ ଉତ୍ତର ପ୍ରଦେଶର ଗାଜିଆବାଦ, ଜମ୍ମୁ, ଶ୍ରୀନଗର, ହରିୟାଣା, ଗୁଜରାଟ, ଦିଲ୍ଲୀ ଏବଂ କର୍ଣ୍ଣାଟକ ସମେତ ପ୍ରାୟ ୩୩ଟି ସ୍ଥାନରେ ଚଢ଼ଉ କରିଛି। ଚଢ଼ଉ ଚାଲିଥିବା ସ୍ଥାନଗୁଡ଼ିକ ମଧ୍ୟରେ

ଜ୍ଞାନବାପୀ ମସଜିଦ ଉପରେ ଶୁଣାଣି ଚାଲିବ

ଜ୍ଞାନବାପୀ ମସଜିଦ ମାମଲାକୁ ନେଇ ବାରଣାସୀ ଜିଲ୍ଲା ଜଜ୍ ବଡ଼ ରାୟ ଶୁଣାଇଛନ୍ତି । ଜିଲ୍ଲା ଜଜ୍ ଏକେ ବିଶ୍ବେଶ କହିଛନ୍ତି ମାମଲାକୁ ବନ୍ଦ କରାଯିବନି ଏବଂ ଶୁଣାଣି ଚାଲିବ । ଜ୍ଞାନବାପୀ ଶୃଙ୍ଗାର ଗୈାରୀ ପୂଜା ପାଇଁ ଚାଲିଥିବା ଆବେଦନ ବେଳେ ଏପରି କୋର୍ଟ କହିଛନ୍ତି । ଏହି ରାୟ ପରେ ମହିଳାମାନେ