Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
National
ପୁଣି ଭାରତୀୟଙ୍କୁ ପ୍ରଶଂସା କଲେ ପୁଟିନ
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିବା ପରେ ଏବେ ପୁଣିଥରେ ଭାରତୀୟଙ୍କୁ ପ୍ରଶଂସା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଭାରତୀୟଙ୍କୁ ଖୁବ୍ ପରିଶ୍ରମୀ କହିବା ସହ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ପ୍ରିତିଭାକୁ ପ୍ରଶଂସା କରିଛନ୍ତି । ବର୍ଷ ବର୍ଷ ଧରି ଭାରତ -ଋଷ ଭଲ ବନ୍ଧୁ!-->…
ପେନସନ ଯୋଜନାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
ନୂଆଦିଲ୍ଲୀ: ପେନସନ ଯୋଜନାକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ୨୦୧୪ର ଏହି ଯୋଜନାକୁ ସର୍ବୋଚ୍ଚ ଅଦାଲତ ଆଇନସମ୍ମତ ଏବଂ ବୈଧ ବୋଲି କହିଛନ୍ତି । ଏହା ସହ ବୃହତ ସଂଖ୍ୟକ କର୍ମଚାରୀଙ୍କୁ ଆଶ୍ୱସ୍ତ ଦେଇ ନ୍ୟାୟାଳୟ କହିଛନ୍ତି ଯେ, ଯେଉଁମାନେ ଏହି ଯୋଜନାରେ ଅଦ୍ୟାବଧି!-->…
ଅଟଳ ଇନୋଭେସନ୍ ମିଶନ ଭାରତର ୭୫ ଜଣ ସଫଳ ମହିଳା ଉଦ୍ୟୋଗୀ ମାନଙ୍କ ସମ୍ବନ୍ଧିତ କଫି ଟେବୁଲ୍ ପୁସ୍ତକ ଜାରି କରିଛି
ଅଟଳ ଇନୋଭେସନ୍ ମିଶନ (ଏଆଇଏମ୍), ନୀତି ଆୟୋଗ ଭାରତର ୭୫ ଜଣ ସଫଳ ମହିଳା ଉଦ୍ୟୋଗୀ ମାନଙ୍କର ଚିତ୍ରଣ କରୁଥିବା କଫି ଟେବଲ୍ ପୁସ୍ତକ ‘ଇନୋଭେସନସ୍ ଫର ୟୁ' ର ଚତୁର୍ଥ ସଂସ୍କରଣକୁ ଜାରି କରିଛି ।
ଏହି ୭୫ ଜଣ ମହିଳା ଉଦ୍ୟୋଗୀ ମାନଙ୍କୁ ଏଆଇଏମ୍, ନୀତି ଆୟୋଗର ଅଟଳ ଇନ୍କ୍ୟୁବେସନ୍ ସେଂଟର!-->!-->!-->…
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆଇଆଇଏମ୍ସିର ଉତ୍ତର-ପୂର୍ବାଞ୍ଚଳ କ୍ୟାମ୍ପସ ଆଇଜଲଠାରେ ଉଦ୍ଘାଟିତ
ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମିଜୋରାମ ଗସ୍ତରେ ଯାଇ ଆଇଜଲଠାରେ ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍ସି)ର ଉତ୍ତର ପୂର୍ବାଞ୍ଚଳ ଆଞ୍ଚଳିକ କେନ୍ଦ୍ରର ସ୍ଥାୟୀ କ୍ୟାମ୍ପସକୁ ଉଦ୍ଘାଟନ କରିଛନ୍ତି । ଏହି କେନ୍ଦ୍ରରୁ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଷୟକ ଇଂରାଜୀ!-->…
ଝୁଲା ପୋଲ ଦୁର୍ଘଟଣାରେ ସରକାରୀ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ
ଗୁଜରାଟ ମୋର୍ବିରେ ହୋଇଥିବା ଝୁଲା ପୋଲ ଦୁର୍ଘଟଣାକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଛି। ରାଜ୍ୟରେ ଡିସେମ୍ୱରରେ ନିର୍ବାଚନ ହେବାକୁ ଥିବା ବେଳେ ବିଜେପିରୁ ବିରୋଧୀ ଜୋର୍ଦାର ଟାର୍ଗେଟ କରୁଛନ୍ତି। ଗୋଟିଏ ଘଡ଼ି କମ୍ପାନୀକୁ କେଉଁଭଳି ଭାବେ ପୋଲର ନବୀକରଣ କାର୍ଯ୍ୟ କରିବାକୁ ଦିଆଯାଇଥିଲା!-->…
ଗ୍ୟାସ ଚାମ୍ବର ପାଲଟିଛି ରାଜଧାନୀ ଦିଲ୍ଲୀ
ରାଜଧାନୀରେ ଜାରି ରହିଛି ପ୍ରଦୂଷଣର ଏମରଜେନ୍ସି। ଗ୍ୟାସ ଚାମ୍ବର ପାଲଟିଛି ରାଜଧାନୀ ଦିଲ୍ଲୀ। ବଢ଼ୁଥିବା ପ୍ରଦୂଷଣ ସ୍ତରକୁ ଦେଖି ଆସନ୍ତାକାଲିଠୁ ସମସ୍ତ ପ୍ରାଇମେରୀ ସ୍ତରର ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆଜି କେଜ୍ରିୱାଲ ପଞ୍ଜାବ!-->…
ଦେଶ ପାଇଁ ବିପଦ ଖଲିସ୍ତାନୀ
ଦେଶରେ ହିଂସା ପାଇଁ ଚାହୁଁଛି ଖଲିସ୍ତାନୀ ସମର୍ଥକ । ଏନେଇ କାନାଡ଼ାରେ ଚାଲିଛି କିଚି ସଂଗଠନର ଷଢ଼ଯନ୍ତ୍ର । ସେଠାରେ ଟଙ୍କା ଠୁଳ କରି ଭାରତରେ ହିଂସା ପାଇଁ ସେମାନେ ଯୋଜନା କରୁଛନ୍ତି । ଏପରିକି ଖଲିସ୍ତାନୀ ସମର୍ଥନରେ ଜନମତ ସଂଗ୍ରହର ଯୋଜନା କରୁଥିବା କିଛି ଶକ୍ତିଶାଳୀ ବାହିନୀ ଉପରେ!-->…
୧୪୧ଟି କୋଇଲା ଖଣିର ସର୍ବ ବୃହତ ନିଲାମର ଶୁଭାରମ୍ଭ
ନିଲାମ ସିଧାସଳଖ ଭାବେ ବାରଟି ରାଜ୍ୟକୁ ଲାଭ ଦେବ
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ର୍ନିମଳା ସୀତାରମଣ କହିଛନ୍ତି ଯେ ଭାରତ ଭଳି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି କୋଇଲା ଉତ୍ପାଦନ ଏବଂ ଗ୍ୟାସିଫିକେସନ୍ ପ୍ରକଳ୍ପରେ ଅଧିକ ବିନିଯୋଗ ଆବଶ୍ୟକ କରୁଛି । ସର୍ବଭାରତୀୟ ସ୍ତରରେ!-->!-->!-->…
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ଗୁଳିମାଡ଼
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଙ୍କ ରାଲିରେ ଯାଉଥିବା ବେଳେ ଇମ୍ରାନଙ୍କୁ ଗୁଳିମାଡ ହୋଇଛି । ଏହି ଆକ୍ରମଣରେ ଇମ୍ରାନ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ରାଲି ଚାଲିଥିବା ସମୟରେ ଅଚାନକ ସେଠାରେ ଫାୟାରିଙ୍ଗ ହୋଇଥିଲା ।
!-->!-->!-->…
ଦିଲ୍ଲୀର ପ୍ରଦୂଷିତ ବାୟୁକୁ ନେଇ ରାଜନୀତି
ନୂଆଦିଲ୍ଲୀ: ଆପଣ ଯଦି ଦିଲ୍ଲୀ ବୁଲିବାକୁ ପ୍ଲାନ କରିଛନ୍ତି ତେବେ ଏବେ ସେ ଚିନ୍ତା ଛାଡିଦିଅନ୍ତୁ । ଶୀତ ଦିନ ଆସିବା ପରେ ଦିଲ୍ଲୀର ବାୟୁମଣ୍ଡଳ ବିଷ ବଳୟ ସାଜିଛି । ଦୀପାବଳୀ ପରେ ଓ ଶୀତ ରୁତୁ ଆରମ୍ଭ ହେବା ପରେ ଏଠାକାର ସ୍ଥିତି ଦିନକୁ ଦିନ ଖରାପ ଅବସ୍ଥାକୁ ଆସିଯାଇଥିବାରୁ ଲୋକେ ଏଭଳି!-->…