Trending
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
Browsing Category
National
ଚୀନ୍ର ‘ଇଣ୍ଡିଆନ୍ ଓସେନ୍ ରିଜନ୍ ମିଟ୍’ରେ ଭାରତ ଅନୁପସ୍ଥିତ
ଚଳିତ ସପ୍ତାହରେ ଚୀନ୍ ଆୟୋଜନ କରିଥିବା ଭାରତ ମହାସାଗର ଅଞ୍ଚଳର ୧୯ଟି ରାଷ୍ଟ୍ରର ବୈଠକରେ ଭାରତର ଅନୁପସ୍ଥିତ ସ୍ପଷ୍ଟ ବାରି ହୋଇପଡ଼ିଛି।ଚୀନ୍ ବୈଦେଶିକ ମନ୍ତ୍ରାଳୟ ସହିତ ସମ୍ପୃକ୍ତ ଥିବା ‘ଦି ଚାଇନା ଇଣ୍ଟର୍ନ୍ୟାସ୍ନାଲ୍ ଡେଭ୍ଲପ୍ମେଣ୍ଟ୍ କୋଅପରେସନ୍ ଏଜେନ୍ସି’ (ସିଆଇଡିସିଏ)!-->…
‘ଜି୨୦’ର ଅଧ୍ୟକ୍ଷତା ଏକ ସୁଯୋଗ ଓ ଗୌରବର କଥା ବୋଲି ‘ମନ୍ କୀ ବାତ୍’ରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ…
‘ଜି୨୦’ର ଅଧ୍ୟକ୍ଷତା ଆମ ପାଇଁ ଏକ ସୁଯୋଗ ଓ ଗୌରବର କଥା ବୋଲି ଆଜି ‘ମନ୍ କୀ ବାତ୍’ର ୯୫ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ କହିଛନ୍ତି।
ସୁଦୂର ତେଲେଙ୍ଗାନାରୁ ଆସିଥିବା ଗୋଟାଏ ବିଶେଷ ଉପହାର ପ୍ରସଙ୍ଗ ଦର୍ଶାଇ ଆଜି ପ୍ରଧାନମନ୍ତ୍ରୀ ‘ମନ୍ କୀ ବାତ୍’!-->!-->!-->…
ପିଛା ଛାଡୁନି ଆମ୍ ଆଦମୀ ପାର୍ଟି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ଙ୍କ ଅଡୁଆ
ପିଛା ଛାଡୁନି ଆମ୍ ଆଦମୀ ପାର୍ଟି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ଙ୍କ ଅଡୁଆ । ଜେଲ୍ ଭିତରେ ସେ ନେଉଛନ୍ତି ଭିଭିଆଇପି ମଜା। ତିହାର ଜେଲ୍ ଭିତରୁ ଆମ୍ ମନ୍ତ୍ରୀଙ୍କ ପରେ ଗୋଟିଏ ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି। ପ୍ରଥମେ ଜେଲ୍ ଭିତରେ ବଡି ମସାଜ, ତା’ପରେ ରେଷ୍ଟୁରାଣ୍ଟର ଖାଦ୍ୟ ଆଉ ଏବେ ଜନତା!-->…
ଗୁଜରାଟ ନିର୍ବାଚନ ପାଇଁ ବିଜେପିର ସଂକଳ୍ପ ପତ୍ର
ଆସନ୍ତା ୫ ବର୍ଷରେ ୨୦ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିବ। ୧ଲକ୍ଷ ମହିଳାଙ୍କୁ ବି ମିଳିବ ରୋଜଗାର। ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ସଂକଳ୍ପ ପତ୍ର ଜାରି କରି ଏଭଳି ପ୍ରତିଶ୍ରୁତି ଦେଇଛି ବିଜେପି । ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା କହିଛନ୍ତି, ଗୁଜରାଟରେ ଦୁଇଟି ସିଫୁଡ୍!-->…
ଇ-କୋର୍ଟ ସମ୍ବନ୍ଧୀୟ ବିଭିନ୍ନ ନୂଆ ପ୍ରକଳ୍ପ ଉଦଘାଟନ କଲେ ମୋଦି
ଆଜି ଭାରତୀୟ ସମ୍ବିଧାନ ଦିବସ। ସୁପ୍ରିମକୋର୍ଟରେ ଆୟୋଜିତ ସମ୍ବିଧାନ ଦିବସ ସମାରୋହରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏ ଅବସରରେ ପ୍ରଧାନମନ୍ତ୍ରୀ ଇ-କୋର୍ଟ ସମ୍ବନ୍ଧୀୟ ବିଭିନ୍ନ ନୂଆ ପ୍ରକଳ୍ପ ଉଦଘାଟନ କରିଛନ୍ତି।
ସମ୍ବିଧାନର ମୂଲ୍ୟବୋଧର ପ୍ରଚାର ପ୍ରସାର ନିମନ୍ତେ, ୨୦୧୫!-->!-->!-->…
ପ୍ରଥମ ମ୍ୟାଚ୍ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଠାରୁ ହାରି ଯାଇଛି ଭାରତୀୟ ପୁରୁଷ ହକି ଟିମ୍
ଦମଦାର ଲଢ଼େଇ ସତ୍ତ୍ୱେ ପ୍ରଥମ ମ୍ୟାଚ୍ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଠାରୁ ହାରି ଯାଇଛି ଭାରତୀୟ ପୁରୁଷ ହକି ଟିମ୍। ଶେଷ ମିନିଟ୍ରେ ଦଳ କରିଥିବା ତ୍ରୁଟି ଯୋଗୁ ଅଷ୍ଟ୍ରେଲିଆ ୫-୪ରେ ମ୍ୟାଚ୍ ଜିତି ୫ ଟିକିଆ ସିରିଜ୍ରେ ୧-୦ରେ ଆଗୁଆ ହୋଇଯାଇଛି।ଭାରତ ପକ୍ଷରୁ ଆକାଶଦୀପ ସିଂହ ହ୍ୟାଟ୍ରିକ!-->…
ମହାକାଶକୁ ୯ଟି ସାଟେଲାଇଟ୍ ପ୍ରେରଣ କଲା ଭାରତ
ଶ୍ରୀହରିକୋଟା : ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ୍ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚ୍ ପ୍ୟାଡ୍ରୁ ‘ପିଏସ୍ଏଲ୍ଭି’ ରକେଟ୍ ଯୋଗେ ‘ଇସ୍ରୋ’ ୮ଟି ଅତି କ୍ଷୁଦ୍ର ସାଟେଲାଇଟ୍ ମହାକାଶକୁ ପ୍ରେରଣ କରିଛି।
!-->!-->!-->…
ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ ପରଲୋକରେ
ପୁଣେ: ପରଲୋକରେ ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ। ପୁଣେର ଦୀନାନାଥ ମଙ୍ଗେଶକର ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା ବେଳେ ତାଙ୍କର ବିୟୋଗ ଘଟିଛି। ଏହି ବିଶିଷ୍ଟ ଅଭିନେତାଙ୍କ ବିୟୋଗରେ ଚାରିଆଡେ ଗଭୀର ଶୋକ ପ୍ରକାଶ ପାଇଛି ।
!-->!-->!-->…
ଆଫଗାନିସ୍ତାନରେ ହାହାକାର ସ୍ଥିତି
ଆଫଗାନିସ୍ତାନରେ ଜାରି ରହିଛି ହାହାକାର ସ୍ଥିତି। ପରିସ୍ଥିତି ବେଳକୁ ବେଳ ଆହୁରି ସଙ୍ଗିନ ହେବାରେ ଲାଗିଛି। ଲୋକମାନେ ବଞ୍ଚିବାକୁ ପ୍ରତି ମୁହୂର୍ତ୍ତରେ ସଂଘର୍ଷ କରୁଛନ୍ତି । ଚାରିଆଡ଼େ ଖାଦ୍ୟାଭାବ । ତାଲିବାନର କ୍ରୂରତାକୁ ଯେନତେନ ସହିଯାଉଛନ୍ତି । ହେଲେ ପେଟର ଭୋକଜ୍ୱାଳା ବରଦାସ୍ତ ହେଉନି ।!-->…
ସୀମା ବିବାଦକୁ ନେଇ ମୁହାଁମୁହିଁ ହୋଇଛନ୍ତି ମହାରାଷ୍ଟ୍ର ଓ କର୍ଣ୍ଣାଟକ ସରକାର
ସୀମା ବିବାଦକୁ ନେଇ ମୁହାଁମୁହିଁ ହୋଇଛନ୍ତି ମହାରାଷ୍ଟ୍ର ଓ କର୍ଣ୍ଣାଟକ ସରକାର। ମହାରାଷ୍ଟ୍ରର ଏକ ଇଞ୍ଚ ଜମି ବି କାହାକୁ ନେବାବୁ ଦିଆଯିବନି ବୋଲି ଖୁଲମଖୁଲା ଚେତାବନୀ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଅପରପକ୍ଷେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବମ୍ମାଇ!-->…