Trending
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
Browsing Category
National
ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆକ୍ସନମୁଡ୍ ରେ ବିଜେପି
ପାଖେଇ ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ। ଏଥିପାଇଁ ସବୁ ଦଳ ଭିତରେ ତତ୍ପରତା ପ୍ରକାଶ ପାଇଛି। ତେବେ ଏହାରି ଭିତରେ ନିର୍ବାଚନ ପୂର୍ବରୁ ଆକ୍ସନମୁଡ୍ ଆସିଛି ବିଜେପି। ଦଳରୁ ୧୨ ବିଦ୍ରୋହୀ ନେତାଙ୍କୁ ବିଦା କରିଛି।ଦଳ ବିରୋଧୀ କାର୍ଯ୍ୟ ପାଇଁ ଏମାନଙ୍କୁ ବିଜେପି ବହିଷ୍କାର କରିଛି। ବିଧାନସଭା!-->…
କେନ୍ଦ୍ର ସରକାରରେ ପ୍ରତି ମାସରେ ପାଖାପାଖି ୧୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର ଦିନ କହିଛନ୍ତି ଯେ କେନ୍ଦ୍ର ସରକାରରେ ପ୍ରତି ମାସରେ ପାଖାପାଖି ୧୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି। ଅଜମେରରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ଦ୍ୱାରା ଆୟୋଜିତ ‘ନିଯୁକ୍ତି ମେଳା’ କାର୍ଯ୍ୟକ୍ରମକୁ ବୈଷ୍ଣବ ସମ୍ବୋଧିତ କରିବା ଅବସରରେ ଏପରି!-->…
ଭାରତ ଭିତରୁ ଫିଫା ଫୁଟବଲ ବିଶ୍ୱକପ ବିରୋଧରେ ସ୍ୱର ଉଠିଛି
କତାରରେ ଚାଲିଥିବା ପୁରୁଷ ଫିଫା ଫୁଟବଲ ବିଶ୍ୱକପକୁ ନେଇ ବିବାଦ ଥମିବାର ନାଁ ଧରୁନି। ପୂର୍ବରୁ ବିୟର ବିକ୍ରି, ସମଲିଙ୍ଗୀ ସମ୍ପର୍କ ଓ ସାମ୍ବାଦିକଙ୍କୁ ଦୁର୍ବ୍ୟବହାରକୁ ନେଇ ଉଭୟ ଫିଫା ଓ କତାର ବିବାଦ ମଧ୍ୟକୁ ଆସିଥିଲେ। ଏବେ ଭାରତ ଭିତରୁ ଫିଫା ଫୁଟବଲ ବିଶ୍ୱକପ ବିରୋଧରେ ସ୍ୱର ଉଠିଛି।ଆୟୋଜକ!-->…
ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦି
ଚାକିରି ପାଇଁ ଆଶା ରଖିଥିବା ଲୋକଙ୍କୁ ବଡ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ନିଯୁକ୍ତି ମେଳା ମାଧ୍ୟମରେ ସେ ୭୧ ହଜାର ଆଶାୟୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟୁଛନ୍ତି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ସରକାରଙ୍କ!-->…
ନୂତନ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଲେ ଅରୁଣ ଗୋଏଲ
ନୂଆଦିଲ୍ଲୀ: ନୂତନ ନିର୍ବାଚନ କମିଶନର ଭାବେ ଦାୟିତ୍ବ ଗ୍ରହଣ କଲେ ପଞ୍ଜାବ କ୍ୟାଡରର ପୂର୍ବତନ ଆଇଏଏସ୍ ଅଧିକାରୀ ଅରୁଣ ଗୋଏଲ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରିଛନ୍ତି । ୧୯୮୫ ବ୍ୟାଚ ଆଇଏଏସ୍ ଅଧିକାରୀ ଅରୁଣ ଗୋଏଲ ମୁଖ୍ୟ ନିର୍ବାଚନ!-->…
ମାଙ୍ଗାଲୁରୁ ବିସ୍ଫୋରଣ ମାମଲାରେ ରହିଛି ଆଇଏସ୍ଆଇଏସ୍ର ଷଡଯନ୍ତ୍ର
ମାଙ୍ଗାଲୁରୁ : କର୍ଣ୍ଣାଟକର ମାଙ୍ଗାଲୁରୁରେ ଶନିବାର ଏକ ଚଳନ୍ତା ଅଟୋ ରିକ୍ସାରେ ହୋଇଥିବା ବିସ୍ଫୋରଣ ମାମଲାରୁ ଏକ ବଡ଼ ସୁରାକ ମିଳିଛି । ଏଭଳି ବିସ୍ଫୋରଣ ପାଇଁ ପାକିସ୍ତାନର ହାତ ଥିବା ପୋଲିସ ପର୍ଦାଫାଶ କରିଛି। ଏହି ବିସ୍ଫୋରଣରେ ଅଟୋ ରିକ୍ସା ଚାଳକ ଓ ଜଣେ ବ୍ୟକ୍ତି ଆହତ ହେବା ପରେ ତଦନ୍ତ!-->…
ଦ୍ୱିତୀୟ ଟି-୨୦ରେ ନ୍ୟୁଜ୍ଲାଣ୍ଡକୁ ୬୫ ରନ୍ରେ ହରାଇଲା ଭାରତ
ଦ୍ୱିତୀୟ ଟି-୨୦ରେ ନ୍ୟୁଜ୍ଲାଣ୍ଡକୁ ୬୫ ରନ୍ରେ ହରାଇଲା ଭାରତ। ବିଶାଳ ଟାର୍ଗେଟକୁ ପିଛା କରି ୧୮.୫ ଓଭରରେ ସମସ୍ତ ୱିକେଟ ହରାଇ ୧୨୬ ରନ୍ ହିଁ କରି ପାରିଥିଲା ନ୍ୟୁଜଲାଣ୍ଡ ଦଳ। ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟ ହରାଇ ୧୯୧ ରନ୍ କରିଥିଲା। ବ୍ୟାଟିଂ ପରେ ବୋଲିଂରେ କମାଲ ଦେଖାଇଥିଲା!-->…
ଫିଫା ବିଶ୍ୱକପ୍ : ଷ୍ଟାଡିୟମରେ ମଦ ବିକିବା ମନା
ଦୋହା : କାତାର ର ଦୋହାରେ ଫିଫା ବିଶ୍ୱକପ୍ ଆରମ୍ଭ ହେବାକୁ ଆଉ ଦିନଟେ ରହିଛି । ରବିବାରଠାରୁ ଏହି ମହାକୁମ୍ଭ ଆରମ୍ଭ ହେବ । ତେବେ ଆୟୋଜକ ଓ ଫିଫା ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି ଯେ ଷ୍ଟାଡିୟମରେ ମଦ ବିକ୍ରି କରାଯାଇପାରିବ ନାହିଁ । ପୂର୍ବରୁ ଷ୍ଟାଡିୟମରେ ମଦ ବିକ୍ରି କରାଯିବ ବୋଲି!-->…
ଆଜି ପ୍ରାଚୀନ କୀର୍ତ୍ତିରାଜୀ ଦେଖିବାକୁ ପର୍ଯ୍ୟଟକଙ୍କୁ ପଡ଼ିବନି ଟିକେଟ
ନୂଆଦିଲ୍ଲୀ: ଆଜି ମାଗଣାରେ ବୁଲିବାକୁ ଚାହୁଁଛନ୍ତି କି ଐତିହ୍ୟସ୍ଥଳ । ତେବେ ଆଉ ଡେରି କାହିଁକି ଆଜି ଶୀଘ୍ର ବାହାରିଯାଆନ୍ତୁ । ଦେଶର ସମସ୍ତ ପ୍ରାଚୀନ କୀର୍ତ୍ତିରାଜୀ ବୁଲି ଦେଖିବାକୁ ପର୍ଯ୍ୟଟକଙ୍କୁ ଆଜି ପଡ଼ିବନି ଟିକେଟ । ବିଶ୍ବ ଐତିହ୍ୟ ସପ୍ତାହ ପାଳନ ଅବସରରେ ପର୍ଯ୍ୟଟକଙ୍କ ପାଇଁ!-->…
ଇସ୍ରୋ ପଠାଇଲା ପ୍ରଥମ ଘରୋଇ ରକେଟ,ରାଷ୍ଟ୍ରପତିଙ୍କ ଅଭିନନ୍ଦନ
ଶ୍ରୀହରୀକୋଟା: ଇସ୍ରୋ ମହାକାଶ ଗବେଷଣା କ୍ଷେତ୍ରରେ ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ୍ର ସଫଳତାର ସହ ଉତକ୍ଷେପଣକୁ ନେଇ ଚାରିଆଡୁ ପ୍ରଶଂସା ହୋଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ଲଞ୍ଚ ପ୍ୟାଡରୁ ଏହି ରକେଟ ଉତକ୍ଷେପଣ ହୋଇଛି।
!-->!-->!-->…