Trending
- ଚାଷୀଙ୍କ ଆକାଉଣ୍ଟକୁ ଗଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
Browsing Category
National
କେରଳ, ତାମିଲନାଡୁ ଓ କର୍ଣ୍ଣାଟକ ସମେତ ୬ରୁ ଅଧିକ ସ୍ଥାନରେ ଏନଆଇଏ ଚଢଉ
ତାମିଲନାଡୁ କୋଏମ୍ବାଟୁରରେ କାର ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଜାତୀୟ ଯାଞ୍ଚ ଏଜେନ୍ସି (ଏନଆଇଏ) ତାମିଲନାଡୁ ସମେତ ଏକାଧିକ ରାଜ୍ୟରେ ଯାଇ ଛାନବିନ୍ କରିଛି । କେରଳ, ତାମିଲନାଡୁ ଓ କର୍ଣ୍ଣାଟକ ସମେତ ୬ରୁ ଅଧିକ ସ୍ଥାନରେ ଚଢଉ କରିଛି ।
ଗତବର୍ଷ ଅକ୍ଟୋବର ୨୩ ତାରିଖରେ କୋଏମ୍ବାଟୁରରେ ଏକ କାର…
ଲିଭ ଇନ୍ ପାର୍ଟନରକୁ ହତ୍ୟା ପରେ ଫ୍ରିିଜରେ ରଖିଥିଲା ଦିଲ୍ଲୀର ଯୁବକ
ଶ୍ରଦ୍ଧା ୱାକର ପରେ ଏବେ ଦିଲ୍ଲୀରେ ପୁଣି ଆଉ ଏକ ହତ୍ୟା କାଣ୍ଡ । ଲିଭ ଇନ୍ ପାର୍ଟନରକୁ ହତ୍ୟା ପରେ ଫ୍ରିିଜରେ ରଖିଥିଲା ଦିଲ୍ଲୀର ଯୁବକ । ଦିଲ୍ଲୀ ନଜଫଗଡର ମିତ୍ରାଓଁ ଗାଁ ନିକଟରେ ଥିବା ଏକ ଢାବାର ଫ୍ରିଜରୁ ମହିଳାଙ୍କ ଶରୀରର କଟା ଖଣ୍ଡ ଉଦ୍ଧାର କରିଛି ପୁଲିସ । ଘଟଣାରେ ସମ୍ପୃକ୍ତି ନେଇ ଜଣେ…
ବିବିସି କାର୍ଯ୍ୟାଳୟରେ ଆଇଟି ଚଢ଼ଉକୁ ନେଇ ରାଜନୀତି
ବିବିସି କାର୍ଯ୍ୟାଳୟରେ ଆଇଟି ଚଢ଼ଉ । ଆୟକର ଅଧିକାରୀମାନେ ବିବିସି ର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟ ଉପରେ ଚଢ଼ଉ କରିଛନ୍ତି । ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି । କଂଗ୍ରେସ ସହ ଅନ୍ୟ ବିରୋଧୀ ଦଳ ସରକାରଙ୍କ ଏହି ପଦକ୍ଷେପକୁ ନିନ୍ଦା କରିଛନ୍ତି । ଫୋନ୍, ଦସ୍ତାବିଜ ଓ ଲାପଟପ ଜବତ…
ଭାଲେଣ୍ଟାଇନ ଦିବସ ର ସଂଜ୍ଞା ବଦଳିଛି
ଫେବୃଆରୀ ୧୪ ତାରିଖକୁ ଭାଲେଣ୍ଟାଇନ ଦିବସ ଭାବେ ପାଳନ କରାଯାଏ । ବ୍ୟାପକ ଅର୍ଥରେ ପ୍ରେମର ପ୍ରତୀକ ରୂପେ ବିଚାର କରାଯାଉଥିବା ଭାଲେଣ୍ଟାଇନ ନାମକ ମହାପୁରୁଷଙ୍କ ନାମାନୁସାରେ ଏହା ନାମିତ ହୋଇଛି ଏହି ଦିନ । କିଛି ବର୍ଷ ହେଲା ଏହି ପ୍ରେମ ଦିବସକୁ ନେଇ ଆମ ଦେଶରେ ବିତର୍କ ହେଉଛି । ସପ୍ତାହ…
ପୁଲୱାମା ଆକ୍ରମଣରେ ସହିଦମାନଙ୍କ ବଳିଦାନକୁ କେବେ ଭୁଲିବ ନାହିଁ ଦେଶ
ପୁଲୱାମା ଆକ୍ରମଣକୁ ୪ ବର୍ଷ ପୁରିଛି । ସହିଦମାନଙ୍କ ବଳିଦାନକୁ ମନେ ପକାଉଛି ସାରା ଦେଶ । ଏହି ଉପଲକ୍ଷେ ସିଆରପିଏଫ ପକ୍ଷରୁ ସହିଦ ବୀର ଯବାନଙ୍କୁ ମନେ ପକାଇବା ପାଇଁ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ କରାଯାଇଛି । ଆଜି ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ସହିଦମାନଙ୍କୁ ଲୁହ ଛଳ ଛଳ ଆଖିରେ…
ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ସମାପ୍ତ
ନୂ୍ଆଦିଲ୍ଲୀ : ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ସମାପ୍ତ ହୋଇଛି । ଜାନୁଆରି ୩୧ ତାରିଖରୁ ଆରମ୍ଭ ହୋଇଥିବା ସଂସଦର ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ସୋମବାର ଦିନ ଶେଷ ହୋଇଛି। ମାର୍ଚ୍ଚ ୧୩ ତାରିଖ ପର୍ଯ୍ୟନ୍ତ ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ମୁଲତବୀ ରଖାଯାଇଛି। ମାର୍ଚ୍ଚ ୧୩ ତାରିଖରୁ…
ପୁଲଓ୍ବାମା ଆକ୍ରମଣର 4 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ : ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ପୂରିଲା ୪ ବର୍ଷ । ସହିଦଙ୍କୁ ମନେ ପକାଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଉଛି ପୁରା ଭାରତ । ଆଜି ବ୍ଲାକ ଡେ’ ପାଳୁଛନ୍ତି ଦେଶବାସୀ । ବୀରପୁତ୍ରଙ୍କୁ ବଳିଦାନକୁ ମନେ ପକାଇଲେ ଆଖିରୁ ଆପେ ଆପେ ଲୁହ ଝରିଆସୁଛି । ୧୪ ଫେବ୍ରୁଆରୀ ୨୦୧୯ରେ ସିଆରପିଏଫ୍…
ଡାକ୍ତରମାନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବାଚାରରେ ସବୁଠାରୁ ଆଗରେ ରହିବା ଓ ଚିକିତ୍ସା ଜଗତର ନୂଆ ପରିବର୍ତ୍ତନକୁ ଆପଣାଇବା ପାଇଁ ଡାକ୍ତରମାନଙ୍କୁ ପ୍ରଶଂସା କରିଛନ୍ତି । ଏମ୍ସ ଭୁବନେଶ୍ୱର ଜଣେ ଦିବ୍ୟାଙ୍ଗ ରୋଗୀଙ୍କ ଠାରେ କ୍ୱାଡ୍ରୁପଲ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରୀ ସଫଳତାର ସହ କରିଛନ୍ତି ।…
ବିଶ୍ୱ ରେଡିଓ ଦିବସ ଅବସରରେ ସମସ୍ତ ରେଡିଓ ଶ୍ରୋତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ରେଡିଓ ଦିବସ ଅବସରରେ ସମସ୍ତ ରେଡିଓ ଶ୍ରୋତା, ଆରଜେ ଓ ପ୍ରସାରଣ ଇକୋ-ସିଷ୍ଟମ ସହ ଜଡିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ ଏହି ଅବସରରେ ଫେବୃୟାରୀ ୨୬, ୨୦୨୩ର ମନ କି ବାତ କାର୍ଯ୍ୟକ୍ରମ ପାଇଁ ମତାମତ ମଧ୍ୟ ଆହ୍ୱାନ କରିଛନ୍ତି । ଏକ…
ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରରେ ଆୟୋଜିତ ହେବ ସ୍ୱାସ୍ଥ୍ୟ ମେଳା
ସୁସ୍ଥ ଜୀବନକୁ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗତ ବର୍ଷ ଆରମ୍ଭ ହୋଇଥିବା "ସୁସ୍ଥ ମନ, ସୁସ୍ଥ ଘର’ ଅଭିଯାନର ଏକ ଅଂଶ ଭାବରେ ସାରା ଦେଶରେ ସ୍ୱାସ୍ଥ୍ୟ ମେଳା ଆସନ୍ତା କାଲି ୧୪ ତାରିଖ ଦିନ ୧.୫୬ ଲକ୍ଷ ଆୟୁଷ୍ମାନ ଭାରତ - ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର (ଏବି -ଏଚ୍ଡବ୍ଲୁସି)…