Trending
- ଚାଷୀଙ୍କ ଆକାଉଣ୍ଟକୁ ଗଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
Browsing Category
National
ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ
ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ନିମନ୍ତେ ସକାଳ ୭ଟାରୁ ଭୋଟ ଗ୍ରହଣ ଜାରି ରହିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଉଭୟ ରାଜ୍ୟର ବିଧାନସଭା ଆସନ ୬୦ ଲେଖାଏଁ ହୋଇଥିବାବେଳେ ୫୯ଟି ଲେଖାଏଁ ଆସନ…
ମନୀଷ ସିଷୋଦିଆ ଗିରଫ ହେବା ପରେ ଆପ ପକ୍ଷରୁ ବିଭିନ୍ନ ସ୍ଥାନରେ ଧାରଣା
ମଦ ଘୋଟାଲା ମାମଲାରେ ଦିଲ୍ଲୀ ଡେପୁଟି ସିଏମ୍ ମନୀଷ ସିଷୋଦିଆ ଗିରଫ ହେବା ପରେ ଆପ ପକ୍ଷରୁ ବିଭିନ୍ନ ସ୍ଥାନରେ ଧାରଣା ଦିଆଯାଇଛି । ଦୀର୍ଘ ୮ ଘଣ୍ଟାର ଜେରା ପରେ ଶେଷରେ ଗିରଫ କରିଥିଲା । ମନୀଷଙ୍କୁ ପଚରାଉଚରା କରିବା ପାଇଁ ସିବିଆଇ ପୂର୍ବରୁ ପ୍ରଶ୍ନ ତିଅାର କରିଥିବା ବେଳେ ପ୍ରଶ୍ନର ଉତ୍ତର…
ବିରୋଧୀମାନେ ଏକଜୁଟ ହେଲେ ‘ବିଜେପି’ ହାରିବ : ନୀତୀଶ କୁମାର
ପୁର୍ଣ୍ଣିଆ: ବିରୋଧୀମାନଙ୍କୁ ଏକଜୁଟ କରି ‘ବିଜେପି’କୁ ଆସନଚ୍ୟୁତ କରିବା ପାଇଁ ଆହ୍ବାନ ଦେଇଛନ୍ତି ନୀତିଶ କୁମାର । ବିଜେପିକୁ ଶାସନରୁ ହଟାଇବା ତାଙ୍କର ଏକମାତ୍ର ଲକ୍ଷ୍ୟ। ଏହାକୁ ସାକାର କରିବା ପାଇଁ ଉଦ୍ୟମ ଜାରି ରଖିବି। ସମଗ୍ର ଦେଶରୁ ‘ବିଜେପି’ ମୂଳପୋଛ ହେବା ଆବଶ୍ୟକ। କଂଗ୍ରେସ ସମତେ…
ବ୍ୟାଙ୍କ୍ ସୁରକ୍ଷା କର୍ମୀଙ୍କୁ ଗୁଳି ମାରି ହତ୍ୟା କଲେ ଆତଙ୍କବାଦୀ
କଶ୍ମୀରର ପୁଲ୍ୱାମା ଜିଲ୍ଲା ଅନ୍ତର୍ଗତ ଅଚନ ଅଞ୍ଚଳରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଜଣେ କାଶ୍ମୀର ପଣ୍ଡିତ ( ବ୍ୟାଙ୍କ୍ ସୁରକ୍ଷାକର୍ମୀ) ଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ଅଞ୍ଚଳର ବାସିନ୍ଦା ସଞ୍ଜୟ ପଣ୍ଡିତ ନାମକ ଜଣେ ବ୍ୟକ୍ତିଙ୍କୁ ଆତଙ୍କବାଦୀମାନେ ଗୁଳି ମାରି ଥିଲେ। ଆହତ ଅବସ୍ଥାରେ…
ଅପରାଧୀଙ୍କୁ ମାଟିରେ ମିଶାଇ ଦେବୁ : ଯୋଗୀ
ବହୁଜନ ସମାଜବାଦୀ ପାର୍ଟିର ବିଧାୟକ ରାଜୁ ପଲଙ୍କ ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ ଉମେଶ ପଲଙ୍କୁ ପ୍ରୟାଗରାଜରେ ଦୃର୍ବୃତ୍ତମାନେ ହତ୍ୟା କରିଛନ୍ତି । ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶ ବିଧାନସଭାରେ ହଟ୍ଟଗୋଳ ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାଜବାଦୀ ପାର୍ଟିକୁ ମାଫିଆଙ୍କ…
କରୋନା ବିରୋଧରେ ଟିକାକରଣ ଅଭିଯାନକୁ ବ୍ୟାପକ କରି ଭାରତ ୩୪ ଲକ୍ଷରୁ ଅଧିକ ଜୀବନ ବଞ୍ଚାଇଛି
ଭାରତରେ କୋଭିଡ଼ ଟିକା ବଞ୍ଚାଇଛି ୩୪ ଲକ୍ଷ ଜୀବନ । କରୋନା ବିରୋଧରେ ଟିକାକରଣ ଅଭିଯାନକୁ ବ୍ୟାପକ କରି ଭାରତ ୩୪ ଲକ୍ଷରୁ ଅଧିକ ଜୀବନ ବଞ୍ଚାଇଛି । ଏଥିସହ ଭାରତ ୧୮ ଦଶମିକ ୩ ବିଲିୟନ ଡଲାରର କ୍ଷତିକୁ ରୋକିପାରିଛି ବୋଲି ଷ୍ଟାନଫୋର୍ଡ଼ ବିଶ୍ୱବିଦ୍ୟାଳୟ ଓ ଇନଷ୍ଟିଚ୍ୟୁଟ୍ ଫର କମ୍ପିଟେଟିଭନେସ୍…
ମହିଳା ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ୍ ଆଜି ଖେଳାଯିବ
ଦକ୍ଷିଣ ଆଫ୍ରିକାରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ୍ ଆଜି ଖେଳାଯିବ । କେପ୍ ଟାଉନରେ ହେବାକୁ ଥିବା ଏହି ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଉଭୟ ଦଳ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିପାରେ ।ଯେଉଁଠି ଭାରତ ଏପର୍ଯ୍ୟନ୍ତ ବିଶ୍ୱକପରେ…
ଥାନା ଓ ତଦନ୍ତକାରୀ ସଂସ୍ଥା କାର୍ଯ୍ୟାଳୟରେ ସିସିଟିଭି କ୍ୟାମେରା ଲଗାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଥାନା ଓ ତଦନ୍ତକାରୀ ସଂସ୍ଥାଗୁଡ଼ିକର କାର୍ଯ୍ୟାଳୟରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାକୁ ମାସକ ଭିତରେ କାର୍ଯ୍ୟକାରୀ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବିଆର ଗଭାଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ…
୨୦୨୪ରେ କଂଗ୍ରେସ ନେତୃତ୍ବରେ ସରକାର: ଖଡ଼ଗେ
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଆସନ୍ତା ନିର୍ବାଚନରେ କଂଗ୍ରେସ ଦେଶରେ ସରକାର ଗଠନ କରିବ ବୋଲି କହିଛନ୍ତି । ବୁଧବାର ଦିନ ନାଗାଲାଣ୍ଡରେ ନିର୍ବାଚନ ପ୍ରଚାର କରି ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବର୍ଷିଛନ୍ତି। ଖଡ଼ଗେ କହିଛନ୍ତି, କଂଗ୍ରେସ ବିରୋଧୀ…
ଦିଲ୍ଲୀ ମେୟର୍ ନିର୍ବାଚନ ପାଇଁ ଆଜି ଚାଲିଛି ଭୋଟ୍ ଗ୍ରହଣ
ନୂଆଦିଲ୍ଲୀ: କିଏ ହେବ ଦିଲ୍ଲୀର ମେୟର । ‘ମୁନିସ୍ପାଲ୍ କର୍ପୋରେସନ୍ ଅଫ୍ ଦିଲ୍ଲୀ’ର ମେୟର୍ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଚାଲିଛି। ଗତ ଦୁଇମାସ ଧରି ରାଜନୈତିକ ଛକାପଂଝା ପରେ ମେୟର୍ ଭୋଟ୍ ଦାନ ପ୍ରକ୍ରିୟାରେ ମନୋନୀତ ସଦସ୍ୟମାନେ ଅଂଶ ଗ୍ରହଣ କରିପାରିବେ ନାହିଁ ବୋଲି ଶୁକ୍ରବାର…