Trending
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
Browsing Category
National
ଭାରତକୁ ଆସୁଛି ୬ ଲକ୍ଷ ବ୍ୟାରେଲ ଇରାନ ଅଶୋଧିତ ତୈଳ
ଇରାନରୁ ଅଶୋଧିତ ତୈଳ ନେଇ ଆସୁଥିବା ଏକ ଟ୍ୟାଙ୍କର ଭାରତ ତାର ଗନ୍ତବ୍ୟ ବୋଲି ସୂଚିତ କରିଛି। ୨୦୧୯ ମସିହା ପରେ ତେହେରାନରୁ ଭାରତକୁ ଏହା ପ୍ରଥମ ତୈଳ କନସାଇନମେଣ୍ଟ ବୋଲି କୁହାଯାଇପାରେ। ଏହି ଘଟଣାକ୍ରମ ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ପଶ୍ଚିମ ଏସିୟାରେ ଚାଲିଥିବା ଯୁଦ୍ଧ ମଧ୍ୟରେ…
ନିକଟ ଭବିଷ୍ୟତରେ ମହାଙ୍ଗାମାଡ,ସମଗ୍ର ବିଶ୍ୱକୁ ଚେତାବନୀ ଦେଲା ଆଇଏମଏଫ
ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ବର୍ତ୍ତମାନ ଚାଲିଥିବା ଭୀଷଣ ଯୁଦ୍ଧ ଏବେ ବିଶ୍ୱ ଅର୍ଥନୀତି ପାଇଁ ଏକ ବିପଦ ଘଣ୍ଟି ବଜାଇଛି। ଏକ ଗଭୀର ଚିନ୍ତାଜନକ ରିପୋର୍ଟ ଜାରି କରି, ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ସମଗ୍ର ବିଶ୍ୱକୁ ଚେତାବନୀ ଦେଇଛି ଯେ ନିକଟ ଭବିଷ୍ୟତରେ ମହାଙ୍ଗାମାଡର ଏକ…
ଦିଲ୍ଲୀରେ ବିଜେପି ସାଂସଦ ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଦିଲ୍ଲୀରେ ବିଜେପି ସାଂସଦ ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟର ବିଭିନ୍ନ ବିଷୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ସେହିଭଳି ସାଂସଦ ମାନେ ମଧ୍ୟ ନିଜ ନିଜ ନିର୍ବାଚନ ମଣ୍ଡଳୀ ବିଷୟରେ ଚର୍ଚ୍ଚା ଆଲୋଚନା କରିଛନ୍ତି ।
ଗତ ଶନିବାର ଠାରୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ…
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ : ୨୯୪ଟି ଆସନରୁ କଂଗ୍ରେସ ୨୮୪ଟି ଆସନ ନିମନ୍ତେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ରବିବାର ପ୍ରାର୍ଥୀତାଲିକା ଜାରି କରିଛି। ୨୯୪ଟି ଆସନରୁ କଂଗ୍ରେସ ୨୮୪ଟି ଆସନ ନିମନ୍ତେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଅଧିର ରଞ୍ଜନ ଚୌଧୁରୀଙ୍କୁ ତାଙ୍କ ପାରମ୍ପରିକ ବହରାମପୁର ବିଧାନସଭା ନିର୍ବାଚନମଣ୍ଡଳିରୁ ପ୍ରାର୍ଥୀ କରାଯାଇଛି।…
ବେଙ୍ଗଲରୁ ହିଁ ବିଜେପି ଅନ୍ତର ଆରମ୍ଭ ହେବ ବୋଲି ଦାବି କରିଛନ୍ତି ମମତା ବାନାର୍ଜୀ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଦିନ ରାଣୀଗଞ୍ଜରେ ଏକ ରାଲିକୁ ସମ୍ବୋଧିତ କରି ଭାରତୀୟ ଜନତା ପାର୍ଟି ଉପରେ ବର୍ଷିଛନ୍ତି । ସେ ବିଜେପି ବିରୁଦ୍ଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ବିଜେପି ବେଆଇନ କୋଇଲା ଖଣିରୁ ଟଙ୍କା ନେଉଛି ଏବଂ ତୃଣମୂଳ…
ଲକଡାଉନର ରିପୋର୍ଟ ସମ୍ପୂର୍ଣ୍ଣ ମିଥ୍ୟା – ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ପୁରୀ
ମଧ୍ୟପ୍ରାଚ୍ୟ ଅଶାନ୍ତ। ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ପାଇଁ ସାରା ବିଶ୍ୱ ପ୍ରଭାବିତ। ହରମୁଜ ପ୍ରଣାଳୀ ପାୟତଃ ବନ୍ଦ। ବିଶ୍ୱରେ ବଢ଼ୁଛି ତେଲ ଏବଂ ଗ୍ୟାସର ସଙ୍କଟ। ଭାରତ ବି ଏଥିରୁ ବର୍ତ୍ତିନ। ଦେଶର ଅନେକ ସ୍ଥାନରେ ପେଟ୍ରୋଲ ପମ୍ପଗୁଡ଼ିକରେ ଲମ୍ବା ଧାଡ଼ି। ଏଲପିଜି ଅଭାବ।…
ସମୁଦ୍ର ମନ୍ଥନ ଦ୍ବାରା ତେଲ ବାହାର କରିବ ଭାରତ , ଏନେଇ ଓଏନଜିସିକ ଅନ୍ତର୍ଜାତୀୟ ଟେଣ୍ଡର ଆହ୍ୱାନ ଦେଇଛି
ଇରାନ ଯୁଦ୍ଧରୁ ସୃଷ୍ଟି ହୋଇଥିବା ଶକ୍ତି ସଂକଟ ସାରା ବିଶ୍ୱକୁ ଅନିଶ୍ଚିତତା ଭିତରକୁ ଟାଣି ନେଇଛି । ଏ ଝଟକାରୁ ନିଜକୁ ସୁରକ୍ଷିତ ରଖିବାକୁ ନିଜସ୍ୱ ଶକ୍ତି ଉତ୍ସର ସନ୍ଧାନରେ ଲାଗି ପଡ଼ିଲେଣି ଅନେକ ରାଷ୍ଟ୍ର । ଭାରତ ମଧ୍ୟ ଏ କ୍ଷେତ୍ରରେ ପ୍ରସ୍ତୁତ କରୁଛି ରଣନୀତି । ଗଭୀର ସମୁଦ୍ରରେ ତୈଳ…
କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ଗଙ୍ଗାରାମ ହସ୍ପିଟାଲରେ ହେଲେ ଭର୍ତ୍ତି
କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ । ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କୁ ନୂଆଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ଅନୁଭବ କରିବା ସହ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତର ଅନୂପ ବାସୁଙ୍କ ନେତୃତ୍ୱରେ…
ରାଜ୍ୟସଭାରେ ପଶ୍ଚିମ ଏସିଆ ସଙ୍କଟ ସମ୍ପର୍କରେ ବିବୃତ୍ତି ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ ପଶ୍ଚିମ ଏସିଆ ସଙ୍କଟ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଙ୍କଟ ଭାରତକୁ ଅଭୂତପୂର୍ବ ଚ୍ୟାଲେଞ୍ଜ ପ୍ରଦାନ କରିଛି। ଭାରତ ସରକାର ଦେଶକୁ ତେଲ ଏବଂ ଗ୍ୟାସର ସୁଗମ ଯୋଗାଣ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରୁଛି।…
ଦିଲ୍ଲୀ ବିଧାନସଭା ଓ ମେଟ୍ରୋ ଷ୍ଟେସନ୍ କୁ ବୋମାରେ ଉଡ଼ାଇଦେବାକୁ ଧମକ
ଦିଲ୍ଲୀ ବିଧାନସଭାକୁ ବୋମାରେ ଉଡ଼ାଇଦେବାକୁ ଧମକ । ବାଚସ୍ପତି ବିଜେନ୍ଦ୍ର ଗୁପ୍ତାଙ୍କ ପାଖକୁ ଆସିଲା ଧମକପୂର୍ଣ୍ଣ ମେଲ୍ । ଦିଲ୍ଲୀ ମେଟ୍ରୋ ଷ୍ଟେସନ୍ ମଧ୍ୟ ଉଡ଼ାଇଦେବାକୁ ଧମକ ଦିଆଯାଇଛି । ବଜେଟ୍ ଉପସ୍ଥାପନ ପୂର୍ବରୁ ଏଭଳି ମେଲ୍ ସମସ୍ତଙ୍କ ମନରେ ଛନକା ପଶାଇଦେଇଛି । ସୁରକ୍ଷାକୁ ଦୃଷ୍ଟିରେ…