Browsing Category

National

ତିନି ତିନି ଥର ମୁଖ୍ୟମନ୍ତ୍ରୀ ଆସନରେ ବସି ସାରିଲେଣି ମମତା ବାନାର୍ଜୀ,ହେଲେ ନା ଅଛି ଘର ନାଁ ଅଛି ଗାଡ଼ି

ସାଧାରଣ ପରିଧାନ, ସରଳ ଜୀବନ ଶୈଳୀ ପାଇଁ ସାରା ଦେଶରେ ଜଣାଶୁଣା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ। ଯୌବନ କାଳରୁ ରାଜନୀତିରେ କଡ଼ା ସଂଘର୍ଷ କରି ସଂଗଠନ ମଜଭୁତ କରି, ଦିନେ ପଶ୍ଚିମବଙ୍ଗର କମ୍ୟୁନିଷ୍ଟ ଗଡ଼ ଭାଙ୍ଗିବାରେ ସଫଳ ହୋଇଥିଲେ ବଙ୍ଗାଲର୍ ଏହି…

ଭୋଟ ଦେଉଛି ଆସାମ, କେରଳ ଓ ପୁଡୁଚେରୀ,ବିଜେପି ନେତୃତ୍ୱାଧୀନ ମେଣ୍ଟ ଏବଂ ବିରୋଧୀ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ…

ଭୋଟ ଦେଉଛି ଆସାମ, କେରଳ ଓ ପୁଡୁଚେରୀ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ମତଦାନ । ଗୋଟିଏ ପର୍ଯ୍ୟାୟରେ ହେଉଥିବା ମତଦାନର ଫଳାଫଳ ଆସନ୍ତା ମେ ୪ ତାରିଖରେ ପ୍ରକାଶ ପାଇବ । ଆସାମର ୧୨୬ ବିଧାନସଭା ଆସନ ପାଇଁ ହେବ ଭୋଟିଂ । ବିଜେପି ନେତୃତ୍ୱାଧୀନ ମେଣ୍ଟ ଏବଂ ବିରୋଧୀ କଂଗ୍ରେସ ନେତୃତ୍ୱାଧୀନ…

ବରିଷ୍ଠ କଂଗ୍ରେସ ନେତ୍ରୀ ମୋହସିନା କିଦୱାଇଙ୍କର ପରଲୋକ

ବରିଷ୍ଠ କଂଗ୍ରେସ ନେତ୍ରୀ ମୋହସିନା କିଦୱାଇଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିବାବେଳେ ଆଜି ଭୋର୍ ୪ଟାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ଆଜି ଅପରାହ୍ନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବା ନେଇ ସୂଚନା ମିଳିଛି। ତାଙ୍କ ମୃତ୍ୟୁରେ କଂଗ୍ରେସ ରାଷ୍ଟ୍ରୀୟ…

ଭବାନୀପୁର ବିଧାନସଭା ନିର୍ବାଚନମଣ୍ଡଳିରୁ ପ୍ରାର୍ଥୀପତ୍ର ଦାଖଲ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଭବାନୀପୁର ବିଧାନସଭା ନିର୍ବାଚନମଣ୍ଡଳିରୁ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏଥି ପାଇଁ ସେ ପୂର୍ବାହ୍ନରେ କାଲିଘାଟସ୍ଥିତ ତାଙ୍କ ବାସଭବନରୁ ପଦଯାତ୍ରାରେ ବାହାରିଥିଲେ। ପ୍ରାର୍ଥୀପତ୍ର ଦାଖଲ ନିମନ୍ତେ ତାଙ୍କର ଏହି ଅନନ୍ୟ…

ରକେଟ୍ ଆକ୍ରମଣରେ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟଣାରେ ମଣିପୁର ଅଶାନ୍ତ, ୫ ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ

ଅଶାନ୍ତ ମଣିପୁର । ରକେଟ୍ ଆକ୍ରମଣରେ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟଣାରେ ମଣିପୁର ଅଶାନ୍ତ ହୋଇ ଉଠିଛି । ରାଜ୍ୟର ଅନେକ ଜିଲ୍ଲାରେ ଉତ୍ତେଜନାମୂଳକ ସ୍ଥିତି ଦେଖାଦେଇଛି । ଫଳରେ ଇଣ୍ଟରନେଟ୍ ବନ୍ଦ କରାଯିବା ସହ କର୍ଫ୍ୟୁ ଲାଗୁ ହୋଇଛି । ଘରକୁ ଟାର୍ଗେଟ୍ କରାଯାଇ ଆଟାକ୍ ମଙ୍ଗଳବାର ସକାଳେ…

ଦିଲ୍ଲୀ ବିଧାନସଭା ସୁରକ୍ଷାରେ ବଡ଼ ତ୍ରୁଟି , ଗେଟ ଭାଙ୍ଗି ବିଧାନସଭା ଭିତରକୁ ପଶିଲା କାର୍,ସିସିଟିଭି ଆଧାରରେ…

ଦିଲ୍ଲୀ ବିଧାନସଭା ସୁରକ୍ଷାରେ ବଡ଼ ତ୍ରୁଟି। ଗେଟ ଭାଙ୍ଗି ବିଧାନସଭା ଭିତରକୁ ପଶିଲା କାର୍। ପୁଣି ଆଖି ପିଛୁଳାକେ ସେଠାରେ ଫେରାର ମଧ୍ୟ ହୋଇଗଲା। ଯାହାକୁ ନେଇ ବିଧାନସଭାର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୋମବାର ଦ୍ବିପ୍ରହରରେ ଘଟିଛି ଏହି ଘଟଣା। ଦ୍ରୁତ ଗତିରେ ଆସି ଏକ କାର…

ଆସନ୍ତା ୭ ଏବଂ ୮ରେ ଦିଲ୍ଲୀ ଆସିବେ ବାଂଲାଦେଶର ନୂତନ ବୈଦେଶିକ ମନ୍ତ୍ରୀ ଖଲିଲୁର ରହମାନ

ବାଂଲାଦେଶରେ ଯେବେଠାରୁ ତାରିକ ରହମାନଙ୍କ ନେତୃତ୍ୱରେ ବିଏନପି ସରକାର ଗଠନ ହୋଇଛି, ଭାରତ ସହ ସମ୍ପର୍କରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିଛି । ବାଂଲାଦେଶର ନୂତନ ବୈଦେଶିକ ମନ୍ତ୍ରୀ ଖଲିଲୁର ରହମାନ ଆସନ୍ତା ୭ ଏବଂ ୮ ଏପ୍ରିଲ ୨୦୨୬ରେ ନିଜର ପ୍ରଥମ ସରକାରୀ ଭାରତ ଗସ୍ତରେ ନୂଆଦିଲ୍ଲୀ…

ଇରାନ ଭାରତକୁ ଖାଲି ବନ୍ଧୁ ବୋଲି କହୁନି, ବନ୍ଧୁତ୍ୱ ନିଭାଉଛି ମଧ୍ୟ,ଷ୍ଟ୍ରେଟ୍ ଅଫ ହରମୁଜ ଦେଇ ଭାରତୀୟ ପତାକା ଥିବା…

ଇରାନ ଭାରତକୁ ଖାଲି ବନ୍ଧୁ ବୋଲି କହୁନି, ବନ୍ଧୁତ୍ୱ ନିଭାଉଛି ମଧ୍ୟ। ଯୁଦ୍ଧ ଭଳି ଘଡ଼ି ସନ୍ଧି ମୁହୂର୍ତ୍ତରେ ଇରାନ ଅନ୍ୟ କିଛି ଦେଶର ଜାହାଜକୁ ଯିବାକୁ ଦେଉ ନଥିବା ବେଳେ ଭାରତୀୟ ଜାହାଜ କିନ୍ତୁ ଛାଡ଼ି ଦେଉଛି। ଷ୍ଟ୍ରେଟ୍ ଅଫ ହରମୁଜ ଦେଇ ଭାରତୀୟ ପତାକା ଥିବା ଏଲ୍‌ପିଜି ଓ ପେଟ୍ରୋଲ, ଡିଜେଲ୍…

ପଦରୁ ହଟିବାର କିଛି ଘଣ୍ଟା ପରେ ସୋସିଆଲ ମିଡିଆରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ସାଂସଦ ରାଘବ ଚଢା

ରାଜ୍ୟସଭାରେ ଆମ ଆଦମୀ ପାର୍ଟିର ଉପନେତା ପଦରୁ ହଟିବାର କିଛି ଘଣ୍ଟା ପରେ ସୋସିଆଲ ମିଡିଆରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ସାଂସଦ ରାଘବ ଚଢା। ଏଥିରେ ନା ସେ କାହାର ନାଁ ନେଇଛନ୍ତି ନା କାହାକୁ ସମାଲୋଚନା କରିଛନ୍ତି। କେବଳ ରାଜ୍ୟସଭାରେ ସେ ଦେଇଥିବା କିଛି ଓଜସ୍ୱୀନ ଭାଷଣର ଛୋଟ ଛୋଟ ଯୋଡ଼ା…

ନାସାର ବହୁ ପ୍ରତୀକ୍ଷିତ ଆର୍ଟେମିସ୍ ମିଶନ -୨ ସଫଳ ,ମହାକାଶଚାରୀ ସୁରକ୍ଷିତ ଭାବେ ପୃଥିବୀ କକ୍ଷରେ ପହଁଚି ଯାଇଛନ୍ତି

ମହାକାଶ ଅଭିମୁଖେ ଆର୍ଟେମିସ୍ ମିଶନ-୨ । ନାସାର ବହୁ ପ୍ରତୀକ୍ଷିତ ଆର୍ଟେମିସ୍ ମିଶନ ଏପ୍ରିଲ ୨ ତାରିଖରେ ଲଞ୍ଚ୍ ହୋଇଛି । ଯାହାର ଉତକ୍ଷେପଣ ସଫଳ ହୋଇଛି । ଫ୍ଲୋରିଡାର କେନେଡି ସ୍ପେଶ୍ ସେଣ୍ଟରରୁ ଭାରତୀୟ ସମୟାନୁସାରେ ଭୋର୍ ୩ଟା ୫୪ରେ ଏହାର ଲଞ୍ଚ୍ କରାଯାଇଛି । ଏହା ହେଉଛି ୫୪ ବର୍ଷ…