Browsing Category

National

ରାହୁଲ ଗାନ୍ଧିଙ୍କ ଅଡ଼ୁଆ ବଢ଼ିଲା

ବିଶ୍ୱକପ୍‌ କ୍ରିକେଟ ଫାଇନାଲ୍‌ ମ୍ୟାଚରେ ଭାରତର ପରାଜୟ ପରେ ପିଏମ୍‌ ମୋଦିଙ୍କୁ ଟାର୍ଗେଟ୍‌ କରି ରାହୁଲ ଗାନ୍ଧି ପନୌତି ଶବ୍ଦ ବ୍ୟବହାର କରିଥିଲେ। ସେ ନଭେମ୍ବର ୨୧ରେ ରାଜସ୍ଥାନରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ବେଳେ କହିଥିଲେ ଯେ ‘ପିଏମ୍‌ ଅର୍ଥ ପନୌତି ମୋଦି। ମୋଦି ଟିଭିରେ…

ମୁମ୍ବାଇ ଗସ୍ତରେ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି ।  ମୁମ୍ବାଇରେ ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟର ପରିଚାଳନା ନିର୍ଦ୍ଦେଶକ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଓଡ଼ିଆ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ଦ୍ୱାରା ବନ୍ୟପ୍ରାଣୀଙ୍କ ଉପରେ ସଂଗୃହୀତ ଫଟୋଚିତ୍ରଗୁଡ଼ିକର ପ୍ରଦର୍ଶନୀ କରାଯାଉଛି…

ଆଉ ୧୨ ମିଟର ଦୂର, ଶ୍ରମିକଙ୍କ ନିକଟତର ଉଦ୍ଧାରକାରୀ ଦଳ

ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ସିଲ୍କିୟାରା ଟନେଲ ଭୁଶୁଡ଼ିବା ଘଟଣାରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଏକାଦଶ ଦିନରେ ପହଞ୍ଚିଛି। ଆଉ ମାତ୍ର ୧୨ ମିଟର ଖୋଳା ହୋଇଗଲେ ଫସିଥିବା ଶ୍ରମିକଙ୍କ ପାଖରେ ପହଞ୍ଚିଯାଇ ପାରିବେ ଉଦ୍ଧାରକାରୀ ଦଳ। ଶ୍ରମିକମାନଙ୍କୁ ଉଦ୍ଧାର…

କାଶ୍ମୀରରେ ଏନ୍‌କାଉଣ୍ଟର: ୨ ସେନା ଅଧିକାରୀ, ୨ ଯବାନ ସହିଦ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାରେ ଏକ ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀଙ୍କ ଅତର୍କିତ ଗୁଳିମାଡ଼ ଯୋଗୁଁ ଦୁଇ ଜଣ ସେନା ଅଫିସରଙ୍କ ସମେତ ୪ ଜଣ ଯବାନ ସହିଦ ହୋଇଛନ୍ତି। ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛି ଏବଂ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ଜାରି ରହିଛି।…

କୁଲ୍‌ଗାମ୍‌ରେ ଏନ୍‌କାଉଣ୍ଟର: ୫ ଲଶ୍କର୍‌ ଆତଙ୍କବାଦୀ ନିହତ

କୁଲ୍‌ଗାମ୍‌: କୁଲ୍‌ଗାମ୍‌ରେ ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଲଶ୍କର୍‌ ଆତଙ୍କବାଦୀ ନିହତ  । ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ କୁଲ୍‌ଗାମ୍‌ରେ ଚାଲିଥିବା ଗୁଳି ବିନିମୟ ଘଟଣାରେ ‘ଲଶ୍କର୍‌-ଏ-ତୈବା’ର ୫ଜଣ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ପୁଲିସ କହିଛି। …