Trending
- ୟୁନିଟ-୧ ହାଟରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
- କଳାହାଣ୍ଡି ଜିଲ୍ଲା ପାଇଁ ପ୍ରାୟ ୮୯୧ .୩୯ କୋଟି ଟଙ୍କା ବିନିମୟରେ ୩ ହଜାର ୬୧୨ ଟି ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
- ବିଜେପିର ନୂଆ ସାରଥୀ ହେବେ ନୀତିନ ନବୀନ: ପ୍ରଥମ ଯୁବ ସଭାପତି ଭାବେ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ନିଶ୍ଚିତ
- ଚଳିତ ବର୍ଷ ଚିଲିକାକୁ ଆସିଛନ୍ତି ୧୦୬ ପ୍ରଜାତିର ୧୧ ଲକ୍ଷ ୧୦ ହଜାର ୨୫୭ ଟି ବିଦେଶାଗତ ପକ୍ଷୀ
- ଆଜି ଠୁ ଭକ୍ତ ନିବାସରେ ଲାଗୁ ହେବ ହେବ ନୂଆ ପାର୍କିଂ ଫି
- ଦାବି ପୂରଣ ନ ହେଲେ ୨୪ ରେ ରୁ ଗଡ଼ିବନି ଘରୋଇ ବସ
- ସରକାରଙ୍କ ଅନୁମତି ପରେ ଗଣତି ମଣତି ହେବ – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ
- ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
Browsing Category
National
ଇଣ୍ଡିଆ ମେଣ୍ଟର ବୈଠକ ଆଜି
୨୮ଟି ରାଜନୈତିକ ଦଳର ମୋଟ୍ ୬୩ ପ୍ରତିନିଧି ଇଣ୍ଡିଆ ମେଣ୍ଟର ବୈଠକରେ ଯୋଗ ଦେବାକୁ ମୁମ୍ବାଇରେ ପହଁଚିଛନ୍ତି । ବୈଠକରେ ଇଣ୍ଡିଆ ମେଣ୍ଟର ଲୋଗୋ ଉନ୍ମୋଚନ ହେବ ବୋଲି ଜଣାପଡ଼ିଛି। ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କହିଛନ୍ତି, ଆଗକୁ ନିର୍ବାଚନ ଥିବାରୁ ଏନେଇ ପ୍ରସ୍ତୁତି ପାଇଁ …
ଇଣ୍ଡିଆ ମେଣ୍ଟର କିଏ ହେବ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ
ମୁମ୍ବାଇରେ ଇଣ୍ଡିଆ ମେଣ୍ଟ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ କଂଗ୍ରେସ କହୁଥିବା ବେଳେ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଆସିଲା ଡିମାଣ୍ଡ। ଏହି ଦାବି ଆମ୍ ଆଦମୀ…
ଲଞ୍ଚପ୍ୟାଡରେ PSLV-C57 ରକେଟ୍ ପ୍ରସ୍ତୁତ
ଶନିବାର ଉତକ୍ଷେପଣ ହେବ ଆଦିତ୍ୟ-L1 । ଲଞ୍ଚପ୍ୟାଡରେ PSLV-C57 ରକେଟ୍ ପ୍ରସ୍ତୁତ । ଆଦିତ୍ୟ-L1 ଆସନ୍ତା ଶନିବାର ଦିନ ୧୧ଟା ୫୦ ରେ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଉତକ୍ଷେପଣ ହେବାକୁ ଥିବା ବେଳେ, ଗତରାତିରେ ୨ ନମ୍ବର ଲଞ୍ଚପ୍ୟାଡକୁ ନିଆଯାଇଛି ଏହି ବିଶାଳ ରକେଟ୍ । …
ସୂର୍ଯ୍ୟ ମିଶନର ଫଟୋ ଜାରି କଲା ଇସ୍ରୋ,ସବୁଠି ଉତ୍ସାହ
ଶ୍ରୀହରିକୋଟା: ସୂର୍ଯ୍ୟ ମିଶନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି । ଟ୍ବିଟର ପେଜରେ ଇସ୍ରୋ ପୋଷ୍ଟ କରିଛି ଏହାର ପ୍ରଥ ଫଟୋ । ଆସନ୍ତା ୨ ତାରିଖରେ ଲଞ୍ଚିଂ ଥିବା ବେଳେ ଇସ୍ରୋ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ଦ୍ବିତୀୟ ଲଞ୍ଚ ପ୍ୟାଡରୁ ଦିନ ୧୧ଟା ୫୦ରେ…
ଅଶାନ୍ତ ହୋଇଛି ମଣିପୁର ଗୁଳିମାଡ଼ରେ ଦୁଇ ଜଣଙ୍କ ମୃତ୍ୟୁ
ମଣିପୁର: ଅଶାନ୍ତ ହୋଇଛି ମଣିପୁର । ବିଷ୍ଣୁପୁର-ଚୁରାଚାନ୍ଦପୁର ସୀମାରେ ହୋଇଛି ଗୁଳିମାଡ଼ । ଗୁଳିମାଡ଼ରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ନରଣସୈନା ଗାଁର କିଛି ଚାଷୀ ଜମିରେ କାମ କରୁଥିବା ବେଳେ ହଠାତ୍ ୭ ଜଣ…
ମଲ୍ଲିକାର୍ଜୁନ ଖଡ଼ଗେ ହୋଇପାରନ୍ତି ଇଣ୍ଡିଆ ମେଣ୍ଟର ସଂଯୋଜକ
ଲୋକସଭା ନିର୍ବାଚନରେ ବିଜେପିକୁ ଚ୍ୟାଲେଞ୍ଜ କରିବା ଉଦ୍ଦେଶ୍ୟରେ ୨୬ଟି ଦଳ ଇଣ୍ଡିଆନ ନ୍ୟାସନାଲ ଡେମୋକ୍ରାଟିକ ଇନ୍କଲୁସିଭ ଆଲାଏନ୍ସ (ଇଣ୍ଡିଆ) ଗଠନ କରିଛନ୍ତି | ବିରୋଧୀ ଦଳର ପ୍ରଥମ ବୈଠକ ୨୩ ଜୁନ୍ ଦିନ ପାଟନାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର…
ଚନ୍ଦ୍ରରେ ସଲଫର ସହ ଅକସିଜେନ ରହିଛି
ଚନ୍ଦ୍ରର ଦକ୍ଷିଣ ମେରୁରେ ବିଚରଣ କରୁଥିବା ରୋଭର ପ୍ରଜ୍ଞାନ ସଲଫର ସହିତ ଆଲୁମିନିୟମ, କ୍ୟାଲସିୟମ, ଫେରସ, କ୍ରୋମିୟମ, ଟିଟାନିୟମ, ମାଙ୍ଗାନିଜ, ସିଲିକନ ଓ ଅକ୍ସିଜେନର ସନ୍ଧାନ କରିଛି । ରୋଭର ପ୍ରଜ୍ଞାନରେ ଲାଗିଥିବା LIBS ନାମକ ଏକ ଯନ୍ତ୍ର ଏହା ସ୍ପଷ୍ଟ କରିଛି । ଚନ୍ଦ୍ରରେ ହାଇଡ୍ରୋଜେନ୍…
ଖାଉଟିଙ୍କୁ ଆଶ୍ବସ୍ତି, ୨ଶହ ଟଙ୍କା କମିବ ଗ୍ୟାସ୍ ଦର
ଦେଶରେ ଦରବୃଦ୍ଧିକୁ ନେଇ ସାଧାରଣ ଲୋକ ଚିନ୍ତାରେ ଥିବାବେଳେ ମୋଦୀ ସରକାର ରାକ୍ଷୀପୂର୍ଣ୍ଣିମା ଅବସରରେ ଏଲପିଜି ଉପଭୋକ୍ତାଙ୍କୁ ଉପହାର ଦେବାକୁ ଯାଉଛନ୍ତି। ମହଙ୍ଗା ଏଲପିଜି ସିଲିଣ୍ଡରକୁ ନେଇ ବିରୋଧୀଙ୍କ କ୍ରମାଗତ ଟାର୍ଗେଟ ସହ ଆଗାମୀ ଦିନରେ କିଛି ରାଜ୍ୟରେ ହେବାକୁ ଥିବା ବିଧାନସଭା…
ମୌଳିକ ଅଧିକାର ଛଡ଼ାଇ ନେଇଥିଲା ଧାରା ୩୫ଏ
ନୂଆଦିଲ୍ଲୀ: ଏକାଦଶ ଦିନ ପାଇଁ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଜମ୍ମୁ କାଶ୍ମୀରରେ ପୂର୍ବରୁ ଲାଗୁ ହୋଇଥିବା ସମ୍ବିଧାନର ଧାରା ୩୫ଏ ଲୋକଙ୍କ ମୌଳିକ ଅଧିକାର ଛଡ଼ାଇ ନେଇଥିଲା। । ଧାରା ୩୫ଏ…
ପ୍ରଜ୍ଞାନ ରୋଭର ବୁଦ୍ଧି ପାଇଁ ବିଶାଳ ଗର୍ତ୍ତକୁ ବର୍ତ୍ତିଗଲା
ନୂଆଦିଲ୍ଲୀ – ଚନ୍ଦ୍ରଯାନ ୩ ମିସନରେ ପ୍ରଜ୍ଞାନ ରୋଭର ବୁଦ୍ଧି ପାଇଁ ଏକ ଦୁର୍ଘଟଣାରୁ ବର୍ତ୍ତିଯାଇଛି । ଗାତରେ ପଡିବା ପୂର୍ବରୁ ଅଲଗା ବାଟରେ ଯାଇ ରକ୍ଷାପାଇଛି । ପ୍ରଥମ ବାଧାକୁ ସଫଳତାର ସହ ସାମ୍ନା କରିଛି । ପ୍ରଜ୍ଞାନ ରୋଭର ଚନ୍ଦ୍ରରେ ବୁଲି ବିଭିନ୍ନ ତଥ୍ୟ ସଂଗ୍ରହ କରିବା ସହ ଲ୍ୟାଣ୍ଡର…