Trending
- ଦୁବାଇ ଗସ୍ତରୁ ଓଡ଼ିଶାକୁ ଆସିଛି ବଡ଼ ନିବେଶର ପ୍ରତିଶ୍ରୁତି : ୨ ଲକ୍ଷ ୪୩ ହଜାର କୋଟି ଟଙ୍କାର ବିଶାଳ ନିବେଶ ପ୍ରସ୍ତାବ
- ନୂଆଁଖାଇ: ମାଁ ସମଲେଶ୍ୱରୀଙ୍କ ଠାରେ ସିନ୍ଦୁର ଲାଗି ନୀତି
- ବ୍ରିକ୍ସ ସମ୍ମିଳନୀର ଦ୍ୱିତୀୟ ଦିନ: କୌଣସି ସଙ୍କଟ କେବଳ ଗୋଟିଏ ଅଞ୍ଚଳରେ ସୀମିତ ନାହିଁ,ସ୍ଥିରତା ବୃଦ୍ଧି କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛି ବ୍ରିକ୍ସ
- ମହାପ୍ରଭୁଙ୍କ ରତ୍ନ ଅଳଙ୍କାର କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର
- “ବ୍ରିକ୍ସ ସମ୍ମିଳନୀ”ରେ କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”,ଚାଷୀ ପରିବାରର ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିବ
- ଏହି କାରଣରୁ ବ୍ରିକସ୍ସ ମ୍ମିଳନୀ ମଝିରୁ ନିଜ ଦେଶକୁ ଫେରିଗଲେ ଅବୁଧାବୀ କ୍ରାଉନ ପ୍ରିନ୍ସ
- ୧୮ତମ BRICS ଶିଖର ସମ୍ମିଳନୀ ୨୦୨୬: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫଟୋ ଉଠାଇବାକୁ ବିଦେଶୀ ମହିଳା ପ୍ରତିନିଧିମାନଙ୍କ ମଧ୍ୟରେ ବେଶ ଉତ୍ସାହ
- ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଭାରତର କୂଟନୈତିକ ଆଭିମୁଖ୍ୟକୁ ବଡ଼ ସମର୍ଥନ
- ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା
- ବନତାରାରୁ ନନ୍ଦନକାନନକୁ ଆସିଲେ ୪୦ରୁ ଅଧିକ ଜୀବଜନ୍ତୁ,ପର୍ଯ୍ୟଟକଙ୍କ ପାଇଁ ଏହା ହେବ ଏକ ନୂଆ ଅନୁଭୂତି
Browsing Category
National
ଦିଲ୍ଲୀରେ ଏକ ମାସ ପାଇଁ ୧୪୪ ଧାରା ଲାଗୁ
ନୂଆଦିଲ୍ଲୀ: କୃଷକଙ୍କ ‘ଦିଲ୍ଲୀ ଚଲୋ’ ଶୋଭାଯାତ୍ରା ଯୋଗୁଁ ଦିଲ୍ଲୀରେ ଏକ ମାସ ପାଇଁ ୧୪୪ ଧାରା ଲାଗୁ । ଦିଲ୍ଲୀ ପୁଲିସ ଏକ ମାସ ପାଇଁ ଜାତୀୟ ରାଜଧାନୀରେ କ୍ରିମିନାଲ ପ୍ରୋସିଜର କୋଡ୍ (ସିଆରପିସି)ର ଧାରା ୧୪୪ ଲାଗୁ କରିଛି। ୧୪୪ ଧାରା ଲାଗୁ ହେବା ଫଳରେ ରାଜଧାନୀରେ ସଭା, ଶୋଭାଯାତ୍ରା…
ନୀତିଶ ଜିତିଲେ ଆସ୍ଥା ଭୋଟ୍
ପାଟନା: ଆସ୍ଥା ଭୋଟରେ ନୀତିଶ କୁମାର ବିଜୟୀ ହୋଇଛନ୍ତି । ଆସ୍ଥା ଭୋଟରେ ୧୨୨ ଠାରୁ ଅଧିକ ୭ ଭୋଟ ପାଇଛନ୍ତି ନୀତୀଶ। ଗୃହରେ ନୀତୀଶଙ୍କୁ ମିଳିଥିଲା ୧୨୯ ଭୋଟ। ସରକାରଙ୍କ ନୀତିକୁ ବିରୋଧ କରି ବିରୋଧୀ ଦଳର ସମସ୍ତ ସଦସ୍ୟ କରିଥିଲେ କକ୍ଷତ୍ୟାଗ। ଆସ୍ଥା ଭୋଟ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ…
ଭାରତର କୂଟନୈତିକ ବିଜୟ
ଗୁପ୍ତଚରଗିରି କରୁଥିବା ଅଭିଯୋଗରେ ଅଟକ ରଖିଥିବା ଭାରତର ୮ଜଣ ଅବସରପ୍ରାପ୍ତ ନୌସେନା କର୍ମଚାରୀଙ୍କୁ କତର ମୁକ୍ତ କରିଥିବା କଥା ଗତରାତିରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସୂଚନା ଦେଇଛି।ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ, ଘରୋଇ ପ୍ରତିଷ୍ଠାନ ଅଲ୍ ଦାହରା ଗ୍ଲୋବାଲ୍ କମ୍ପାନିରେ…
ପଞ୍ଜାବର ସମସ୍ତ ଲୋକସଭା ଆସନରେ ‘ଆପ୍’ ପ୍ରାର୍ଥୀ ଦେବ
ପଞ୍ଜାବର ସମସ୍ତ ଲୋକସଭା ଆସନରେ ‘ଆପ୍’ ପ୍ରାର୍ଥୀ ଦେବା ନେଇ କେଜ୍ରିୱାଲ ଘୋଷଣା କରିଛନ୍ତି । ପଞ୍ଜାବରେ କଂଗ୍ରେସ ସହ କୌଣସି ମେଣ୍ଟ ହେବ ନାହିଁ ବୋଲି ଆପ୍ ସ୍ପଷ୍ଟ କରିଛି। ଆମ ଆଦମୀ ପାର୍ଟି ପକ୍ଷରୁ ପଞ୍ଜାବର ୧୩ ଏବଂ ଚଣ୍ଡିଗଡ଼ର ୧୪ ଆସନରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛନ୍ତି ଦିଲ୍ଲୀ…
ଡେୟରୀ ମିଲ୍କ ଚକୋଲେଟରୁ ବାହାରିଲା ପୋକ
ଆଜିକାଲି ଲୋକମାନେ ଅନଲାଇନ୍ ଜରିଆରେ ବିଭିନ୍ନ ପ୍ରକାରର ଖାଦ୍ୟ, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ, ଡ୍ରେସ, ବୈଦ୍ୟୁତିକ ସରଞ୍ଜାମ ଅର୍ଡର କରୁଛନ୍ତି । ତେବେ ଅନେକ ସମୟରେ ଖାଦ୍ୟ ବଦଳରେ ଅନ୍ୟ କିଛି ସାମଗ୍ରୀ ଘରେ ପହଞ୍ଚୁଥିବାର ଦେଖାଯାଇଥାଏ । ତେବେ ଏହା ମଧ୍ୟରେ ଏକ ନୂଆ ଖବର ସାମ୍ନାକୁ ଆସିଛି ।…
ଆସନ୍ତାକାଲି ଆସ୍ଥା ଭୋଟ: ନିଜ ବାସଭବନରେ ବିଧାୟକଙ୍କୁ ନଜରବନ୍ଦୀ କଲେ ତେଜସ୍ୱୀ
ପାଟନା: ବିହାର ରାଜନୀତି ସରଗରମ ହୋଇଥିବା ବେଳେ ଆସନ୍ତା ୧୨ ତାରିଖରେ ହେବାକୁ ଯାଉଛି ବିହାରରେ ଆସ୍ଥା ଭୋଟ୍ । ପାଟନାସ୍ଥିତ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ବାସ ଭବନକୁ ଆରଜେଡି ବିଧାୟକ ଏବଂ ବାମପନ୍ଥୀ ବିଧାୟକମାନେ ଯାଉଛନ୍ତି । ସମସ୍ତ ବିଧାୟକଙ୍କୁ ବିଧାୟକମାନଙ୍କୁ…
୮ ସାଂସଦଙ୍କ ସହ ଭୋଜନ କଲେ ପ୍ରଧାନମନ୍ତ୍ରୀ
ଗତକାଲି ସଂସଦ ଭବନର କ୍ୟାଣ୍ଟିନରେ ପ୍ରଧାନମନ୍ତ୍ରୀ ମୋଦୀ କେତେକ ସାଂସଦଙ୍କ ଗହଣରେ ମଧ୍ୟାହ୍ନ ଭୋଜନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୮ ଜଣ ସାଂସଦଙ୍କ ପାଖକୁ ଏକ କଲ୍ ଯାଇଥିଲା ଯେ ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କୁ ଭେଟିବାକୁ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସାଂସଦଙ୍କ…
ତିନି ଜଣଙ୍କୁ ମିଳିବ ଭାରତ ରତ୍ନ !
ତିନି ଜଣଙ୍କୁ ମିଳି ଭାରତ ରତ୍ନ। ଭାରତ ରତ୍ନ ଘୋଷଣା କଲେ କେନ୍ଦ୍ର ସରକାର। ପୂର୍ବ ପ୍ରଧାନମନ୍ତ୍ରୀ ନରସିହ୍ମା ରାଓଙ୍କୁ ଭାରତ ରତ୍ନ।ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ । ସେହିପରି ଡାକ୍ତର ଏମ.ଏସ ସ୍ୱାମୀନାଥଙ୍କୁ ମିଳିବ ଭାରତ ରତ୍ନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏକ୍ସ’ରେ ଏହା…
ଉତ୍ତରାଖଣ୍ଡ ହଲଦ୍ବାନୀ ଦଙ୍ଗାରେ ୬ ମୃତ, ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ମାରିବାକୁ ନିର୍ଦ୍ଦେଶ
ହଲଦ୍ବାନୀ: ଉତ୍ତରାଖଣ୍ଡର ହଲଦ୍ୱାନୀର ବନଭୁଲପୁରା ଥାନା ଅଞ୍ଚଳରେ ବିଗିଡ଼ିବାରେ ଲାଗିଛି ଆଇନ ଶୃଙ୍ଖଳା ସ୍ଥିତି । ଦଙ୍ଗା ଯୋଗୁଁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ୫୦ରୁ ଅଧିକ ପୋଲିସ କର୍ମୀ ଗୁରୁତର ହୋଇଛନ୍ତି । ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି…
ଫେସବୁକ ଲାଇଭ୍ ବେଳେ ହେଲା ଗୁଳିମାଡ଼,ପ୍ରାଣ ହରାଇଲେ ୟୁବିଟି ନେତା
ମୁମ୍ବାଇ : ଫେସବୁକ ଲାଇଭ୍ ବେଳେ ହେଲା ଗୁଳିମାଡ଼। ପ୍ରାଣ ହରାଇଲେ ଶିବସେନା ୟୁବିଟି ନେତା ଅଭିଷେକ ଘୋସାଲକର। ମୁମ୍ବାଇ ବୋରିଭାଲି ୱେଷ୍ଟର ଆଇସି କଲୋନୀରେ ଏହି ଗୁଳିମାଡ଼ ହୋଇଛି। ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀର ଯୁବନେତା ଅଭିଷେକ ଜଣେ ପୂର୍ବତନ କର୍ପୋରେଟର। ସେ ଜଣେ ବ୍ୟବସାୟୀ ମୋରିସ୍…