Trending
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
Browsing Category
National
ରେଳମନ୍ତ୍ରୀ ନେଲେ ଆଶ୍ଚର୍ଯ୍ୟ କରିବା ଭଳି ନିଷ୍ପତ୍ତି
ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରେଳ ବିଭାଗର ଦାୟିତ୍ବ ନେବା ପରେ କେତେକ ନୂଆ ନିଷ୍ପତ୍ତି ନେଇଛନ୍ତି । ଏଥିରେ କିଛି ଯାତ୍ରୀମାନଙ୍କ ହିତ ଲାଗି କିଛି କର୍ମଚାରୀଙ୍କ ଭଲ ଲାଗି ନିଆଯାଇଛି । ଏଥିରୁ କିଛି ନିଷ୍ପତ୍ତି ତ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ରେଳମନ୍ତ୍ରୀ ନିକଟରେ ଏଭଳି ଏକ!-->…
ଗୋଆରେ କଂଗ୍ରେସକୁ ବଡ ଝଟକା ଲାଗିପାରେ
ଗୋଆରେ କଂଗ୍ରେସକୁ ବଡ ଝଟକା ଲାଗିପାରେ। କଂଗ୍ରେସର ୮ ଜଣ ବିଧାୟକ ବିଜେପିରେ ସାମିଲ ହୋଇପାରନ୍ତି। ବିଜେପିର ଗୋଆ ପ୍ରଦେଶ ଅଧ୍ୟକ୍ଷ ସଦାନନ୍ଦ ନତାଓ୍ବଡେ ଦାବି କରିଛନ୍ତି ଯେ, କଂଗ୍ରେସର ୮ ଜଣ ବିଧାୟକ ବିଜେପିରେ ସାମିଲ ହେବେ। ଗୋଆ ବିଜେପିର ଦାବି ଏଭଳି ସମୟରେ ଆସିଛି, ଯେତେବେଳେ କଂଗ୍ରେସ!-->…
କଂଗ୍ରେସର ‘ଆଗ୍ ଲଗାଓ ଯାତ୍ରା’
ଆରଏସ୍ଏସ୍ (ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ)ର ୟୁନିଫର୍ମ ଭଳି ଦେଖାଯାଉଥିବା ଖାକି ପ୍ୟାଣ୍ଟରେ ନିଆଁ ଲାଗିଥିବା ଏବଂ ଧୂଆଁ ବାହାରୁଥିବାର ଫଟୋକୁ କଂଗ୍ରେସ ଆଜି ସୋସିଆଲ ମିଡିଆରେ ପୋଷ୍ଟ୍ କରିଛି। ଉକ୍ତ ଫଟୋ ଟ୍ବିଟ କରି କଂଗ୍ରେସ ଲେଖିଛି ଦେଶକୁ ଘୃଣା ବଳୟରୁ ଏବଂ ବିଜେପି-ଆରଏସ୍ଏସ୍ର!-->…
ଏକାଧିକ ସ୍ଥାନରେ ସିବିଆଇ ଚଢ଼ଉ
ଜମ୍ମୁ ଓ କଶ୍ମୀର ସବ୍-ଇନ୍ସ୍ପେକ୍ଟର୍ ନିଯୁକ୍ତି ମାମଲାରେ ଚାଲିଥିବା ତଦନ୍ତ ଘଟଣାରେ ଆଜି ‘ସିବିଆଇ’ ଉତ୍ତର ପ୍ରଦେଶର ଗାଜିଆବାଦ, ଜମ୍ମୁ, ଶ୍ରୀନଗର, ହରିୟାଣା, ଗୁଜରାଟ, ଦିଲ୍ଲୀ ଏବଂ କର୍ଣ୍ଣାଟକ ସମେତ ପ୍ରାୟ ୩୩ଟି ସ୍ଥାନରେ ଚଢ଼ଉ କରିଛି।
ଚଢ଼ଉ ଚାଲିଥିବା ସ୍ଥାନଗୁଡ଼ିକ ମଧ୍ୟରେ!-->!-->!-->…
ଜ୍ଞାନବାପୀ ମସଜିଦ ଉପରେ ଶୁଣାଣି ଚାଲିବ
ଜ୍ଞାନବାପୀ ମସଜିଦ ମାମଲାକୁ ନେଇ ବାରଣାସୀ ଜିଲ୍ଲା ଜଜ୍ ବଡ଼ ରାୟ ଶୁଣାଇଛନ୍ତି । ଜିଲ୍ଲା ଜଜ୍ ଏକେ ବିଶ୍ବେଶ କହିଛନ୍ତି ମାମଲାକୁ ବନ୍ଦ କରାଯିବନି ଏବଂ ଶୁଣାଣି ଚାଲିବ । ଜ୍ଞାନବାପୀ ଶୃଙ୍ଗାର ଗୈାରୀ ପୂଜା ପାଇଁ ଚାଲିଥିବା ଆବେଦନ ବେଳେ ଏପରି କୋର୍ଟ କହିଛନ୍ତି । ଏହି ରାୟ ପରେ ମହିଳାମାନେ!-->…
ଏନସିପି ଅଧିବେଶନରେ ଶରଦ -ଅଜିତଙ୍କ ମଧ୍ୟରେ ଫାଟ !
ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ରବିବାର ଦଳର ରାଷ୍ଟ୍ରୀୟ ଅଧିବେଶନ ବୈଠକ ଅଧାରୁ ଛାଡ଼ି ଚାଲି ଯାଇଥିବାକୁ ନେଇ ଏବେ ଜାତୀୟ ରାଜନୀତିରେ ଚର୍ଚା ଜୋର ଧରିଛି ।
ଗତକାଲି ଦଳର ରାଷ୍ଟ୍ରୀୟ ଅଧିବେଶନରେ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଏହି ସମୟରେ ଦଳର ଆଗ!-->!-->!-->…
‘ତାରାଗିରି’ ଭାରତୀୟ ନୌସେନାରେ ସାମିଲ
ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ସାମିଲ ହୋଇଛି କ୍ଷେପଣାସ୍ତ୍ର ଯୁଦ୍ଧ ପୋତ ‘ତାରାଗିରି’ । ଏହାକୁ ନୌସେନାର ପ୍ରକଳ୍ପ ୧୭ଏ ଅଧୀନରେ ନିର୍ମାଣ କରାଯାଇଛି। ଦିବଂଗତ ବ୍ରିଟେନ୍ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପାଇଁ ଭାରତ ରବିବାର ରାଷ୍ଟ୍ରୀୟ ଶୋକ ପାଳନ କରୁଥିବାରୁ କୌଣସି ଉତ୍ସବ ପାଳନ!-->…
ଭବ୍ୟ ରାମମନ୍ଦିର ନିର୍ମାଣରେ ୧୮୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ
ଶ୍ରୀରାମଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କ କହିବା ଅନୁସାରେ, ଭବ୍ୟ ରାମମନ୍ଦିର ନିର୍ମାଣରେ ୧୮୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ପ୍ରଥମେ ଅନୁମାନ କରାଯାଉଥିଲା କି, ମନ୍ଦିର ନିର୍ମାଣରେ ପାଖାପାଖି ୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ । କିନ୍ତୁ ବର୍ତ୍ତମାନ ଆକଳନ!-->…
ବିଜେପି ଫୋକସରେ ଓଡ଼ିଶା
ଓଡ଼ିଶା ଉପରେ ଏବେ ବିଜେପିର ଆଖି। ଆଉ ଦେଢ଼ ବର୍ଷ ରହିଲା ସାଧାରଣ ନିର୍ବାଚନ । ତା ପୂର୍ବରୁ ଦଳ ସଜାଡିବାକୁ ବିଜେପି ଏବେ ସଂଗଠନ ସଜାଡିବାକୁ ଲାଗିିଛି । ଓଡ଼ିଶା ପାଇଁ ନୂଆ ପ୍ରଭାରୀ ସୁନିଲ ବଂଶଲଙ୍କୁ ନିଯୁକ୍ତି ଦିଆଯିବା ପରେ ଏବେ ରାଜ୍ୟକୁ କେନ୍ଦ୍ରମନ୍ତ୍ରୀଙ୍କ ଘନ ଘନ ଗସ୍ତ ହେଉଛି ।!-->…
ପାଦ୍ରୀଙ୍କ ସହିତ ରାହୁଲ ଗାନ୍ଧିଙ୍କ ଭିଡିଓ ଭାଇରାଲ
କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ୧୫୦ ଦିନର ‘ଭାରତ ଯୋଡ଼ୋ’ ଯାତ୍ରାରେ ଅଛନ୍ତି। ତେବେ ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲା ଗସ୍ତରେ ଥିବା ବେଳେ ବିବାଦୀୟ କ୍ୟାଥୋଲିକ୍ ଚର୍ଚର ପାଦ୍ରୀ ଜର୍ଜ ପୋନ୍ନାୟାଙ୍କୁ ସାକ୍ଷାତ କରିବା ବେଳେ ହିନ୍ଦୁ ଧର୍ମକୁ ନେଇ ଆଲୋଚନା ଏବେ ଚର୍ଚାରେ ରହିଛି । ଏହି!-->…