Browsing Category

National

ଅର୍ଥମନ୍ତ୍ରୀଙ୍କ ଅଭିଭାଷଣ ଆରମ୍ଭ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ୍ ଉପସ୍ଥାପନ କରିବା ସହ ଅନ୍ତରୀଣ ବଜେଟ୍ ୨୦୨୪ ପାଇଁ ନିଜର ବଜେଟ୍ ଭାଷଣ ଆରମ୍ଭ କରିଛନ୍ତି। ଏହାର କିଛି ସମୟ ପୂର୍ବରୁ ବଜେଟକୁ କ୍ୟାବିନେ୍ଟ ମଂଜୁରୀ ମିଳିଥିଲା ।

ଇସ୍ତଫା ଦେବା ପରେ ଗିରଫ ହେଲେ ହେମନ୍ତ ସୋରେନ,

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ହେମନ୍ତ ସୋରେନ । ରାଜ୍ୟପାଳ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି । JMM       ବିଧାୟକ ଦଳ ବୈଠକରେ ଚମ୍ପାଇ ସୋରେନଙ୍କ ନାମ ଘୋଷଣା କରାଯାଇଛି । ତେବେ ଇସ୍ତଫା ଦେବା ପରେ ଗିରଫ ହୋଇଛନ୍ତି ହେମନ୍ତ ସୋରେନ । ଝାଡ଼ଖଣ୍ଡ ମୁକ୍ତି…

ଆସନ୍ତାକାଲି ବଜେଟ

ଆସନ୍ତାକାଲି ବଜେଟ। ସାରା ଦେଶବାସୀଙ୍କ ରହିଛି ପ୍ରତୀକ୍ଷା । ଆୟକର ସୀମାଠାରୁ ଆରମ୍ଭ କରି ଶିଳ୍ପ, ଭିତ୍ତିଭୂମି ଆଦି ଉପରେ କଣ ରହିବ ସରକାରଙ୍କ ଫୋକସ ସେଥିପ୍ରତି ଦେଶବାସୀଙ୍କ ରହିଛି ନଜର। ବଜେଟରେ କେଉଁ କ୍ଷେତ୍ରକୁ ଫୋକସ ଦିଆଯିବ? କ୍ରମବର୍ଦ୍ଧିଷ୍ଣୁ ରିୟଲ ଇଷ୍ଟେଟ କ୍ଷେତ୍ର ଉପରେ…

ଆଜି ସୋରେନ୍‌ଙ୍କୁ ପଚରାଉଚରା କରିପାରେ ଇଡି

ବହୁ ଚର୍ଚ୍ଚିତ ଜମି ଦୁର୍ନୀତି ମାମଲାରେ ଆଜି ରାଞ୍ଚିସ୍ଥିତ ବାସଭବନରେ ଇଡି ଜେରାର ସମ୍ମୁଖୀନ ହୋଇପାରନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ହେମନ୍ତଙ୍କ ଦିଲ୍ଲୀସ୍ଥିତ ଶାନ୍ତି ନିକେତନ ବାସଭବନରେ ରେଡ୍ କରି ଇଡି ଗତକାଲି ନଗଦ ୩୬ ଲକ୍ଷ ଟଙ୍କା, ଦୁଇଟି ଦାମୀ ଗାଡ଼ି ଓ ବହୁ…

ଅପଡେଟ କରନ୍ତୁ ଫାଷ୍ଟାଗ୍

ଏକ୍ସପ୍ରେସୱେ-ନ୍ୟାସନାଲ ରାଜପଥରେ ଯାତ୍ରା କରୁଥିବା ଲୋକଙ୍କୁ ୩୧ ଜାନୁଆରୀ ରାତି ୧୨ଟା ସୁଦ୍ଧା ସେମାନଙ୍କ ଫାଷ୍ଟାଗର କେୱାଇସିକୁ ଅପଡେଟ୍ କରିବାକୁ ପଡିବ । ଫାଷ୍ଟାଗ୍ ଅପଡେଟ୍ କରିବାର ସୁବିଧା ଆପ୍ ସହିତ ଅନ୍ଲାଇନରେ ମଧ୍ୟ ଉପଲବ୍ଧ । ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (ଏନଏଚଆଇ)…

କୁଆଡ଼େ ଗଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଙ୍କୁ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍‌। ଦୁଇ ଦିନ ହେଲା ଇଡିର ଏକ ଟିମ୍‌ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଦିଲ୍ଲୀ ସ୍ଥିତ ଶାନ୍ତି ନିକେତନ ଘର ନିକଟରେ ଡେରା ପକାଇଛି ।  ତାଙ୍କ ଘରୁ ଅନେକ ଦସ୍ତାବିଜ ଜବତ ହୋଇଛି। ଇଡିର ଟିମ୍‌ ଏବେ…

ରିଲ୍ସ ଦେଖିବାରେ ସମୟ ନଷ୍ଟ କର ନାହିଁ

ଆଗକୁ ଆସୁଛି ପରୀକ୍ଷା ଋତୁ । ଭବିଷ୍ୟତ ଗଢ଼ିବାର ସମୟ ।  ପରୀକ୍ଷା ପେ’ ଚର୍ଚ୍ଚା’ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଲାମାନଙ୍କୁ ଅନେକ କୌଶଳ ଶିଖାଇଥିଲେ। ସେ ପିଲାମାନଙ୍କୁ ଅନେକ କଥା କହିଥିଲେ । ଏହି ସମୟରେ ସେ ପିଲାମାନଙ୍କୁ ରିଲ୍ସ ଦେଖିବାରେ ସମୟ ନଷ୍ଟ ନକରିବାକୁ ପରାମର୍ଶ…

ଫେବୃଆରୀ ୨୭ ରେ ଦେଶର ୧୫ ରାଜ୍ୟର ୫୬ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ

ଖାଲି ହୋଇଛି ରାଜ୍ୟ ସଭା ଆସନ । ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।  ଫେବୃଆରୀ ୨୭ ରେ ଦେଶର ୧୫ ରାଜ୍ୟର ୫୬ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଫେବୃଆରୀ…

ଦେଶକୁ ଏକଜୁଟ କରିବ ରାମମନ୍ଦିର

୨୦୨୪ର ଏହି ପ୍ରଥମ ‘ମନ୍ କୀ ବାତ୍’ରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ରାମମନ୍ଦିରର ଏକତ୍ରୀକରଣ ଶକ୍ତି ଉପରେ ଆଲୋକପାତ କରିବା ସହ ଦେଶକୁ ଏକାଠି କରିବାରେ ଏହାର ଗୁରୁତ୍ୱ ଉପରେ ବର୍ଣ୍ଣନା କରିଛନ୍ତି। ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ରାମମନ୍ଦିରର ପ୍ରାଣପ୍ରତିଷ୍ଠା ସମାରୋହ କିପରି…

ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେଲେ ନୀତିଶ କୁମାର

ପାଟନା : ପୁଣି ଏନଡିଏ ସରକାରକୁ ଫେରିଛନ୍ତି ନୀତିଶ କୁମାର ।  ଆରଜେଡି ହାତ ଛାଡି ବିଜେପି ସହ ମିଶି ନୂଆ ସରକାର ଗଠନ କରିଛନ୍ତି ଜେଡିୟୁ ମୁଖିଆ ନୀତିଶ କୁମାର। ୯ମ ଥର ପାଇଁ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ରାଜଭବନରେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ବିହାରର ରାଜ୍ୟପାଳ ତାଙ୍କୁ…