Trending
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
Browsing Category
National
ଭାରତ ଓ ଚୀନ୍ ସେନା ମଧ୍ୟରେ ୨ଥର ସଂଘର୍ଷ
୨୦୨୦ ଗଲ୍ୱାନ୍ ସଂଘର୍ଷ ପରେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି) ନିକଟରେ ଚୀନ୍ ସୈନିକମାନଙ୍କ ସହିତ ଭାରତୀୟ ସୈନିକମାନଙ୍କର ଆଉ ୨ଥର ସଂଘର୍ଷ ଘଟିଥିବା କଥା ‘ଏନ୍ଡିଟିଭି’ ରିପୋର୍ଟ କରିଛି।ପୂର୍ବରୁ ଜଣାପଡ଼ି ନ ଥିବା ଏ ଘଟଣା ଭାରତୀୟ ସେନା କର୍ମଚାରୀଙ୍କୁ ସାହସିକତା ପୁରସ୍କାର…
ଭାରତରେ ଭୂକମ୍ପ ଝଟକା
ଆଜି ସକାଳେ ଜାମ୍ମୁ କାଶ୍ମୀରରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଆଜି ଅର୍ଥାତ୍ ମଙ୍ଗଳବାର ସକାଳ ୮.୫୩ ରେ ଜାମ୍ମୁ କାଶ୍ମୀରର କିଶ୍ଟୱାଡରେ ଲୋକମାନେ ଭୂକମ୍ପର କମ୍ପନ ଅନୁଭବ କରିଛନ୍ତି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୬ ମାପ…
ଆଜି ସାରା ଦେଶ ପାଳନ କରୁଛି ମକର ସଂକ୍ରାନ୍ତି
ଆଜି ସାରା ଦେଶ ପାଳନ କରୁଛି ମକର ସଂକ୍ରାନ୍ତି । ପୁରୀରୁ କାଶୀ,ବାରାଣାସୀ ଠାରୁ ଗଙ୍ଗା ସାଗର ପର୍ଯ୍ୟନ୍ତ ଭକ୍ତମାନେ ନଦୀରେ ସ୍ନାନ କରୁଛନ୍ତି। ସୂର୍ଯ୍ୟଙ୍କ ଉତ୍ତରାୟଣ ପର୍ବ ଅର୍ଥାତ୍ ମାକର ସଂକ୍ରାନ୍ତି ଦେଶରେ ବହୁ ଆଡମ୍ବର ସହ ପାଳନ କରାଯାଉଛି। ପ୍ରବଳ ଥଣ୍ଡା ସମୟରେ ମଧ୍ୟ ଭକ୍ତମାନେ ଦେଶର…
ଦେଶ ପାଳୁଛି ସେନା ଦିବସ
ନୂଆଦିଲ୍ଲୀ: ଆଜି ଜାନୁଆରୀ ୧୫ରେ ଦେଶ 'ସେନା ଦିବସ' ପାଳନ କରୁଛି । ୧୯୪୯ରେ ପ୍ରଥମ ଥର 'ଆର୍ମି ଡେ' ଦିଲ୍ଲୀରେ ପାଳନ କରାଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ବୀର ଯବାନ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ସେନା ଦିବସରେ ମୁଁ ସମସ୍ତ ଯବାନ…
ଦଳ ଛାଡ଼ିଲେ କଂଗ୍ରେସ ନେତା ମିଲିନ୍ଦ ଦେଓରା
ଜଣଙ୍କ ପରେ ଜଣେ କଂଗ୍ରେସ ନେତା ଜଳ ଛାଡି ଚାଲିଯାଉଛନ୍ତି । ଏହାରି କ୍ରମରେ କଂଗ୍ରେସ ସହ ଦୀର୍ଘ ଦିନର ସମ୍ପର୍କ ଛିନ୍ନ କରିଛନ୍ତି ମିଲିନ୍ଦ ଦେଓରା । ସେ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁରଲୀ ଦେଓରାଙ୍କ ପୁଅ । ସେ କହିଛନ୍ତି ଆଜିଠାରୁ କଂଗ୍ରେସ ସହ ତାଙ୍କ ପରିବାରର ଥିବା ୫୫ ବର୍ଷର…
ଆଜିଠାରୁ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା
ନୂଆଦିଲ୍ଲୀ: ଭାରତ ଯୋଡ଼ୋ ଯାତ୍ରା ପରେ ଆଜିଠୁ କଂଗ୍ରେସ କରିବ ଭାରତ ଯୋଡୋ ନ୍ୟାୟ ଯାତ୍ରା । ତେବେ ଏହି ଯାତ୍ରାରେ ଇଣ୍ଡିଆ ମେଣ୍ଟର ନେତା ମାନେ ଯୋଗ ଦେବେ କି ନାହିଁ ତାହା ଜଣାପଡିନାହିଁ ।ରାହୁଲ ଗାନ୍ଧୀ କନ୍ୟାକୁମାରୀଠାରୁ କାଶ୍ମୀର ପର୍ଯ୍ୟନ୍ତ ୪୫୦୦ କିଲୋମିଟର ବ୍ୟାପୀ ‘ଭାରତ ଯୋଡ଼ୋ…
ଜମ୍ମୁ ଓ କଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଆକ୍ରମଣ
କାଶ୍ମୀର: ପୁଣି ଜମ୍ମୁ ଓ କଶ୍ମୀରର ପୁଞ୍ଚରେ ଆତଙ୍କବାଦୀମାନେ ସେନା ଗାଡ଼ି ଉପରେ ଆକ୍ରମଣ କରିଛନ୍ତି । ଗତକାଲି ସାରା ରାତିରେ ସର୍ଚ୍ଚ ଅପରେସନ ଚାଲିଛି । କୃଷ୍ଣ ଘାଟିରେ ସେନାର ଗାଡ଼ି ଉପରକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ସେନାର ଏକ କନଭୟକୁ ଆତଙ୍କବାଦୀମାନେ ଟାର୍ଗେଟ୍ କରିଥିଲେ,…
କଡ଼ା ସୁରକ୍ଷାରେ ଅଯୋଧ୍ୟା: କ୍ୟାମେରା ଲେନ୍ସରେ ଅଯୋଧ୍ୟା
ଅଯୋଧ୍ୟା: ଆଉ ଏକ ସପ୍ତାହ ରହିଲା ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠାକୁ ଆଉ ରହିଲା ୧୧ ଦିନ। ତା’ପୂର୍ବରୁ ଅରମ୍ଭ ହୋଇଛି ସ୍ୱତନ୍ତ୍ର ପୂଜାପାଠ। ଆଜିର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ପ୍ରଧାନମନ୍ତ୍ରୀ…
ଆଜି ଅଟଳ ସେତୁ ଉଦ୍ଘାଟନ
ଆସନ୍ତାକାଲି ଭାରତର ଦୀର୍ଘତମ ସମୁଦ୍ର ପୋଲ ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ୍ (ଏମ୍ଟିଏଚ୍ଏଲ୍) ଉଦ୍ଘାଟନ ହେବ। ଏହି ପୋଲ ଉପରେ ଚାରିଚକିଆ ଯାନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ଥିବା ବେଳେ ବାଇକ୍, ଅଟୋରିକ୍ସା ଏବଂ ଟ୍ରାକ୍ଟରକୁ ସମୁଦ୍ର ବ୍ରିଜ୍ ଉପରେ ଯିବାକୁ ଅନୁମତି…
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବନି କଂଗ୍ରେସ
ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଆମନ୍ତ୍ରଣ ପତ୍ରକୁ ପ୍ରତ୍ୟାଖ୍ୟାନ କରିଛି କଂଗ୍ରେସ। ଜାନୁଆରୀ ୨୨ ରେ ଅଯୋଧ୍ୟାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସୋନିଆ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ କୌଣସି କଂଗ୍ରେସ ନେତା ଯିବେ ନାହିଁ। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ…