Trending
- ମହାପ୍ରଭୁଙ୍କ ରତ୍ନ ଅଳଙ୍କାର କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର
- “ବ୍ରିକ୍ସ ସମ୍ମିଳନୀ”ରେ କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”,ଚାଷୀ ପରିବାରର ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିବ
- ଏହି କାରଣରୁ ବ୍ରିକସ୍ସ ମ୍ମିଳନୀ ମଝିରୁ ନିଜ ଦେଶକୁ ଫେରିଗଲେ ଅବୁଧାବୀ କ୍ରାଉନ ପ୍ରିନ୍ସ
- ୧୮ତମ BRICS ଶିଖର ସମ୍ମିଳନୀ ୨୦୨୬: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫଟୋ ଉଠାଇବାକୁ ବିଦେଶୀ ମହିଳା ପ୍ରତିନିଧିମାନଙ୍କ ମଧ୍ୟରେ ବେଶ ଉତ୍ସାହ
- ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଭାରତର କୂଟନୈତିକ ଆଭିମୁଖ୍ୟକୁ ବଡ଼ ସମର୍ଥନ
- ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା
- ବନତାରାରୁ ନନ୍ଦନକାନନକୁ ଆସିଲେ ୪୦ରୁ ଅଧିକ ଜୀବଜନ୍ତୁ,ପର୍ଯ୍ୟଟକଙ୍କ ପାଇଁ ଏହା ହେବ ଏକ ନୂଆ ଅନୁଭୂତି
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
Browsing Category
National
ଗଣପତି ବିସର୍ଜନରେ ସାମିଲ ହେବେ ୩୦ରୁ ଅଧିକ ଲୋକ
ଗଣପତି ବିସର୍ଜନ ପାଇଁ ୩୦ରୁ ଅଧିକ ଲୋକଙ୍କୁ ଢୋଲ ବାଜାସହ ଆସିବାକୁ ବାରଣ କରିବା ପାଇଁ ସୁପ୍ରିମକୋର୍ଟ ଏନଜିଟି ଆଦେଶ ଉପରେ ରୋକ ଲଗାଇଛନ୍ତି। ବର୍ତ୍ତମାନ ପୁଣେରେ ଢୋଲ ବାଜା ସହ ଗଣପତି ବିସର୍ଜନରେ ୩୦ରୁ ଅଧିକ ଲୋକ ଅଂଶଗ୍ରହଣ କରିପାରିବେ।
ସୂଚନାଯୋଗ୍ୟ, ଏକ ଏନଜିଓର ଆବେଦନ ଉପରେ…
ପାକ୍ର ଗୁଳିବର୍ଷା
ବିନା ଉତ୍ତେଜନାରେ ଜମ୍ମୁ-କଶ୍ମୀରର ଅଖନୁର ଅଞ୍ଚଳରେ ଥିବା ଭାରତୀୟ ପୋଷ୍ଟକୁ ଟାର୍ଗେଟ କରି ଗୁଳିବର୍ଷା କରିଛି। ପାକିସ୍ତାନର ଏଭଳି ଅଚାନକ ଅସ୍ତ୍ରବିରତି ଉଲ୍ଲଂଘନରେ ଭାରତୀୟ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍)ର ଜଣେ ଯବାନ ଆହତ ହୋଇଛନ୍ତି। ଅଖନୁର ଅଞ୍ଚଳରେ ରାତି ପ୍ରାୟ ୨ଟା ୩୫…
ମଣିପୁରରେ କର୍ଫ୍ୟୁ ଜାରି
ଗତକାଲି ମଣିପୁରରେ ଜାତିଆଣ ହିଂସା ଜାରି ରହିଥିବା ବେଳେ ଅପରାହ୍ନରୁ ସମଗ୍ର ରାଜ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଇମ୍ଫାଲର ଦୁଇଟି ଜିଲ୍ଲା ସମେତ ରାଜ୍ୟର ୫ଟି ଜିଲ୍ଲାରେ କର୍ଫ୍ୟୁ ଜାରି ହୋଇଛି ଏବଂ ହିଂସାକାରୀଙ୍କ…
ହରିୟାଣା ବିଧାନସଭା ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ବିଜେପି
ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ବିଜେପି। ମଙ୍ଗଳବାର ଦଳ ପକ୍ଷରୁ ଜାରି ହୋଇଥିବା ଏହି ତାଲିକାରେ ମୋଟ୍ ୨୧ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ଏହା ପୂର୍ବରୁ ପ୍ରଥମ ତାଲିକାରେ ୬୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା ବିଜେପି।…
ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା : ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ମାନୁନାହାଁନ୍ତି ଡାକ୍ତର, ବିକ୍ଷୋଭ…
ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ମାନୁନାହାଁନ୍ତି ଡାକ୍ତର। ପଶ୍ଚିମବଙ୍ଗ ଆରଜି.କର ମେଡିକାଲ କଲେଜ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିକ୍ଷୋଭ ଜାରି ରଖିଥିବା କନିଷ୍ଠ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ। ହେଲେ ସୁପ୍ରିମକୋର୍ଟଙ୍କ…
ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲା : ମଙ୍ଗଳବାର ନୂଆ ରିପୋର୍ଟ ଦାଖଲ କରିବ ସିବିଆଇ
କୋଲକାତାର ଆରଜି କର ମେଡିକାଲ୍ର ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ଆଜି କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ ଆସନ୍ତା ମଙ୍ଗଳବାର ଦିନ ଏକ ନୂତନ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।
ସିବିଆଇ ପକ୍ଷରୁ ଭାରତର ସଲିସିଟର ଜେନେରାଲ ତୁଷାର…
ମଗଧ ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ତ
ରବିବାର ଦିନ ବିହାରର ବକ୍ସର ନିକଟରେ ଏକ ଟ୍ରେନ୍ ଦୁର୍ଘଟଣା ଘଟିଛି। ଦିଲ୍ଲୀରୁ ଆସୁଥିବା ମଗଧ ଏକ୍ସପ୍ରେସ ହଠାତ୍ ଟୁନିଗଞ୍ଜ ରେଳ ଷ୍ଟେସନରେ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ଯେତେବେଳେ ଚଳନ୍ତା ଟ୍ରେନ୍ ଦୁଇ ଭାଗରେ ବିଭକ୍ତ ହୋଇଥିଲା ଏନେଇ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।
…
ପ୍ରିୟଙ୍କା ଗାନ୍ଧି ଚାହୁଁଛନ୍ତି ଅଧିକା ଆସନ
ୟୁପିର ୧୦ଟି ଆସନରେ ଉପନିର୍ବାଚନ ହେବ । ପ୍ରିୟଙ୍କା ଗାନ୍ଧି ଚାହୁଁଛନ୍ତି ଅଧିକା ଆସନ । ତେବେ ସପା ଏଥିପାଇଁ ରାଜି ନାହିଁ । ପ୍ରିୟଙ୍କା ସପା ଓ କଂଗ୍ରେସ ମଧ୍ୟରେ ମେଣ୍ଟ ପାଇଁ ୬୦/୪୦ ଫର୍ମୁଲା ଦେଇଛନ୍ତି। ଅର୍ଥାତ ସପା ୬ଟିରେ ଓ କଂଗ୍ରେସ ୪ରେ ଲଢିବାକୁ ପ୍ରସ୍ତାବ ଦେଇଛି କଂଗ୍ରେସ । ୪ରୁ…
କାର୍ଗିଲ ଯୁଦ୍ଧ ପାକ୍ ସେନାର ବଡ଼ ବୟାନ
୧୯୯୯ରେ ଭାରତ ବିରୋଧରେ ହୋଇଥିବା କାର୍ଗିଲ ଯୁଦ୍ଧରେ ପାକିସ୍ତାନୀ ସେନା ନିଜର ସମ୍ପୃକ୍ତିକୁ ପ୍ରଥମ ଥର ପାଇଁ ସର୍ବସାଧାରଣରେ ସ୍ୱୀକାର କରିଛି । ରାୱଲପିଣ୍ଡିରେ ଦେଶର ପ୍ରତିରକ୍ଷା ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର…
ଅଗ୍ନି-୪ର ହେଲା ସଫଳ ଉତକ୍ଷେପଣ
ଭାରତ ଶୁକ୍ରବାର ମଧ୍ୟମ ଦୂରତା ବିଶିଷ୍ଟ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-୪ର ସଫଳ ଉତକ୍ଷେପଣ କରିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ର ବିବୃତି ଅନୁଯାୟୀ, ଏହାକୁ ଓଡ଼ିଶାର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ଉତକ୍ଷେପଣ କରାଯାଇଛି । ଏହି ଉତକ୍ଷେପଣ ଏହାର ପରିଚାଳନାଗତ ଏବଂ…