Trending
- ମହାକାଶରେ ଇସ୍ରୋର ଆଉ ଏକ ସଫଳତା,ଶ୍ରୀହରିକୋଟାରୁ GSLV-F18 ରକେଟ୍ ରେ NVS-03 ଉପଗ୍ରହର ସଫଳ ଉତକ୍ଷେପଣ
- ଭାରତୀୟ ବାୟୁସେନାର ୨୯ତମ ମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଏୟାର ଚିଫ୍ ମାର୍ଶଲ ଆଶୁତୋଷ ଦୀକ୍ଷିତ
- ଭୟଙ୍କର ଭୂସ୍ଖଳନରେ ପୋତି ହୋଇ ଯାଇଥିବା ୧୨ଜଣଙ୍କୁ ଖୋଜିବ ହେଲିକପ୍ଟର
- ଚାଷୀଙ୍କ ଆକାଉଣ୍ଟକୁ ଗଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
Browsing Category
National
ସେନା ଯବାନଙ୍କୁ ଅପହରଣ
ଜମ୍ମୁ କାଶ୍ମୀରରେ ଯବାନଙ୍କୁ ଅପହରଣ । ଯବାନଙ୍କୁ ଆତଙ୍କବାଦୀ ମାନେ ଅପହରଣ କରିନେଇଛନ୍ତି । ଅନନ୍ତ ନାଗ ଜିଳ୍ଲାରେ କୋକେର ନାଗ ଅଞ୍ଚଳରୁ ଯବାନଙ୍କୁ ଅପହରଣ କରି ନେଇଛନ୍ତି ଆତଙ୍କବାଦୀ ।
ଜଣେ ଆତଙ୍କବାଦ କୈଶଳ କ୍ରମେ ଖସି ପଳାଇବାରେ ସଫଳ ହୋଇଥିବା ବେଳେ ଅନ୍ୟଜଣଙ୍କୁ ଆତଙ୍କବାଦୀ ମାନେ…
କାଶ୍ମୀରରେ ବିଜେପି ଜିତିଲା କି ହାରିଲା?
ନୂଆଦିଲ୍ଲୀ: ବିଜେପି ନେତା କହୁଛନ୍ତି କାଶ୍ମୀରରେ ସେମାନେ ଜିତିଛନ୍ତି । କାରଣ ସେମାନେ ସବୁଠୁ ଅଧିକ ପ୍ରତିଶତ ଭୋଟ ପାଇଛନ୍ତି । ଗତ ନିର୍ବାଚନଠୁ ଅଧିକ ଆସନ ପାଇଛନ୍ତି । କାଶ୍ମୀରବାସୀ ବିଜେପିକୁ ଭୋଟ ଦେଇନାହାଁନ୍ତି ସତ କିନ୍ତୁ ସେମାନେ ସୁରକ୍ଷାକୁ ନେଇ ବିଜେପିକୁ ପ୍ରଶଂସା କରିଛନ୍ତି ।…
ପଛରେ ରହିଗଲା କଂଗ୍ରେସ
ହରିୟାଣା ଓ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ସଦ୍ୟ ଅନୁଷ୍ଠିତ ନିର୍ବାଚନର ବହୁପ୍ରତୀକ୍ଷିତ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାର ୪୮ ଆସନରେ ସଫଳତା ସହ ଶାସକ ଭାଜପା ହ୍ୟାଟ୍ରିକ୍ ବିଜୟ ଲାଭ କରିଛି। ଏଠାରେ ଭାଜପାକୁ ଗାଦିଚ୍ୟୁତ କରିବା ପାଇଁ…
ଭାରତ-ବାଂଲାଦେଶ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ସୂର୍ଯ୍ୟ ଦେଖାଇବେ କି କମାଲ !
ଏବେ ଭାରତ ପାଇଁ ଭଲ ବେଳା ଚାଲିଛି । ସୂର୍ଯ୍ୟକୁମାରଙ୍କ ଅଧିନାୟକତ୍ବରେ ଦୁଇ ନବାଗତଙ୍କ ସହ ଏକାଧିକ ଯୁବ ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି । ପାକିସ୍ତାନକୁ ଟେଷ୍ଟରେ ହରାଇ ବାଂଲାଦେଶ ଆସିଥିଲା । ତେବେ ନୂଆ ଖେଳାଳିଙ୍କୁ ନେଇ ଖେଳିଥିବା ସତ୍ତ୍ବେ ଗ୍ବାଲିୟର୍ରେ ବାଂଲାଦେଶକୁ…
କେଉଁ କାରଣ ପାଇଁ ତୃତୀୟ ଥର ଜିତିଲା ବିଜେପି ?
ହରିୟାଣାରେ କାହିଁକି ଜିତିଲା ବିଜେପି? ହରିୟାଣାରେ ବିଜେପିର ହ୍ୟାଟ୍ରିକ ବିଜୟ ସମସ୍ତଙ୍କୁ ବିସ୍ମିତ କରିଛି । ହିନ୍ଦୀ ବେଲ୍ଟରେ ପୁଣି ଥରେ ସରକାର ଗଢିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ତେବେ କଂଗ୍ରେସ କାହିଁକି ଜିତୁ ଜିତୁ ହାରିଗଲା ତାହା ଉପରେ ଚର୍ଚା ଚାଲିଛି
ମୋଦିଙ୍କ…
ହରିୟାଣାରେ କିଙ୍ଗ ମେକର ହେବ ଆପ କହିଥିଲେ କେଜରିଓ୍ବାଲ: କେତେ ପାଇଲେ ଭୋଟ୍?
ହରିୟାଣା ବିଧାନସଭା ନିର୍ବାଚନରେ ମାଟିର ପୁଅ ମାଟି କାମୁଡ଼ିଲେ । ଦିଲ୍ଲୀ ଏବଂ ପଞ୍ଜାବରେ ସରକାର ଚଳାଉଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ହରିୟାଣାରେ ଅମାନତ ହରାଇଛି । ଏକ ବଡ଼ ଟକ୍କର ଦେଇ ୯୦ଟି ଆସନ ମଧ୍ୟରୁ ୮୮ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା କେଜରିଓ୍ବାଲଙ୍କ ଦଳ…
ହରିୟାଣାରେ କିଏ ଗଢ଼ିବ ସରକାର ? କେଉଁ ଦଳକୁ ମିଳିଲା ବହୁମତ !
ହରିଆଣାରେ କଂଗ୍ରେସ ନୁହେଁ ବିଜେପି ସରକାର କରିବ । ପ୍ରଥମେ କଂଗ୍ରେସ ଆଗରେ ଥିବା ବେଳେ ଏବେ ବିଜେପି ଆଗରେ ରହିଛି । କଂଗ୍ରେସ ତୁଳନାରେ ବିଜେପି ରାଜ୍ୟରେ ଅଧିକ ଆସନରେ ଆଗୁଆ ରହିଛି। 90ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ 51ଟି ଟିରେ ବିଜେପି ଆଗରେ ଥିବାବେଳେ କଂଗ୍ରେସ…
ବଦଳିଗଲା ଟ୍ରେଣ୍ଟ ହରିୟାଣାରେ ଖେଳ କରିଦେଲା କି ବିଜେପି ?
ନୂଆଦିଲ୍ଲୀ: ହରିୟାଣାରେ କିଏ ସରକାର ଗଠନ କରିବ? ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ଆଗରେ ଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ବିଜେପି ଆଗରେ ରହିଛି । ତେବେ କୁହାଯାଉଛି ବିଜେପି ଏଠି ସରକାର କରିବ । ଏକଜିଟ ପୋଲ ଯାହା କହୁଥିଲା ଏବେ ବିପରିତ ଦେଖାଯାଉଛି । ପ୍ରଥମେ କଂଗ୍ରେସ ଥିଲା ଆଗରେ ।…
ଆଜି ୯୨ତମ ଭାରତୀୟ ବାୟୁସେନା ଦିବସ
ପ୍ରତିବର୍ଷ ୮ ଅକ୍ଟୋବରରେ ଭାରତୀୟ ବାୟୁସେନା ଦିବସ ପାଳନ କରାଯାଏ। ଚଳିତବର୍ଷ ଭାରତୀୟ ବାୟୁସେନା ଏହାର ୯୨ତମ ବାର୍ଷିକୀ ଉତ୍ସବ ପାଳନ କରିବ। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଲା ଭାରତୀୟ ବାୟୁସେନାର ଗୁରୁତ୍ୱ ବିଷୟରେ ଲୋକଙ୍କୁ ଅବଗତ କରାଇବା। ଏହି ଦିନ ଭାରତୀୟ ବାୟୁସେନାର ସେହି ସମସ୍ତ…
ଜମ୍ମୁକାଶ୍ମୀରରେ କିଏ ଗଢ଼ିବ ସରକାର?
ଓମର ଅବଦୁଲ୍ଲା ହେବେ କି ମୁଖ୍ୟମନ୍ତ୍ରୀ? ସେ ଗାନ୍ଦେରବଲ ଓ ବଡ଼ଗାମରୁ ମଇଦାନକୁ ଓହ୍ଲାଇଛନ୍ତି। ଗାନ୍ଦେରବଲ ହେଉଛି ନ୍ୟାସନାଲ କନଫରେନ୍ସର ଗଡ଼। ଏଠାରେ ଅବଦୁଲ୍ଲା ପରିବାରର ୩ ପିଢ଼ିଙ୍କୁ ଲୋକମାନେ ନିର୍ବାଚିତ କରି ଆସୁଛନ୍ତି। ଚଳିତ ନିର୍ବାଚନରେ ବି ଏଠାରୁ ଓମାର ଅବଦୁଲ୍ଲା ଆଗରେ ଅଛନ୍ତି ଓ ନିଜ…