Trending
- ମହାପ୍ରଭୁଙ୍କ ରତ୍ନ ଅଳଙ୍କାର କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର
- “ବ୍ରିକ୍ସ ସମ୍ମିଳନୀ”ରେ କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”,ଚାଷୀ ପରିବାରର ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିବ
- ଏହି କାରଣରୁ ବ୍ରିକସ୍ସ ମ୍ମିଳନୀ ମଝିରୁ ନିଜ ଦେଶକୁ ଫେରିଗଲେ ଅବୁଧାବୀ କ୍ରାଉନ ପ୍ରିନ୍ସ
- ୧୮ତମ BRICS ଶିଖର ସମ୍ମିଳନୀ ୨୦୨୬: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫଟୋ ଉଠାଇବାକୁ ବିଦେଶୀ ମହିଳା ପ୍ରତିନିଧିମାନଙ୍କ ମଧ୍ୟରେ ବେଶ ଉତ୍ସାହ
- ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଭାରତର କୂଟନୈତିକ ଆଭିମୁଖ୍ୟକୁ ବଡ଼ ସମର୍ଥନ
- ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା
- ବନତାରାରୁ ନନ୍ଦନକାନନକୁ ଆସିଲେ ୪୦ରୁ ଅଧିକ ଜୀବଜନ୍ତୁ,ପର୍ଯ୍ୟଟକଙ୍କ ପାଇଁ ଏହା ହେବ ଏକ ନୂଆ ଅନୁଭୂତି
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
Browsing Category
National
କମେଡିଆନ୍ କୁନାଲ୍ ଓ ଓଲା ସିଇଓ ଭବିଷ ଅଗ୍ରୱାଲ୍ଙ୍କ ମଧ୍ୟରେ କାହିଁକି ଚାଲିଛି ଟ୍ବିଟ୍ ଯୁଦ୍ଧ ?
ଓଲା ଇଲେକ୍ଟ୍ରିକ୍ ସ୍କୁଟର୍ର ସର୍ଭିସିଂ ସମସ୍ୟାକୁ ନେଇ ଯୁଦ୍ଧ । ଏନେଇ ଦୁଇ ଭାଗ ହୋଇଛନ୍ତି ୟୁଜର । ଗୋଟିଏ ପକ୍ଷ କୁନାଲଙ୍କୁ ଗାଳି କରୁଥିବା ବେଳେ ଆଉ ଦଳେ ସର୍ପୋର୍ଟ କରୁଛନ୍ତି । ଏହାରି ଭିତରେ ସୋସିଆଲ ମିଡିଆରେ କମେଡିଆନ୍ କୁନାଲ୍ କାମ୍ରା ଓ ଓଲାର ସିଇଓ ଭବିଷ ଅଗ୍ରୱାଲ୍ଙ୍କ…
କୋଲକାତା ବଳାତ୍କାର ହତ୍ୟା ମାମଲାରେ 10 ଡାକ୍ତରଙ୍କ ଉପରେ ପଡ଼ିଲା ଚଡ଼କ
କୋଲକାତା ସ୍ଥିତ ଆରଜି କର ମେଡିକାଲ କଲେଜରେ କଣ ସବୁ ଚାଲିଥିଲା? କିଏ ସେଠି ଦୁର୍ନୀତି କରିଥିଲେ? ଡାକ୍ତରମାନେ କିପରି ବେନିୟମ କାର୍ଯ୍ୟ କରିଥିଲେ । ଫଳସ୍ବରୂପ ହସ୍ପିଟାଲର କର୍ତ୍ତୃପକ୍ଷ ଏକ ବିଜ୍ଞପ୍ତି ଜାରି କରି ୧୦ ଜଣ ଡାକ୍ତରଙ୍କୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ…
ଏୟାରଲାଇନ୍ସ ସର୍ଭର ୬ ଘଣ୍ଟା ଡାଉନ୍
ବିମାନ ବନ୍ଦରଗୁଡ଼ିକରେ ଚେକ୍-ଇନ୍ କାଉଣ୍ଟର ଗୁଡ଼ିକରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ। ସମସ୍ୟା ସାମ୍ନାକୁ ଆସିବା ପ୍ରାୟ ଘଣ୍ଟାଏ ପରେ ଏୟାରଲାଇନ୍ କର୍ତ୍ତୃପକ୍ଷ ଏହାକୁ ସ୍ବୀକାର କରିଥିଲେ। ନେଟୱର୍କ ବ୍ୟବସ୍ଥାରେ ସାମୟିକ ମନ୍ଥରତା ପରିଲକ୍ଷିତ ହୋଇଛି…
ବିଶ୍ୱ ଦେଖିବ ପରିଦର୍ଶନ ପଛର କାରଣ
ଚଳିତ ମାସ ମଧ୍ୟଭାଗରେ ପାକିସ୍ତାନ ଗସ୍ତ କରିବି ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଦୃଷ୍ଟିରୁ ଜୟଶଙ୍କରଙ୍କ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ସରକାର ମୁଖ୍ୟଙ୍କ…
ମୁମ୍ବାଇକୁ କେତେ ବର୍ଷ ପରେ ମିଳିଲା ଇରାନୀ ଟ୍ରଫି !
ଅନେକ ବର୍ଷ ପରେ ମୁମ୍ବାଇ ପାଇଛି ଇରାନୀ ଟ୍ରଫି । ୪୩ ଥର ରଣଜୀ ଟ୍ରଫି ଜିତିଥିବା ମୁମ୍ବାଇ ଦୀର୍ଘ ୨୭ ବର୍ଷ ପରେ ଘରୋଇ କ୍ରିକେଟ୍ର ଅନ୍ୟତମ ପ୍ରମୁଖ ପ୍ରତିଯୋଗିତା ଈଇାନୀ କପ୍ ହାସଲ କରିଛି। ମୁମ୍ବାଇ ମୋଟ ଉପରେ ପଞ୍ଚଦଶ ଥର ପାଇଁ ଈରାନୀ ଟ୍ରଫି ଜିତିଛି। ଶେଷଥର ପାଇଁ ୧୯୯୭-୯୮ରେ…
ଆସିଲା ଏକଜିଟ ପୋଲ ହରିୟାନାରେ କିଏ ଗଢ଼ିବ ସରକାର?
୧୦ ବର୍ଷ ପରେ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଫେରିବ ବୋଲି ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲରେ ଦାବି କରାଯାଇଛି। ପିପୁଲ୍ସ ପ୍ଲସ କହିଛି ଯେ କଂଗ୍ରେସ ୪୯ରୁ ୬୧, ବିଜେପି ୨୦ରୁ ୩୨, ଜେଜେପି ଶୂନରୁ ୧, ଆପ୍ ଶୂନ ଓ ଅନ୍ୟାନ୍ୟ ଦଳ ୩ରୁ ୫ଟି ଆସନ ଜିତବ। ଧ୍ରୁବ ରିସର୍ଚ୍ଚ କହିଛି…
ଛତିଶଗଡ଼ର ବସ୍ତର ଅଞ୍ଚଳରେ ଗତକାଲି ସୁରକ୍ଷା ବାହିନୀର ଗୁଳିମାଡ଼ରେ ୩୬ ନକ୍ସଲ ନିହତ
ଛତିଶଗଡ଼ର ବସ୍ତର ଅଞ୍ଚଳରେ ଗତକାଲି ବିଳମ୍ବିତ ସୁରକ୍ଷା ବାହିନୀର ଗୁଳିମାଡ଼ରେ ୩୬ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ହେଲେ ସେମାନଙ୍କ ମଧ୍ୟରୁ ଆଜି ୩୧ଟି ମୃତଦେହ ଠାବ କରାଯାଇଛି। ଏବେ ବି ସୁରକ୍ଷା ବାହିନୀ ଅନ୍ୟ ନକ୍ସଲଙ୍କର ମୃତଦେହ ଖୋଜୁଛି। ଏଣେ କମ୍ବିଂ ଅପରେସନ୍ ବି ଜାରି ରହିଛି। ଘଟଣାସ୍ଥଳରୁ…
ଭୋଟ ପୂର୍ବରୁ କାହିଁକି ସାବିତ୍ରୀ ଜିନ୍ଦଲଙ୍କ ସମେତ ୩ ବଡନେତାଙ୍କୁ ଦଳରୁ ବହିସ୍କାର କଲା ବିଜେପି !
ହରିୟାଣାରେ ଆଜି ବିଧାନସଭା ନିର୍ବାଚନ ଲାଗି ମତଦାନ ଅନୁଷ୍ଠିତ ହେଉଛି। ଅପରପକ୍ଷରେ ଭାଜପା ଚାରିଜଣ ନେତାଙ୍କୁ ଦଳରୁ ବହିଷ୍କାର କରିଛି। ଏହି ଚାରିଜଣ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଦଳରୁ ବହିଷ୍କୃତ ହୋଇଥିବା ନେତାଙ୍କ ମଧ୍ୟରେ ଭାଜପାର କୁରୁକ୍ଷେତ୍ର ଏମ୍ପି ନବୀନ…
ରାହୁଲ ଗାନ୍ଧୀଙ୍କ ବଢ଼ିଲା ଅଡ଼ୁଆ: ପୁଣି କୋର୍ଟରେ ହାଜର ହେବେ କି ରାହୁଲ ?
ନୂଆଦିଲ୍ଲୀ: ବୀର ସବରକରଙ୍କୁ ରାହୁଲ ଗାନ୍ଧୀ ସମାଲୋଚନା କରିବା ନୂଆ ନୁହେଁ । ତେବେ ଏହାକୁ ନେଇ ଏବେ କୋର୍ଟରୁ ସମନ ଆସିଛି । ସବରକରଙ୍କ ପୁତୁରାଙ୍କ ଅଭିଯୋଗ ପରେ ଏହି ସମନ ଆସିଛି । ଗତ ବର୍ଷ ରାହୁଲ ବ୍ରିଟେନ ଯାଇଥିବା ବେଳେ ସାବରକରଙ୍କ ସମ୍ପର୍କରେ ଅପମାନସୂଚକ ଟିପ୍ପଣୀ କରିଥିଲେ । ଏହା…
ଅକ୍ଟୋବର ୭ରେ ଭାରତ ଆସିବେ
ଅକ୍ଟୋବର ୭ରୁ ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ନ୍ୟୁଜ୍ ଏଜେନ୍ସି ଏଏନଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ବର୍ଷ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଏହା ମୁଇଜୁଙ୍କ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ।ନିକଟରେ, ନ୍ୟୁୟର୍କରେ ୭୯ତମ ମିଳିତ…