Trending
- ମହାପ୍ରଭୁଙ୍କ ରତ୍ନ ଅଳଙ୍କାର କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର
- “ବ୍ରିକ୍ସ ସମ୍ମିଳନୀ”ରେ କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”,ଚାଷୀ ପରିବାରର ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିବ
- ଏହି କାରଣରୁ ବ୍ରିକସ୍ସ ମ୍ମିଳନୀ ମଝିରୁ ନିଜ ଦେଶକୁ ଫେରିଗଲେ ଅବୁଧାବୀ କ୍ରାଉନ ପ୍ରିନ୍ସ
- ୧୮ତମ BRICS ଶିଖର ସମ୍ମିଳନୀ ୨୦୨୬: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫଟୋ ଉଠାଇବାକୁ ବିଦେଶୀ ମହିଳା ପ୍ରତିନିଧିମାନଙ୍କ ମଧ୍ୟରେ ବେଶ ଉତ୍ସାହ
- ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଭାରତର କୂଟନୈତିକ ଆଭିମୁଖ୍ୟକୁ ବଡ଼ ସମର୍ଥନ
- ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା
- ବନତାରାରୁ ନନ୍ଦନକାନନକୁ ଆସିଲେ ୪୦ରୁ ଅଧିକ ଜୀବଜନ୍ତୁ,ପର୍ଯ୍ୟଟକଙ୍କ ପାଇଁ ଏହା ହେବ ଏକ ନୂଆ ଅନୁଭୂତି
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
Browsing Category
National
କାଶ୍ମୀରରେ ବିଜେପି ଜିତିଲା କି ହାରିଲା?
ନୂଆଦିଲ୍ଲୀ: ବିଜେପି ନେତା କହୁଛନ୍ତି କାଶ୍ମୀରରେ ସେମାନେ ଜିତିଛନ୍ତି । କାରଣ ସେମାନେ ସବୁଠୁ ଅଧିକ ପ୍ରତିଶତ ଭୋଟ ପାଇଛନ୍ତି । ଗତ ନିର୍ବାଚନଠୁ ଅଧିକ ଆସନ ପାଇଛନ୍ତି । କାଶ୍ମୀରବାସୀ ବିଜେପିକୁ ଭୋଟ ଦେଇନାହାଁନ୍ତି ସତ କିନ୍ତୁ ସେମାନେ ସୁରକ୍ଷାକୁ ନେଇ ବିଜେପିକୁ ପ୍ରଶଂସା କରିଛନ୍ତି ।…
ପଛରେ ରହିଗଲା କଂଗ୍ରେସ
ହରିୟାଣା ଓ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ସଦ୍ୟ ଅନୁଷ୍ଠିତ ନିର୍ବାଚନର ବହୁପ୍ରତୀକ୍ଷିତ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାର ୪୮ ଆସନରେ ସଫଳତା ସହ ଶାସକ ଭାଜପା ହ୍ୟାଟ୍ରିକ୍ ବିଜୟ ଲାଭ କରିଛି। ଏଠାରେ ଭାଜପାକୁ ଗାଦିଚ୍ୟୁତ କରିବା ପାଇଁ…
ଭାରତ-ବାଂଲାଦେଶ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ସୂର୍ଯ୍ୟ ଦେଖାଇବେ କି କମାଲ !
ଏବେ ଭାରତ ପାଇଁ ଭଲ ବେଳା ଚାଲିଛି । ସୂର୍ଯ୍ୟକୁମାରଙ୍କ ଅଧିନାୟକତ୍ବରେ ଦୁଇ ନବାଗତଙ୍କ ସହ ଏକାଧିକ ଯୁବ ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି । ପାକିସ୍ତାନକୁ ଟେଷ୍ଟରେ ହରାଇ ବାଂଲାଦେଶ ଆସିଥିଲା । ତେବେ ନୂଆ ଖେଳାଳିଙ୍କୁ ନେଇ ଖେଳିଥିବା ସତ୍ତ୍ବେ ଗ୍ବାଲିୟର୍ରେ ବାଂଲାଦେଶକୁ…
କେଉଁ କାରଣ ପାଇଁ ତୃତୀୟ ଥର ଜିତିଲା ବିଜେପି ?
ହରିୟାଣାରେ କାହିଁକି ଜିତିଲା ବିଜେପି? ହରିୟାଣାରେ ବିଜେପିର ହ୍ୟାଟ୍ରିକ ବିଜୟ ସମସ୍ତଙ୍କୁ ବିସ୍ମିତ କରିଛି । ହିନ୍ଦୀ ବେଲ୍ଟରେ ପୁଣି ଥରେ ସରକାର ଗଢିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ତେବେ କଂଗ୍ରେସ କାହିଁକି ଜିତୁ ଜିତୁ ହାରିଗଲା ତାହା ଉପରେ ଚର୍ଚା ଚାଲିଛି
ମୋଦିଙ୍କ…
ହରିୟାଣାରେ କିଙ୍ଗ ମେକର ହେବ ଆପ କହିଥିଲେ କେଜରିଓ୍ବାଲ: କେତେ ପାଇଲେ ଭୋଟ୍?
ହରିୟାଣା ବିଧାନସଭା ନିର୍ବାଚନରେ ମାଟିର ପୁଅ ମାଟି କାମୁଡ଼ିଲେ । ଦିଲ୍ଲୀ ଏବଂ ପଞ୍ଜାବରେ ସରକାର ଚଳାଉଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ହରିୟାଣାରେ ଅମାନତ ହରାଇଛି । ଏକ ବଡ଼ ଟକ୍କର ଦେଇ ୯୦ଟି ଆସନ ମଧ୍ୟରୁ ୮୮ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା କେଜରିଓ୍ବାଲଙ୍କ ଦଳ…
ହରିୟାଣାରେ କିଏ ଗଢ଼ିବ ସରକାର ? କେଉଁ ଦଳକୁ ମିଳିଲା ବହୁମତ !
ହରିଆଣାରେ କଂଗ୍ରେସ ନୁହେଁ ବିଜେପି ସରକାର କରିବ । ପ୍ରଥମେ କଂଗ୍ରେସ ଆଗରେ ଥିବା ବେଳେ ଏବେ ବିଜେପି ଆଗରେ ରହିଛି । କଂଗ୍ରେସ ତୁଳନାରେ ବିଜେପି ରାଜ୍ୟରେ ଅଧିକ ଆସନରେ ଆଗୁଆ ରହିଛି। 90ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ 51ଟି ଟିରେ ବିଜେପି ଆଗରେ ଥିବାବେଳେ କଂଗ୍ରେସ…
ବଦଳିଗଲା ଟ୍ରେଣ୍ଟ ହରିୟାଣାରେ ଖେଳ କରିଦେଲା କି ବିଜେପି ?
ନୂଆଦିଲ୍ଲୀ: ହରିୟାଣାରେ କିଏ ସରକାର ଗଠନ କରିବ? ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ଆଗରେ ଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ବିଜେପି ଆଗରେ ରହିଛି । ତେବେ କୁହାଯାଉଛି ବିଜେପି ଏଠି ସରକାର କରିବ । ଏକଜିଟ ପୋଲ ଯାହା କହୁଥିଲା ଏବେ ବିପରିତ ଦେଖାଯାଉଛି । ପ୍ରଥମେ କଂଗ୍ରେସ ଥିଲା ଆଗରେ ।…
ଆଜି ୯୨ତମ ଭାରତୀୟ ବାୟୁସେନା ଦିବସ
ପ୍ରତିବର୍ଷ ୮ ଅକ୍ଟୋବରରେ ଭାରତୀୟ ବାୟୁସେନା ଦିବସ ପାଳନ କରାଯାଏ। ଚଳିତବର୍ଷ ଭାରତୀୟ ବାୟୁସେନା ଏହାର ୯୨ତମ ବାର୍ଷିକୀ ଉତ୍ସବ ପାଳନ କରିବ। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଲା ଭାରତୀୟ ବାୟୁସେନାର ଗୁରୁତ୍ୱ ବିଷୟରେ ଲୋକଙ୍କୁ ଅବଗତ କରାଇବା। ଏହି ଦିନ ଭାରତୀୟ ବାୟୁସେନାର ସେହି ସମସ୍ତ…
ଜମ୍ମୁକାଶ୍ମୀରରେ କିଏ ଗଢ଼ିବ ସରକାର?
ଓମର ଅବଦୁଲ୍ଲା ହେବେ କି ମୁଖ୍ୟମନ୍ତ୍ରୀ? ସେ ଗାନ୍ଦେରବଲ ଓ ବଡ଼ଗାମରୁ ମଇଦାନକୁ ଓହ୍ଲାଇଛନ୍ତି। ଗାନ୍ଦେରବଲ ହେଉଛି ନ୍ୟାସନାଲ କନଫରେନ୍ସର ଗଡ଼। ଏଠାରେ ଅବଦୁଲ୍ଲା ପରିବାରର ୩ ପିଢ଼ିଙ୍କୁ ଲୋକମାନେ ନିର୍ବାଚିତ କରି ଆସୁଛନ୍ତି। ଚଳିତ ନିର୍ବାଚନରେ ବି ଏଠାରୁ ଓମାର ଅବଦୁଲ୍ଲା ଆଗରେ ଅଛନ୍ତି ଓ ନିଜ…
ହରିୟାଣା ନିର୍ବାଚନ ଫଳାଫଳ: ପ୍ରାରମ୍ଭିକ ଟ୍ରେଣ୍ଟରେ କିଏ ଆଗରେ?
ନୂଆଦିଲ୍ଲୀ: ହରିୟାଣା ଓ ଜମ୍ମୁ ଓ କଶ୍ମୀରରେ ହୋଇଥିବା ନିର୍ବାଚନର ଭୋଟ ଗଣତି ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି। ଏଥିରେ ହରିୟାଣା କଂଗ୍ରେସ ଆଗରେ ରହିଛି। ଅପରପକ୍ଷରେ ଜମ୍ମୁ ଓ କଶ୍ମୀରରେ ବିଜେପି ଓ ଇଣ୍ଡି ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଚାଲିଛି। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ…