Trending
- ମହାପ୍ରଭୁଙ୍କ ରତ୍ନ ଅଳଙ୍କାର କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର
- “ବ୍ରିକ୍ସ ସମ୍ମିଳନୀ”ରେ କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”,ଚାଷୀ ପରିବାରର ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିବ
- ଏହି କାରଣରୁ ବ୍ରିକସ୍ସ ମ୍ମିଳନୀ ମଝିରୁ ନିଜ ଦେଶକୁ ଫେରିଗଲେ ଅବୁଧାବୀ କ୍ରାଉନ ପ୍ରିନ୍ସ
- ୧୮ତମ BRICS ଶିଖର ସମ୍ମିଳନୀ ୨୦୨୬: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫଟୋ ଉଠାଇବାକୁ ବିଦେଶୀ ମହିଳା ପ୍ରତିନିଧିମାନଙ୍କ ମଧ୍ୟରେ ବେଶ ଉତ୍ସାହ
- ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଭାରତର କୂଟନୈତିକ ଆଭିମୁଖ୍ୟକୁ ବଡ଼ ସମର୍ଥନ
- ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା
- ବନତାରାରୁ ନନ୍ଦନକାନନକୁ ଆସିଲେ ୪୦ରୁ ଅଧିକ ଜୀବଜନ୍ତୁ,ପର୍ଯ୍ୟଟକଙ୍କ ପାଇଁ ଏହା ହେବ ଏକ ନୂଆ ଅନୁଭୂତି
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
Browsing Category
National
ସାଇବର ଠକେଇର ମୁକାବିଲା : ଆରମ୍ଭ ହେବ ଜାଲ୍ କଲ୍ ବନ୍ଦ କରିବାକୁ କେନ୍ଦ୍ରୀୟ ବ୍ୟବସ୍ଥା
ସାମ୍ପ୍ରତିକ ସମୟରେ ଭାରତୀୟ ମୋବାଇଲ ନମ୍ବରରୁ ଅନେକ ଜାଲିଆତି କଲ୍ ନାଗରିକଙ୍କ ପାଖକୁ ଆସୁଛି। ବାସ୍ତବରେ ବିଦେଶରୁ କାର୍ଯ୍ୟରତ ସାଇବର ଅପରାଧୀମାନେ ଏହି କଲ୍ ଗୁଡ଼ିକୁ ଜାଲ୍ କରିଥାନ୍ତି। ଏହି ଅପରାଧୀମାନେ କଲିଂ ଲାଇନ୍ ଆଇଡେଣ୍ଟିଟି (ସିଏଲଆଇ)ର ବ୍ୟବହାର କରି କଲ୍ ର ପ୍ରକୃତ ଉତ୍ପତ୍ତିକୁ…
ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ନେଇ କଣ କହିଲେ ପ୍ରଧାନମନ୍ତ୍ରୀ ?
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ କୌଟିଲ୍ୟ ଇକୋନୋମିକ୍ କନକ୍ଲେଭକୁ ସମ୍ବୋଧିତ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ସହ ଭାଗିଦାରୀରେ ଇନଷ୍ଟିଚ୍ୟୁଟ୍ ଅଫ୍ ଇକୋନୋମିକ୍ ଗ୍ରୋଥ୍ ପକ୍ଷରୁ ଆୟୋଜିତ ଏହି କୌଟିଲ୍ୟ ଇକୋନୋମିକ୍ କନକ୍ଲେଭ୍ ସବୁଜ ପରିବର୍ତ୍ତନ, ଭୂ-ଅର୍ଥନୈତିକ ବିଭାଜନ…
ହିଜବୁଲ୍ଲାକୁ ଶେଷ କରିବା ପାଇଁ ଇସ୍ରାଏଲ୍ ସେନା ନିଷ୍ପତ୍ତି : ପ୍ରଧାନମନ୍ତ୍ରୀଙ୍କ ଜରୁରୀ ସୁରକ୍ଷା ବୈଠକ
ଆତଙ୍କବାଦୀଙ୍କୁ ଶେଷ କରିବାକୁ ନିଷ୍ପତ୍ତି ନେଇଛି ଇସ୍ରାଏଲ । ସେପଟେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ହିଜବୁଲ୍ଲାକୁ ଶେଷ କରିବା ଲାଗି ଇସ୍ରାଏଲ୍ ସେନା ନିଷ୍ପତ୍ତି ପରେ ସାରା ବିଶ୍ବରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଇସ୍ରାଏଲ୍ ଦକ୍ଷିଣ ଲେବାନନର ୩୫ ଗାଁର ଲୋକଙ୍କୁ ତୁରନ୍ତ…
ମହାରାଷ୍ଟ୍ର ଉପବାଚସ୍ପତି ସଚିବାଳୟର ତୃତୀୟ ମହଲାରୁ ତଳକୁ କାହିଁକି ଡେଇଁ ପଡ଼ିଲେ ?
ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ଏହାରି ଭିତରେ ଏସସିରେ ଢ଼ଙ୍କର ସମ୍ପ୍ରଦାୟ ସଂରକ୍ଷଣକୁ ନେଇ ମହାରାଷ୍ଟ୍ର ଉପବାଚସ୍ପତି ନରହରି ଜିରୱାଲ ଅଜବ କାଣ୍ଡ କରି ଚର୍ଚାରେ ଅଛନ୍ତି । ସେ ଏବଂ ଅନ୍ୟ ୩ ଜଣ ବିଧାୟକ ସଚିବାଳୟର ତୃତୀୟ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ। ଏଭଳି ସ୍ଥିତିରେ…
ହରିୟାଣାରେ ୫ରେ ଭୋଟଗ୍ରହଣ
ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ ପାଇଁ ପ୍ରଚାର ଶେଷ ହୋଇଛି । ହରିୟାଣାରେ ଅକ୍ଟୋବର ୫ତାରିଖରେ ମତଦାନ ହେବ । ଅକ୍ଟୋବର ୫ ତାରିଖ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହରିୟାଣାର ସମସ୍ତ ୯୦ଟି ଆସନ ପାଇଁ ମତଦାନ ହେବ। ଭୋଟ ଗ୍ରହଣ ପାଇଁ ୨୦,୬୨୯ଟି ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି।…
ତିରୁପତି ମନ୍ଦିର ଲଡୁ ବିବାଦ
ତିରୁପତି ଲଡୁରେ ପଶୁ ଚର୍ବି ମିଶିଥିବା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ମାମଲାର ଯାଞ୍ଚ ପାଇଁ ଏକ ନୂତନ ସ୍ବତନ୍ତ୍ର ଏସଆଇଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ସୂଚନାରୁ ଜଣାପଡିଛି, ଗତ ଶୁଣାଣି ସମୟରେ ଜଷ୍ଟିସ ଗଭଇ ମନ୍ତବ୍ୟ ଦେଇଛନ୍ତି ଯେ ଭଗବାନଙ୍କୁ…
ଆଜି କ୍ୱାର୍ଟର ଛାଡ଼ିବେ କେଜ୍ରିଓ୍ବାଲ
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆଜି ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କରିବେ। ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବାକୁ ସୁରକ୍ଷା ଅଧିକାରୀ ମିନି ଟ୍ରକ୍କୁ ତାଙ୍କ ବାସଭବନରେ ପ୍ରବେଶ କରିବାକୁ ଅନୁମତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କରିବା କାମ ଆରମ୍ଭ…
ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ବୋନସ
https://www.youtube.com/watch?v=mlKnbor3TZw
ରେଳ କର୍ମଚାରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ସ୍ୱୀକୃତି ଦେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୧୧,୭୨,୨୪୦ ରେଳ କର୍ମଚାରୀଙ୍କ ଲାଗି ୨୦୨୮.୫୭ କୋଟି ଟଙ୍କାର ୭୮…
ବିଶ୍ବ ଚ୍ୟାଲେଞ୍ଜ୍ କପ୍ରେ ଅଂଶଗ୍ରହଣ କରିବେ ରାକେଶ
ହଙ୍ଗେରୀର ସୋମ୍ବାଥେରେ ଅକ୍ଟୋବର ୪ରୁ ୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏଫ୍ଆଇଜି ବିଶ୍ବ ଚ୍ୟାଲେଞ୍ଜ କପ୍ ପୁରୁଷ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସରେ ଅଂଶଗ୍ରହଣ କରିବେ ଓଡ଼ିଆ ପୁଅ ରାକେଶ କୁମାର ପାତ୍ର। ଏଥିପାଇଁ ଓଡ଼ିଶା ଜିମ୍ନାଷ୍ଟିକ୍ସ ସଂଘ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ ସହ ସଫଳତା…
କୌଟିଲ୍ୟ ଆର୍ଥିକ ସମାବେଶ
କୌଟିଲ୍ୟ ଆର୍ଥିକ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ। ସମାବେଶର ତୃତୀୟ ସଂସ୍କରଣ ଆଜିଠୁ ଆରମ୍ଭ ହୋଇ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷର ବୈଠକରେ ସବୁଜ ପରିବର୍ତ୍ତନର ଆର୍ଥିକପୋଷଣ, ଭୂ- ଆର୍ଥିକ ବିଖଣ୍ଡନ ଏବଂ ଅଭିବୃଦ୍ଧି ପାଇଁ ଆଶା, ଅନ୍ୟମାନଙ୍କ ମଧ୍ୟରେ…