Trending
- ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି,ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ସହ କଥା ହେଲେ ମୋଦୀ
- ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି
- ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ରିଫାଇନ୍, ପାମୋଲିନ୍ ତେଲ ଦର ୫ରୁ ୬ ଟଙ୍କା ବୃଦ୍ଧି
- ରାଜ୍ୟରେ ମହିଳା, ଦଳିତ ମାନଙ୍କ ଉପରେ ଆକ୍ରମଣ, ମହିଳାଙ୍କ ପ୍ରତି ଘଟିଥିବା ହିଂସା ସ୍ଥିର – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ
- ଜେଡିୟୁରେ ଯୋଗ ଦେଲେ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର
- ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା
- ରାଜଧାନୀରୁ ନିଖୋଜ ,ମୈତ୍ରୀବିହାର ଥାନା ଅଞ୍ଚଳରୁ ଉଦ୍ଧାର
- ଯୁଦ୍ଧ ଭିତରେ ୫୨,୩୬୦ ଜଣ ଭାରତୀୟ ଘରକୁ ଫେରିଛନ୍ତି
- ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି,ସନ୍ଧ୍ୟା ୬ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ
Browsing Category
National
ଆଜି ୬ଟି ବନ୍ଦେ ଭାରତ ଟ୍ରେନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ଆଜି ପ୍ରଧାନମନ୍ତ୍ରୀ ମୋଦୀ ଛଅଟି ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇ ଉଦଘାଟନ କରିବେ। ରେଳ ମନ୍ତ୍ରାଳୟ ଶନିବାର ଦିନ ଏକ ବିବୃତ୍ତିରେ କହିଛନ୍ତି ଯେ, ଏହି ନୂଆ ଟ୍ରେନ ସଂଖ୍ୟା ୫୪ ଥିଲା ଯାହା ବର୍ତ୍ତମାନ ୬୦ଟି ହେବ। ଏହି ଟ୍ରେନ ସେଟ ଦୈନିକ ଆଧାରରେ ୧୨୦ ଟ୍ରିପ କରି ୨୪ଟି ରାଜ୍ୟ ଏବଂ…
ଥରିଲା ଏସ.ଏନ ବାନାର୍ଜୀ ରୋଡ
ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ବ୍ଲୁଚମାନ ସେଣ୍ଟ ଏବଂ ଏସ.ଏନ ବାନାର୍ଜୀ ରୋଡ କ୍ରସିଂରେ ଶନିବାର ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। କୋଲକାତା ପୋଲିସ କହିଛି ଯେ ଅପରାହ୍ନ ପ୍ରାୟ ୧ଟା ୩୦ ସମୟରେ ଏହି ବିସ୍ଫୋରଣ ଘଟିଛି। ୧ଟା ୪୫ରେ ପୋଲିସକୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। ବିସ୍ଫୋରଣ…
ପୋର୍ଟବ୍ଲେୟାର ନାଁ ପରିବର୍ତ୍ତନ
ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାରକୁ କେନ୍ଦ୍ର ସରକାର ଶ୍ରୀ ବିଜୟପୁରମ୍ ନାମରେ ନାମିତ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର କହିଛନ୍ତି, ଦେଶକୁ ଉପନିବେଶବାଦୀ ଛାପରୁ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ସାକାର…
କେଜ୍ରିଓ୍ବାଲଙ୍କୁ ମିଳିଲା ଜାମିନ
ଦିଲ୍ଲୀ ମଦ ନୀତି ମାମଲାରେ ସିବିଆଇ ଗିରଫ କରିଥିବା ବେଳେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ସୁପ୍ରିମ୍କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ପୂର୍ବରୁ ଇଡି ଗିରଫ କରିଥିବା ମାମଲାରେ ଜାମିନ୍ ମିଳି ସାରିଥିବା ବେଳେ ସିବିଆରର ଗିରଫଦାରୀକୁ ନେଇ ସୁପ୍ରିମ୍କୋର୍ଟର ଦୁଆରେ…
ମମତା ଙ୍କ ମଧ୍ୟରେ ବିବାଦ ତୀବ୍ର
କୋଲକାତାର ଆର୍ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରି ଆନ୍ଦୋଳନରେ ବସିଥିବା କନିଷ୍ଠ ଡାକ୍ତର ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବିବାଦ ତୀବ୍ର ହୋଇଛି। ଆଜି ୩୨ ସଦସ୍ୟ ବିଶିଷ୍ଟ ଏକ ଡାକ୍ତର…
ଗଣପତି ବିସର୍ଜନରେ ସାମିଲ ହେବେ ୩୦ରୁ ଅଧିକ ଲୋକ
ଗଣପତି ବିସର୍ଜନ ପାଇଁ ୩୦ରୁ ଅଧିକ ଲୋକଙ୍କୁ ଢୋଲ ବାଜାସହ ଆସିବାକୁ ବାରଣ କରିବା ପାଇଁ ସୁପ୍ରିମକୋର୍ଟ ଏନଜିଟି ଆଦେଶ ଉପରେ ରୋକ ଲଗାଇଛନ୍ତି। ବର୍ତ୍ତମାନ ପୁଣେରେ ଢୋଲ ବାଜା ସହ ଗଣପତି ବିସର୍ଜନରେ ୩୦ରୁ ଅଧିକ ଲୋକ ଅଂଶଗ୍ରହଣ କରିପାରିବେ।
ସୂଚନାଯୋଗ୍ୟ, ଏକ ଏନଜିଓର ଆବେଦନ ଉପରେ…
ପାକ୍ର ଗୁଳିବର୍ଷା
ବିନା ଉତ୍ତେଜନାରେ ଜମ୍ମୁ-କଶ୍ମୀରର ଅଖନୁର ଅଞ୍ଚଳରେ ଥିବା ଭାରତୀୟ ପୋଷ୍ଟକୁ ଟାର୍ଗେଟ କରି ଗୁଳିବର୍ଷା କରିଛି। ପାକିସ୍ତାନର ଏଭଳି ଅଚାନକ ଅସ୍ତ୍ରବିରତି ଉଲ୍ଲଂଘନରେ ଭାରତୀୟ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍)ର ଜଣେ ଯବାନ ଆହତ ହୋଇଛନ୍ତି। ଅଖନୁର ଅଞ୍ଚଳରେ ରାତି ପ୍ରାୟ ୨ଟା ୩୫…
ମଣିପୁରରେ କର୍ଫ୍ୟୁ ଜାରି
ଗତକାଲି ମଣିପୁରରେ ଜାତିଆଣ ହିଂସା ଜାରି ରହିଥିବା ବେଳେ ଅପରାହ୍ନରୁ ସମଗ୍ର ରାଜ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଇମ୍ଫାଲର ଦୁଇଟି ଜିଲ୍ଲା ସମେତ ରାଜ୍ୟର ୫ଟି ଜିଲ୍ଲାରେ କର୍ଫ୍ୟୁ ଜାରି ହୋଇଛି ଏବଂ ହିଂସାକାରୀଙ୍କ…
ହରିୟାଣା ବିଧାନସଭା ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ବିଜେପି
ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ବିଜେପି। ମଙ୍ଗଳବାର ଦଳ ପକ୍ଷରୁ ଜାରି ହୋଇଥିବା ଏହି ତାଲିକାରେ ମୋଟ୍ ୨୧ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ଏହା ପୂର୍ବରୁ ପ୍ରଥମ ତାଲିକାରେ ୬୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା ବିଜେପି।…
ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା : ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ମାନୁନାହାଁନ୍ତି ଡାକ୍ତର, ବିକ୍ଷୋଭ…
ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ମାନୁନାହାଁନ୍ତି ଡାକ୍ତର। ପଶ୍ଚିମବଙ୍ଗ ଆରଜି.କର ମେଡିକାଲ କଲେଜ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିକ୍ଷୋଭ ଜାରି ରଖିଥିବା କନିଷ୍ଠ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ। ହେଲେ ସୁପ୍ରିମକୋର୍ଟଙ୍କ…