Browsing Category

National

ବୀର ବାଳ ଦିବସ: ଅମର ବଳିଦାନର ପ୍ରତୀକ

ଭାରତର ସେତେବେଳେ ଘୋର ଦୁର୍ଦ୍ଦଶା। ମୋଗଲ ଶାସକ ମାନଙ୍କର ଅତ୍ୟାଚାରରେ ଜର୍ଜରିତ ଭାରତ ମାତା। ମୋଗଲ ଶାହୀ, ଆଦିଲ ଶାହୀ , କୁତବ ଶାହୀ , ନିଜାମ୍ ଶାହୀ ଓ ବ୍ରିଟିଶ ଶାହୀ ଆଦି ପାଞ୍ଚୋଟି ବୈଦେଶିକ ସତ୍ତାକୁ ଛିନ୍ନ ଭିନ୍ନ କରି ହିନ୍ଦୁପଦ ପାଦଶାହୀର ପ୍ରତିଷ୍ଠା କରିଥିବା ପ୍ରବଳ ପରାକ୍ରମୀ…

ହିମାଚଳପ୍ରଦେଶର ବିଭିନ୍ନ ଜିଲାରେ ପ୍ରବଳ ତୁଷାରପାତ

ହିମାଚଳପ୍ରଦେଶର ବିଭିନ୍ନ ଜିଲାରେ ପ୍ରବଳ ତୁଷାରପାତ ଯୋଗୁ ୩ଟି ଜାତୀୟ ରାଜପଥ ସମେତ ୨୨୩ଟି ସଡ଼କ ଅବରୋଧ ହୋଇଯାଇଛି। କିନ୍ନୌର, ଲହାଉଲ, ସ୍ପିଟି ସମେତ ଶିମ୍‌ଲା, କୁଲ୍ଲୁ, ମଣ୍ଡି, ଚାମ୍ବା ଏବଂ ସିର୍ମଉର ଜିଲାର ଉଚ୍ଚ ସ୍ଥାନଗୁଡ଼ିକରେ ତୁଷାରପାତ ହୋଇଛି। ରାସ୍ତା ଅବରୋଧ ହୋଇଥିବାରୁ ଶିମ୍‌ଲାର…

ଅଲ୍ଲୁ ଅର୍ଜୁନଙ୍କୁ ପୋଲିସ୍‌ର ୪ଘଣ୍ଟା ଜେରା

ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଗତ ୪ ତାରିଖରେ ‘ପୁଷ୍ପା-୨’ ସିନେମାର ପ୍ରିମିୟର ବେଳେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କର ୮ ବର୍ଷର ପୁଅ ଗୁରୁତର ହୋଇଥିଲେ। ଏହି ମାମଲାରେ ହାଇଦ୍ରାବାଦ ପୋଲିସ ମଙ୍ଗଳବାର ଅଲ୍ଲୁଙ୍କୁ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଜେରା କରିଛି। ତେଲୁଗୁ…

ଆଜି ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜନ୍ମ ବାର୍ଷିକୀ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜନ୍ମ ବାର୍ଷିକୀ । ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଇନଷ୍ଟାଗ୍ରାମରେ ଲେଖିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ…

ସେନା ଗାଡ଼ି ଦୁର୍ଘଟଣା ଗସ୍ତ , 5 ଯବାନ ସହିଦ 12 ଆହତ

ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାର ବାଲନୋଇ ସେକ୍ଟରରେ ରାତିରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ସେନାର ଏକ ଗାଡ଼ି ୩୦୦ ଫୁଟ ଗଭୀର ଖାଲକୁ ଖସି ପଡ଼ିଥିଲା । ହ୍ଵାଇଟ୍ ନାଇଟ୍ କର୍ପସ୍ ଏକ୍ସରେ ପୋଷ୍ଟ କରି ଲେଖିଛି ପୁଞ୍ଚ ସେକ୍ଟରରେ ଅପରେସନ୍ ଡ୍ୟୁଟି ସମୟରେ ସେନାର ଏକ ଗାଡ଼ି…

ତିନି ଦିନ ହେବ ବୋରୱେଲରେ ଶିଶୁ , ଉଦ୍ଧାର କାର୍ଯ୍ୟ ଜାରି

୧୫୦ ଫୁଟ ତଳେ ୩ ଦିନ ହେବ ଜୀବନ ସଂଘର୍ଷ କରୁଛି ୩ ବର୍ଷର ଶିଶୁ କନ୍ୟା । ରାଜସ୍ଥାନର କୋଟପୁତଲୀର ଢାଣି ଗାଁରେ ବୋରୱେଲ ଭିତରେ ଖସିପଡିଥିବା ଶିଶୁକନ୍ୟା ଚେତନାକୁ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ଜୋର ଲଗାଇ ଦେଇଛି । ଏନଡିଆରଏଫ ଟିମ ପହଞ୍ଚି  ଉଦ୍ଧାର କାର୍ଯ୍ୟ  ଚଳାଇଛି । କିନ୍ତୁ ଏବେ ବି…

ମାଓବାଦୀଙ୍କ ଆକ୍ରମଣରେ ୨ କୋବ୍ରା ଯବାନ ଆହତ

ଛତିଶଗଡ଼ ସୁକମା ଜିଲ୍ଲା ଥାନା ଚିନ୍ତଲନାର ଅଞ୍ଚଳରେ ଯବାନ – ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି । ଗୁଳି ବିନିମୟରେ କୋବ୍ରାର ୨ ଯବାନର ଆହତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ସୁକମା ଜିଲ୍ଲାରେ ସୁରକ୍ଷା କର୍ମୀ କ୍ୟାମ୍ପ ଉପରେ ମାଓବାଦୀଙ୍କ ଆକ୍ରମଣ। CRPFର 206…

ନୋଟିସ୍ ପରେ ଥାନାରେ ପହଞ୍ଚିଲେ ଅଲ୍ଲୁ ଅର୍ଜୁନ

ଥିଏଟରରେ ଦଳାଚକଟା ମାମଲାରେ ସୋମବାର ହାଇଦ୍ରାବାଦ ପୋଲିସ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଏକ ନୂଆ ସମନ ପଠାଇଛି। ଯେଉଁଥିରେ ତାଙ୍କୁ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଚିକଡପଲ୍ଲୀ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ସମନ ପରେ ଅଲ୍ଲୁ ମଙ୍ଗଳବାର ହାଇଦ୍ରାବାଦ ପୋଲିସ ନିକଟରେ ହାଜର…

ଦାଉଦ ଇବ୍ରାହିମର ଭାଇ ଘରେ ଇଡି

ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କୀ ଦାଉଦ ଇବ୍ରାହିମର ଭାଇ ଇକବାଲ କାସକର ଘରେ ପଶିଲା ଇଡି । ମନି ଲଣ୍ଡ୍ରିଂ ମାମଲାରେ ଏହି ରେଡ କରି କାସକରର ଗୋଟିଏ ଫ୍ଲାଟକୁ ଜବତ କରିଛି । ଏହି ଫ୍ଲାଟଟି ପୁଣେରେ ରହିଛି । ଖାଲି କାସକର ନୁହେଁ ତାର ସହଯୋଗୀ ଘରେ ମଧ୍ୟ ରେଡ କରୁଛି ଇଡି । ଦାଉଦ ଭାରତ…

କେବିସି ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ଉତ୍ସବରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ

ଆଜି ଖ୍ରୀଷ୍ଟମାସର ପୂର୍ବରୁ କ୍ୟାଥୋଲିକ୍ ବିଶପ୍ସ କନଫରେନ୍ସ ଅଫ୍ ଇଣ୍ଡିଆ (କେବିସି) ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ଉତ୍ସବରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ | ସ୍ମରଣୀୟ ହେବାକୁ ଯାଉଛି କାରଣ କେବିସି ଏହାର 80 ତମ ବାର୍ଷିକୀ ପାଳନ କରିବାକୁ ଯାଉଛି ତେଣୁ ଏହା ଏକ ସ୍ମରଣୀୟ ମୁହୁର୍ତ ଏବଂ…