Browsing Category

Lifestyle

All lifestyle-related news will be uploaded here

ଚୋପାଛଡା ରଶୁଣ ବ୍ୟବହାର କରୁଛନ୍ତି କି? 

ଅନେକ ଚୋପା ଲାଗିଥିବା ରସୁଣ କିଣନ୍ତି ଏବଂ ପରେ ଏହାକୁ ଚୋପା ଛଡାଇ ଫ୍ରିଜରେ ରଖନ୍ତି। କିନ୍ତୁ, ଆପଣ କେବେ ଚିନ୍ତା କରିଛନ୍ତି କି ଏହି ପଦ୍ଧତି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କି ନୁହେଁ? ତେଣୁ, ଆସନ୍ତୁ ଜାଣିବା ଚୋପା ଛଡାଯାଇଥିବା ରସୁଣ ରଖିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନା ଭଲ ।…

ନୂଆ ବର୍ଷରୁ ଚାଣକ୍ୟଙ୍କ ଏହି ନୀତି ଆପଣାନ୍ତୁ

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ କାଳର ଜଣେ ମହାନ ବିଦ୍ୱାନ ଥିଲେ। ସେ ଜଣେ ଦକ୍ଷ ରାଜନେତା, କୂଟନୀତିଜ୍ଞ, ରଣନୀତିଜ୍ଞ ଏବଂ ତାଙ୍କ ସମୟର ଅର୍ଥନୀତିରେ ବିଶେଷଜ୍ଞ ଥିଲେ। ଜୀବନ ସହ ଜଡିତ ଅନେକ ଦିଗ ଆଚାର୍ଯ୍ୟଙ୍କ ଦ୍ୱାରା ଲିଖିତ ନୀତି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ତେଣୁ ଆଜି ବି ଲୋକମାନେ…

ରୁମ୍ ହିଟର ବ୍ୟବହାର କରୁଥିଲେ ସାବଧାନ !

କିଛି ଲୋକ ସ୍ୱେଟର ପିନ୍ଧି ରହୁଥିବା ବେଳେ ଆଉ କେତେଜଣ ରୁମ୍ ହିଟର ବ୍ୟବହାର କରିଥାନ୍ତି । ଅଧିକାଂଶ କ୍ଷେତ୍ରରେ ବ୍ୟକ୍ତି ଜଣଙ୍କ ରୁମ୍ ହିଟର ଠିକ୍ ଭାବେ ବ୍ୟବହାର ନ କରିବା ଦ୍ୱାରା ବିପଦର ସମ୍ମୁଖୀନ ହୋଇଥାଏ । କହିବାକୁ ଗଲେ ରୁମ୍ ହିଟରର ବ୍ୟବହାର କମ କରିବା କଥା ନହେଲେ ଏହା ସ୍ୱାସ୍ଥ୍ୟ…

ମିଛ ସାଙ୍ଗକୁ ଚିହ୍ନିବେ କିପରି ?

ଜଣେ ଉତ୍ତମ ବନ୍ଧୁ ସମ୍ମୁଖରେ ଆମେ ମନର କଥା ଖୋଲା ଖୋଲି ଭାବରେ ପ୍ରକାଶ କରିଥାଉ । ପ୍ରକୃତ ବନ୍ଧୁ କେବଳ ସୁଖ ସମୟରେ ନୁହେଂ ବରଂ ଦୁଃଖ ସମୟରେ ବି ସଦାବେଳେ ପାଖରେ ଛିଡ଼ା ହୋଇଥାଏ । କିନ୍ତୁ ଆଜିକାଲି ସମସ୍ତେ ନିଜ ମତଲବ ପାଇଁ ବନ୍ଧୁତା ସ୍ଥାପନ କରୁଛନ୍ତି । ଅଧିକାଂଶ ଲୋକେ କିନ୍ତୁ ପ୍ରକୃତ…

ସାବଧାନ! ବାସି ଭାତ ଖାଉଥିଲେ

ବାସି ଖାଇବା ଦ୍ୱାରା ପେଟ ଏବଂ ହଜମ ସମସ୍ୟା ହୋଇପାରେ। ବାସ୍ତବରେ, ଜୀବାଣୁ ବାସି ଭାତରେ ବହୁତ ବୃଦ୍ଧି କରନ୍ତି, ଯାହା ପେଟ ସଂକ୍ରମଣର କାରଣ ହୋଇପାରେ। ଏହା ବ୍ୟତୀତ ପେଟ ଯନ୍ତ୍ରଣା, ଝାଡ଼ା, ବାନ୍ତି ଭଳି ସମସ୍ୟା ମଧ୍ୟ ହୋଇପାରେ। ଏହା ହୃଦଘାତର କାରଣ ହୋଇଥାଏ । ଇଣ୍ଡିପେଣ୍ଡେନ୍ସର ରିପୋର୍ଟ…

ଶୀତଦିନେ ପିଅନ୍ତୁ ଗାଜର ଜୁସ

ଗାଜର ସାଧାରଣତଃ ସ୍ୱାସ୍ଥ୍ୟ ପାଇଁ ବେଶ୍ ହିତକର ହୋଇଥାଏ । ତେଣୁ ଡାକ୍ତର ମଧ୍ୟ ସକାଳୁ ଗାଜର ଖାଇବାକୁ ପରାମର୍ଶ ଦେଇଥାନ୍ତି । ହେଲେ କଞ୍ଚା ଗାଜର ଖାଇବା ଠାରୁ ଗାଜର ଜୁସ୍ ଅଧିକ ଲାଭଦାୟକ ହୋଇଥାଏ । ଖାସ୍ କରି ଶୀତଦିନେ ଗାଜର ଜୁସ୍ ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଗାଜର…

ପିଲାଙ୍କ ସହ ଟ୍ରିପ୍ ପ୍ଲାନ୍ କରୁଛନ୍ତି କି !

ଆସୁଛି ନୂଆ ବର୍ଷ । ପରିବାର ଏବଂ ସାଙ୍ଗସାଥିଙ୍କ ସହ ସମସ୍ତେ ଭ୍ୟାକେସନ୍ ପ୍ଲାନ କରିବାରେ ବ୍ୟସ୍ତ । ବର୍ତ୍ତମାନ ପିଲାମାନଙ୍କ ୱିଣ୍ଟର ଭ୍ୟାକେସନ୍ । ସେମାନେ ବୁଲାବୁଲି କରିବା ପାଇଁ ବେଶି ଉତ୍ସାହିତ ଥାନ୍ତି । ସେମାନେ ଟ୍ରିପର ମଜାକୁ ଦ୍ୱିଗୁଣିତ କରିଥାନ୍ତି । କିନ୍ତୁ ଅଧିକାଂଶ କ୍ଷେତ୍ରରେ…

କାହିଁକି ଜରୁରୀ ହୋଇଥାଏ ବଡି ଡିଟକ୍ସ? 

ସୁସ୍ଥ ରହିବା ପାଇଁ କେବଳ ବାହ୍ୟ ପରିଷ୍କାର ପରିଚ୍ଛନ୍ନତା ଯଥେଷ୍ଟ ନୁହେଁ, ଏଥିପାଇଁ ସମୟ ସମୟରେ ଶରୀରକୁ ଭିତରୁ ସଫା କରିବା ମଧ୍ୟ ଆବଶ୍ୟକ । ଏହି ପ୍ରକାରର ଆଭ୍ୟନ୍ତରୀଣ ପରିଷ୍କାର ପ୍ରକ୍ରିୟାକୁ ଡିଟକ୍ସିଫିକେସନ୍ କୁହାଯାଏ । ଏହି ପ୍ରକ୍ରିୟାରେ, ଶରୀର ଭିତରେ ଜମା ହୋଇଥିବା ମଇଳା ହଟାଇବାକୁ…

ଥିମ୍ ୱେଡିଙ୍ଗ ପାଇଁ ପ୍ଲାନ କରୁଛନ୍ତି କି?

ଥିମ୍ ୱେଡିଙ୍ଗରେ, ବିବାହ ସାଜସଜ୍ଜା ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସବୁକିଛି ଏକ ଥିମ୍ ଉପରେ ନିର୍ମିତ ।ଏଥିରେ, ବର ଏବଂ କନ୍ୟା ନିଜ ପସନ୍ଦ ଅନୁଯାୟୀ ଏକ ୱେଡିଙ୍ଗ ପ୍ଲାନର ବୁକ୍ କରନ୍ତି ଏବଂ ସେମାନଙ୍କୁ ସେମାନଙ୍କର ପ୍ରିୟ ଡିଜାଇନ୍ କୁହନ୍ତି, ଯାହା ଅନୁଯାୟୀ ସମସ୍ତ ପ୍ରସ୍ତୁତି…

କାହିଁକି ! ମଦ ପିଇବା ଆଗରୁ କରନ୍ତି ଚିୟର୍ସ ?

ସାଧାରଣ କଥା ହେଲା ଏକାଠି ବସି ମଦ ପିଉଥିବା କ୍ୟକ୍ତି ପରସ୍ସରର ଗ୍ଲାସକୁ ଗ୍ଲାସ୍ ସହ ଲଗାଇ ଚିୟର୍ସ କୁହନ୍ତି। ତେବେ ଆପଣ ଜାଣନ୍ତି କି କାହିଁକି ଏପରି କରନ୍ତି ସେମାନେ। ତେବେ ଆସନ୍ତୁ ଜାଣିବା କଣ ରହିଛି ଏହା ପଛର କାରଣ? ଇଣ୍ଟରନେଟ୍ ର କିଛି ତଥ୍ୟକୁ ଅନୁଧ୍ୟାନ କଲେ ସେଥିରୁ…