Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Browsing Category
Lifestyle
All lifestyle-related news will be uploaded here
ଟ୍ୟାପରୁ ବାହାରୁଚି କି ପାଣି ?
ଘରର ଅନ୍ୟ କୌଣସି ସ୍ଥାନରେ ଲଗାଯାଇଥିବା ଟ୍ୟାପରୁ ଯଦି ପାଣି ସବୁବେଳେ ଟପ୍ ଟପ୍ ହୋଇ ପଡେ, ତେବେ ବାସ୍ତୁ ହିସାବରେ ଏହା ଅଶୁଭ ବୋଲି ବିବେଚନା କରାଯାଏ । ଘରେ ସିଙ୍କ କିମ୍ବା ବାଥରୁମ ଟ୍ୟାପ ଏବଂ ଟାଙ୍କିକୁ ବନ୍ଦ କରିବା ପରେ ମଧ୍ୟ ବୁନ୍ଦା ବୁନ୍ଦା ହୋଇ ପାଣି ପଡ଼ିବା ଦ୍ୱାରା ନକାରାତ୍ମକ…
ନିଜକୁ ସମୟ ଦିଅନ୍ତୁ
ବ୍ୟସ୍ତବହୁଳ ଜୀବନରେ କର୍ମଜୀବୀ ମହିଳାମାନେ ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଛନ୍ତି । ଘର ଏବଂ ଅଫିସ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ସେମାନଙ୍କ ପାଇଁ ଏକ ଆହ୍ୱାନ ପାଲଟିଯାଇଛି । ଉଭୟ କ୍ଷେତ୍ରରେ ଦାୟିତ୍ୱ ସମ୍ଭାଳିବା ଚକ୍କରରେ ସେମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିଥାନ୍ତି ।…
ଅଛି କି କଳାଜାଇ?
କଳାଜାଇ ସୌନ୍ଦର୍ଯ୍ୟର ଏକ ଚିହ୍ନ ହୋଇଥାଏ । ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ସ୍ଥାନରେ କଳାଜାଇ ରହିଥାଏ । ତେବେ ଏହି କଳାଜାଇ ଯେତିକି ସୁନ୍ଦରତାର ଚିହ୍ନ ହୋଇଥାଏ ସେତିକି ଆପଣଙ୍କ ଭାଗ୍ୟ ଦର୍ଶନକାରୀ ମଧ୍ୟ ହୋଇଥାଏ । ବିଭିନ୍ନ ସ୍ଥାନରେ କଳାଜାଇର ଅର୍ଥ ଭିନ୍ନ ଭିନ୍ନ ହୋଇଥାଏ । ଶରୀରର ଏପରି…
ସାବଧାନ!ସବୁ ସମୟରେ ମୋବାଇଲ ଦେଖୁଛନ୍ତି କି?
ମୋବାଇଲ ସାହାଯ୍ୟରେ ସାରା ବିଶ୍ୱକୁ ମନୁଷ୍ୟ ହାତ ମୁଠାରେ କଏଦ କରିପାରିବାର ସାମର୍ଥ୍ୟ ରହିଛି । ତେବେ ଏହା ଆମ ଦୈନନ୍ଦିନ ଜୀବନର ଏକ ଅପରିହାର୍ଯ୍ୟ ଅଙ୍ଗ ପାଲଟିଛି ଯାହାକୁ ବ୍ୟବହାର କରି ମଣିଷ ପ୍ରତ୍ୟେକ ଜିନିଷକୁ ବେଶ ଆରାମରେ ଏବଂ ସହଜରେ କରିପାରୁଛି ।କିନ୍ତୁ ପ୍ରତ୍ୟେକ ଜିନିଷର ସକାରାତ୍ମକ…
ଫେକ୍ ସ୍ମାଇଲ
କେତେଥର ଲୋକମାନଙ୍କୁ ମିଛ ମିଛରେ ହସିବାକୁ ପଡିଥାଏ । ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ ଯଦି ଆପଣ ଏକ ନକଲି ହସନ୍ତି, ଯାହା ଆପଣଙ୍କୁ ଚିନ୍ତା ଏବଂ ଚାପରୁ ମୁକ୍ତି ଦେଇପାରେ। ଚାପ ଏବଂ ଅସ୍ଥିରତାରୁ ମୁକ୍ତି ପାଇବା ପାଇଁ ହସିବା ହେଉଛି ସର୍ବୋତ୍ତମ ବ୍ୟାୟାମ। ଯଦିଓ ବହୁ ପୂର୍ବରୁ ଭାରତୀୟ…
ଫାଟୁଛି କି ଓଠ ?
ଚର୍ମର ଶୁଷ୍କତା ସହିତ, ଫଟା ଓଠ ମଧ୍ୟ ଶୀତ ଦିନର ଏକ ସାଧାରଣ ସମସ୍ୟା । ଏପରି ପରିସ୍ଥିତିରେ, ଆପଣ ଦାମୀ ବ୍ୟୁଟି ପ୍ରଡକ୍ଟସ ବ୍ୟବହାର କରୁଥିବେ ଯାହା ଅନେକ ରାସାୟନିକ ପଦାର୍ଥରେ ଭରପୁର ଥାଏ । ଏହାର ଅତ୍ୟଧିକ ବ୍ୟବହାର ଆପଣଙ୍କ ଓଠକୁ ଧୀରେ ଧୀରେ କଳା କରିବା ଆରମ୍ଭ କରେ ।ଏଭଳି ପରିସ୍ଥିତିରେ,…
ମଟନ ଖାଉଥିଲେ ସାବଧାନ!
ବର୍ତ୍ତମାନ ଶୀତ ଋତୁ ଚାଲିଛି । ଏହି ଦିନରେ ଲୋକମାନଙ୍କ ମଧ୍ୟରେ ମଟନ୍ ପାଇଁ କ୍ରେଜ୍ ଲାଗିରହିଛି । ମଟନ୍ କହିଲେ ଲୋକମାନେ ଛେଳି ମାଂସ(Mutton)କୁ ବୁଝନ୍ତି । କିନ୍ତୁ, ଟେକ୍ନିକାଲ୍ ଉଭୟ ମେଣ୍ଢା ଓ ଛେଳି ମାଂସକୁ ମଟନ୍ କୁହାଯାଏ । ଏହା ରେଡ୍ ମିଟ୍(Red Meat) ବର୍ଗରେ ଆସିଥାଏ । ଏଥିରେ…
ପକେଟରେ ରହୁନାହିଁ ଧନ!
ସାରା ଦିନ ପରିଶ୍ରମ କରିଥାନ୍ତି ଏବଂ ଏହି ପ୍ରୟାସ କରିଥାନ୍ତି କି କୌଣସି ପ୍ରକାରେ ଭଲ ରୋଜଗାର ହେଉ । କିନ୍ତୁ ଏହା ବହୁ ପରିଶ୍ରମ ପରେ ମଧ୍ୟ ଆପଣଙ୍କ ଘରେ ଧନ ରହିନଥାଏ । କୌଣସି ନା କୌଣସି ଉପାୟରେ ଏହା ଖର୍ଚ୍ଚ ହୋଇଯାଇଥାଏ । ତେବେ ଆପଣଙ୍କର ଏକ ଛୋଟ ଅଭ୍ୟାସ ଦ୍ୱାରା ଏହି ସମସ୍ୟାର ସମାଧାନ…
ଚୋପାଛଡା ରଶୁଣ ବ୍ୟବହାର କରୁଛନ୍ତି କି?
ଅନେକ ଚୋପା ଲାଗିଥିବା ରସୁଣ କିଣନ୍ତି ଏବଂ ପରେ ଏହାକୁ ଚୋପା ଛଡାଇ ଫ୍ରିଜରେ ରଖନ୍ତି। କିନ୍ତୁ, ଆପଣ କେବେ ଚିନ୍ତା କରିଛନ୍ତି କି ଏହି ପଦ୍ଧତି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କି ନୁହେଁ? ତେଣୁ, ଆସନ୍ତୁ ଜାଣିବା ଚୋପା ଛଡାଯାଇଥିବା ରସୁଣ ରଖିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନା ଭଲ ।…
ନୂଆ ବର୍ଷରୁ ଚାଣକ୍ୟଙ୍କ ଏହି ନୀତି ଆପଣାନ୍ତୁ
ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ କାଳର ଜଣେ ମହାନ ବିଦ୍ୱାନ ଥିଲେ। ସେ ଜଣେ ଦକ୍ଷ ରାଜନେତା, କୂଟନୀତିଜ୍ଞ, ରଣନୀତିଜ୍ଞ ଏବଂ ତାଙ୍କ ସମୟର ଅର୍ଥନୀତିରେ ବିଶେଷଜ୍ଞ ଥିଲେ। ଜୀବନ ସହ ଜଡିତ ଅନେକ ଦିଗ ଆଚାର୍ଯ୍ୟଙ୍କ ଦ୍ୱାରା ଲିଖିତ ନୀତି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ତେଣୁ ଆଜି ବି ଲୋକମାନେ…