Browsing Category

Lifestyle

All lifestyle-related news will be uploaded here

ଗାଳି ଦେବାର ଅଭ୍ୟାସ ଅଛି କି ?

ଗାଳି ଏକ ଅଶୋଭନୀୟ ଭାଷା କିମ୍ବା ଶବ୍ଦ ବୋଲି କୁହାଯାଏ। ଯାହାକୁ ଅସଭ୍ୟ,ଅପମାନ ଦେବା ପାଇଁ ବ୍ୟବହାର କରାଯାଏ। ଅନ୍ୟମାନଙ୍କୁ ଏହାଦ୍ୱାରା ଅପମାନିତ କରାଯାଏ। ଗାଳି ଦେବା କିମ୍ବା ଶୁଣିବା ସାମାଜିକ ସମ୍ବନ୍ଧ ଓ ଅନ୍ୟ ପରିସ୍ଥିତିରେ ଅସଫଳତା କାରଣରୁ ସୃଷ୍ଟି ହୋଇଥାଏ। ମାତ୍ର ଗାଳି ଦେବା ଦ୍ୱାରା…

ପେଟ ମାଡ଼ି ଶୋଉଥିଲେ

ପେଟମାଡ଼ି ଶୋଇବା ଅଭ୍ୟାସ ଅନେକଙ୍କଠାରେ ଦେଖିବାକୁ ମିଳେ। ହେଲେ ଆପଣ ଜାଣନ୍ତି କି ଏପରି ଶୋଇବା ଦ୍ୱାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପୁଜିପାରେ। ଜାଣିରଖନ୍ତୁ ସେ ସମ୍ପର୍କରେ…ପେଟ ମାଡ଼ି ଶୋଇବା ଦ୍ୱାରା ମାଂସପେଶୀଗୁଡ଼ିକ ଚାପିହୋଇ ରହିବା ସହ ବଡି ପୋଜିଶନ ଠିକ୍‌ ଭାବେ ନ ରହୁ ଥିବାରୁ…

କୁଣ୍ଡରୁ ପିମ୍ପୁଡ଼ିି ଦୂରକରିବାର କେତୋଟି ସହଜ ଉପାୟ

କୁଣ୍ଡରେ ବିଭିନ୍ନ ଫୁଲ, ଫଳ, ପରିବା ଆଦି ଗଛ ଲଗାଇବାକୁ ଅନେକେ ଭଲ ପାଆନ୍ତି। ହେଲେ ଖରାଦିନେ କୁଣ୍ଡ ଭିତରେ ପିମ୍ପୁଡ଼ି ବସା ବାନ୍ଧିବା ଯୋଗୁ ଗଛ ଝାଉଁଳିପଡ଼ିବା କିମ୍ବା କେବେ କେବେ ମରିଯାଉଥିବା ଦେଖିବାକୁ ମିଳେ। ଯଦି ଆପଣ ବି ଏଥିପାଇଁ ଚିନ୍ତିତ ତେବେ ଜାଣିରଖନ୍ତୁ ପିମ୍ପୁଡ଼ି…

ହେମୋଗ୍ଲୋବିନର ଅଭାବ ହେଉଛି କି ?

ସୁସ୍ଥ ଶରୀର ବଜାୟ ରଖିବା ପାଇଁ ରକ୍ତରେ ହେମୋଗ୍ଲୋବିନର ମାତ୍ରା ଠିକ ରହିବା  ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାର କାରଣ ଏହା ଶରୀରର ପ୍ରତ୍ୟେକ ଅଙ୍ଗକୁ ଅମ୍ଳଜାନ ଯୋଗାଇଥାଏ, ଯାହା ବଞ୍ଚିବା ପାଇଁ ଜରୁରୀ ଅଟେ । ଏଥି ସହିତ, ଯଦି ରକ୍ତରେ ହେମୋଗ୍ଲୋବିନର ଅଭାବ ଥାଏ, ତେବେ ଏହା ଅମ୍ଳଜାନ…

କୋଲେଷ୍ଟରଲ୍‌ ବଢ଼ୁଥିଲେ

ପରିମାଣରେ ତଟକା ପନିପରିବାକୁ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ। ଏହା ନା କେବଳ କୋଲେଷ୍ଟରଲ ପରିମାଣକୁ ନିୟନ୍ତ୍ରଣରେ ରଖିବ ବରଂ ଶରୀରକୁ ଆବଶ୍ୟକମାତ୍ରାରେ ପୋଷକ ତତ୍ତ୍ୱ ଯୋଗାଇ ଦେବ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି ସୁସ୍ଥ ରଖିବାରେ ସାହାଯ୍ୟ କରିବ।ଖାଦ୍ୟ ଶରୀର ପାଇଁ ବହୁ ଉପକାରୀ।…

ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦିଏ ଧନିଆ

ଧନିଆ ପତ୍ରରେ ଅନେକ ପ୍ରକାର ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ବିଶେଷ ଭାବରେ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଏହାକୁ ବ୍ୟବହାର କରାଯାଏ ଏବଂ ତାହା ଖାଦ୍ୟର ସ୍ବାଦ ବଢ଼ାଇଦିଏ। ତେବେ ଏହାକୁ ନିୟମିତ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଆହୁରି ସକ୍ରିୟ ହୋଇଥାଏ। କେବଳ ସେତିକି ନୁହେଁ, ରକ୍ତରେ…

ପର୍ସରେ ରଖନ୍ତୁ ଏହି ଜିନିଷ

ପର୍ସରେ ପଇସା ବ୍ୟତୀତ ସମସ୍ତେ କିଛି ନା କିଛି ଜିନିଷ ରଖିଥାନ୍ତି । କିନ୍ତୁ ଆଜିକାଲି ଲୋକମାନେ ପର୍ସ ସାଙ୍ଗରେ ରଖିବାକୁ ପ୍ରାୟତ ଭଲ ପାଉନାହାଁନ୍ତି । କାରଣ ଡିଜିଟାଲ ଯୁଗରେ ଅନଲାଇନ ଟଙ୍କା ଦେଣ ନେଣ କରୁଛନ୍ତି । କିନ୍ତୁ ଏପରି କରିବା ଭୁଲ । ବାସ୍ତୁ ଅନୁସାରେ ସାଙ୍ଗରେ ପର୍ସ ରଖିବା…

ଫିକା ପଡ଼ିଯିବ ତ୍ୱଚାର ଚମକ

ସକାଳୁ ଉଠିବା ପରେ ପ୍ରଥମେ ମୁହଁ ଧୋଇବା ଏକ ସୁଅଭ୍ୟାସ । ଏହା ଦ୍ୱାରା ଆମେ ସତେଜ ଅନୁଭବ କରିଥାଉ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ତ୍ୱଚା ସହ ଜଡ଼ିତ ଛୋଟ ଛୋଟ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ । ସନ୍ତୁଳିତ ଆହାର, ବ୍ୟାୟାମ, ଯୋଗାଭ୍ୟାସ ଏବଂ ସୁନିଦ୍ରା ଦ୍ୱାରା ତ୍ୱଚାର ଚମକ ବୃଦ୍ଧି…

ଥାଇରଏଡ ସମସ୍ୟାରେ ପୀଡ଼ିତ କି? 

ଅସନ୍ତୁଳିତ ଖାଦ୍ୟପେୟ ଏବଂ ଜୀବନଶୈଳୀ କାରଣରୁ ସବୁଠାରୁ ଅଧିକ ଲୋକ ଏହି ଥାଇରଏଡ ରୋଗଗ୍ରସ୍ତ ହୁଅନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ ଏହି ରୋଗ ପୁରୁଷମାନଙ୍କ ତୁଳନାରେ ମହିଳାଙ୍କଠାରେ ଅଧିକ ଦେଖାଯାଏ। ଏକ ରିପୋର୍ଟ ଅନୁଯାୟୀ ଭାରତର ପ୍ରତି ୧୦ଜଣରେ ଜଣେ ବ୍ୟକ୍ତି ଏହି ରୋଗରେ ପୀଡ଼ିତ।ଏହି…

ଆପଣଙ୍କ ଅସମୟରେ ଚୁଟି ପାଚୁଛି କି?

ଖରାପ ଲାଇଫ୍‌ଷ୍ଟାଇଲ୍‌ ହେଉ ଅଥବା ଖାଦ୍ୟପେୟରେ ସନ୍ତୁଳନ ନ ରହିବା ଯୋଗୁ କେବଳ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଏ ତାହା ନୁହେଁ, ଏହାର ଅନେକ କୁପ୍ରଭାବ ଆମର ତ୍ୱଚା ଏବଂ ଚୁଟି ଉପରେ ପଡିଥାଏ। ଯେମିତି କି ତ୍ୱଚାରେ ବ୍ରଣ, କଳାଦାଗ ଦେଖାଯିବା ଅଥବା ଶୀଘ୍ର ରିଙ୍କିଲ୍ସ ଆସିଯିବା। ସେହିପରି ଅସମୟରେ…