Browsing Category

Lifestyle

All lifestyle-related news will be uploaded here

ଶରୀରରେ ହିମୋଗ୍ଲୋବିନ୍‌ କମିଲେ କ’ଣ କରିବେ ?

ଶରୀରରେ ହେମୋଗ୍ଲୋବିନର ପରିମାଣ କମିଲେ ରୋଗୀକୁ ହାଲିଆ ଲାଗେ । ଖାଇବା-ପିଇବାକୁ ଇଚ୍ଛା ହୁଏନି, ଚିଡ଼ଚିଡ଼ା ଲାଗେ, କାମ କରିବାର ଆଗ୍ରହ ହୋଇନଥାଏ, ଡାକ୍ତରଙ୍କ ପରାମର୍ଶ ନେଇ ହେମୋଗ୍ଲୋବିନ୍ ପରୀକ୍ଷା କରାନ୍ତୁ। ହେମୋଗ୍ଲୋବିନ୍ ସଠିକ୍ ମାତ୍ରାରେ ରହିଲେ, ଆମ ମସ୍ତିଷ୍କ, ବୃକକ୍,…

ଖରା ତାତିରୁ ମୁକ୍ତି ଦେବ କାକୁଡ଼ି!

ପ୍ରବଳ ଖରା ଏବଂ ଅସହ୍ୟ ଗରମରେ ଛଟପଟ ହେଉଛନ୍ତି ସାଧାରଣ ଲୋକେ । ଏଥିରୁ ମୁକ୍ତି ପାଇବା ପାଇଁ ସମସ୍ତେ ତ୍ରାହି ତ୍ରାହି ହେଉଛନ୍ତି । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଲୋକେ ବିଭିନ୍ନ ପ୍ରୟାସ କରୁଛନ୍ତି। ତେବେ ଏହି ଗରମରୁ ଏବଂ ତାତିରୁ ଆଶ୍ୱସ୍ତି ଦେବାର ବଡ଼ ଉତ୍ସ ହୋଇପାରେ ସମସ୍ତଙ୍କ ପ୍ରିୟ…

ଅଫିସରେ ମିଳୁଛି କି ଅତ୍ୟଧିକ କାମର ଚାପ?

ବ୍ୟସ୍ତବହୁଳ ଜୀବନରେ ଅଫିସ୍ କାମ କରୁଥିବା ବ୍ୟକ୍ତିବିଶେଷ ମାନେ ଚାପରେ ରହିବା ସାଧାରଣ କଥା । ଅଫିସରେ କାର୍ୟ୍ୟଭାର ବୃଦ୍ଧି, ସମୟର ଅଭାବ, ଅଫିସ୍ ରାଜନୀତି, ଏହି ସବୁ ଜିନିଷ ଆମକୁ ମାନସିକ ସ୍ତରରେ କ୍ଲାନ୍ତ କରିଦେଉଛି । ତେବେ ଏଥରୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । କିଛିଟା…

ଅଳ୍ପ ବିଦ୍ୟା ଭୟଙ୍କରୀ

ବସି ଖୁବ୍‌ ସହଜରେ ଇଣ୍ଟରନେଟ୍‌ରୁ ମିଳିପାରୁଛି ପ୍ରତ୍ୟେକ ବିଷୟରେ ସୂଚନା। ଯାହା ମଧ୍ୟରୁ କେତେକ ସୂଚନାରେ ରହୁଛି ଅଧା ସତ୍ୟ। ହେଲେ ଇଣ୍ଟରନେଟ୍‌ର ତଥ୍ୟକୁ ଅନ୍ଧଭାବେ ବିଶ୍ୱାସ କରୁଥିବା ଜନସାଧାରଣ ଏହି ସୂଚନାକୁ ହିଁ ସତ ବୋଲି ମାନି ନେଉଛନ୍ତି। ଫଳରେ ସମାଜରେ ଅନେକ ଭୁଲ୍‌ ତଥ୍ୟ ପ୍ରଚାରିତ…

ଖରାଦିନେ ଏସି ବିଲ୍ ନେଇ ମୁଣ୍ଡରେ ହାତ ଦେଉଛନ୍ତି କି ?

ଦିନକୁ ଦିନ ଖରାର ପ୍ରକୋପ ବଢ଼ିବାରେ ଲାଗିଛି , ଯେଉଁଥିରୁ ତ୍ରାହି ପାଇବାକୁ ଲୋକମାନେ AC ଲଗାଉଛନ୍ତି । ଯଦି ଆପଣଙ୍କ ଘରେ କିମ୍ବା ଅଫିସରେ ଏସି ଅଛି, ତେବେ ଆପଣ ନିଶ୍ଚୟ ଦେଖିଥିବେ ଯେ ଏସିରେ ଅନେକ ମୋଡ୍ ଥାଏ । ତେବେ ଏସି ବା ଏୟାର କଣ୍ଡିସନରରେ ଏମିତି ଏକ ମୋଡ୍ ମଧ୍ୟ ଅଛି, ଯେଉଁଥିରେ ଏସି…

ଶରୀର ପାଇଁ ଉପକାରୀ ଜିରା

ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା ପୋଷକ ତତ୍ତ୍ୱ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ଜାଣନ୍ତୁ ଏହାର ଏକାଧିକ ଉପକାରିତା ସମ୍ପର୍କରେ…ଗ୍ୟାସ୍‌, ଏସିଡିଟି, ବଦହଜମୀ ଭଳି ସମସ୍ୟା ବର୍ତ୍ତମାନ ଅନେକଙ୍କଠାରେ…

ମାଠିଆ ପାଣି

ମାଠିଆ ପାଣି ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ପ୍ରାୟ ଅନେକେ ଜାଣନ୍ତି। ତଥାପି ଏଥିରେ ଆହୁରି ଅନେକ ପ୍ରକାର ଭଲ ଗୁଣ ରହିଛି। ଯେହେତୁ ମାଠିଆ ମାଟିରେ ପ୍ରସ୍ତୁତ ହୋଇଥାଏ ତେଣୁ ଏହା ଜୀବାଣୁନାଶକ। ପ୍ରାକୃତିକ ଉପାୟରେ ଏହି ପାଣିରୁ ଦୂଷିତ ପଦାର୍ଥ ବାହାରିଯାଇଥାଏ। ନିୟମିତ ମାଠିଆ ପାଣି…

ଆପଣଙ୍କ ପଛପଟେ ଗପୁଥିବା ଲୋକଙ୍କୁ କିପରି ଚିହ୍ନନ୍ତୁ

ଜୀବନରେ ଆମେ ଅନେକ ଲେକଙ୍କୁ ଭେଟିଥାଉ । ସେଥିମଧ୍ୟରୁ ଲୋକଙ୍କ ବ୍ୟବହାର ଦେଖି ସେମାନଙ୍କ ଭଲ ଓ ମନ୍ଦ ପ୍ରକୃତିର ପରିଚୟ ମିଳିଥାଏ । କିନ୍ତୁ ଏମିତି ବି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ସାମ୍ନାରେ ଭଲରେ କଥାବାର୍ତ୍ତା ହୋଇଥାନ୍ତି କିନ୍ତୁ ପିଠି ପଛରେ ଆପଣଙ୍କ ଆଲୋଚନା କରିଥାନ୍ତି । ଏଭଳି…

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି ଦାଗ ଦେଖାଯାଏ ପୁଣି କାହାର ଦେହ କୁଣ୍ଡାଇ ହୁଏ। ଏହିସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ କେହି କେହି ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ…

ଚୈତ୍ର ନବରାତ୍ରି ମାଆ କାତ୍ୟାୟନୀଙ୍କ ପୂଜା

ନବରାତ୍ରିର ଷଷ୍ଠ ଦିନରେ ମାଆ କାତ୍ୟାୟନୀଙ୍କୁ ପୂଜା କରାଯାଏ। ବିଶ୍ୱାସ କରାଯାଏ ଯେ ମାଆ ଦେବତାମାନଙ୍କ ଜ୍ୟୋତିରୁ ଜନ୍ମ ହୋଇଥିଲେ। ମାଆ କାତ୍ୟାୟନୀଙ୍କ ରୂପ ଐଶ୍ୱରୀୟ ଏବଂ ତାଙ୍କର ଆଶୀର୍ବାଦ ସବୁବେଳେ ତାଙ୍କ ଭକ୍ତମାନଙ୍କ ଉପରେ ରହିଥାଏ। ତେବେ ଭକ୍ତମାନେ ନବରାତ୍ରିର ଷଷ୍ଠ ଦିନରେ କ’ଣ କରିବା…