Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
Lifestyle
All lifestyle-related news will be uploaded here
ଫ୍ୟାଟି ଫୁଡ୍ ବଢ଼ାଇପାରେ ଏନଜାଇଟି
କିଛି ଲୋକ ଜଙ୍କ ଫୁଡ ପରି ଅସ୍ୱାସ୍ଥ୍ୟକର ଖାଦ୍ୟ ପଦାର୍ଥ ଖାଇଥା’ନ୍ତି । କିନ୍ତୁ ନିକଟରେ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ, ଫ୍ୟାଟି ଫୁଡ ଖାଇବା ପ୍ରକୃତରେ ଆମର ଚିନ୍ତାକୁ ବଢ଼ାଇପାରେ । ଆସନ୍ତୁ ଆପଣଙ୍କୁ ଏହି ଅନୁସନ୍ଧାନ ବିଷୟରେ ଏବଂ ଏହି ଫ୍ୟାଟି ଫୁଡ୍ ଆପଣଙ୍କୁ କିପରି ପ୍ରଭାବିତ…
ବଜାରକୁ ଆସିଗଲା ସୋନି ରିଅନ୍ ପକେଟ୍ ୫ ଏସି
ଖରାରୁ ରକ୍ଷା ପାଇବା ପାଇଁ ବଜାରରେ ବିଭିନ୍ନ ଜିନିଷ ଉବଲବ୍ଧ। ଯାହା ଆପଣଙ୍କୁ ଖରାର ପ୍ରଭାବରୁ ରକ୍ଷା କରି ପାରିବ। ଏବେ ଏଭଳି ଏକ ପ୍ରକାର ଏସି ଆସି ଯାଇଛି, ଯାହାକୁ ଲକେଟ୍ ଭଳି ପିନ୍ଧି ବୁଲି ପାରିବେ।
ବଜାରରେ ଏଭଳି ଏକ ଏସି ହେଉଛି ସୋନି ରିଅନ୍ ପକେଟ୍ ୫ ଏସି। ଯାହାକୁ ଆପଣ ଲକେଟ୍ ଭଳି…
ଭଜା ବୁଟ
ସମସ୍ତଙ୍କ ପ୍ରଥମ ପସନ୍ଦ ରୋଷ୍ଟେଡ ଚଣା ଅର୍ଥାତ ଭଜାଭଜା ବୁଟ କଥା ମନେପଡିଥାଏ । ଏହା ଅନ୍ୟ ପ୍ରୋଟିନ ସ୍ନାକ୍ସ ତୁଳନାରେ ଅନେକ ଲାଭଦାୟକ । ଏହାକୁ ଲୋକେ ଇନଷ୍ଟାଣ୍ଟ ଏନର୍ଜୀ ବୁଷ୍ଟର ପରି ବ୍ୟବହାର କରନ୍ତି । ପିଲାମାନେ ମଧ୍ୟ ଏହାକୁ ବହୁତ ଭଲ ପାଆନ୍ତି । ପିଆଜ, ବିଲାତି, ଧନିଆ ପତ୍ର ଏବଂ…
ଭୁଲ ପାଇଁ ନଷ୍ଟ ହୋଇପାରେ ଆପଣଙ୍କ କ୍ୟାରିୟର
ସମାଜରେ ମାନ ସମ୍ମାନ ସହ ମୁଣ୍ଡ ଉଠାଇ ଚାଲିବା କାହାକୁ ବା ପସନ୍ଦ ନୁହେଁ କହିଲେ ? ଏଥିପାଇଁ ସେମାନେ ଦିନ ରାତି ପରିଶ୍ରମ କରିବାକୁ ମଧ୍ୟ ପଛାଇ ନଥାନ୍ତି । ପ୍ରାୟ ସମସ୍ତଙ୍କ ଜୀବନରେ ଛୋଟ ବଡ଼ ଷ୍ଟ୍ରେସ୍ ରହିଥାଏ । ଏହା ସତ୍ତ୍ୱେ ଲୋକମାନେ ଏହାର ମୁକାବିଲା କରି ଜୀବନରେ ଆଗକୁ ବଢ଼ିଥାନ୍ତି ।…
ନ୍ୟୁ ରାଜସ୍ଥାନ କଟନ୍ଫାବ-୨୦୨୪ ଉଦ୍ଘାଟିତ – ଅଗଷ୍ଟ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ
ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହରିୟାଣାର କାମଧେନୁ ଖଦି ଉଲ୍ ପାନିପଥ ପକ୍ଷରୁ ଭୁବନେଶ୍ୱରର ୟୁନିଟ-୩ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ‘ନ୍ୟୁ ରାଜସ୍ଥାନ କଟନ୍ଫାବ-୨୦୨୪ ପ୍ରଦର୍ଶନୀ’ ନିକଟରେ ଉଦଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୪ ଜୁନ ୧ରୁ ଆରମ୍ଭ ହୋଇଥିବା ଏହି ପ୍ରଦଶର୍ନୀ ଚଳିତ…
ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କଲରା
କଲରାରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏହାର ମୁଖ୍ୟ ଭୂମିକା ଅଛି ବୋଲି ଜଣାପଡ଼ିଛି। ‘କଲରା ଓ ରୋଗ ପ୍ରତିରୋଧକ ଶକ୍ତି’ ବିଷୟକୁ ନେଇ ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସର୍ଭେ କରି ଏକଥା ଜାଣିପାରିଛନ୍ତି। ଏହାବ୍ୟତୀତ କଲରାରେ…
ସ୍ବାସ୍ଥ୍ୟ ସମସ୍ୟାରୁ ଦୂର କରେ ଜିରା
ଜିରା କେବଳ ଖାଦ୍ୟର ସ୍ବାଦ ବୃଦ୍ଧି କରିଥାଏ ତାହା ନୁହେଁ, ଏଥିରେ ଭରି ରହିଥିବା ବହୁ ଔଷଧୀୟ ଗୁଣ ଅନେକ ରୋଗରୁ ମଧ୍ୟ ଆମକୁ ମୁକ୍ତି ଦେଇଥାଏ। ବିଶେଷକରି ଗ୍ୟାସ୍ ହୋଇ ପେଟ ଫୁଲିଥିଲେ କିମ୍ବା ଆମ୍ବିଳା ହେକୁଟି ହେଉଥିଲେ କିଛି ଜିରାକୁ ଚୋବାଇ ଉଷୁମ ପାଣି ପିଇଦେଲେ ବେଶ୍ ଆରାମ ମିଳିଥାଏ।…
ମୋଟ୍ ୫୪ ଔଷଧର ଦର ଶସ୍ତା ହୋଇଛି
ବାସ୍ତବରେ, କୋଟି କୋଟି ଲୋକଙ୍କୁ ଆଶ୍ବସ୍ତି ପ୍ରଦାନ କରି ସରକାର କିଛି ଅତ୍ୟାବଶ୍ୟକ ଔଷଧର ଦର ହ୍ରାସ କରିଛନ୍ତି। ନାକ, କାନ, ହୃଦୟ ଏବଂ ମଧୁମେହ ରୋଗର ଚିକିତ୍ସାରେ ବ୍ୟବହୃତ ଔଷଧଗୁଡ଼ିକ ବର୍ତ୍ତମାନ କମ୍ ମୂଲ୍ୟରେ ଉପଲବ୍ଧ ହେବ। ଏସବୁ ବ୍ୟତୀତ ଲୋକମାନେ କମ୍ ମୂଲ୍ୟରେ ମଲ୍ଟିଭାଇଟାମିନ୍ ଔଷଧ…
ପାନରୁ ମିଳିବ ଫାଇଦା
ପାନ ଖାଇ ରଜମଉଜ ବନାଇବାର ମଧ୍ୟ ସ୍ୱତନ୍ତ୍ର ପରମ୍ପରା ରହିଛି । କୁହାଯାଏ ପାନ ଖାଇବା ଦ୍ୱାରା ଆମ ପାଚନତନ୍ତ୍ର ଭଲ ଭାବରେ କାମ କରିିଥାଏ । ଏହା ବ୍ୟତିତ ପାନପତ୍ରର ସଠିକ୍ ବ୍ୟବହାର ଦ୍ୱାରା ଓଜନ ହ୍ରାସ କରାଯାଇ ପାରିଥାଏ ।ଏବେ ସୋସିଆଲ ମିଡିଆରେ ଏ ସଂପର୍କୀତ ଏକ ଭିଡିଓ ଭାଇରାଲ୍ ହେଉଛି । ଏହି…
ଅଳ୍ପ ବୟସରେ କାହିଁକି ଧଳା ହୋଇଯାଏ କେଶ ?
କେଶ ଝଡ଼ିବା ହେଉ କି, ମାତ୍ର ଅଳ୍ପ ବୟସରେ କେଶ ଧଳା ହୋଇଯିବା ପରି ସମସ୍ୟା ଦେଖିବାକୁ ମିଳିଲାଣି । ସବୁଠାରୁ ବଡ଼ କଥା ହେଉଛି ଏବେ ଛୋଟ ଛୋଟ ପିଲାଙ୍କ କ୍ଷେତ୍ରରେ ଏହା ଅଧିକ ଦେଖିବାକୁ ମିଳୁଛି । ଅଳ୍ପ ବୟସରେ ସେମାନଙ୍କ କେଶ ଧଳା ହୋଇଯାଉଛି । ଜେନେଟିକ୍ ସମ୍ବନ୍ଧୀୟ କାରଣ ହେଉ କି ଶରୀରରେ…