ପାନ ଖାଇ ରଜମଉଜ ବନାଇବାର ମଧ୍ୟ ସ୍ୱତନ୍ତ୍ର ପରମ୍ପରା ରହିଛି । କୁହାଯାଏ ପାନ ଖାଇବା ଦ୍ୱାରା ଆମ ପାଚନତନ୍ତ୍ର ଭଲ ଭାବରେ କାମ କରିିଥାଏ । ଏହା ବ୍ୟତିତ ପାନପତ୍ରର ସଠିକ୍ ବ୍ୟବହାର ଦ୍ୱାରା ଓଜନ ହ୍ରାସ କରାଯାଇ ପାରିଥାଏ ।ଏବେ ସୋସିଆଲ ମିଡିଆରେ ଏ ସଂପର୍କୀତ ଏକ ଭିଡିଓ ଭାଇରାଲ୍ ହେଉଛି । ଏହି ଭିଡିଓ ଅନୁଯାୟୀ ପାନ ପତ୍ରରେ କିଛି ପାନ ମଧୁରୀ, ଗୋଲ ମରିଚ ଓ କଳା କିସମିସ୍ ଦେଇ ଖାଇବା ଦ୍ୱାରା ଓଜନ ହ୍ରାସ ପାଇବାରେ ଲାଗିବ ।ଏହି ପୋଷ୍ଟ ଅନୁସାରେ ପ୍ରତିଦିନ ଲଞ୍ଚ ପରେ ପାନ ମଧୁରୀ, ଗୋଲ ମରିଚ ଓ କଳା କିସମିସ୍ ବାଲା ସ୍ପେସାଲ ପାନ ନିଶ୍ଚୟ ଖାଇବା ଉଚିତ । ପାନ ପତ୍ର ଏହାର ଔଷଧୀୟ ଗୁଣ ଲାଗି ପରିଚିତ । ଏହା ଆପଣଙ୍କ ମେଟାବଲିଜିମ୍କୁ ବୁଷ୍ଟ କରିଥାଏ । ଏହା ବ୍ୟତିତ ପାନ ମଧୁରୀ ଓ ଗୋଲମରିଚ ବି ଆପଣଙ୍କ ପାଚନତନ୍ତ୍ରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଏହାବ୍ୟତିତ କିସମିସ୍ରେ ଫାଇବର ଭରି ରହିଥିବାରୁ ଏହା ଆପଣଙ୍କୁ ପେଟ ଭରି ରହିବା ପରି ଅନୁଭବ ଦେଇଥାଏ ।
Trending
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
Prev Post
Next Post