Browsing Category

Lifestyle

All lifestyle-related news will be uploaded here

ହରମୋନସ୍ତର ନିୟନ୍ତ୍ରଣ ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସ୍‌

ବାୟୁପ୍ରଦୂଷଣ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କର ହରମୋନସ୍ତରରେ ଅନିୟମିତତା ଦେଖାଦେଇଥାଏ। ତେବେ ସହଜ ଘରୋଇ ଚିକିତ୍ସାରେ ଏଥିରୁ ମୁକ୍ତି ମିଳିପାରେ। ସକାଳୁ ନିତ୍ୟକର୍ମ ପରେ ଅଧାଗ୍ଲାସ ମିଶ୍ରି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ଶରୀରର ଅନେକ ଉପକାର ହୋଇଥାଏ। ଏହା ଶରୀରର…

କଣ ପାଇଁ ତିଳକ ମଥାରେ ଲଗାଯାଏ!

ମଥାରେ ତିଳକ ଲାଗାଇବାକୁ ନେଇ ରହିଛି ଅନେକ କିମ୍ୱଦନ୍ତୀ। ତିଳକ ଲଗାଇଲେ ଯେ କେବଳ ଆମ ଜୀବନରେ ସାକାରାତ୍ମକ ଚିନ୍ତାଧାରା ଆସିଥାଏ ତାହା ନୁହେଁ ବରଂ ବ୍ୟକ୍ତିର ଜନ୍ମ ଜାତକରେ ଅଶୁଭତ୍ୱ ପ୍ରଦାନ କରୁଥିବା ଗ୍ରହ ବି ଶାନ୍ତ ହୋଇଥାନ୍ତି। ସବୁଦିନ ହେଉ କିମ୍ୱା ବିଶେଷ ପୂଜା ପର୍ବଣରେ ତିଳକ…

ଚୁଡ଼ାଦହି ସ୍ବାସ୍ଥ୍ୟପକ୍ଷେ ବେଶ ଉପକାରୀ

 ଆଜିକାଲି ସମୟ ବଦଳିବା ସହ ବଦଳୁଛି ଯୁବପୀଢ଼ିଙ୍କ ଜୀବନଶୈଳୀ। ତଦନୁଯାୟୀ ପାରମ୍ପରିକ ଖାଦ୍ୟପଦାର୍ଥର ସ୍ଥାନ ନେଉଛି ବିଦେଶୀ ବ୍ୟଞ୍ଜନ। ଏସବୁ ସତ୍ତ୍ୱେ ଚାଲିଆସୁଥିବା କିଛି ପ୍ରଥା ଫିଟ୍‌ ରହିବାର ନୂଆ ତରିକା ଶିଖାଉଛି। ଠିକ୍‌ ସେଭଳି ଏକ ଖାଦ୍ୟ ହେଲା ‘ଚୁଡ଼ା ଦହି’। ଆଗକୁ ମକର ସଂକ୍ରାନ୍ତି…

ଆଜିଠୁ ଡାଏଟରେ କରନ୍ତୁ ସାମିଲ

ଖରାପ ଜୀବନଶୈଳୀ, ଖାଦ୍ୟପେୟ , ଘଣ୍ଟା ଘଣ୍ଟା ଧରି ଚୌକିରେ ବସିବା ଦ୍ୱାରା ପେଟରେ ଚର୍ବି ଜମିଯାଏ। ଲୋକ ବେଲି ଫ୍ୟାଟ କମାଇବା ପାଇଁ ଡାଏଟିଂ ଠାରୁ ଆରମ୍ଭ କରି ଜିମ୍ ମଧ୍ୟ ଯାଇଥାନ୍ତି। କିନ୍ତୁ ନିଜର ଦୈନିକ ଆହାରରେ କିଛି ପନିପରିବାକୁ ଗ୍ରହଣ କରି ଆପଣ ନିଜର ବେଲି ଫ୍ୟାଟକୁ କମ…

ଶରୀର ପାଇଁ ବିପଦ କୋଲ୍ଡ କଫି

ଲୋକେ ହଟ କଫି-ଚାହା ବଦଳରେ କୋଲ୍ଡ ବହୁତ ଭଲ ଭାବେ ପିଅନ୍ତି । ହେଲେ ଅଧିକ ଲୋକଙ୍କୁ କୋଲ୍ଡ କଫିର ସ୍ୱାଦ ଭଲ ଲାଗିଥାଏ । ହେଲେ ଆବଶ୍ୟକତାଠାରୁ ଅଧିକ ପିଇଲେ ଶରୀରରେ ଏହା ସାଇଡ ଇଫେକ୍ଟ ଦେଖାଏ । ଏହା ଅଧିକ ରୋଗକୁ ବଢାଇଥାଏ ।କୋଲ୍ଡ କଫିରେ ଅଧିକ ମାତ୍ରାରେ ଚିନିର ବ୍ୟବହାର ହୋଇଥାଏ । ଏଥିପାଇଁ…

ମହୁର ଓଷଧୀୟ ଗୁଣ 

ପିଲାଠୁ ବୁଢ଼ା ସମସ୍ତଙ୍କର ମହୁ ପ୍ରିୟ ଥାଏ। ମହୁର ସ୍ବାଦ କାହାକୁ ବା ଭଲ ନ ଲାଗେ।ଏହାର ସ୍ବାଦ ଯେମିତି, ଗୁଣ ବି ସେମିତି। ଏହାର ଓଷଧୀୟ ଗୁଣ ଆମକୁ ବିଭିନ୍ନ ରୋଗରୁ ରକ୍ଷା କରିବା ସହ ଶରୀରକୁ ସୁସ୍ଥ ଓ ନୀରୋଗ ରଖେ। ଓଜନ କମାଇବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସକାଳେ ଖାଲି ପେଟରେ…

ନିୟମିତ ଯୋଗ କରୁଥିଲେ ଖାଆନ୍ତୁ ଏହି ସବୁ ଖାଦ୍ୟ

ଯୋଗର ନିୟମ ଅହିଂସା, ସାତ୍ତ୍ୱିକ ଓ ସ୍ୱଚ୍ଛ ରହିବା। ଆମର ଖାଦ୍ୟପାନୀୟ ମଧ୍ୟ ଏହିପରି ହେବା ଜରୁରୀ। ଶାକାହାରୀ, ସାତ୍ତ୍ୱିକ ଓ ପରିମଳ ପରିବେଶରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ସେବନ କରିବା ଉଚିତ। ଶାକାହାରୀ ହେବା ଅର୍ଥାତ ପନିପରିବା ଯୁକ୍ତ ଖାଦ୍ୟ ଖାଇବା। ଋତୁ ଅନୁସାରେ ଫଳ, ପନିପରିବା ଖାଇବା…

ଗୁଳୁଗୁଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ?

ସାରା ଦେଶରେ ଏବେ ଅସହ୍ୟ ଗରମ ସହ ଗୁଳୁଗୁଳିର ଜାରି ରହିଛି । କିଛି ସ୍ଥାନରେ ୪୫ ରୁ ୫୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ମଧ୍ୟ ରେକର୍ଡ କରାଯାଇଛି । ଅତ୍ୟଧିକ ଗରମ ବୃଦ୍ଧି ପାଉଥିବାରୁ ଲୋକମାନେ ଘରୁ ବାହାରିବା ପାଇଁ ଇଚ୍ଛା ପ୍ରକାଶ କରୁ ନାହାଁନ୍ତି । କିନ୍ତୁ ଜରୁରୀକାଳୀନ ପରିସ୍ଥିତିରେ…

ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ଉପାୟ

ଦୈନନ୍ଦିନ ଜୀବନରେ ଅଫିସରେ ବେଶୀ ଟାଇମ ବସିବା ହେଉ ବା ଖାଦ୍ୟପେୟରେ ଅନିୟମିତତା, ପରିବର୍ତ୍ତିତ ଜୀବନଶୈଳୀ ତଥା ଶୋଇବାରେ ଅସାବଧାନତା ଯୋଗୁ ପିଠି ଯନ୍ତ୍ରଣା ହୋଇଥାଏ । ପିଠି ଯନ୍ତ୍ରଣାରୁ ଉପଶମ ପାଇବା ପାଇଁ କେତେକ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇଥାନ୍ତି । ଏଥିରୁ ମୁକ୍ତି ପାଇବା…

ଗୁଗଲ୍‌ର ନୂଆ ଫିଚର୍‌ ‘ଲିସିନ୍‌ ଟୁ ଦିସ୍‌ ପେଜ୍‌’

ଲୋକମାନଙ୍କ ପାଇଁ ଗୁଗଲ୍‌ ଏକ ନୂଆ ଫିଚର୍‌ ଆଣିଛି। ଏହା ସାହାଯ୍ୟରେ ଆପଣ ସେହି ଲେଖାକୁ ପଢିବା ବ୍ୟତୀତ ଏଣିକି ଶୁଣି ମଧ୍ୟ ପାରିବେ। ଆଣ୍ଡ୍ରଏଡ୍‌ ବ୍ୟବହାରକାରୀ ଏଣିକି ଗୀତ ଏବଂ ପୋଡ୍‌କାଷ୍ଟ ପରି ଓ୍ବେବ୍‌ପେଜ୍‌କୁ ମଧ୍ୟ ଶୁଣିପାରିବେ। “Listen to this page” ନାମକ ଏକ ନୂଆ ଫିଚର ଆଣିଛି…