Browsing Category

Health

News related to complete physical, mental and social well-being

ଅକାଳେ ହୋଇଯିବ ଆପଣଙ୍କ ମୃତ୍ୟୁ

ବ୍ୟସ୍ତବହୁଳ ଜୀବନ ଭିତରେ ଲୋକେ ସତେ ଯେପରି ନିଜ ପ୍ରତି ଧ୍ୟାନ ଦେବା ଭୁଲିଗଲେଣି । ଘରେ ରୋଷେଇ କରି କିଛି ପୁଷ୍ଟିକର ଖାଦ୍ୟ ଖାଇବା ବଦଳରେ ସେମାନେ ବାହାରର ଖାଦ୍ୟ ପସନ୍ଦ କରୁଛନ୍ତି । ସକାଳର ଜଳଖିଆ ହେଉ କିମ୍ବା ମଧ୍ୟାନ୍ନ ଭୋଜନ ଅବା ରାତ୍ରୀ ଭୋଜନ ସବୁ କିଛି ସହଜରେ ବାହାରେ ଉପଲବ୍ଧ । ଆଉ…

ରାଜ୍ୟରେ ଡେଙ୍ଗୁ ମୁଣ୍ଡ ଟେକିଲାଣି

ଆଜିକାଲି ସବୁ ଋତୁରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବାବେଳେ ଜୁନରୁ ସେପ୍ଟେମ୍ବର ଅଧିକ ଗୁରୁତ୍ବପୂର୍ଣ୍ଣ; କାରଣ ଏହି ସମୟରେ ଅଧିକ ସଂଖ୍ୟାରେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥାନ୍ତି। ଏବେ ସୀମାବର୍ତ୍ତୀ ଅଞ୍ଚଳ ସହିତ ଉପକୂଳ ଅଞ୍ଚଳରେ ମଧ୍ୟ ଅଧିକ ସଂଖ୍ୟାରେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ…

ସାବଧାନ ! ହେୟାର କଲର କରୁଥିଲେ

କେଶ ଝଡ଼ିବା ସମସ୍ୟା ଦିନକୁ ଦିନ ବ୍ୟତିବ୍ୟସ୍ତ କରାଉଛି । ସମସ୍ତେ କେଶକୁ ନେଇ ଟିକିଏ ଅଧିକ ଚିନ୍ତିତ । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କର କେଶ ଧଳା ପଡ଼ୁଥିବାର ଦେଖିବାକୁ ମିଳୁଛି । ତେବେ ଏହି ଧଳା କେଶକୁ ଲୁଚାଇବାକୁ ଯାଇ କେଶରେ ବିଭିନ୍ନ ପ୍ରକାର କେମିକାଲ ରଙ୍ଗ ପ୍ରୟୋଗ କରିଥାନ୍ତି…

ଗ୍ରୀଷ୍ମଋତୁରେ ଅଧିକ ଅଣ୍ଡା ଶରୀର ପାଇଁ ହାନିକାରକ

ଖରା ଦିନରେ ଅଣ୍ଡା ଖାଇବା ଦ୍ୱାରା ଶରୀର ଆହୁରି ଗରମ ହୋଇଯାଏ ଏବଂ ପିଲାମାନେ ଖାସ କରି ଏହାକୁ ଖାଇବା ଦ୍ୱାରା ବିଶେଷ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବାସ୍ତବରେ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ଅଣ୍ଡା ଏକ ସୁପର ଫୁଡ୍‌‌ ଏହା ଶରୀରରେ ଅନେକ ପୋଷକ ତତ୍ତ୍ୱର ଅଭାବକୁ ସହଜରେ ଦୂର କରିପାରିବ।…

ଫଳରେ ଥିବା ଭିଟାମିନ୍ ଓ ମିନେରାଲ୍ସ ତ୍ୱଚାକୁ ପୋଷକ ତତ୍ତ୍ୱ ଯୋଗାଇଥାଏ

ଯୁବତୀ ଓ ମହିଳା ମାନେ। ତ୍ୱଚା ସୁସ୍ଥ, ଚମକ, ଉଜ୍ଜ୍ୱଳ ରହୁ ବୋଲି ଇଚ୍ଛା। ମାତ୍ର ବୟସ ବଢିବା ସହ ଏହାର ପ୍ରଭାବ ତ୍ୱଚା, ଚର୍ମ, ବେକ ସହ ଶରୀରର ବିଭିନ୍ନ ଅଙ୍ଗରେ ଦେଖାଯାଇଥାଏ। ବୟସ ସହ ଧିରେ ଧିରେ ତ୍ୱଚା ଖରାପ ହେବାକୁ ଲାଗି ଥାଏ। ମୁହଁରେ କୁଞ୍ଚନ ସହ ତ୍ୱଚା ଜନିତ ଅନେକ ସମସ୍ୟା ନଜର…

ବ୍ରେନ୍ କ୍ୟାନ୍ସରର ଲକ୍ଷଣ

କ୍ୟାନ୍ସର ବା କର୍କଟ ଏକ ମାରାତ୍ମକ ରୋଗ  । ଯେତେବେଳେ ଲୋକମାନେ କର୍କଟ ରୋଗର ନାମ ଶୁଣନ୍ତି, ସେମାନେ ପ୍ରାୟତଃ ଆଶ୍ଚର୍ଯ୍ୟ ହୋଇଯାଆନ୍ତି  । ମସ୍ତିଷ୍କ ସମେତ ଶରୀରର ବିଭିନ୍ନ ଅଙ୍ଗରେ କର୍କଟ ହୁଏ  । ବ୍ରେନ୍ କ୍ୟାନ୍ସର ହେତୁ ମସ୍ତିଷ୍କ କୋଷଗୁଡ଼ିକ ଅନିୟମିତ ଭାବରେ ବଢ଼ିବାରେ ଲାଗିଥାଏ ।ଯଦି…

ଥଣ୍ଡା ପାଣି ପିଇବା ସ୍ୱାସ୍ଥ୍ୟ କ୍ଷତିକାରକ

ଗରମରୁ ରକ୍ଷା ପାଇବା ପାଇଁ ଲୋକମାନେ ଥଣ୍ଡା ପାଣି ପିଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହା ଆଦୌ ଠିକ୍ ନୁହେଁ । ଶରୀରର ତାପମାତ୍ରା ଅଧିକ ଥିବା ବେଳେ ହଠାତ୍ ଥଣ୍ଡା ପାଣି ପିଇବା ଦ୍ୱାରା ନକାରାତ୍ମକ ପ୍ରଭାବ ପଡିଥାଏ ।ହଠାତ୍ ଗରମରୁ ଆସି ଥଣ୍ଡା ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରଭାବିତ…

ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ,ଏନେଇ ଜାତୀୟ ଭେଷଜ ଆୟୋଗ (ଏନ୍‌ଏମସି) ବିଜ୍ଞପ୍ତି ଜାରି କରିଛି

ଆଭା ଆଇଡି’ (ଆୟୁଷ୍ମାନ ଭାରତ ହେଲ୍‌ଥ ଆକାଉଣ୍ଟ)କୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ଜାତୀୟ ଭେଷଜ ଆୟୋଗ (ଏନ୍‌ଏମସି) ବିଜ୍ଞପ୍ତି ଜାରି କରିଛି। ଏଣିକି ସମସ୍ତ ସରକାରୀ ମେଡିକାଲ କଲେଜରେ ଚିକିତ୍ସା ପାଇଁ ରୋଗୀଙ୍କ ପାଖରେ ‘ଆଭା ଆଇଡି’ (ଆୟୁଷ୍ମାନ ଭାରତ ହେଲ୍‌ଥ ଆକାଉଣ୍ଟ)କୁ ବାଧ୍ୟତାମୂଳକ…

ପେଟରେ ଚର୍ବି ବଢ଼ୁଥିଲେ

ଜୀବନଶୈଳୀ ଏବଂ ଖାଦ୍ୟପେୟରେ ପରିବର୍ତ୍ତନ ମୁଖ୍ୟତଃ ଦାୟୀ। ତେଣୁ ପେଟରେ ଚର୍ବି ନ ହେବା ଲାଗି ସନ୍ତୁଳିତ ଖାଦ୍ୟାଭ୍ୟାସ ସହିତ ଠିକ୍‌ ସମୟରେ ଖାଇବା, ଶୋଇବା ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ।ଖାଦ୍ୟ ତାଲିକାରେ ଫାଇବରଯୁକ୍ତ ଖାଦ୍ୟର ପରିମାଣ ବୃଦ୍ଧି କରନ୍ତୁ। ଏପରି କରିବା ଦ୍ୱାରା ପେଟ ଅଧିକ…

ଆଖି ପାଇଁ ମଧ୍ୟ ମହୌଷଧି ପରି କାମ କରେ କଲରା

କଲରାରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏହାର ମୁଖ୍ୟ ଭୂମିକା ଅଛି ବୋଲି ଜଣାପଡ଼ିଛି। ‘କଲରା ଓ ରୋଗ ପ୍ରତିରୋଧକ ଶକ୍ତି’ ବିଷୟକୁ ନେଇ ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସର୍ଭେ କରି ଏକଥା ଜାଣିପାରିଛନ୍ତି। ଏହାବ୍ୟତୀତ କଲରାରେ…