ଯୁବତୀ ଓ ମହିଳା ମାନେ। ତ୍ୱଚା ସୁସ୍ଥ, ଚମକ, ଉଜ୍ଜ୍ୱଳ ରହୁ ବୋଲି ଇଚ୍ଛା। ମାତ୍ର ବୟସ ବଢିବା ସହ ଏହାର ପ୍ରଭାବ ତ୍ୱଚା, ଚର୍ମ, ବେକ ସହ ଶରୀରର ବିଭିନ୍ନ ଅଙ୍ଗରେ ଦେଖାଯାଇଥାଏ।
ବୟସ ସହ ଧିରେ ଧିରେ ତ୍ୱଚା ଖରାପ ହେବାକୁ ଲାଗି ଥାଏ। ମୁହଁରେ କୁଞ୍ଚନ ସହ ତ୍ୱଚା ଜନିତ ଅନେକ ସମସ୍ୟା ନଜର ଆସିଥାଏ। ବିଶେଷ କରି ନିଜର ଜୀବନଶୈଳୀ ପ୍ରତି ସଠିକ୍ ଧ୍ୟାନ ନ ଦେବା ଦ୍ୱାରା, ଖରାର ପ୍ରଭାବ, ପ୍ରଦୂଷଣ, ସୂର୍ଯ୍ୟର ଅତି ବାଇଗଣୀ ରଶ୍ମିର ପ୍ରଭାବରେ ତ୍ୱଚା ଉପରେ କୁପ୍ରଭାବ ପଡିଥାଏ।
ଶରୀର ଓ ତ୍ୱଚାକୁ ସୁସ୍ଥ ରଖିବା ପାଇଁ ପ୍ରୋଟିନ୍, କ୍ୟାଲସିୟମ, ମିନେରଲ୍ସ, ଫାଇବର ଥିବା ଖାଦ୍ୟର ଭରପୁର ସେବନ କରିବା ଉଚିତ୍।ତ୍ୱଚାକୁ ଯୁବା ଓ ସୁନ୍ଦର ରଖିବା ପାଇଁ ନିୟମିତ ଫଳର ସେବନ କରନ୍ତୁ। ଫଳରେ ଥିବା ଭିଟାମିନ୍ ଓ ମିନେରାଲ୍ସ ତ୍ୱଚାକୁ ପୋଷକ ତତ୍ତ୍ୱ ଯୋଗାଇଥାଏ।
ଡ୍ରାଏ ଫ୍ରୁଟ୍ସ ମଧ୍ୟ ତ୍ୱଚାକୁ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ। ଯୁବା ରଖିବାରେ ସହାୟକ ହୋଇଥାଏ। ତ୍ୱଚାରେ କୁଞ୍ଚନ ସୃଷ୍ଟି ହେବାକୁ ଦେଇନଥାଏ।
ତ୍ୱଚାକୁ ଯୁବା ଓ ସୁନ୍ଦର ରଖିବା ପାଇଁ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post