Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
Health
News related to complete physical, mental and social well-being
ଶୋଇବା ପୂର୍ବରୁ କ’ଣ କଲେ ତ୍ୱଚା ଗ୍ଲୋ କରିବ
ଦିନଯାକର ପରିଶ୍ରମ ପରେ ଥକ୍କାପଣ ଯୋଗୁ ଅନେକେ ରାତିରେ ତ୍ୱଚାର ଠିକ୍ରେ ଯତ୍ନ ନ ନେଇ ସେମିତି ଶୋଇପଡ଼ନ୍ତି; ଯଦ୍ଦ୍ବାରା ତ୍ୱଚାର ଚମକ ଧୀରେ ଧୀରେ କମିବାକୁ ଲାଗେ। ତେଣୁ ରାତିରେ ବିଶେଷ କରି ଖରାଦିନେ ଶୋଇବା ପୂର୍ବରୁ କ’ଣ କଲେ ତ୍ୱଚା ଗ୍ଲୋ କରିବା ସହ ଆକର୍ଷଣୀୟ ଲାଗିବ,ଜାଣନ୍ତୁ ସେ…
କାହିଁକି ଫଳରେ ଷ୍ଟିକର ଲାଗେ
ଫଳ ଶରୀର ପାଇଁ ବହୁ ଉପକାରୀ। ତେଣୁ ସମସ୍ତେ ନିଜ ଖାଦ୍ୟ ସାରଣୀରେ ଫଳକୁ ଯେମିତି ବି ହେଉ ସାମିଲ କରିବାକୁ ଚେଷ୍ଟା କରିଥାନ୍ତି। ହେଲେ ଫଳ କିଣିବାବେଳେ ଯଦି ଭଲ ଫଳ ବାଛି ନ ଆଣିବା ତେବେ ସ୍ବାସ୍ଥ୍ୟ ଖରାପ ହେବାର ବି ଆଶଙ୍କା ଥାଏ। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଭଲ ଫଳ କିଣିବାରେ ଆମକୁ ଫଳ…
ଖରାରେ କେମିତି ରହିବେ ଫିଟ୍ ?
ବର୍ଷତମାମ ବିଭିନ୍ନ ଋତୁ ମଧ୍ୟରେ ବିଶେଷଭାବରେ ଗ୍ରୀଷ୍ମଋତୁରେ ସ୍ବାସ୍ଥ୍ୟ ପ୍ରତି ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ଏହି ସମୟରେ ମହିଳାମାନେ ଏଥିପ୍ରତି ଦୃଷ୍ଟି ଦେବା ଦରକାର। ଆଜିକାଲି ଅନେକ ମହିଳା ସ୍ବାବଲମ୍ବୀ ହେବାକୁ ପସନ୍ଦ କରୁଛନ୍ତି। କେବଳ ଜଣେ ଗୃହିଣୀ ନୁହେଁ, କର୍ମଜୀବୀ…
ସପୁରୀର ଉପକାରିତା
ଦୈନନ୍ଦିନ ଜୀବନରେ ସୁସ୍ଥକର ଖାଦ୍ୟର ଗୁରୁତ୍ୱ ବେଶ ଅଧିକ ରହିଛି । ଏଥି ମଧ୍ୟରୁ ସପୁରୀର ଖାଇବା ଦ୍ୱାରା ଆମକୁ ଅନେକ ଲାଭ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଆମ ଶରୀରର ୭ଟି ଆଶ୍ଚର୍ଯ୍ୟ ଜନକ ଫାଇଦା ହୋଇଥାଏ । ସପୁରୀରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ଭରପୁର ରହିଛି । ଏହାକୁ ଖାଇବା ଦ୍ୱାରା…
ଖରାଦିନେ ଖାଆନ୍ତୁ ଏହି ଖାଦ୍ୟ, କମ୍ ହେବ ରକ୍ତଚାପ
ଉଚ୍ଚ ରକ୍ତଚାପ ଶରୀରର ରକ୍ତପ୍ରବାହ ଉପରେ କୁପ୍ରଭାବ ପକାଇଥାଏ। ଯେଉଁ ବ୍ୟକ୍ତିଙ୍କର ଏପରି ସମସ୍ୟା ରହିଛି, ସେମାନଙ୍କୁ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ବିଶେଷକରି ଖରାଦିନେ ରକ୍ତଚାପ ଥିବା ରୋଗୀଙ୍କ ଜୀବନ ପ୍ରତି ଅଧିକ ବିପଦ ରହିଥାଏ। ଏଥିରୁ…
ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା
ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟତ୍ରୀ ଏହି ଆଇରନ୍ ଓ ଫଲିକ୍ ଏସିଡ୍ ବଟିକା ବଣ୍ଟନ କରିବେ । ଏହା ବିଦ୍ୟାଳୟ ଖୋଲିବା ପୂର୍ବରୁ ବଣ୍ଟନ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ରାଜ୍ୟକୁ ଆନେମିଆ ଅର୍ଥାତ ରକ୍ତହୀନତାରୁ ମୁକ୍ତ କରିବା ପାଇଁ ଏହି ଅଭିଯାନ କର୍ଯ୍ୟକ୍ରମ ଜାରି…
ଉଚ୍ଚା ତକିଆରେ ଶୋଉଛନ୍ତି କି?
ଆପଣ ନିଜର ତକିଆକୁ ଉପରକୁ ଉଠାଇ ଶୋଇବେ ତେବେ ଏହା ଆପଣଙ୍କ ଶରୀରରେ କ୍ଷତି ପହଞ୍ଚାଇ ପାରେ।ମୁଖ୍ୟତଃ ଏହା ଆପଣଙ୍କ ହାଡ଼ ଉପରେ ପ୍ରଭାବ ପକାଇଥାଏ ଏବଂ ଶିରା ପ୍ରଶିରାରେ ଜଳାପୋଡ଼ା ମଧ୍ୟ ହୋଇଥାଏ। ଏହା ବ୍ୟତୀତ ସକାଳୁ ଉଠିବା ମାତ୍ରେ ଶରୀରରେ ଯନ୍ତ୍ରଣା ହେବା ସହ ଅନ୍ୟାନ୍ୟ ସମସ୍ୟା…
ଶରୀରରେ ହିମୋଗ୍ଲୋବିନ୍ କମିଲେ କ’ଣ କରିବେ ?
ଶରୀରରେ ହେମୋଗ୍ଲୋବିନର ପରିମାଣ କମିଲେ ରୋଗୀକୁ ହାଲିଆ ଲାଗେ । ଖାଇବା-ପିଇବାକୁ ଇଚ୍ଛା ହୁଏନି, ଚିଡ଼ଚିଡ଼ା ଲାଗେ, କାମ କରିବାର ଆଗ୍ରହ ହୋଇନଥାଏ, ଡାକ୍ତରଙ୍କ ପରାମର୍ଶ ନେଇ ହେମୋଗ୍ଲୋବିନ୍ ପରୀକ୍ଷା କରାନ୍ତୁ। ହେମୋଗ୍ଲୋବିନ୍ ସଠିକ୍ ମାତ୍ରାରେ ରହିଲେ, ଆମ ମସ୍ତିଷ୍କ, ବୃକକ୍,…
ଖରା ତାତିରୁ ମୁକ୍ତି ଦେବ କାକୁଡ଼ି!
ପ୍ରବଳ ଖରା ଏବଂ ଅସହ୍ୟ ଗରମରେ ଛଟପଟ ହେଉଛନ୍ତି ସାଧାରଣ ଲୋକେ । ଏଥିରୁ ମୁକ୍ତି ପାଇବା ପାଇଁ ସମସ୍ତେ ତ୍ରାହି ତ୍ରାହି ହେଉଛନ୍ତି । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଲୋକେ ବିଭିନ୍ନ ପ୍ରୟାସ କରୁଛନ୍ତି। ତେବେ ଏହି ଗରମରୁ ଏବଂ ତାତିରୁ ଆଶ୍ୱସ୍ତି ଦେବାର ବଡ଼ ଉତ୍ସ ହୋଇପାରେ ସମସ୍ତଙ୍କ ପ୍ରିୟ…
ଶରୀର ପାଇଁ ଉପକାରୀ ଜିରା
ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା ପୋଷକ ତତ୍ତ୍ୱ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ଜାଣନ୍ତୁ ଏହାର ଏକାଧିକ ଉପକାରିତା ସମ୍ପର୍କରେ…ଗ୍ୟାସ୍, ଏସିଡିଟି, ବଦହଜମୀ ଭଳି ସମସ୍ୟା ବର୍ତ୍ତମାନ ଅନେକଙ୍କଠାରେ…