Browsing Category

Health

News related to complete physical, mental and social well-being

ମାସିକ ଋତୁସ୍ରାବ ବନ୍ଦ ହେବାର ଅନେକ ଅସ୍ଥାୟୀ କିମ୍ବା ସ୍ଥାୟୀ କାରଣ ଅଛି , ଆସନ୍ତୁ ଜାଣିବା ତାହା କଣ

ମାସିକ ଋତୁସ୍ରାବ ଜଣେ ମହିଳାଙ୍କ ଜୀବନର ଏକ ସ୍ୱାଭାବିକ ଅଂଶ। ତଥାପି, ଏହି ସମୟ ମଧ୍ୟରେ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କିଛି ଝିଅଙ୍କର ଋତୁସ୍ରାବ ଠିକ୍ ସମୟରେ ହୁଏ ନାହିଁ, କେତେବେଳେ ବିଳମ୍ବ ହୁଏ। ଅନେକ ମହିଳା ଏପରି ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି ଯେତେବେଳେ ସେମାନଙ୍କର…

ଆସନ୍ତୁ ବୁଝିବା ନିପାହ ଭାଇରସ କେତେ ବିପଦପୂର୍ଣ୍ଣ

ଦେଶରେ ପୁଣି ଥରେ ଏକ ବିପଦଜନକ ଭାଇରସ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ସନ୍ଦେହଜନକ ନିପା ଭାଇରସ ମାମଲା ରିପୋର୍ଟ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗକୁ ସତର୍କ କରାଯାଇଛି। ପଶ୍ଚିମବଙ୍ଗର ଦୁଇଜଣ ନର୍ସ ଏହି ଭାଇରସର ଲକ୍ଷଣ ପ୍ରକାଶ କରିବା ପରେ ପଡ଼ୋଶୀ ରାଜ୍ୟଗୁଡ଼ିକରେ ସତର୍କତା ବୃଦ୍ଧି…

ମାତ୍ରାଧିକ ପ୍ରୋଟିନ୍ ଶରୀର ପାଇଁ କ୍ଷତିକାରକ ପ୍ରମାଣିତ ହୋଇଥାଏ

ଶରୀର ପାଇଁ ମହତ୍ତ୍ବପୂର୍ଣ୍ଣ ପୋଷକ ମାନଙ୍କ ମଧ୍ୟରେ ରହିଛି ପ୍ରୋଟିନ୍ । ଶରୀରର ଉଚିତ ମାତ୍ରାର ବୃଦ୍ଧି ପାଇଁ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଲାଭଦାୟକ ହୋଇଥାଏ। ତେବେ ଏହାର ମାତ୍ରାଧିକ ଶରୀର ପାଇଁ କ୍ଷତିକାରକ ପ୍ରମାଣିତ ହୋଇଥାଏ। ହୋଇଥାଏ। ଆସନ୍ତୁ ଜାଣିବା ପ୍ରୋଟିନ ପରିମାଣ ଅଧିକ ହେଲେ ଶରୀରରେ…

ଆସନ୍ତୁ ଜାଣିବା ମାୟଲଜିଆର ଲକ୍ଷଣ କଣ ଏବଂ ଏହାର ପ୍ରତିକାର

ଆପଣ ବିନା କୌଣସି କାରଣରେ ଶରୀରରେ ଯନ୍ତ୍ରଣା ଅନୁଭବ କରିଛନ୍ତି କି? ଯଦି କିଛି ଭାରୀ କାମ କରୁଛନ୍ତି, ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି ? ତେବେ ଏହି ପ୍ରକାରର ମାଂସପେଶୀ ଯନ୍ତ୍ରଣାକୁ ମାୟାଲଜିଆ କୁହାଯାଏ। କେତେବେଳେ ଏହି ଯନ୍ତ୍ରଣା ହାଲୁକା ହୋଇଥାଏ ତ ଆଉ କେତେବେଳେ ଏହା ଏତେ…

ଥଣ୍ଡା, କାଶ ଠାରୁ ରକ୍ଷା ପାଇବା ପାଇଁ ଖାଆନ୍ତୁ ଗୁଡ଼

ଶୀତଦିନ ଆରମ୍ଭ ହେବା ସହିତ ଥଣ୍ଡା, ସର୍ଦ୍ଦି ଭଳି ସ୍ବାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳିଥାଏ । ସୁସ୍ଥ ରହିବାକୁ ହେଲେ ଦୈନନ୍ଦୀନ ଜୀବନରେ ପରିବର୍ତ୍ତନ ଆଣିବା ଜରୁରୀ । ଶୀତ ଦିନେ ଟିକିଏ ଅସାବଧାନତା ଯୋଗୁଁ ଆମ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖା ଦେଇଥାଏ । ଏମିତିରେ ବି ଶୀତଦିନେ ଅନେକ ଖାଦ୍ୟ…

ନିପା ଭାଇରସ୍‌ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍‌ ଗଠନ

ନିପା ଭାଇରସ୍‌କୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ବଡ଼ ସୂଚନା ଦେଇଛନ୍ତି। ଭାଇରସ୍‌କୁ ନେଇ କୌଣସି ଆତଙ୍କିତ ନ ହେବାକୁ ରାଜ୍ୟବାସୀଙ୍କୁ ସେ ଅପିଲ କରିଛନ୍ତି। ଶୁକ୍ରବାର ମନ୍ତ୍ରୀ ମହାଲିଙ୍ଗଙ୍କ ନେତୃତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ…

ମଧୁମେହ ରୋଗର ମେହୌଷଧି ଶାକରକନ୍ଦା

ଶୀତଋତୁରେ ବଜାରକୁ ଆସୁଥିବା ବିଭିନ୍ନ କିସମର ଫଳ ମଧ୍ୟରୁ ଶାକରକନ୍ଦା ଅନ୍ୟତମ । ଯାହାକୁ ଇଂରାଜିରେ ଜିକାମା ବା ମ୍ୟାକ୍ସିକାନ୍ ଟର୍ଣ୍ଣିପ ବୋଲି ମଧ୍ୟ କୁହାଯାଏ । ଏହା ସ୍ବାସ୍ଥ୍ୟ ପାଇଁ ଭାରି ହିତକାରୀ । ଓଜନ ହ୍ରାସ କରିବାଠୁ ନେଇ ପାଚନ ଶକ୍ତି ଉନ୍ନତ କରିବା, ବିଭିନ୍ନ ପ୍ରକାରର କର୍କଟ …

ଓଡ଼ିଶାକୁ ଏଯାଏଁ ବ୍ୟାପିନି ନିପା ଭାଇରସ, ତେଣୁ ଓଡ଼ିଶା ଭୟ କରିବା ଦରକାର ନାହିଁ – ନୀଳକଣ୍ଠ ମିଶ୍ର

ପଶ୍ଚିମବଙ୍ଗରେ ନିପା ଭାଇରସର ଆତଙ୍କ ପରେ ଓଡ଼ିଶାରେ ଭୟ ବଢ଼ିବାରେ ଲାଗିଛି । ୨ ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତ ଘଟଣାରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛନ୍ତି । ଓଡ଼ିଶାକୁ ଏଯାଏଁ ବ୍ୟାପିନି ତେଣୁ ଭୟ କର ନାହିଁ । କେନ୍ଦ୍ର ଏ ଯାଏଁ ନିର୍ଦ୍ଦେଶନାମା ଜାରି କରିନି…

ଘରୋଇ ଉପାୟରେ କିପରି ନେବେ ଓଠର ଯତ୍ନ

ଶୀତଦିନେ ଆସିଲେ ଆମ ଚେହେରା ତ୍ୱଚାରେ ଅନେକ ପରିବର୍ତ୍ତନ ଦେଖାଯାଏ । କାରଣ ଏହି ଦିନରେ ଅନେକ ପରିବର୍ତ୍ତନ ଦେଖାଯାଏ ।  ଥଣ୍ଡା ପବନ ଏବଂ  ଶୁଷ୍କ ପାଣିପାଗ ଯୋଗୁଁ ଆମ ତ୍ୱଚାରେ ଅନେକ ପରିବର୍ତ୍ତନ ଦେଖାଦିଏ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି, ଶୀତଦିନେ ଶରୀରର ଅନ୍ୟ ଅଙ୍ଗ ଅପେକ୍ଷା…

ଆଲୁମିନିୟମ୍ ଫଏଲ୍ କିମ୍ବା ପାତ୍ର ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ

ଆଲୁମିନିୟମ୍‌ ଫଏଲ୍‌ରେ ଖାଦ୍ୟ ଗୁଡ଼ାଉଛନ୍ତି କି? ଅଧିକାଂଶ ଘରେ ବଳକା ରୋଟି ଗୁଡ଼ାଇବା, ପନିପରିବା ଘୋଡ଼ାଇ ରଖିବା କିମ୍ବା ମଧ୍ୟାହ୍ନ ଭୋଜନ ବାକ୍ସ ପ୍ୟାକ୍ କରିବା ପାଇଁ ଆଲୁମିନିୟମ୍ ଫଏଲ୍ ବ୍ୟବହାର କରିବା ସାଧାରଣ କଥା। ବିଶ୍ବାସ ଯେ ଏଥିରେ ଖାଧ୍ୟ ଗୁଡ଼ାଇ ରଖିଲେ ଗରମ ସହିତ ଖାଦ୍ୟ ନଷ୍ଟ ହୁଏ…