Trending
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Browsing Category
Entertainment
All entertainment related news will be uploaded here
ଚର୍ଚ୍ଚାରେ ଅଭିନେତା ରୋନିତ ରଏ
ଡେଲିଭରୀ ବଏଙ୍କ ମୃତ୍ୟୁର କାରଣ ହେବାରୁ ବଞ୍ଚିଗଲି। ଏକ୍ସରେ ଏଭଳି ଲେଖି ପୋଷ୍ଟ କରିବା ପରେ ଚର୍ଚ୍ଚାରେ ଅଭିନେତା ରୋନିତ ରଏ। ଅନେକ ଫିଲ୍ମ ଓ ଧାରାବାହିକରେ କାମ କରି ଲୋକପ୍ରିୟ ହୋଇଥିବା ରୋନିତ ଏବେ ନିଜ ସୋସିଆଲ ମିଡିଆରେ ଏଭଳି କିଛି ପୋଷ୍ଟ କରିଛନ୍ତି, ଯାହା ସମସ୍ତଙ୍କ ଦୃଷ୍ଟି…
ବିଶିଷ୍ଟ ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ
ନୂଆଦିଲ୍ଲୀ: ଆଉ ନାହାନ୍ତି ବିଶିଷ୍ଟ ଗଜଲ ଗାୟକ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ପଙ୍କଜ ଉଧାସ । ୭୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଦୀର୍ଘ ଦିନ ହେବେ ସେ ଅସୁସ୍ଥ ଥିଲେ । ପଙ୍କଜଙ୍କ ମୃତ୍ୟୁ ନେଇ ତାଙ୍କ ଝିଅ ନାୟାବା ଉଧାସ ସୂଚନା ଦେଇଛନ୍ତି । ଏହି ଖବର ଜଣାପଡ଼ିବା ପରେ…
ପରଲୋକରେ ନିର୍ଦ୍ଦେଶକ କୁମାର ସାହନି
ଚଳଚ୍ଚିତ୍ର ନିର୍ମାତା କୁମାର ସାହନିଙ୍କର ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ସାହନିଙ୍କ ଘନିଷ୍ଠ ବନ୍ଧୁ ତଥା ଅଭିନେତ୍ରୀ ମୀତା ବଶିଷ୍ଠ କହିଛନ୍ତି ଯେ ଶନିବାର ରାତିରେ କୋଲକାତାର ଏକ ଡାକ୍ତରଖାନାରେ ନିର୍ଦ୍ଦେଶକଙ୍କର ମୃତ୍ୟୁ ଘଟିଛି।‘ବାର ବାର ବାରି’, ‘ଖୟାଲ ଗାଥା’ ଏବଂ ‘କଷବା’ ରେ…
ଆର୍ଟିକିଲ ୩୭୦ ଫିଲ୍ମ ଦେଖ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଫିଲ୍ମ ଦେଖିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । ଯାହା ଏବେ ଏବେ ରିଲିଜ ହୋଇଛି । ଏହି ପରାମର୍ଶ ଦେବା ପାଇଁ ସେ ଏକ ଭଲ ସ୍ଥାନ ଚୟନ କରିଛନ୍ତି । ଜାମ୍ମୁ-କାଶ୍ମୀରରେ ଏକ ସଭା ଥିଲା ଏବଂ ଫିଲ୍ମର ନାମ ହେଉଛି “ଆର୍ଟିକିଲ ୩୭୦’ ।ପ୍ରଧାନମନ୍ତ୍ରୀ…
ଐତିହାସିକ ରାଜନୈତିକ ବିଜୟର ବାହକ ଆର୍ଟିକଲ୍ ୩୭୦
ଧାରା ୩୭୦ ଉଚ୍ଛେଦ ଥିଲା ନିକଟ ଇତିହାସର ଏକ ଐତିହାସିକ ଘଟଣା। ତେଣୁ ବିଜ୍ଞ ସିନେମା ନିର୍ମାତାଙ୍କୁ ଏହା ଏକ ଲୋଭନୀୟ ବିଷୟବସ୍ତୁ ମନେ ହେବା ସ୍ବାଭାବିକ। ୨୦୧୯ ନିର୍ବାଚନ ପୂର୍ବରୁ ମୁକ୍ତିଲାଭ କରିଥିବା ‘ଉରି: ଦି ସର୍ଜିକାଲ୍ ଷ୍ଟ୍ରାଇକ୍’ର ନିର୍ଦେଶକ ଆଦିତ୍ୟ ଧର ଏହି ସିନେମାର ପ୍ରଯୋଜକ…
ବିବାଦରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର
କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମ୍ୟାନେଜର ସାଗର ବେହେରା ଓ ତାଙ୍କ ସହଯୋଗୀ ମିଶି ତାଙ୍କୁ ମାଡ଼ ମାରିଥିବା ନେଇ ପ୍ରମୋଦ ବେହେରା ବାଦାମବାଡ଼ି ଥାନାରେ ଏକ ଏତଲା ଦେଇଛନ୍ତି। ତେବେ ପାଲା ମଣ୍ଡପ ନିକଟରେ ପ୍ରମୋଦ ରହୁଥିବା ଭଡ଼ା ଘରେ ସାଗର ଅନ୍ୟ ଜଣେ ଯୁବକଙ୍କୁ ନେଇ ପହଞ୍ଚି ଥିଲେ। ଏହାପରେ ବନ୍ଦ…
ବିବାହ ବନ୍ଧନରେ ବାନ୍ଧିହେଲେ ରାକୁଲ୍
ବିବାହ ବନ୍ଧନରେ ବାନ୍ଧିହେଲେ ବଲିଉଡ ଜଗତର ଚୂଲୁବୁଲି ନାୟିକା ରାକୁଲ୍ ପ୍ରୀତ ସିଂହ। ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହି ଆସୁଥିବା ବଲିଉଡର ପ୍ରଯୋଜକ ଜ୍ୟାକି ଭଗନାନୀଙ୍କୁ ସେ ବିବାହ କରିଛନ୍ତି। ଆଜି ଗୋଆରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି। ତେବେ ବିବାହରେ ଯୋଗ ଦେବାକୁ ଥିବା ପରିବାର…
ଖୋଲାଖୋଲି ଆଲୋଚନା କଲେ ସାମନ୍ଥା
ସାମନ୍ଥା ରୁଥ ପ୍ରଭୁ ଦକ୍ଷିଣ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତ୍ରୀ। ଗତ କିଛି ମାସ ହେବ ଅଭିନେତ୍ରୀ କାମରୁ ବିରତି ନେଇଥିଲେ, କିନ୍ତୁ ବର୍ତ୍ତମାନ ସେ ଫେରି ଆସିଛନ୍ତି। ଏନେଇ ନିଜେ ସାମନ୍ଥା ରୁଥ ପ୍ରଭୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏହା କଥା ପ୍ରକାଶ କରିଛନ୍ତି।ସାମନ୍ଥା…
ଟିଭି ଅଭିନେତା ଋତୁରାଜ ସିଂହଙ୍କ ପରଲୋକ
ଟିଭି ଇଣ୍ଡଷ୍ଟ୍ରିର ଅଭିନେତା ଋତୁରାଜ ସିଂହ ସୋମବାର ଏବଂ ମଙ୍ଗଳବାର ମଧ୍ୟବର୍ତ୍ତୀ ରାତିରେ ହୃଦଘାତରେ ପ୍ରାଣ ହରାଇଛନ୍ତି। ତାଙ୍କ ବୟସ ୫୯ ବର୍ଷ ବୋଲି କୁହାଯାଉଛି। ମୁମ୍ବାଇର ଲୋଖଣ୍ଡୱାଲାସ୍ଥିତ ନିଜ ଘରେ ଋତୁରାଜଙ୍କୁ ହାର୍ଟଆଟାକ ଆସିଥିଲା । ଅଭିନେତାଙ୍କର ହଠାତ୍ ଦେହାନ୍ତ ହେତୁ ଟିଭି…
ବିବାହ ବନ୍ଧନରେ ବାନ୍ଧି ହେଲେ ପାର୍ବତୀ
ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ ସୋନାରିକା ଭଦୋରିଆ । ଟେଲିଭିଜନରେ ‘ଦେବୋଂ କେ ଦେବ ମହାଦେବ’ ସିରିଏଲରେ ସେ ପାର୍ବତୀ ଭୂମିକାରେ ନଜର ଆସିଥିଲେ । ୧୮ ଫେବୃଆରୀରେ ଅଭିନେତ୍ରୀ ଜଣକ ବ୍ୟବସାୟୀ ବିକାଶ ପର୍ଶରଙ୍କୁ ବିବାହ କରିଛନ୍ତି । ରାଜକୀୟ ବିବାହ ସାୱାଇ ମାଧୋପୁର ଠାରେ…