Trending
- ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ,କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା।
- ଏସ୍ସିବି ମେଡିକାଲ ବିଲ୍ଡିଙ୍ଗରୁ ଖସିଲା ସିଲିଂ,କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପୂର୍ତ୍ତ ବିଭାଗ
- ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ଜନଗଣନା କରିବେନି ଜନଗଣନା ଅଧିକାରୀ
- ପହଲଗାମ ନରସଂହାରକୁ ପୂରିଲା ବର୍ଷେ: ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ, ‘ଅପରେସନ ସିନ୍ଦୂର’ର ସେହି ସଂକଳ୍ପକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
- ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୯ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର
- ୨୮ ଫେବୃଆରୀରୁ ୯ ଏଲପିଜି ଓ ୧ ଅଶୋଧିତ ତୈଳ ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ପାର କରିଛି
- ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ସେୟାର କରିଛି ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ
- ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଖଣ୍ଡପଡ଼ା SDPOଙ୍କୁ ବଦଳି
- ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ,ଅପରାହ୍ଣ ୪ଟାରୁ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମଜି ଯାଏଁ ବିଶାଳ ରାଲି
- ‘ଫାଇଟର’ ସିକ୍ସେଲ ଆଣିବା ପାଇଁ ଆଗଧାଡ଼ିର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କର ଯୋଜନା କରିଥିବା ଜଣାପଡ଼ିଛି
Browsing Category
Entertainment
All entertainment related news will be uploaded here
ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅର୍ଜୁନ
ବଲିଉଡର ଅଭିନେତା ଅର୍ଜୁନ ରାମପାଲ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ଅର୍ଜୁନ ମଡେଲ ମେହେର ଜେସିଆଙ୍କୁ ବିବାହ କରିଥିଲେ କିନ୍ତୁ ବିବାହ ୨୦ ବର୍ଷ ପରେ ଉଭୟ ଛାଡପତ୍ର ନେଇଥିଲେ। ଏହି ଦମ୍ପତିଙ୍କର ଦୁଇଟି ଝିଅ ଅଛନ୍ତି। ଏବେ ଅର୍ଜୁନ ଗର୍ଲଫ୍ରେଣ୍ଡ…
ଡିମ୍ପଲ୍ କପାଡିଆ କହିଲେ ତାଙ୍କ ଦୁଃଖ କଥା
ଡିମ୍ପଲ୍ କପାଡିଆ ଖୁବ୍ କମ୍ ବର୍ଷ ବୟସରେ ବଲିଉଡ୍ରେ ପ୍ରବେଶ କରି ସଫଳତାର ସିଢି ଚଢିଥିଲେ। ସେ ରାଜ କପୁରଙ୍କ ଫିଲ୍ମ 'ବବି'ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ତେବେ ଏଠାରେ ପ୍ରଶ୍ନ ଉଠେ ଯେ ୧୯୭୩ ମସିହାରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମଟି ତାଙ୍କୁ ଏତେ କମ ବୟସରେ କିପରି ମିଳିଲା?…
ଚର୍ଚ୍ଚାରେ କ୍ରିତି ସାନନ୍
ବଲିଉଡ୍ ଅଭିନେତ୍ରୀ କ୍ରିତି ସାନନ୍ ନିଜ ଦମ୍ଦାର ଅଭିନୟ ସହ ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ତେବେ ସର୍ବଦା ନିଜ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା କ୍ରିତି ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କ୍ରିତିଙ୍କର କେତେକ…
ନିଜ ନାମରେ ସ୍ବାମୀଙ୍କ ନାମ ଲଗାଇବାରୁ ଚିଡ଼ିଗଲେ ଜୟା
ଗତକାଲି ରାଜ୍ୟସଭାର ଡେପୁଟି ଚେୟାରମ୍ୟାନ୍ ହରିବଂଶ ନାରାୟଣ ସିଂ ତାଙ୍କ ସ୍ୱାମୀଙ୍କ ନାମ ବ୍ୟବହାର କରି ତାଙ୍କୁ ସମ୍ବୋଧିତ କରିବା ପରେ ବରିଷ୍ଠ ଅଭିନେତ୍ରୀ ତଥା ରାଜନେତ୍ରୀ ଜୟା ବଚ୍ଚନ ଦୃଢ଼ ଆପତ୍ତି ଉଠାଇଥିଲେ।
ହରିବଂଶ ନାରାୟଣ ତାଙ୍କୁ ଶ୍ରୀମତି ଜୟା ଅମିତାଭ ବଚ୍ଚନ ଜୀ ବୋଲି ସମ୍ବୋଧନ…
ସଞ୍ଜୟଙ୍କ ନୂଆ ଲୁକ୍
ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘କେଡି ଦି ଡେଭିଲ୍’ରେ ନିଜ ପ୍ରଥମ ଲୁକ୍ର ଝଲକ୍କୁ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିରେ ସେ ଏକ ଅଜବ ଅବତାରରେ ନଜର ଆସିଛନ୍ତି। ‘କେଡି ଦି ଡେଭିଲ୍’ରେ ସେ ପୁଣି ଥରେ ଖଳନାୟକ ଭୂମିକାରେ ନଜର ଆସିବେ। ଫିଲ୍ମରେ ତାଙ୍କ…
‘ଉଲଝ୍’ ଫିଲ୍ମକୁ ନେଇ ବର୍ତ୍ତମାନ ଜାହ୍ନବୀ ଚାରିଆଡେ ଛାଇଗଲେଣି
ଜାହ୍ନବୀ କପୁର ତାଙ୍କର ପରବର୍ତ୍ତୀ ରହସ୍ୟମୟ ଫିଲ୍ମ 'ଉଲଝ୍' ରିଲିଜ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ଖୁବ୍ ଶୀଘ୍ର ଏହି ଫିଲ୍ମ ରିଲିଜ ହେବ। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ନିର୍ମାତା ଜାହ୍ନବୀ କପୁରଙ୍କ ପ୍ରଶଂସକଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରିଥିଲେ, ଯାହା ବର୍ତ୍ତମାନ ଏକ…
ହଲିଉଡ ମୁହାଁ ଭାରତୀୟ ଦର୍ଶକ
ଭାରତୀୟ ସିନେମା ଘରରେ ହଲିଉଡ ସିନେମା ‘ଡେଡପୁଲ ଓ ୱୁଲ୍ୱରିନ’ ବଲିଉଡ ଓ ସାଉଥ ସିନେମାକୁ ବେଶ୍ ପଛରେ ପକାଇ ଦେଇଛି । ମାତ୍ର ୨ ଦିନରେ ସିନେମାଟି ପ୍ରାୟ ୪୩ କୋଟି ରୋଜଗାର କରି ସାରିଲାଣି । ତାମିଲ, ତେଲୁଗୁ ତଥା ହିନ୍ଦୀ ଭାଷାର ବକ୍ସ ଅଫିସରେ ଏହି ହଲିଉଡ ସିନେମା ଟଙ୍କାର ବର୍ଷା କରୁଛି ।…
ରାମ୍ପରେ ଚାଲିଲେ ସୋନାକ୍ଷୀ
ବଲିଉଡ ଆକ୍ଟର ଶତ୍ରୁଘ୍ନ ସିହ୍ନାଙ୍କ ଲାଡଲୀ ସୋନାକ୍ଷୀ ସିହ୍ନା । ନିକଟରେ ଜହୀର ଇକବାଲଙ୍କ ସହ ତାଙ୍କ ବିବାହକୁ ନେଇ ବେଶ ଚର୍ଚ୍ଚା ଲାଗିରହିଥିଲା । ସୋନାକ୍ଷୀ ନିଜ ପର୍ସନାଲ ଏବଂ ପ୍ରଫେସନାଲ ଲାଇଫକୁ ନେଇ ସବୁବେଳେ ଲାଇମଲାଇଟରେ ରୁହନ୍ତି । ତାଙ୍କ ହନିମୁନ ଫଟୋ ମଧ୍ୟ ସୋସିଆଲ ମିଡିଆରେ ବେଶ…
ଗଣେଶ ପୂଜା ଅବସରରେ ମୁକ୍ତିଲାଭ କରିବ ,ଭାଗା-କାନ୍ଦ୍ରିଙ୍କ ପ୍ରେମ କାହାଣୀ
ମୁକ୍ତି ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ଅପରାହ୍ଣର ସୂର୍ଯ୍ୟ’ରେ ଏକ ମନଛୁଆଁ ପ୍ରେମ କାହାଣୀ ରହିଛି। କାହାଣୀର ନାୟିକା ମୁଣ୍ଡପୋତା କେଳା ଘରର ଝିଅ କାନ୍ଦ୍ରି ଏବଂ ନାୟକ ଘୁଷୁରିଆ/ସବାଖିଆ କେଳାଘରର ପୁଅ ଭାଗା। ଖେଳ ଚାଲିଥିଲା ବେଳେ ଉଭୟ ପରସ୍ପରକୁ ଦେଖନ୍ତି। ସେଇଠୁ ଆରମ୍ଭ ହୁଏ ପ୍ରେମ।…
ଗୋଲ୍ଡ କଏନରେ ରହିଲା କିଙ୍ଗଖାନ୍ଙ୍କ ଫଟୋ
ବଲିଉଡ ବାଦଶାହା ଶାହରୁଖ ଖାନ୍ଙ୍କୁ ମିଳିଛି ଆଉ ଏକ ବଡ଼ ଉପଲବ୍ଧି। ପୂର୍ବରୁ କୌଣସି କଳାକାର ହାସଲ କରି ନ ଥିବା ସମ୍ମାନର ହକ୍ଦାର ହୋଇଛନ୍ତି ଶାହରୁଖ। ଫ୍ରାନ୍ସ ରାଜଧାନୀ ପ୍ୟାରିସ୍ର ଗ୍ରେଭିନ ମ୍ୟୁଜିୟମ ଶାହରୁଖ ଖାନ୍ଙ୍କୁ ସମ୍ମାନିତ କରିଛି, ତାହା ପୁଣି ଗୋଲ୍ଡ କଏନ ସହ।ମ୍ୟୁଜିୟମ…