Browsing Category

Entertainment

All entertainment related news will be uploaded here

ଗୋବିନ୍ଦାଙ୍କୁ ଦେଖି ଫ୍ୟାନସ ଖୁସି

ମୁଁ ଏବେ ସୁସ୍ଥ ଅଛି। କ୍ରେଟି କେୟାର ହସ୍ପିଟାଲର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି। ଯେଉଁମାନେ ମୋ ବିଷୟରେ ଏତେ ଚିନ୍ତିତ ସମସ୍ତଙ୍କ ନିକଟରେ ମୁଁ କୃତଜ୍ଞ ।  ମୋତେ ଭଲ କରିବାରେ ଆପଣମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ। ଗଣମାଧ୍ୟମକୁ ବି ଅଶେଷ ଧନ୍ୟବାଦ। ଯେଉଁମାନେ…

ଚର୍ଚ୍ଚାରେ ନାଗା ଚୈତନ-ସାମନ୍ଥା

ଅଭିନେତା ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଛାଡପତ୍ର ହୋଇଛି। ଉଭୟ ଆଗକୁ ବଢିଛନ୍ତି। ନାଗା ଏବେ ଅଭିନେତ୍ରୀ ଧୂଲିପାଲାଙ୍କୁ ଡେଟ୍‌ କରୁଛନ୍ତି। କିନ୍ତୁ ଏସବୁ ଭିତରେ ନାଗା ଏବଂ ସାମନ୍ଥାଙ୍କୁ ଛାଡପତ୍ରକୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର ଧରିଛି। ନାଗା ଏବଂ ସାମନ୍ଥାଙ୍କୁ…

ଭୁଲ୍ ଭୁଲୈୟା 3 ରେକର୍ଡ ଭାଙ୍ଗିଲା

କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ଭୁଲ ଭୁଲୈୟା 3 କୁ ନେଇ ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ଦେଖାଯାଇଛି । ରିଲିଜ ପୂର୍ବରୁ ନୂଆ ରେକର୍ଡ କରିଛି ଫିଲ୍ମ । ସୋସିଆଲ ମିଡିଆରେ ଧମାଲ ମଚାଇବାରେ ଲାଗିଛି । ଫିଲ୍ମର ପୋଷ୍ଟର ଏବଂ ଟିଜର ପ୍ରଶଂସକଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିସାରିଛି । ରିଲିଜ୍…

ଚର୍ଚ୍ଚାରେ କ୍ରିତି

ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କ ପାଇଁ ଚଳିତବର୍ଷ ବେଶ୍‌ ଆଶାଜନକ ରହିଛି। ’କ୍ରୁ’ ଏବଂ ‘ତେରି ବାତୋଂ ମେ ଏସା ଉଲଜା ଜିଆ’ ଭଳି ହିଟ୍‌ ଚଳଚ୍ଚିତ୍ରରେ ନଜର ଆସିଥିବା କ୍ରିତି ବର୍ତ୍ତମାନ ପ୍ରଯୋଜକ ସାଜିଛନ୍ତି। ବର୍ତ୍ତମାନ ତାଙ୍କ ପ୍ରଡକ୍ସନ ହାଉସ୍‌ର ପ୍ରଥମ ଫିଲ୍ମ ‘ଦୋ ପତି’…

ହସ୍ପିଟାଲରେ ଭର୍ତ୍ତି ହେଲେ ରଜନୀକାନ୍ତ

ସୋମବାର ବିଳମ୍ବିତ ରାତିରେ ଦେଶର ସୁପରଷ୍ଟାର ଅଭିନେତା ରଜନୀକାନ୍ତ (୭୩) ଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା । ଏହା ପରେ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚେନ୍ନାଇ ପୋଲିସର କହିବାନୁସାରେ, ପେଟରେ ଯନ୍ତ୍ରଣା ଭୋଗିବା ପରେ ତାଙ୍କୁ ଡାକ୍ତରଖାନା…

ସ୍ତ୍ରୀ ୨’ର ରେକର୍ଡ ଭାଙ୍ଗିଲା ‘ଦେବରା ପାର୍ଟ ୧’

ଜୁନିୟର ଏନ୍‌ଟିଆର୍‌ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବରା ପାର୍ଟ ୧’ ଶୁକ୍ରବାର ମୁକ୍ତିଲାଭ କରିଛି। ଆରମ୍ଭରୁ ହିଁ ଏହି ଚଳଚ୍ଚିତ୍ରକୁ ଦର୍ଶକ ବେଶ୍‌ ପସନ୍ଦ କରିବାରେ ଲାଗିଛନ୍ତି, ଯାହାଫଳରେ ଏହା ବକ୍ସ ଅଫିସ୍‌ରେ ମଧ୍ୟ ଧମାଲ୍‌ ମଚାଇବାରେ ଲାଗିଛି। କେବଳ ଘରୋଇ ବକ୍ସ ଅଫିସରେ ନୁହେଁ ବରଂ…

ଓସ୍କାର ବିଜୟିନୀ ଅଭିନେତ୍ରୀଙ୍କ ପରଲୋକ

ଓସ୍କାର ବିଜୟିନୀ ଅଭିନେତ୍ରୀ ମାଗି ସ୍ମିଥ୍‌ଙ୍କର ଶୁକ୍ରବାର ସକାଳେ ଲଣ୍ଡନର ଏକ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ହାରି ପୋଟ୍ଟର ଫିଲ୍ମ ସିରିଜ୍‌ରେ ସେ ପ୍ରଫେସର ମାକ୍‌ଗୋନାଗାଲ ଭୂମିକାରେ ଅଭିନୟ କରିଥିଲେ। ‘ଦି ପ୍ରାଇମ୍‌ ଅଫ୍‌ ମିସ୍‌ ଜିନ୍‌ ବ୍ରୋଡି’…

ଆଇଫା ଉତ୍ସବ ୨୦୨୪ : ଶାହରୁଖଙ୍କୁ ଶ୍ରେଷ୍ଠ ଅଭିନେତା ଓ ଶ୍ରେଷ୍ଠ ସିନେମା ଅଭିନେତ୍ରୀ ଭାବେ ରାଣୀ ମୁଖାର୍ଜୀଙ୍କ…

ବଲିଉଡ ଅଭିନେତ୍ରୀ ରାନୀ ମୁଖାର୍ଜୀ ‘ମିସେସ ଚାଟାର୍ଜୀ ଭର୍ସେସ ନରୱେ’ରେ ତାଙ୍କର ଚମତ୍କାର ଅଭିନୟ ସହିତ ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ପ୍ରଶଂସକମାନେ ତାଙ୍କ ଫିଲ୍ମକୁ ବହୁତ ପସନ୍ଦ କରିଥିଲେ। ଅଭିନେତ୍ରୀଙ୍କ ଏହି ଚମତ୍କାର ପ୍ରଦର୍ଶନ ଦେଖି ତାଙ୍କୁ ଆବୁଧାବିରେ ଆୟୋଜିତ IIFA 2024…

୪୮ ବର୍ଷ ବୟସରେ ପାଦ ଦେଲେ ପଙ୍କଜ ତ୍ରିପାଠୀ

୬ ଥର ଫିଲ୍ମଫେୟାର ଆୱାର୍ଡ ପାଇଁ ମନୋନୀତ ହୋଇଥିବା ଓ ଥରେ ଫିଲ୍ମଫେୟାର ଜିତିଥିବା ପଙ୍କଜ ତ୍ରିପାଠୀଙ୍କୁ ଆଜି ୪୮ ବର୍ଷ ବୟସ ହୋଇଛି। ବିହାରର ଏକ ଛୋଟ ଜିଲ୍ଲାରୁ ଆସି ପଙ୍କଜ ତ୍ରିପାଠୀ ଏକଦା ଏକ ହୋଟେଲରେ କାମ କରୁଥିଲେ। କେବଳ ଏତିକି ନୁହେଁ, ହୋଟେଲରେ କାମ କରିବା ସହିତ ପଙ୍କଜ ତ୍ରିପାଠୀ…

ରିଲିଜ୍ ହେଲା “ଦେବରା”

ତାମିଲ ଚଳଚ୍ଚିତ୍ର ‘ଜି.ଓ.ଏ.ଟି.’ରେ ସୁପର୍‌ଷ୍ଟାର୍‌ ଥଲପତି ବିଜୟ ଯେପରି ବାପା-ପୁଅଙ୍କ ଯୁଗ୍ମ ଭୂମିକାରେ ଅଭିନୟ କରିଥିଲେ ତେଲୁଗୁ ସୁପର୍‌ଷ୍ଟାର୍‌ ଜୁନିଅର୍‌ ଏନ୍‌ଟିଆର୍‌ ମଧ୍ୟ ‘ଦେବରା: ପାର୍ଟ ୧’ରେ ଅନୁରୂପ ଭାବେ ଉଭୟ ବାପା-ପୁଅ ଭୂମିକାରେ ଅଭିନୟ କରିଛନ୍ତି। ଏହା ଦର୍ଶାଇଥାଏ ଯେ…