Trending
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
Browsing Category
Entertainment
All entertainment related news will be uploaded here
ଅନୁପମା ଛାଡ଼ିଲେ ଅନୁଜ କପାଡ଼ିଆ ଭୂମିକା ନିଭାଉଥିବା ଗୌରବ ଖାନ୍ନା
‘ଷ୍ଟାର୍ ପ୍ଲସ୍’ରେ ପ୍ରସାରିତ ଧାରାବାହିକ ‘ଅନୁପମା’କୁ ଗୋଟାଏ ପରେ ଗୋଟାଏ କଳାକାର ବିଦାୟ ଦେବାରେ ଲାଗିଛନ୍ତି। ଏବେ ସୋ’କୁ ବିଦାୟ ଦେଇଛନ୍ତି ଅନୁଜ କପାଡ଼ିଆ ଭୂମିକା ନିଭାଉଥିବା ଗୌରବ ଖାନ୍ନା। ତେବେ ମୁଖ୍ୟ ନାୟିକା ରୁପାଲୀ ଗାଙ୍ଗୁଲୀଙ୍କ କାରଣରୁ ଜଣେ ପରେ ଜଣେ ଧାରାବାହିକ ଛାଡ଼ି…
‘ଦ ସାବରମତି ରିପୋର୍ଟ’ ଦେଖି ଭବାବିହ୍ଵଳ ହେଲେ ମୋଦି
ସଂସଦର ବାଲ୍ଯୋଗୀ ଅଡିଟୋରିୟମରେ ସୋମବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକ୍ରାନ୍ତ ମେସିଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦ ସାବରମତି ରିପୋର୍ଟ’ ଦେଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ଏନ୍ଡିଏର ଏମ୍ପିମାନେ ମଧ୍ୟ ଏହି ଚଳଚ୍ଚିତ୍ର ଦେଖିଛନ୍ତି। ଏନେଇ ସ୍ପେଶାଲ ସ୍କ୍ରିନିଂର…
ହାଇଦ୍ରାବାଦସ୍ଥିତ ଗଚିବୋଭଲି ଘରୁ କନ୍ନଡର ଟେଲିଭିଜନ ଅଭିନେତ୍ରୀ ଶୋଭିତାଙ୍କ ମୃତଦେହ ମିଳିଛି
ହାଇଦ୍ରାବାଦରେ ବସବାସ କରୁଥିବା କନ୍ନଡ଼ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦସ୍ଥିତ ଗଚିବୋଭଲିର ଶ୍ରୀରାମ କଲୋନିର ଘରୁ କନ୍ନଡର ଟେଲିଭିଜନ ଅଭିନେତ୍ରୀ ଶୋଭିତା ଶିବନ୍ନାଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ମିଳିଛି।…
ଅଭିନୟ ଛାଡ଼ିବେ ବିକ୍ରାନ୍ତ
ବଲିଉଡର ପ୍ରତିଭାବାନ ଅଭିନେତାଙ୍କ ମଧ୍ୟରୁ ବିକ୍ରାନ୍ତ ମାସେ ଅନ୍ୟତମ | ସେ ନିଜ କ୍ୟାରିୟରରେ ଏପର୍ଯ୍ୟନ୍ତ ଅନେକ ପ୍ରକାରର ଭୂମିକାରେ ନଜର ଆସିଛନ୍ତି ଏବଂ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ସଫଳ ହେବା ସହ ଏତେ ଆଗକୁ ଆସିବା ପରେ ଏବେ ବିକ୍ରାନ୍ତ ମାସେ ଇଣ୍ଡଷ୍ଟ୍ରି…
ମାତ୍ର 95 ଟଙ୍କାରେ ଦେଖିହେବ ପୁଷ୍ପା 2 ଦି ରୁଲ
ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ଅଲୁ ଅର୍ଜୁନଙ୍କ 'ପୁଷ୍ପା-୨ ଦି ରୁଲ୍' । ଗତ ୩ ବର୍ଷ ଧରି ଏହି ଚଳଚ୍ଚିତ୍ରକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଚଳଚ୍ଚିତ୍ରର ଆଡଭାନ୍ସ ବୁକିଂରୁ ହିଁ ଚଳଚ୍ଚିତ୍ରର କ୍ରେଜ କେତେ ରହିଛି ଜଣାପଡ଼ୁଛି । ସୁକୁମାରଙ୍କ…
ପୁଣି ଏକାଠି ହେବେ ରହମାନ ଓ ସାଇରା
ପୁଣି ଚର୍ଚ୍ଚାରେ ଓସ୍କାର ବିଜେତା ସଙ୍ଗୀତକାର ଏ ଆର୍ ରେହମାନଙ୍କ ବ୍ୟକ୍ତିଗତ ଜୀବନ। କିଛିଦିନ ତଳେ ପତ୍ନୀ ସାଇରା ବାନୁଙ୍କ ସହ ୨୯ ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିବା ଖବର ଆସିଥିଲା। ଏହାକୁ ନେଇ ଆଲୋଚନା ଥମି ନ ଥିବା ବେଳେ ଏବେ ଉଭୟ ଏକାଠି ହେବା ଜଣାପଡ଼ୁଛି। ରେହମାନଙ୍କ ସହ ଏକାଠି…
ରାଜ କୁନ୍ଦ୍ରାଙ୍କ ବାସଭବନ ଇଡ଼ିର ଚଢଉ
ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଦିନ ଅଶ୍ଳୀଳ ନେଟୱାର୍କ ସହ ଜଡିତ ଅର୍ଥ ହେର୍ଫେର୍ ମାମଲାରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବାସଭବନ ତଥା କାର୍ଯ୍ୟାଳୟରେ ଚଢ଼ଉ କରିିଛି। କେନ୍ଦ୍ରୀୟ ଏଜେନ୍ସି ଏହି ତଦନ୍ତ ଆରମ୍ଭ କରି…
‘ସାବରମତୀ ରିପୋର୍ଟ’କୁ କରମୁକ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି
୨୦୦୨ ଫେବୃଆରି ୨୭ରେ ଘଟିଥିବା ଗୋଧ୍ରା ରେଳ ପୋଡ଼ି ଘଟଣା ଉପରେ ନିର୍ମାଣ ହୋଇଛି ହିନ୍ଦୀ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’। ଗତ ୧୫ ତାରିଖରେ ଏହି ଚଳଚ୍ଚିତ୍ର ସାରା ଦେଶରେ ରିଲିଜ୍ ହୋଇଛି। ଓଡ଼ିଶାରେ ପ୍ରତିଦିନ ୪୦ରୁ ଅଧିକ ସୋ’ ଲାଗିଛି। ଆଜି ଏହି ଚଳଚ୍ଚିତ୍ରକୁ ଆଜି ଓଡ଼ିଶା ସରକାର…
୫୦ ଦିନରେ ପ୍ରାୟ ୭କୋଟି ଟଙ୍କାର ବ୍ୟବସାୟ କରିଛି ଓଡ଼ିଆ ଚଳଚ୍ଚିତ୍ର ‘କର୍ମ’
ଅମୀୟ ପଟ୍ଟନାୟକ ପ୍ରଡକ୍ସନ ନିବେଦିତ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ତଥା ସୁପର୍ଷ୍ଟାର୍ ଅନୁଭବ ମହାନ୍ତିଙ୍କ ଅଭିନୀତ ଓଡ଼ିଆ ଫିଲ୍ମ ‘କର୍ମ’ ୫୦ ଦିନରେ ପହଞ୍ଚିଛି। ତେବେ ଏହି ଫିଲ୍ମଟି ଏବେ ବି ଓଡ଼ିଶାର ପ୍ରାୟ ୪୦ଟି ପ୍ରେକ୍ଷାଳୟରେ ହାଉସ୍ଫୁଲ୍ ଚାଲିଛି। ଏହି ୫୦ ଦିନରେ ପ୍ରାୟ…
ମୋ କଫି ସହିତ କଦାପି ଖେଳନ୍ତୁ ନାହିଁ
ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ ଦକ୍ଷତା ସହିତ ବଲିଉଡରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ଅଭିନେତ୍ରୀ ତମନ୍ନା ଭାଟିଆ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ରାଗିଥିବାର ଦେଖାଯାଇଛି।
ଇନଷ୍ଟାଗ୍ରାମରେ ଏହି ଭିଡିଓ ଶେୟାର କରିବାବେଳେ ଅଭିନେତ୍ରୀ କ୍ୟାପସନରେ…