Trending
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
Browsing Category
Entertainment
All entertainment related news will be uploaded here
୯୦୦ କୋଟି ରୋଜଗାର କଲା ‘ପୁଷ୍ପା-୨’
ଏବେ ସାରା ବିଶ୍ୱରେ ଦେଖିବାକୁ ମିଳିଛି ‘ପୁଷ୍ପା-୨’ ଜଲୱା। ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଇତିହାସ ସୃଷ୍ଟି କରୁଛି ପୁଷ୍ପା-୨ । ବହୁ ପ୍ରତିକ୍ଷୀତ ପୁଷ୍ପା-୨ ବକ୍ସ ଅଫିସରେ ନୂଆ ଅଧ୍ୟାୟ ଲେଖିବା ଜାରି ରଖିଛି । ରିଲିଜର ୧୦ ଦିନ ଭିତରେ ସାରା ବିଶ୍ୱରେ ‘ପୁଷ୍ପା-୨’ ୧୦୦୦…
ମା’ ହେଲେ ଗୋପୀ ବୋହୂ ଦେବୋଲିନା
ମା’ ହେଲେ ଲୋକପ୍ରିୟ ଟେଲି ଅଭିନେତ୍ରୀ ତଥା ଗୋପୀ ବୋହୂ ଦେବୋଲିନା ଭଟ୍ଟାଚାର୍ଜୀ। ବିବାହର ୨ବର୍ଷ ପରେ ମା’ ହେଲେ ଟେଲି ଅଭିନେତ୍ରୀ । ବୁଧବାର ଅଭିନେତ୍ରୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ଜଣାଯାଇଛି। ମା’ ହେବା ପରେ ଅଭିନେତ୍ରୀ ନିଜେ ଏହି ଖୁସି ଖବର ଜଣାଇଛନ୍ତି।
ଦେବୋଲିନା…
୨୦୨୪ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା: ବୈଷ୍ଣବ ଚରଣ ସାମଲଙ୍କୁ ମିଳିବ ପୁରସ୍କାର
୨୦୨୪ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି । ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କୁ ମିଳିବ ସାହିତ୍ୟ ଏକାଡେମୀ ପୁରସ୍କାର । ଭୂତି ଭକ୍ତି ବିଭୂତି ପ୍ରବନ୍ଧ ପୁସ୍ତକ ପାଇଁ ତାଙ୍କୁ ମିଳିବ ପୁରସ୍କାର । ଏହି ପୁସ୍ତକଟି ଆଧ୍ୟାତ୍ମିକ ଚିନ୍ତନ, ବିଶ୍ବଦୃଷ୍ଟି ଓ ମାନବିକତାରେ…
ପ୍ରେମ ବିବାହ କରିଥିଲେ ଜାକିର ହୁସେନ
ଜାକିର ହୁସେନ ଦେଶବିଦେଶର ସଙ୍ଗୀତ ଜଗତରେ ବେଶ୍ ପରିଚିତ। ୭ ବର୍ଷ ବୟସରେ ବିଚକ୍ଷଣ ଶିଶୁ ଜାକିର ତବଲା ବଜାଇବାର କଳାକୁ ଦକ୍ଷତାର ସହ ହାସଲ କରିପାରିଥିଲେ। ଜାକିର କଥକ ନୃତ୍ୟଶିଳ୍ପୀ ଆଣ୍ଟୋନିଆ ମିନେକୋଲାଙ୍କୁ ବିବାହ କରିଥିଲେ। ପନ୍ନୀ ମିନେକୋଲା ମଧ୍ୟ ଜାକିର ହୁସେନଙ୍କ ମ୍ୟାନେଜର…
ଚଳଚ୍ଚିତ୍ର ‘ଘାଟି’ ଆସନ୍ତା ବର୍ଷ ଏପ୍ରିଲ ୧୮ରେ ହେବ ରିଲିଜ୍
ଅନୁଷ୍କାଙ୍କ ଆଗାମୀ ଚଳଚ୍ଚିତ୍ର ‘ଘାଟି’ ଆସନ୍ତା ବର୍ଷ ଏପ୍ରିଲ ୧୮ରେ ରିଲିଜ୍ ହେବ। ଅନୁଷ୍କା କିପରି ଜଣେ ପୀଡିତା ମହିଳାରୁ ଏକ ଆପରାଧିକ ଗ୍ୟାଙ୍ଗ୍ର ମାଷ୍ଟର ମାଇଣ୍ଡ ଭାବେ ପରିଣତ ହେଉଛନ୍ତି, ତାହାକୁ ନେଇ ଏହି ଫିଲ୍ମର କାହାଣୀ ଗତି କରିଛି। ଚଳଚ୍ଚିତ୍ରରେ ଅନୁଷ୍କା ଶତ୍ରୁମାନଙ୍କର ସଂହାର…
ପରଲୋକରେ ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନ
ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ । କିଛିଦିନ ତଳେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଆମେରିକାର ସାନ୍ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ହୃଦଜନିତ ଓ ରକ୍ତଚାପଜନିତ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ଜାକିରଙ୍କ…
ଅର୍ଚ୍ଚିତାଙ୍କ ସହ ନଜର ଆସିବେ ଅଙ୍କିତ
ଭୋକ’ ଚଳଚ୍ଚିତ୍ରରେ ବଳିଷ୍ଠ ଅଭିନୟ କରି ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଛନ୍ତି ଅଙ୍କିତ କୁମାର। ଏଥିପାଇଁ ଚର୍ଚ୍ଚାରେ ଅଛନ୍ତି ସେ। ଏଣେ ଅଙ୍କିତ ନିଜର ଆଗାମୀ ସିନେମା ମୁକ୍ତିଲାଭକୁ ଅପେକ୍ଷା କରିଛନ୍ତି। ଅଙ୍କିତଙ୍କ ଆଗାମୀ ଓଡ଼ିଆ ଛବି ‘ପାଦେ ଆକାଶ’ରେ ସେ…
ସକାଳେ ଚଞ୍ଚଲଗୁଡ଼ା ଜେଲରୁ ବାହାରିଲେ ଅଲୁ ଅର୍ଜୁନ
ସକାଳେ ଚଞ୍ଚଲଗୁଡ଼ା ଜେଲରୁ ବାହାରିଲେ ଅଲୁ ଅର୍ଜୁନ । ଗତକାଲି ରାତିରେ ସେ ଜେଲରୁ ବାହାରିପାରିନଥିଲେ । ହାଇକୋର୍ଟଙ୍କ କପି ପହିଁଚିବାରେ ବିଳମ୍ଭ ହୋଇଥିଲା । ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ସକାଳେ ଚଞ୍ଚଲଗୁଡ଼ା ଜେଲରୁ ବାହାରିଛନ୍ତି।
ଗତକାଲି ତାଙ୍କୁ ଉଚ୍ଚ ନ୍ୟାୟାଳୟ ଅନ୍ତରୀଣ ଜାମିନ…
ଅଲ୍ଲୁ ଅର୍ଜୁନଙ୍କୁ ଅନ୍ତରୀଣ ଜାମିନ ଦେଲେ ତେଲଙ୍ଗାନା ହାଇକୋର୍ଟ
ଅଲ୍ଲୁ ଅର୍ଜୁନଙ୍କୁ ଅନ୍ତରୀଣ ଜାମିନ ଦେଲେ ତେଲଙ୍ଗାନା ହାଇକୋର୍ଟ । ଗିରଫ ପରେ ପରେ ଏହି ମାମଲାର ଜରୁରୀ ଶୁଣାଣି କରିବା ପାଇଁ ତେଲଙ୍ଗାନା ହାଇକୋର୍ଟରେ ଅଲ୍ଲୁ ଅର୍ଜୁନଙ୍କ ପକ୍ଷରୁ ପିଟିସନ ଦାୟର କରାଯାଇଥିଲା। ଗିରଫ ହେଲେ, ଜେଲ ବି ଗଲେ, କିଛି ସମୟ ପରେ ଜାମିନ ପାଇ ଘରକୁ ଫେରିଲେ ସାଉଥ…
ସାଉଥ୍ ସୁପର୍ଷ୍ଟାର୍ ଅଲ୍ଲୁ ଅର୍ଜୁନ ଗିରଫ
'ପୁଷ୍ପା ୨: ଦି ରୁଲ୍'ର ପ୍ରିମିୟର୍ ସୋ’ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ଏବେ ସାଉଥ୍ ସୁପର୍ଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇଛି। ଏବେ ନିଜଜ ଗିରଫଦାରୀ ପରେ ସୁପରଷ୍ଟାର ଅଲୁ ଅର୍ଜୁନ କୋର୍ଟଙ୍କୁ କହିଛନ୍ତି ଯେ ଗତ…