Trending
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
Browsing Category
Entertainment
All entertainment related news will be uploaded here
29ରେ ଦର୍ଶକ ଦେଖିବେ ‘ବୋହୂକୁ ଲାଗିଚି ରିଲ୍ସ୍ ଭୂତ’
ସୃଜନ ଫିଲ୍ମସ ବ୍ୟାନରରେ ନିର୍ମିତ ଟେଲି ସିନେମା ‘ବୋହୂକୁ ଲାଗିଚି ରିଲ୍ସ୍ ଭୂତ’ ୨୯ ତାରିଖ ସନ୍ଧ୍ୟା ୬.୩୦ ଟାରେ ଜୀ-ସାର୍ଥକରେ ପ୍ରଦର୍ଶିତ ହେବ। ପ୍ରିୟବ୍ରତ ଗିରିଙ୍କ ନିର୍ଦ୍ଦେଶିତ ଏହି ଛବିର କାହାଣୀ ଲେଖିଛନ୍ତି ସୁଶାନ୍ତ ମଣି। ଏଥିରେ ଋଷିକ ମିଶ୍ର ଏବଂ ନିକିତା ମିଶ୍ର ନାୟକନାୟିକା…
‘ସିକନ୍ଦର’ ଟିଜରର ରିଲିଜ ସ୍ଥଗିତ
ଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଜନ୍ମଦିନରେ ସଲମାନ ଖାନ ଏବଂ ରଶ୍ମିକା ମନ୍ଦନାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସିକନ୍ଦର’ର ଟିଜର ଆଜି ମୁକ୍ତିଲାଭ କରିବାର ଥିଲା। ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂଙ୍କ ଦେହାନ୍ତକୁ ଦୃଷ୍ଟିରେ ରଖି ଫିଲ୍ମ ନିର୍ମାତା ଓ ସଲମାନ ଟିଜର ରିଲିଜକୁ…
ମୃତ ମହିଳାଙ୍କ ପରିବାରକୁ ୨ କୋଟି ଟଙ୍କାର ଆର୍ଥିକ ସହାୟତା ଦେବେ ପୁଷ୍ପାରାଜ
ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବଡ଼ ଘୋଷଣା। ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ହୋଇଥିବା ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ମହିଳାଙ୍କ ପରିବାରକୁ ୨ କୋଟି ଟଙ୍କାର ଆର୍ଥିକ ସହାୟତା ଦେବେ ସେ ଏବଂ ‘ପୁଷ୍ପା’ ଫିଲ୍ମ ନିର୍ମାତା।ଅଭିନେତାଙ୍କ ବାପା ତଥା ଭେଟେରାନ ନିର୍ମାତା ଅଲ୍ଲୁ ଅରବିନ୍ଦ, ଦିଲ…
ପରିବାର ସହ ଖ୍ରୀଷ୍ଟମାସ ପାଳନ କଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ
ଆଜି ଅର୍ଥାତ୍ ୨୫ ଡିସେମ୍ବରରେ ସମଗ୍ର ବିଶ୍ୱରେ ଖ୍ରୀଷ୍ଟମାସ ପାଳନ କରାଯାଉଛି | ସମସ୍ତେ ଛୁଟିଦିନକୁ ଉପଭୋଗ କରୁଛନ୍ତି ଏବଂ ନିଜ ପରିବାର ବା ବନ୍ଧୁ ମାନଙ୍କ ସହ ସମୟ କଟାଉଛନ୍ତି | ଅନ୍ୟମାନଙ୍କ ଭଳି ବଲିଉଡ୍ର ସେଲିବ୍ରିଟିମାନେ ମଧ୍ୟ ନିଜ ନିଜ ଶୈଳୀରେ ଏହି ଉତ୍ସବକୁ ପାଳନ କରିଥିବା…
ଅଲ୍ଲୁ ଅର୍ଜୁନଙ୍କୁ ପୋଲିସ୍ର ୪ଘଣ୍ଟା ଜେରା
ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଗତ ୪ ତାରିଖରେ ‘ପୁଷ୍ପା-୨’ ସିନେମାର ପ୍ରିମିୟର ବେଳେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କର ୮ ବର୍ଷର ପୁଅ ଗୁରୁତର ହୋଇଥିଲେ। ଏହି ମାମଲାରେ ହାଇଦ୍ରାବାଦ ପୋଲିସ ମଙ୍ଗଳବାର ଅଲ୍ଲୁଙ୍କୁ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଜେରା କରିଛି। ତେଲୁଗୁ…
ନୋଟିସ୍ ପରେ ଥାନାରେ ପହଞ୍ଚିଲେ ଅଲ୍ଲୁ ଅର୍ଜୁନ
ଥିଏଟରରେ ଦଳାଚକଟା ମାମଲାରେ ସୋମବାର ହାଇଦ୍ରାବାଦ ପୋଲିସ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଏକ ନୂଆ ସମନ ପଠାଇଛି। ଯେଉଁଥିରେ ତାଙ୍କୁ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଚିକଡପଲ୍ଲୀ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ସମନ ପରେ ଅଲ୍ଲୁ ମଙ୍ଗଳବାର ହାଇଦ୍ରାବାଦ ପୋଲିସ ନିକଟରେ ହାଜର…
ଅସ୍ତ ହୋଇଗଲେ ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ଶ୍ୟାମ ବେନେଗଲ
ଅସ୍ତ ହୋଇଗଲେ ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ଶ୍ୟାମ ବେନେଗଲ । ୯୦ ବର୍ଷ ବୟସରେ ମୁମ୍ବାଇରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ୧୯୭୬ରେ ଶ୍ୟାମ ବେନେଗଲଙ୍କୁ ଭାରତ ସରକାର ପଦ୍ମଶ୍ରୀ ଓ ୧୯୯୧ରେ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ…
ପୁତ୍ର ସନ୍ତାନର ମାତାପିତା ହେଲେ ବଲିଉଡ କଣ୍ଠଶିଳ୍ପୀ ସାଚେତ୍ ଟଣ୍ଡନ-ପରମ୍ପରା
ପୁତ୍ର ସନ୍ତାନର ମାତାପିତା ହେଲେ ବଲିଉଡ କଣ୍ଠଶିଳ୍ପୀ ସାଚେତ୍ ଟଣ୍ଡନ-ପରମ୍ପରା ଠାକୁର। ବିବାହର ୪ବର୍ଷ ପରେ ଦୁହେଁ ମାତାପିତା ହୋଇଛନ୍ତି। ସୋସିଆଲ ମିଡିଆରେ ଏହି ଖୁସି ଖବର ଜଣାଇଛନ୍ତି ଦମ୍ପତ୍ତି। ଏହି ଖୁସି ଖବର ସେୟାର କରିବାକୁ ଯାଇ ସାଚେତ୍ ଏକ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ…
କୌଣସି ସଫଳତା ପାଇଁ ନୁହେଁ, ବରଂ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଲୋକେ ଖୋଜିଛନ୍ତି – ଅଭିନେତ୍ରୀ ହିନା ଖାନ୍
୨୦୨୪ ମସିହାରେ ଗୁଗଲ୍ରେ ସବୁଠାରୁ ଅଧିକ ଖୋଜା ଯାଇଥିବା ବା ସର୍ଚ କରାଯାଇଥିବା ୧୦ କଳାକାରଙ୍କ ମଧ୍ୟରେ ଅଭିନେତ୍ରୀ ହିନା ଖାନ୍ ରହିଛନ୍ତି। ନିକଟରେ ଗୁଗଲ୍ ପକ୍ଷରୁ ପ୍ରକାଶିତ ତାଲିକାରେ ତାଙ୍କ ନାମ ସହିତ ଅଭିନେତ୍ରୀ ନିମ୍ରତ୍ କୌର୍ ଓ ଅଭିନେତା ପବନ କଲ୍ୟାଣଙ୍କ ନାମ ରହିଛି। ଏନେଇ…
ମଙ୍ଗଳସୂତ୍ରକୁ ନେଇ ଚର୍ଚ୍ଚାରେ ଅଭିନେତ୍ରୀ କୀର୍ତ୍ତି
ମଙ୍ଗଳସୂତ୍ରକୁ ନେଇ ଚର୍ଚ୍ଚାରେ ଅଭିନେତ୍ରୀ କୀର୍ତ୍ତି । ବିବାହ ପରେ ତାଙ୍କ ବେକରେ ଏବେ ମଙ୍ଗଳସୂତ୍ର ସଦାବେଳେ ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ତାଙ୍କୁ ନେଇ ଏବେ ଆଲୋଚନା ଜୋର ଧରିଛି । କାହିଁକି ନା କୀର୍ତ୍ତିଙ୍କ ମଙ୍ଗଳସୂତ୍ର ଫଟୋ ଭାଇରାଲ ହେଉଛି । ଦକ୍ଷିଣଭାରତୀୟ…