Trending
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Browsing Category
Entertainment
All entertainment related news will be uploaded here
ବନ୍ଧୁତ୍ବ ନିଭାଇଲେ ମୁକେଶ
ଗଣେଷ ଚତୁର୍ଥୀରେ କନ୍ୟା ସନ୍ତାନର ବାପାମାଆ ହୋଇଛନ୍ତି ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ । ଏହି ତାରକା ଦମ୍ପତିଙ୍କ ଝିଅ ହେବା ଖବର ଶୁଣିବା ପରେ ପୁରା ବଲିଉଡ଼ ଦୁହିଁଙ୍କ ଶୁଭେଚ୍ଛା ଜଣାଇଛି । ଅନେକ ସେଲିବ୍ରିଟି ମିଡ଼ିଆରେ ଶୁଭେଚ୍ଛା ବାର୍ତା ଦେଇଥିବା ବେଳେ…
ପରଦାକୁ ଫରୁଛନ୍ତି ମହିମା
ବଲିଉଡ଼କୁ ଏଭଳି ଅନେକ କଳାକାର ଆସିଛନ୍ତି । ଯେଉଁମାନେ ସୁପରହିଟ ଫିଲ୍ମ ଦେଇ ବି ଆଗକୁ ବଢି ପାରନାହାନ୍ତି । ଏହା ପଛରେ ଅନେକ କାରଣ ରହିଥାଏ । କିଏ ନିଶାସକ୍ତ ହୋଇ କ୍ୟାନସର ବରଦାର କରେ ତ କିଏ ଉଚିତ ବ୍ୟବହାର ପ୍ରଦର୍ଶନ ନ କରି ଇଣ୍ଡଷ୍ଟ୍ରିରେ ଅପ୍ରିୟ ହୋଇପଡ଼େ । ବଡ଼ବଡ଼ ଷ୍ଟାରଙ୍କ ସହ କାମ…
ରିଲିଜ୍ ହେବ ଶାହାରୁଖଙ୍କ ‘କିଙ୍ଗ୍’
ଶାହାରୁଖ ଖାନ ନିଜର ଆଗାମୀ ଫିଲ୍ମ ‘କିଙ୍ଗ’କୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଅଛନ୍ତି । ଅଗଷ୍ଟ ୨୦୨୪ରେ ସ୍ୱିଜରଲ୍ୟାଣ୍ଡରେ ଆୟୋଜିତ ‘ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲ’ରେ ଯୋଗ ଦେବା ପରେ ଅଭିନେତା ନିଜେ ଏକ ସାକ୍ଷାତକାରରେ ଏହି ଫିଲ୍ମକୁ ନିଶ୍ଚିତ କରିଥିଲେ । ଏଥିସହିତ ଏହି ଫିଲ୍ମର ରିଲିଜ…
ଥାନାରେ ଅଭିନେତା ମନୋଜ ମିଶ୍ର ଓ ତାଙ୍କ ସ୍ତ୍ରୀ
ଭୁବନେଶ୍ୱର ସାଇବର ଥାନାରେ ଅଭିନେତା ମନୋଜ ମିଶ୍ର ଓ ତାଙ୍କ ସ୍ତ୍ରୀ କିଛି ୟୁଟ୍ୟୁବର ଓ ୱେବ୍ ଚ୍ୟାନେଲ ମାଲିକଙ୍କ ବିରୋଧରେ ଗୁରୁବାର ଏଫ୍ଆଇଆର ଦାଖଲ କରିଛନ୍ତି। ସେମାନଙ୍କ ବୈବାହିକ ଜୀବନକୁ ନେଇ ସୋସିଆଲ୍ ମିଡିଆରେ ସମ୍ମାନହାନି କରିବା ଭଳି ମନ୍ତବ୍ୟ ଏବଂ ଭିଡିଓ ପୋଷ୍ଟ କରୁଥିବାରୁ ଉକ୍ତ…
ଭିନ୍ନକ୍ଷମ ନାରୀର କାହାଣୀ “ଆଭା”
ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ଗୋଟିଏ ‘ଆଶ୍ରମ’ ଏକ ଆଶାର ଆଶ୍ରୟ ଏବଂ ଅନ୍ୟଟି ଦିବ୍ୟାଙ୍ଗ ଝିଅର କାହାଣୀ ‘ଆଭା’। ଓମ୍ ବାବା ପ୍ରଡ଼କସନ୍ସ ନିବେଦିତ ଚଳଚ୍ଚିତ୍ର ‘ଆଭା’ରେ ସାମାଜିକ ବାର୍ତ୍ତା ଭରପୂର ରହିଛି। ଏକ ନିପଟ ମଫସଲ ଗାଁର ଗରିବ ପରିବାରର ଜଣେ ଶାରୀରିକ ଭିନ୍ନକ୍ଷମ ଝିଅ…
ଲୋକପ୍ରିୟ ଗାୟକଙ୍କ ପରଲୋକ
ଅମରରସ ରେକର୍ଡସର ବ୍ୟାଣ୍ଡ 'ବାଡ଼ମେର ବାଏଜ୍'ର ମୁଖ୍ୟ ଗାୟକ ଭାବରେ ନିଜର ସ୍ୱର ପାଇଁ ପ୍ରସିଦ୍ଧ ଲାଭ କରିଥିବା ରାଜସ୍ଥାନୀ ଲୋକଗାୟକ ମାଙ୍ଗେ ଖାନଙ୍କର ବୁଧବାର ଦେହାନ୍ତ ହୋଇଛି। ତାଙ୍କୁ ମୃତ୍ୟୁ ବେକକୁ ୪୯ ବର୍ଷ ବୟସ ହୋଇଥିଲା।
ମାଙ୍ଗେ ଖାନ ହୃଦରୋଗରେ ପୀଡିତ ଥିଲେ। ଏହି…
ଛାତରୁ ଡେଇଁ ଆତ୍ମହତ୍ୟା କଲେ ମଲାଇକାଙ୍କ ବାପା
ଅଭିନେତ୍ରୀ ମଲାଇକା ଆରୋରାଙ୍କ ଉପରେ ଦୁଃଖର ପାହାଡ଼ ଛିଡ଼ିପଡ଼ିଛି । ଅଭିନେତ୍ରୀଙ୍କ ବାପା ଅନିଲ ଅନିଲ ଆରୋରା ଏହି ଦୁନିଆରୁ ବିଦାୟ ନେଇଛନ୍ତି । କୁହାଯାଉଛି ଯେ ମଲାଇକାଙ୍କ ବାପା ବାନ୍ଦ୍ରସ୍ଥିତ ତାଙ୍କ ଘରର ତୃତୀୟ ମହଲାରୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି । ଏହି ଖବର ପରେ ମଲାଇକା ଆରୋରା…
ରିଲିଜ ହେଲା ଦେଵାରା-୧ ଟ୍ରେଲର
ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଦେଵାରା ପାର୍ଟ -୧'ର ଟ୍ରେଲର ରିଲିଜ ହୋଇଛି। ଦୀର୍ଘ ସମୟ ଅପେକ୍ଷା ପରେ ପ୍ରଶଂସକମାନେ ଶେଷରେ ଫିଲ୍ମର ଝଲକ ପାଇଛନ୍ତି | ଟ୍ରେଲରରେ ଜୁନିଅର ଏନଟିଆରଙ୍କ ଦମଦାର ଅନ୍ଦାଜ ଦେଖିବାକୁ ମିଳିଥିବାବେଳେ ଜାହ୍ନବୀ କପୁରଙ୍କ ସହିତ ତାଙ୍କର କେମେଷ୍ଟ୍ରି ମଧ୍ୟ ବହୁତ ଭଲ…
ପରଦାକୁ ଆସିବ ମହାକାଳ
ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଫିଲ୍ମ ‘ମହାକାଳ’ । ଦେଭ୍ସ ଏଣ୍ଟରଟେଣ୍ଟମେଣ୍ଟ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ନାୟକ ଭୂମିକାରେ ଦେଭ୍ ନଜର ଆସିବେ । ଫିଲ୍ମର ପ୍ରଯୋଜନା ଏବଂ ନିର୍ଦ୍ଦେଶନା ଭାର ମଧ୍ୟ ଦେଭ୍ ସମ୍ଭାଳିଛନ୍ତି । କାହାଣୀ, ଡାଇଲଗ୍ ଦାୟିତ୍ବ ନେଇଛନ୍ତି ଭରଦ୍ବାଜ…
ଆରପାରିରେ ହଲିଉଡର ଲୋକପ୍ରିୟ ଅଭିନେତା ଜେମ୍ସ୍
ହଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଜେମ୍ସ୍ ଅର୍ଲ ଜୋନ୍ସ ୯୩ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି । ସୋମବାର ନ୍ୟୁୟର୍କର ହୁଡସନ୍ ଭ୍ୟାଲି ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ତାଙ୍କ ଏଜେଣ୍ଟ ବେରୀ ମ୍ୟାକଫର୍ସନ ସୂଚନା ଦେଇଛନ୍ତି । ଜେମ୍ସ୍ ତାଙ୍କ…